OR/Prabhupada 0150 - ଆମେ ଜପ କରିବା ଛାଡ଼ିବା କଥା ନୁହଁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0150 - in all Languages Category:OR-Quotes - 1975 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in USA, Denver]]
[[Category:OR-Quotes - in USA, Denver]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0149 - Le mouvement pour la conscience de Krishna nous aide à trouver le Père Suprême|0149|OR/Prabhupada 0151 - Nous devons apprendre auprès des Acaryas|0151}}
{{1080 videos navigation - All Languages|Oriya|OR/Prabhupada 0149 - କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ପରମ ପିତାଙ୍କୁ ଖୋଜିବା|0149|OR/Prabhupada 0151 - ଆମକୁ ଆଚାର୍ଯ୍ୟମାନଙ୍କ ଠାରୁ ଶିଖିବାକୁ ହେବ|0151}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|2xrodki-N-Y|ଆମେ ଜପ କରିବା ଛାଡ଼ିବା କଥା ନୁହଁ<br />- Prabhupāda 0150}}
{{youtube_right|wwp-aVRiLJ0|ଆମେ ଜପ କରିବା ଛାଡ଼ିବା କଥା ନୁହଁ<br />- Prabhupāda 0150}}
<!-- END VIDEO LINK -->
<!-- END VIDEO LINK -->


Line 38: Line 38:
:([[Vanisource:CC Madhya 17.136|CC Madhya 17.136]])  
:([[Vanisource:CC Madhya 17.136|CC Madhya 17.136]])  


କୃଷ୍ଣ, ତାଙ୍କର ନାମ, ତାଙ୍କର ପ୍ରସିଦ୍ଧି, ତାଙ୍କର ଗୁଣ, ତାଙ୍କର ଗତିବିଧି... ଶ୍ରୀ କୃଷ୍ଣ ନାମାଦି ନ ଭବେଦ...ନାମାଦି ଅର୍ଥାତ୍ "ପବିତ୍ର ନାମରୁ ଆରମ୍ଭ ।" ତେଣୁ ସମ୍ଭବ ନୁହେଁ...ତେଣୁ ଯଦି ଆମେ ନିଜକୁ ଭୌତିକ ମଞ୍ଚରେ ରଖିବା, ତେବେ ହଜାର ବର୍ଷ ପାଇଁ ଆମେ ଜପ କରିଲେ ମଧ୍ୟ, ଏହା କଷ୍ଟକର ହେବ । ଏହାକୁ ନାମଅପରାଧ କୁହାଯାଏ । ଅବଶ୍ୟ, ପବିତ୍ର ନାମ ଏତେ ଶକ୍ତିଶାଳୀ ଯେ ଅପରାଧ ସହିତ ଜପ କରିଲେ ମଧ୍ୟ, ଧିରେ ଧିରେ ଏହା ଶୁଦ୍ଧ ହୋଇଯାଏ । ସେଥିପାଇଁ, ଆମେ ଜପ କରିବା ଛାଡ଼ିବା କଥା ନୁହଁ । କୌଣସି ପରିସ୍ଥିତିରେ, ଆମେ ହରେ କୃଷ୍ଣ ଜପ କରିବା ଉଚିତ୍ । କିନ୍ତୁ ଚେତାବନି ହେଉଛି ଯେ ଯଦି ଆମେ ନିଜକୁ ଭୌତିକ ସ୍ତରରେ ରଖିବା, ତେବେ କୃଷ୍ଣଙ୍କୁ ବୁଝିବା ସମ୍ଭବ ହେବ ନାହିଁ, ତାଙ୍କର ପବିତ୍ର ନାମ, ତାଙ୍କର ଗୁଣ, ତାଙ୍କର ରୂପ, ତାଙ୍କର ଗତିବିଧି । ଏହା ସମ୍ଭବ ହେବ ନାହିଁ । ତେଣୁ ପ୍ରକ୍ରିୟା ହେଉଛି ଭକ୍ତି । ଏବଂ ଯେତେବେଳେ ତୁମେ କୃଷ୍ଣଙ୍କୁ ବୁଝିବା ସ୍ତରକୁ ଆସିଯିବ, ତେବେ ତୁରନ୍ତ ତୁମେ ଆଧ୍ୟାତ୍ମିକ ଦୁନିଆକୁ ସ୍ଥାନାନ୍ତରିତ ହେବା ପାଇଁ ଯୋଗ୍ୟ ହୋଇଯିବ । ତାହା ହେଉଛି...କୃଷ୍ଣ ଭଗବଦ୍ ଗୀତାରେ ମଧ୍ୟ କହିଛନ୍ତି, ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି ମାମେତି ([[Vanisource:BG 4.9|BG 4.9]]) ।  
କୃଷ୍ଣ, ତାଙ୍କର ନାମ, ତାଙ୍କର ପ୍ରସିଦ୍ଧି, ତାଙ୍କର ଗୁଣ, ତାଙ୍କର ଗତିବିଧି... ଶ୍ରୀ କୃଷ୍ଣ ନାମାଦି ନ ଭବେଦ...ନାମାଦି ଅର୍ଥାତ୍ "ପବିତ୍ର ନାମରୁ ଆରମ୍ଭ ।" ତେଣୁ ସମ୍ଭବ ନୁହେଁ...ତେଣୁ ଯଦି ଆମେ ନିଜକୁ ଭୌତିକ ମଞ୍ଚରେ ରଖିବା, ତେବେ ହଜାର ବର୍ଷ ପାଇଁ ଆମେ ଜପ କରିଲେ ମଧ୍ୟ, ଏହା କଷ୍ଟକର ହେବ । ଏହାକୁ ନାମଅପରାଧ କୁହାଯାଏ । ଅବଶ୍ୟ, ପବିତ୍ର ନାମ ଏତେ ଶକ୍ତିଶାଳୀ ଯେ ଅପରାଧ ସହିତ ଜପ କରିଲେ ମଧ୍ୟ, ଧିରେ ଧିରେ ଏହା ଶୁଦ୍ଧ ହୋଇଯାଏ । ସେଥିପାଇଁ, ଆମେ ଜପ କରିବା ଛାଡ଼ିବା କଥା ନୁହଁ । କୌଣସି ପରିସ୍ଥିତିରେ, ଆମେ ହରେ କୃଷ୍ଣ ଜପ କରିବା ଉଚିତ୍ । କିନ୍ତୁ ଚେତାବନି ହେଉଛି ଯେ ଯଦି ଆମେ ନିଜକୁ ଭୌତିକ ସ୍ତରରେ ରଖିବା, ତେବେ କୃଷ୍ଣଙ୍କୁ ବୁଝିବା ସମ୍ଭବ ହେବ ନାହିଁ, ତାଙ୍କର ପବିତ୍ର ନାମ, ତାଙ୍କର ଗୁଣ, ତାଙ୍କର ରୂପ, ତାଙ୍କର ଗତିବିଧି । ଏହା ସମ୍ଭବ ହେବ ନାହିଁ । ତେଣୁ ପ୍ରକ୍ରିୟା ହେଉଛି ଭକ୍ତି । ଏବଂ ଯେତେବେଳେ ତୁମେ କୃଷ୍ଣଙ୍କୁ ବୁଝିବା ସ୍ତରକୁ ଆସିଯିବ, ତେବେ ତୁରନ୍ତ ତୁମେ ଆଧ୍ୟାତ୍ମିକ ଦୁନିଆକୁ ସ୍ଥାନାନ୍ତରିତ ହେବା ପାଇଁ ଯୋଗ୍ୟ ହୋଇଯିବ । ତାହା ହେଉଛି...କୃଷ୍ଣ ଭଗବଦ୍ ଗୀତାରେ ମଧ୍ୟ କହିଛନ୍ତି, ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି ମାମେତି ([[Vanisource:BG 4.9 (1972)|BG 4.9]]) ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 13:40, 17 October 2018



