OR/Prabhupada 0179 - ଆମେ କୃଷ୍ଣଙ୍କ ପାଇଁ କାମ କରିବା ଉଚିତ୍: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0179 - in all Languages Category:OR-Quotes - 1974 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0178 - ସେଥିପାଇଁ କୃଷ୍ଣଙ୍କ ଦ୍ଵାରା ଦିଆଯାଇଥିବା ଆଦେଶ ହେଉଛି ଧର୍ମ|0178|OR/Prabhupada 0180 - ହରେ କୃଷ୍ଣ ମନ୍ତ୍ର ହେଉଛି ପ୍ରତିସଂକ୍ରାମକ|0180}}
{{1080 videos navigation - All Languages|Oriya|OR/Prabhupada 0178 - ସେଥିପାଇଁ କୃଷ୍ଣଙ୍କ ଦ୍ଵାରା ଦିଆଯାଇଥିବା ଆଦେଶ ହେଉଛି ଧର୍ମ|0178|OR/Prabhupada 0180 - ହରେ କୃଷ୍ଣ ମନ୍ତ୍ର ହେଉଛି ପ୍ରତିସଂକ୍ରାମକ|0180}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|gxiPT1LpuuU|ଆମେ କୃଷ୍ଣଙ୍କ ପାଇଁ କାମ କରିବା ଉଚିତ୍ - Prabhupāda 0179}}
{{youtube_right|DuqhXCq0pzA|ଆମେ କୃଷ୍ଣଙ୍କ ପାଇଁ କାମ କରିବା ଉଚିତ୍ -<br /> Prabhupāda 0179}}
<!-- END VIDEO LINK -->
<!-- END VIDEO LINK -->

Line 30: Line 30:

