OR/Prabhupada 0166 - ତୁମେ ତୁଷାରପାତକୁ ରୋକିପାରିବ ନାହିଁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0166 - in all Languages Category:OR-Quotes - 1966 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, New York]]

<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0165 - ଶୁଦ୍ଧ କର୍ମକୁ ଭକ୍ତି କୁହାଯାଏ|0165|OR/Prabhupada 0167 - ଭଗବାନଙ୍କ ନିର୍ମିତ ନିୟମରେ କୌଣସି ତୃଟି ନ ଥାଏ|0167}}

<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|UjvfmXEZHIY|ତୁମେ ତୁଷାରପାତକୁ ରୋକିପାରିବ ନାହିଁ<br />- Prabhupāda 0166}}
{{youtube_right|CeqJ6SGgaeE|ତୁମେ ତୁଷାରପାତକୁ ରୋକିପାରିବ ନାହିଁ<br />- Prabhupāda 0166}}
<!-- END VIDEO LINK -->
<!-- END VIDEO LINK -->

Line 34: Line 34:
ବର୍ତ୍ତମାନ ଅର୍ଜୁନ ଏଠାରେ ଚେତନାଶୀଳ ଯେ ଏକ ଯୁଦ୍ଧ ହେବାର ଅଛି, ଏବଂ ଶତୃ ସହିତ ଯୁଦ୍ଧ କରିବା ମୋର କର୍ତ୍ତବ୍ୟ, କିନ୍ତୁ ସେଥିରେ ଯନ୍ତ୍ରଣା ଅଛି କାରଣ ସେମାନେ ମୋର ପରିବାର ବର୍ଗ ।" ତେଣୁ ତାହା ସେ ଭାବୁଥିଲେ । ତେଣୁ ଯେ ପର୍ଯ୍ୟନ୍ତ ମନୁଷ୍ୟ ଚେତନାଶୀଳ ଏବଂ ଜାଗୃତ ହୋଇନାହିଁ ଏହି ତଥ୍ୟରେ ଯେ ଆମେମାନେ ସର୍ବଦା ଯନ୍ତ୍ରଣା ଭୋଗ କରୁଛୁ କିନ୍ତୁ ଆମେ ଏହି ଯନ୍ତ୍ରଣା ଚାହୁଁନାହୁଁ... ଏହି ପ୍ରଶ୍ନ...ଏହିପରି ବ୍ୟକ୍ତି ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯିବା ଉଚିତ୍, ଯେତେବେଳେ ସେ ଚେତନାଶୀଳ । ତୁମେ ଦେଖୁଛ? ଯେ ପର୍ଯ୍ୟନ୍ତ ସେ ପଶୁ ପ୍ରବୃତ୍ତିରେ ରହେ, ଯେ ସେ ଜାଣି ନାହିଁ ଯେ ସେ ସର୍ବଦା ଯନ୍ତ୍ରଣାରେ ଅଛି... ସେ ଜାଣିପାରିବ ନାହିଁ, ସେ ଖାତିର କରିବ ନାହିଁ, କିମ୍ଵା ସେ ସମସ୍ୟାର ସମାଧାନ କରିବାକୁ ଚାହିଁବ ନାହିଁ । ଏବଂ ଏଠାରେ ଅର୍ଜୁନ ପୀଡ଼ିତ ଅଛନ୍ତି, ଏବଂ ସେ ଏକ ସମାଧାନ କରିବାକୁ ଚାହୁଁଛନ୍ତି, ଏବଂ ସେଥିପାଇଁ ସେ ଏକ ଆଧ୍ୟାତ୍ମିକ ଗୁରୁ ସ୍ଵୀକାର କରିଲେ । ତେଣୁ ଯେତେବେଳେ ଆମେ ଆମ ଯନ୍ତ୍ରଣା ସମ୍ଵନ୍ଧରେ ଆମେ ଚେତନାଶୀଳ, ଆମେ ପୀଡ଼ିତ ଅବସ୍ଥାକୁ ଅବର୍ତ୍ତୀନ ହୋଇଛୁ... ପୀଡ଼ା ଅଛି । ପୀଡ଼ାର ବିସ୍ମୃତି କିମ୍ଵା ଅଜ୍ଞାନର କୌଣସି ଅର୍ଥ ନାହିଁ । ପୀଡ଼ା ଅଛି । କିନ୍ତୁ ଯେତେବେଳେ ଜଣେ ପୀଡ଼ାର ସମାଧାନ କରିବା ପାଇଁ ଭାରୀ ଗମ୍ଭୀର, ତେବେ ଏକ ଆଧ୍ୟାତ୍ମିକ ଗୁରୁଙ୍କର ଆବଶ୍ୟକତା ଅଛି । ଯେପରି ଅର୍ଜୁନ ବର୍ତ୍ତମାନ ଏକ ଆଧ୍ୟାତ୍ମିକ ଗୁରୁ ଆବଶ୍ୟକ କରୁଛନ୍ତି । ବୁଝିପାରିଲ କି? ହଁ । ତେଣୁ ପୀଡ଼ା ଅଛି । ଏହା କୌଣସି ଶିକ୍ଷା ଅାବଶ୍ୟକ କରେ ନାହିଁ, କେବଳ ଚିନ୍ତା କରିବା ଦ୍ଵାରା, ସ୍ଵଳ୍ପ ଚିନ୍ତା ଦ୍ଵାରା, ଯେ "ମୁଁ ଏହି ଯନ୍ତ୍ରଣା ଚାହୁଁନାହିଁ, କିନ୍ତୁ ମୁଁ ଯନ୍ତ୍ରଣାରେ ଅଛି । କାହିଁକି? କିଛି ସମାଧାନ ଅଛି କି? ଅଛି କି...? କିନ୍ତୁ ସମାଧାନ ଅଛି । ଏହିସବୁ ଶାସ୍ତ୍ର, ଏହିସବୁ ବୈଦିକ ଜ୍ଞାନ, ସବୁକିଛି... ଏବଂ କେବଳ ବୈଦିକ ଜ୍ଞାନ ନୁହେଁ...ବର୍ତ୍ତମାନ... ଓ, ତୁମେ ବିଦ୍ୟାଳୟ କାହିଁକି ଯାଉଛ? ତୁମେ ମହାବିଦ୍ୟାଳୟ କାହିଁକି ଯାଉଛ? ତୁମେ କାହିଁକି ବୈଜ୍ଞାନିକ ଶିକ୍ଷା ଗ୍ରହଣ କରୁଛ? କାହିଁକି ତୁମେ କାନୁନ୍ ଶିକ୍ଷା ଗ୍ରହଣ କରୁଛ? ସବୁ କିଛି ଆମ ପୀଡ଼ା ସମାପ୍ତ କରିବା ପାଇଁ ଅଛି । ଯଦି କୌଣସି ଯନ୍ତ୍ରଣା ରହିବ ନାହିଁ, ତେବେ କେହି ଶିକ୍ଷା ଗ୍ରହଣ କରିବେ ନାହିଁ । ତୁମେ ଦେଖୁଛ? କିନ୍ତୁ ସେ ଭାବୁଛି ଯେ "ଯଦି ମୁଁ ଶିକ୍ଷିତ, ଯଦି ମୁଁ ଚିକିତ୍ସକ ହେବି, ଯଦି ମୁଁ ଓକିଲ ହେବି କିମ୍ଵା ଯଦି ମୁଁ ଏକ ଯାନ୍ତ୍ରିକ ହେବି, ମୁଁ ଖୁସୀ ରହିବି ।" ଖୁସୀ । ତାହା ହେଉଛି ଶେଷ ଲକ୍ଷ୍ୟ । "ମୁଁ ଏକ ଚାକିରୀ ପାଇବି, ସରକାରୀ ଚାକିରୀ । ମୁଁ ଖୁସୀ ହେବି ।"  

ତେଣୁ ଖୁସୀ ସବୁକିଛିର ଅନ୍ତ, ମୋ କହିବାର ଅର୍ଥ ହେଉଛି, ଅନୁସରଣ ର । ତେଣୁ...କିନ୍ତୁ ଏହି ଯନ୍ତ୍ରଣାଗୁଡ଼ିକ କମ ହେବା, ସେମାନେ ଅସ୍ଥାୟୀ । ବାସ୍ତବ ପୀଡ଼ା, ଆମର ଏହି ଭୌତିକ ଅସ୍ଥିତ୍ଵ ଯୋଗୁଁ ଅଛି, ଏହି ତିନି ପ୍ରକାରର ପୀଡ଼ା । ତେଣୁ ଯେତେବେଳେ ଜଣେ ତାର ପୀଡ଼ା ସମ୍ଵନ୍ଧରେ ଚେତନାଶୀଳ ଏବଂ ସେ ଏହି ପୀଡ଼ାର ସମାଧାନ କରିବାକୁ ଚାହୁଁଛି, ତେବେ ଆଧ୍ୟାତ୍ମିକ ଗୁରୁଙ୍କର ଆବଶ୍ୟକତା ଅଛି । ବର୍ତ୍ତମାନ, ଯଦି ତୁମେ ତୁମ ପୀଡ଼ାର ସମାଧାନ କରିବାକୁ ଚାହୁଁଛ, ଏବଂ ତୁମେ ଏକ ବ୍ୟକ୍ତିର ପରାମର୍ଶ ନେବା ପାଇଁ ଚାହୁଁଛ, ବର୍ତ୍ତମାନ ତୁମେ କେଉଁ ପ୍ରକାରର ବ୍ୟକ୍ତି ସହିତ ସାକ୍ଷାତ କରିବ କିଏ ତୁମ ପୀଡ଼ାର ଅନ୍ତ କରିପାରିବ? ଏହା ଚୟନ କରିବା ଉଛିତ୍ । ଯଦି ତୁମେ ଏକ ଅଳଙ୍କାର କିଣିବାକୁ ଚାହୁଁଛ, ହୀରା, ଏବଂ ବହୁତ ମୂଲ୍ୟବାନ ଜିନିଷ, ଏବଂ ତୁମେ ଏକ ବଣିଆ ଦୋକାନକୁ ଯିବ... ଏହି ପ୍ରକାରର ଅଜ୍ଞାନତା - ତୁମେ ଠକି ହୋଇଯିବ । ତୁମେ ଠକି ହୋଇଯିବ । ଅତି କମରେ ତୁମେ ଏକ ଅଳଙ୍କାରର ଦୋକାନ ଯିବା ଉଚିତ୍ । ଅଳଙ୍କାର ଦୋକାନ, ତୁମେ ଦେଖିଛ? ସେତିକି ଜ୍ଞାନ ତୁମର ରହିବା ଉଚିତ୍ ।  
ତେଣୁ ଖୁସୀ ସବୁକିଛିର ଅନ୍ତ, ମୋ କହିବାର ଅର୍ଥ ହେଉଛି, ଅନୁସରଣ ର । ତେଣୁ...କିନ୍ତୁ ଏହି ଯନ୍ତ୍ରଣାଗୁଡ଼ିକ କମ ହେବା, ସେମାନେ ଅସ୍ଥାୟୀ । ବାସ୍ତବ ପୀଡ଼ା, ଆମର ଏହି ଭୌତିକ ଅସ୍ଥିତ୍ଵ ଯୋଗୁଁ ଅଛି, ଏହି ତିନି ପ୍ରକାରର ପୀଡ଼ା । ତେଣୁ ଯେତେବେଳେ ଜଣେ ତାର ପୀଡ଼ା ସମ୍ଵନ୍ଧରେ ଚେତନାଶୀଳ ଏବଂ ସେ ଏହି ପୀଡ଼ାର ସମାଧାନ କରିବାକୁ ଚାହୁଁଛି, ତେବେ ଆଧ୍ୟାତ୍ମିକ ଗୁରୁଙ୍କର ଆବଶ୍ୟକତା ଅଛି । ବର୍ତ୍ତମାନ, ଯଦି ତୁମେ ତୁମ ପୀଡ଼ାର ସମାଧାନ କରିବାକୁ ଚାହୁଁଛ, ଏବଂ ତୁମେ ଏକ ବ୍ୟକ୍ତିର ପରାମର୍ଶ ନେବା ପାଇଁ ଚାହୁଁଛ, ବର୍ତ୍ତମାନ ତୁମେ କେଉଁ ପ୍ରକାରର ବ୍ୟକ୍ତି ସହିତ ସାକ୍ଷାତ କରିବ କିଏ ତୁମ ପୀଡ଼ାର ଅନ୍ତ କରିପାରିବ? ଏହା ଚୟନ କରିବା ଉଛିତ୍ । ଯଦି ତୁମେ ଏକ ଅଳଙ୍କାର କିଣିବାକୁ ଚାହୁଁଛ, ହୀରା, ଏବଂ ବହୁତ ମୂଲ୍ୟବାନ ଜିନିଷ, ଏବଂ ତୁମେ ଏକ ବଣିଆ ଦୋକାନକୁ ଯିବ... ଏହି ପ୍ରକାରର ଅଜ୍ଞାନତା - ତୁମେ ଠକି ହୋଇଯିବ । ତୁମେ ଠକି ହୋଇଯିବ । ଅତି କମରେ ତୁମେ ଏକ ଅଳଙ୍କାରର ଦୋକାନକୁ ଯିବା ଉଚିତ୍ । ଅଳଙ୍କାର ଦୋକାନ, ତୁମେ ଦେଖିଛ? ସେତିକି ଜ୍ଞାନ ତୁମର ରହିବା ଉଚିତ୍ ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:39, 1 October 2020

Lecture on BG 2.7-11 -- New York, March 2, 1966