Lecture on SB 6.1.15 -- Denver, June 28, 1975

ଅଥାପି ତେ ଦେବ ପଦାମ୍ଭୁଜ ଦବ୍ୟମ୍ ପ୍ରସାଦ ଲେଶାନୁଗ୍ରହିତ ଏବ ହି, ଜାନାତି ତତ୍ଵମ ନ ଚାନ୍ୟ ଏକୋ ଅପି ବିଚିନବନ୍ (SB 10.14.29) ଯେଉଁମାନଙ୍କୁ କୃଷ୍ଣଙ୍କର ଅକାରଣ କୃପା ମିଳେ, ସେମାନେ କୃଷ୍ଣଙ୍କୁ ବୁଝିପାରିବେ । ଅନ୍ୟମାନେ, ନ ଚାନ୍ୟ ଏକୋ ଅପି ବିଚିନ୍ଵନ୍ । ଚିରମ୍ ଅର୍ଥାତ୍ ଲମ୍ଵା ସମୟ ପାଇଁ, ଅନେକ ବର୍ଷ ପାଇଁ, ଯଦି ସେମାନେ ଭଗବାନ କ'ଣ କେବଳ କଳ୍ପନା କରନ୍ତି, କିମ୍ଵା କୃଷ୍ଣ କ'ଣ, ସେହି ପ୍ରକ୍ରିୟା ଆମକୁ ସାହାର୍ଯ୍ୟ କରିପାରିବ ନାହିଁ । ଏହି ପ୍ରକାରର ଅନେକ ବୈଦିକ ଶ୍ଳୋକ ଅଛି ।

ଅହଃ ଶ୍ରୀ କୃଷ୍ଣ ନାମାଦି
ନ ଭବେଦ ଗ୍ରାହୟମ୍ ଇନ୍ଦ୍ରିୟୈଃ
ସେବନ୍ମୁଖେ ହି ଜିହ୍ଵାଦୌ
ସ୍ଵୟମ୍ ଏବ ସ୍ଫୁରତି ଅଦଃ
(CC Madhya 17.136)

କୃଷ୍ଣ, ତାଙ୍କର ନାମ, ତାଙ୍କର ପ୍ରସିଦ୍ଧି, ତାଙ୍କର ଗୁଣ, ତାଙ୍କର ଗତିବିଧି... ଶ୍ରୀ କୃଷ୍ଣ ନାମାଦି ନ ଭବେଦ...ନାମାଦି ଅର୍ଥାତ୍ "ପବିତ୍ର ନାମରୁ ଆରମ୍ଭ ।" ତେଣୁ ସମ୍ଭବ ନୁହେଁ...ତେଣୁ ଯଦି ଆମେ ନିଜକୁ ଭୌତିକ ମଞ୍ଚରେ ରଖିବା, ତେବେ ହଜାର ବର୍ଷ ପାଇଁ ଆମେ ଜପ କରିଲେ ମଧ୍ୟ, ଏହା କଷ୍ଟକର ହେବ । ଏହାକୁ ନାମଅପରାଧ କୁହାଯାଏ । ଅବଶ୍ୟ, ପବିତ୍ର ନାମ ଏତେ ଶକ୍ତିଶାଳୀ ଯେ ଅପରାଧ ସହିତ ଜପ କରିଲେ ମଧ୍ୟ, ଧିରେ ଧିରେ ଏହା ଶୁଦ୍ଧ ହୋଇଯାଏ । ସେଥିପାଇଁ, ଆମେ ଜପ କରିବା ଛାଡ଼ିବା କଥା ନୁହଁ । କୌଣସି ପରିସ୍ଥିତିରେ, ଆମେ ହରେ କୃଷ୍ଣ ଜପ କରିବା ଉଚିତ୍ । କିନ୍ତୁ ଚେତାବନି ହେଉଛି ଯେ ଯଦି ଆମେ ନିଜକୁ ଭୌତିକ ସ୍ତରରେ ରଖିବା, ତେବେ କୃଷ୍ଣଙ୍କୁ ବୁଝିବା ସମ୍ଭବ ହେବ ନାହିଁ, ତାଙ୍କର ପବିତ୍ର ନାମ, ତାଙ୍କର ଗୁଣ, ତାଙ୍କର ରୂପ, ତାଙ୍କର ଗତିବିଧି । ଏହା ସମ୍ଭବ ହେବ ନାହିଁ । ତେଣୁ ପ୍ରକ୍ରିୟା ହେଉଛି ଭକ୍ତି । ଏବଂ ଯେତେବେଳେ ତୁମେ କୃଷ୍ଣଙ୍କୁ ବୁଝିବା ସ୍ତରକୁ ଆସିଯିବ, ତେବେ ତୁରନ୍ତ ତୁମେ ଆଧ୍ୟାତ୍ମିକ ଦୁନିଆକୁ ସ୍ଥାନାନ୍ତରିତ ହେବା ପାଇଁ ଯୋଗ୍ୟ ହୋଇଯିବ । ତାହା ହେଉଛି...କୃଷ୍ଣ ଭଗବଦ୍ ଗୀତାରେ ମଧ୍ୟ କହିଛନ୍ତି, ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି ମାମେତି (BG 4.9) ।