<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ଏହି ମାୟାବାଦୀ ଦାର୍ଶନିକମାନେ, ସେମାନେ ଜ୍ଞାନରେ ଅତି ଉଚ୍ଚ ହୋଇଥିବେ, କଳ୍ପନା ଦ୍ଵାରା, କିନ୍ତୁ ସେମାନେ ପୁନଃ ପତୀତ ହେବେ । କାହିଁକି? ଅନାଦ୍ରତା-ଯୁସମଦ୍-ଅଂଗ୍ରୟ: "କାରଣ ସେମାନଙ୍କୁ ଆପଣଙ୍କର ପାଦ ପଦ୍ମର ଆଶ୍ରୟ ମିଳି ନାହିଁ, ସେଥିପାଇଁ ସେମାନେ ପୁନଃ ପତୀତ ହେବେ ।" ତାହା ସୁରକ୍ଷିତ ନୁହେଁ । କାରଣ ଜଣେ ବ୍ୟକ୍ତି କୌଣସି କାର୍ଯ୍ୟ ବିନା ରହିପାରିବ ନାହିଁ, କୌଣସି ଇଛା । ତାହା ସମ୍ଭବ ନୁହେଁ । ଜଣେ ବ୍ୟକ୍ତି, ପଶୁ, କେହି ବି, ଏପରିକି କୀଟ, ସେ କିଛି କରୁଥିବ । ମୋର ବ୍ୟବହାରିକ ଅନୁଭବ ଅଛି । ମୋର ଗୋଟିଏ ପୁତ୍ର ପିଲାଦିନେ..., ଯେତେବେଳେ ମୁଁ ଯୁବକ ଥିଲି, ସେ ଭାରୀ ଦୁଷ୍ଟ ଥିଲା । ତେଣୁ ବେଳେ ବେଳେ ଆମେ ତାକୁ ଥାକରେ ରଖିଦେଉ । ସେ ତଳକୁ ଆସି ପାରେ ନାହିଁ । ସେ ଏତେ ଅସୁବିଧା ଅନୁଭବ କରୁଥିଲା କାରଣ ତାହାର କାର୍ଯ୍ୟକଳାପ ଥାକରେ ବନ୍ଦ ହୋଇ ଯାଉଥିଲା । ତେଣୁ ତୁମେ କାର୍ଯ୍ୟକଳାପ ବନ୍ଦ କରିପାରିବ ନାହିଁ । ତାହା ସମ୍ଭବ ନୁହେଁ । ତୁମେ ଭଲ କାର୍ଯ୍ୟକଳାପ ଦେବା ଉଚିତ୍ । ତେବେ ତୁମେ ବନ୍ଦ ହୋଇଯିବ । ପରଂ ଦୃଷ୍ଟ୍ଵା ନିବର୍ଥେ ([[Vanisource:BG 2.59|BG 2.59]]) ।  
ଏହି ମାୟାବାଦୀ ଦାର୍ଶନିକମାନେ, ସେମାନେ ଜ୍ଞାନରେ ଅତି ଉଚ୍ଚ ହୋଇଥିବେ, କଳ୍ପନା ଦ୍ଵାରା, କିନ୍ତୁ ସେମାନେ ପୁନଃ ପତୀତ ହେବେ । କାହିଁକି? ଅନାଦ୍ରତା-ଯୁସମଦ୍-ଅଂଗ୍ରୟ: "କାରଣ ସେମାନଙ୍କୁ ଆପଣଙ୍କର ପାଦ ପଦ୍ମର ଆଶ୍ରୟ ମିଳି ନାହିଁ, ସେଥିପାଇଁ ସେମାନେ ପୁନଃ ପତୀତ ହେବେ ।" ତାହା ସୁରକ୍ଷିତ ନୁହେଁ । କାରଣ ଜଣେ ବ୍ୟକ୍ତି କୌଣସି କାର୍ଯ୍ୟ ବିନା ରହିପାରିବ ନାହିଁ, କୌଣସି ଇଛା । ତାହା ସମ୍ଭବ ନୁହେଁ । ଜଣେ ବ୍ୟକ୍ତି, ପଶୁ, କେହି ବି, ଏପରିକି କୀଟ, ସେ କିଛି କରୁଥିବ । ମୋର ବ୍ୟବହାରିକ ଅନୁଭବ ଅଛି । ମୋର ଗୋଟିଏ ପୁତ୍ର ପିଲାଦିନେ..., ଯେତେବେଳେ ମୁଁ ଯୁବକ ଥିଲି, ସେ ଭାରୀ ଦୁଷ୍ଟ ଥିଲା । ତେଣୁ ବେଳେ ବେଳେ ଆମେ ତାକୁ ଥାକରେ ରଖିଦେଉ । ସେ ତଳକୁ ଆସି ପାରେ ନାହିଁ । ସେ ଏତେ ଅସୁବିଧା ଅନୁଭବ କରୁଥିଲା କାରଣ ତାହାର କାର୍ଯ୍ୟକଳାପ ଥାକରେ ବନ୍ଦ ହୋଇ ଯାଉଥିଲା । ତେଣୁ ତୁମେ କାର୍ଯ୍ୟକଳାପ ବନ୍ଦ କରିପାରିବ ନାହିଁ । ତାହା ସମ୍ଭବ ନୁହେଁ । ତୁମେ ଭଲ କାର୍ଯ୍ୟକଳାପ ଦେବା ଉଚିତ୍ । ତେବେ ତୁମେ ବନ୍ଦ ହୋଇଯିବ । ପରଂ ଦୃଷ୍ଟ୍ଵା ନିବର୍ଥେ ([[Vanisource:BG 2.59 (1972)|BG 2.59]]) ।  