ଆମେ ଭୁଲିବା କଥା ନୁହେଁ ଯେ ଆମେମାନେ ସର୍ବଦା ଯନ୍ତ୍ରଣାରେ ଅଛୁ । ତିନି ପ୍ରକାରର ଯନ୍ତ୍ରଣା ଅଛି । ମୁଁ ଏହି ଅର୍ଥନୈତିକ କଥା କହୁ ନାହିଁ କିମ୍ଵା...ତାହା ମଧ୍ୟ ଅନ୍ୟ ଏକ ପ୍ରକାରର ପୀଡ଼ା । କିନ୍ତୁ ବୈଦିକ ଜ୍ଞାନ ଅନୁଯାୟୀ - ବା ଏହା ବାସ୍ତବିକ ଯେ - ତିନି ପ୍ରକାରର ପୀଡ଼ା ଅଛି । ଏକ ପ୍ରକାରର ପୀଡ଼ା ଶରୀର ଏବଂ ମନ ସମ୍ଵନ୍ଧିତ... ବର୍ତ୍ତମାନ, ମନେକର ମୋର ମୁଣ୍ଡ ବଥା ହେଉଛି । ବର୍ତ୍ତମାନ, ମୋତେ ଭାରୀ ଗରମ ହେଉଛି, ମୋତେ ବହୁତ ଥଣ୍ଡା ଲାଗୁଛି, ଏବଂ ଏତେ ସାରା ଶାରୀରିକ ପୀଡ଼ା ଅଛି । ସେହିପର, ଆମର ମାନସିକ ପୀଡ଼ା ମଧ୍ୟ ଅଛି । ଆଜି ମୋର ମନ ଭଲ ନାହିଁ । ମୋତେ... ମୋତେ ଜଣେ କିଛି କହିଲା । ତେଣୁ ମୁଁ ପୀଡ଼ିତ ଅଛି । କିମ୍ଵା ମୁଁ କିଛି ଜିନିଷ କିମ୍ଵା କିଛି ସାଙ୍ଗ ହଜେଇ ଦେଇଛି, ଅନେକ ଜିନିଷ । ତେଣୁ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା, ଏବଂ ତାପରେ ପ୍ରକୃତି ଦ୍ଵାରା ଯନ୍ତ୍ରଣା, ପ୍ରକୃତି । ଏହାକୁ ଅଧିଦୈବିକ କୁହାଯାଏ, ଯାହା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ । ସବୁ ପ୍ରକାରର ଯନ୍ତ୍ରଣା ଉପରେ ଆମର ନିୟନ୍ତ୍ରଣ ନାହିଁ । ବିଶେଷତଃ... ମନେକର ବହୁତ ତୁଷାରପାତ ହେଉଛି । ସମ୍ପୂର୍ଣ୍ଣ ନ୍ୟୁୟର୍କ ସହର ବରଫରେ ଆଛାଦିତ, ଏବଂ ଆମେ ସମସ୍ତେ ଅସୁବିଧାରେ ପଡ଼ିଛୁ । ତାହା ଏକ ପ୍ରକାରର ଯନ୍ତ୍ରଣା । କିନ୍ତୁ ତୁମର କୌଣସି ନିୟନ୍ତ୍ରଣ ନାହିଁ । ତୁମେ ତୁଷାରପାତକୁ ରୋକିପାରିବ ନାହିଁ । ତୁମେ ଦେଖୁଛ? ଯଦି କିଛି, କିଛି, ପବନ ହେଉଛି, ଥଣ୍ଡା ପବନ, ତୁମେ ତାକୁ ରୋକିପାରିବ ନାହିଁ । ଏହାକୁ ଅଧିଦୈବିକ ପୀଡ଼ା କୁହାଯାଏ । ଏବଂ ଶାରୀରିକ ଏବଂ ମାନସିକ ପୀଡ଼ାକୁ ଆଧ୍ୟାତ୍ମିକ ପୀଡ଼ା କୁହାଯାଏ । ଏବଂ ଅନ୍ୟ ଏକ ପ୍ରକାରର ଯନ୍ତ୍ରଣା ଅଛି, ଅଧିଭୌତିକ, ଅନ୍ୟ ଜୀବ ଦ୍ଵାରା ଆକ୍ରମଣ, ମୋର ଶତୃ, କିଛି ଜନ୍ତୁ କିମ୍ଵା କୌଣସି କୀଟ ଦ୍ଵାରା ଆକ୍ରମଣ, ବହୁତ କିଛି । ତେଣୁ ଏହି ତିନି ପ୍ରକାରର ପୀଡ଼ା ସର୍ବଦା ରୁହେ । ସର୍ବଦା...କିନ୍ତୁ ଆମେ ଏହିସବୁ ପୀଡ଼ା ଚାହୁଁନାହୁଁ । ଯେତେବେଳେ ଏହି ପ୍ରଶ୍ନ ଉଠେ...