ତେବେ ଏହି କୃଷ୍ଣ ଚେତନା ଆନ୍ଦୋଳନ ତୁମକୁ ଭଲ କାର୍ଯ୍ୟକଳାପ ଦେବା ପାଇଁ ଅଛି । ସେଥିପାଇଁ ତୁମେ ତୁଚ୍ଛ କାର୍ଯ୍ୟକଳାପ ତ୍ୟାଗ କର । ଅନ୍ୟଥା, କେବଳ ପ୍ରତିବାଦ ଦ୍ଵାରା, ଏହା ସମ୍ଭବ ନୁହେଁ । ଆମକୁ କାମ କରିବାକୁ ହେବ । ଆମେ କୃଷ୍ଣଙ୍କ ପାଇଁ କାମ କରିବା ଉଚିତ୍ । ଆମେ କୃଷ୍ଣଙ୍କ ମନ୍ଦିର ଯିବା, କିମ୍ଵା ଆମେ କୃଷ୍ଣଙ୍କର ପୁସ୍ତକ ବିକ୍ରି କରିବା, କିମ୍ଵା କୃଷ୍ଣଙ୍କର ଭକ୍ତ ସହିତ ସାକ୍ଷାତ କରିବା ଉଚିତ୍ । ତାହା ଭଲ । କିନ୍ତୁ ତୁମେ କାମ କରିବା ବନ୍ଦ କରିପାରିବ ନାହିଁ । ତାହା ସମ୍ଭବ ନୁହେଁ । ତାପରେ ତୁମର ନିଷ୍କ୍ରିୟ ମସ୍ତିଷ୍କ ଦାନବର କାର୍ଯ୍ୟସ୍ଥଳ ହୋଇଯିବ । ହଁ । ତାପରେ ତୁମେ ପତୀତ ହେବ, "କିପରି ସେ ମହିଳା ପାଖକୁ ଯିବି? କିପରି ସେ ପୁରୁଷ ପାଖକୁ ଯିବି?" ଯଦି ତୁମେ କାମ ବନ୍ଦ କରିଦିଅ, ତେବେ ତୁମକୁ ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ ପୁଣି କାମ କରିବାକୁ ହେବ । ବାସ୍ । ସେହିପରି, ତୁମେ କୌଣସି ଇନ୍ଦ୍ରୟ ନିଅ; ତୁମେ ଏହାକୁ ରୋକି ପାରିବ ନାହିଁ , କିନ୍ତୁ ତୁମେ ଏହାକୁ  ନିଯୁକ୍ତ କରିବାକୁ ହେବ । ଏହା ହେଉଛି କୃଷ୍ଣ ଚେତନା ।  

<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:39, 1 October 2020

Lecture on SB 1.16.6 -- Los Angeles, January 3, 1974

ଏହି ମାୟାବାଦୀ ଦାର୍ଶନିକମାନେ, ସେମାନେ ଜ୍ଞାନରେ ଅତି ଉଚ୍ଚ ହୋଇଥିବେ, କଳ୍ପନା ଦ୍ଵାରା, କିନ୍ତୁ ସେମାନେ ପୁନଃ ପତୀତ ହେବେ । କାହିଁକି? ଅନାଦ୍ରତା-ଯୁସମଦ୍-ଅଂଗ୍ରୟ: "କାରଣ ସେମାନଙ୍କୁ ଆପଣଙ୍କର ପାଦ ପଦ୍ମର ଆଶ୍ରୟ ମିଳି ନାହିଁ, ସେଥିପାଇଁ ସେମାନେ ପୁନଃ ପତୀତ ହେବେ ।" ତାହା ସୁରକ୍ଷିତ ନୁହେଁ । କାରଣ ଜଣେ ବ୍ୟକ୍ତି କୌଣସି କାର୍ଯ୍ୟ ବିନା ରହିପାରିବ ନାହିଁ, କୌଣସି ଇଛା । ତାହା ସମ୍ଭବ ନୁହେଁ । ଜଣେ ବ୍ୟକ୍ତି, ପଶୁ, କେହି ବି, ଏପରିକି କୀଟ, ସେ କିଛି କରୁଥିବ । ମୋର ବ୍ୟବହାରିକ ଅନୁଭବ ଅଛି । ମୋର ଗୋଟିଏ ପୁତ୍ର ପିଲାଦିନେ..., ଯେତେବେଳେ ମୁଁ ଯୁବକ ଥିଲି, ସେ ଭାରୀ ଦୁଷ୍ଟ ଥିଲା । ତେଣୁ ବେଳେ ବେଳେ ଆମେ ତାକୁ ଥାକରେ ରଖିଦେଉ । ସେ ତଳକୁ ଆସି ପାରେ ନାହିଁ । ସେ ଏତେ ଅସୁବିଧା ଅନୁଭବ କରୁଥିଲା କାରଣ ତାହାର କାର୍ଯ୍ୟକଳାପ ଥାକରେ ବନ୍ଦ ହୋଇ ଯାଉଥିଲା । ତେଣୁ ତୁମେ କାର୍ଯ୍ୟକଳାପ ବନ୍ଦ କରିପାରିବ ନାହିଁ । ତାହା ସମ୍ଭବ ନୁହେଁ । ତୁମେ ଭଲ କାର୍ଯ୍ୟକଳାପ ଦେବା ଉଚିତ୍ । ତେବେ ତୁମେ ବନ୍ଦ ହୋଇଯିବ । ପରଂ ଦୃଷ୍ଟ୍ଵା ନିବର୍ଥେ (BG 2.59) ।