OR/Prabhupada 0200 - ଏକ ଛୋଟ ଭୁଲ ସଂପୂର୍ଣ୍ଣ ଯୋଯନାକୁ ଖରାପ କରିଦେବ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0200 - in all Languages Category:OR-Quotes - 1975 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in India, Mayapur]]
[[Category:OR-Quotes - in India, Mayapur]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0199 - ଦୁର୍ଜନମାନେ ତଥା କଥିତ ଭାଷ୍ୟକାରମାନେ, ସେମାନେ କୃଷ୍ଣଙ୍କୁ ପରିହାର କରିବାକୁ ଚାହୁଁଛନ୍ତି|0199|OR/Prabhupada 0201 - କିପରି ତୁମର ମୃତ୍ୟୁକୁ ରୋକିବ|0201}}

<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|8FH3k4foVIw|ଏକ ଛୋଟ ଭୁଲ ସଂପୂର୍ଣ୍ଣ ଯୋଯନାକୁ ଖରାପ କରିଦେବ<br /> - Prabhupāda 0200}}
{{youtube_right|yfLnsGjMdVs|ଏକ ଛୋଟ ଭୁଲ ସଂପୂର୍ଣ୍ଣ ଯୋଯନାକୁ ଖରାପ କରିଦେବ<br /> - Prabhupāda 0200}}
<!-- END VIDEO LINK -->
<!-- END VIDEO LINK -->

Line 30: Line 30:

<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ତେବେ ସଂପୂର୍ଣ୍ଣ ବୈଦିକ ପ୍ରଣାଳୀ ଏପରି ଭାବରେ ପ୍ରସ୍ତୁତ କରାଯାଇଛି ଯେ ଶେଷରେ ଜଣେ ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧି ପ୍ରକ୍ରିୟାରୁ ସୁରକ୍ଷିତ ହୋଇପାରିବ । ବହୁତ ବର୍ଷ ପୂର୍ବରୁ, ଯେତେବେଳେ ବିଶ୍ଵାମିତ୍ର ମୁନି ମହାରାଜା ଦଶରଥଙ୍କ ପାଖକୁ ଆସିଥିଲେ ରାମ-ଲକ୍ଷ୍ମଣଙ୍କୁ ଭିକ୍ଷା ରୂପରେ ମାଗିବା ପାଇଁ ସେମାନଙ୍କୁ ଜଙ୍ଗଲକୁ ନେବା ପାଇଁ କାରଣ ଏକ ରାକ୍ଷାସ ହଇରାଣ କରୁଥିଲା... ସେମାନେ ମାରି ପାରିବେ, କିନ୍ତୁ ମାରିବା କାମ କ୍ଷେତ୍ରିୟମାନଙ୍କର । ଏହା ହେଉଛି ବୈଦିକ ସଭ୍ୟତା । ଏହା ବ୍ରାହ୍ମଣମାନଙ୍କର କାମ ନୁହେଁ । ତେଣୁ ମହାରାଜା ଦଶରଥଙ୍କ ଠାରୁ ଯେଉଁ ପ୍ରଥମ ସ୍ଵାଗତ ବିଶ୍ଵାମିତ୍ର ମୁନିଙ୍କୁ ମିଳିଥିଲା, ଯେ ଔହିସ୍ଥମ୍ ଯତ ପୁନର-ଜନ୍ମ-ଜୟାୟ: "ଆପଣ ହେଉଛନ୍ତି...ଆପଣ ମହାନ ଋଷି, ସାଧୁ ବ୍ୟକ୍ତି, ଅପଣ ସମାଜ ତ୍ୟାଗ କରିଛନ୍ତି । ଆପଣ ଜଙ୍ଗଲରେ ଏକୁଟିଆ ରହୁଛନ୍ତି । ଉଦ୍ଦେଶ୍ୟ କ'ଣ? ଉଦ୍ଦେଶ୍ୟ ହେଉଛି ପୁନର-ଜନ୍ମ-ଜୟାୟ, ବାରମ୍ବାର ଜନ୍ମ ଉପରେ ବିଜୟ ଲାଭ କରିବା ।" ଏହା ହେଉଛି ଉଦ୍ଦେଶ୍ୟ । ସେହିପରି, ଆମର, ଏହି କୃଷ୍ଣ ଚେତନା ଆନ୍ଦୋଳନ ସେହି ସମାନ ଉଦ୍ଦେଶ୍ୟ ପାଇଁ ହୋଇଛି, ପୁନର-ଜନ୍ମ-ଜୟାୟ, ଜନ୍ମ ଏବଂ ମୃତ୍ୟୁର ପୁନରାବୃତ୍ତି ଉପରେ ବିଜୟ ଲାଭ କରିବା । ତୁମେ ସର୍ବଦା ଏହା ମନେରଖିବା ଉଚିତ୍ । ଏକ ଛୋଟ ଭୁଲ ସଂପୂର୍ଣ୍ଣ ଯୋଯନାକୁ ଖରାପ କରିଦେବ, ଛୋଟ ଭୁଲ । ପ୍ରକୃତି ଭାରୀ ଶକ୍ତିଶାଳୀ । ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରତ୍ୟୟା ([[Vanisource:BG 7.14|BG 7.14]]) । ଭାରୀ ଶକ୍ତିଶାଳୀ । ତେଣୁ ତୁମେ ସମସ୍ତେ, ବାଳକ ଏବଂ ବାଳିକାମାନେ, ଯେଉଁମାନେ ଆମେରିକାରୁ ଆସିଛ, ମୁଁ ତୁମମାନଙ୍କ ପ୍ରତି ବହୁତ କୃତଜ୍ଞ । କିନ୍ତୁ ଅଳ୍ପ ଗମ୍ଭୀର ହୁଅ ନାହିଁ । ଅତି ଗମ୍ଭୀର ହୁଅ । ଏବଂ ଅନ୍ୟ ଏକ କଥା ମୁଁ ଅନୁରୋଧ କରିବି, ବିଶେଷ କରି ଆମେରିକୀୟମାନଙ୍କୁ, ଯେ ଆମେରିକା ପାଖରେ ଦୁନିଆକୁ ବଞ୍ଚେଇବା ପାଇଁ ଭଲ କ୍ଷମତା ଅଛି, ତେଣୁ ତୁମେ ଯଦି ଭଲ ଭାବରେ ତୁମ ଦେଶରେ ପ୍ରଚାର କରିବ... ଏବଂ ସେମାନେ ସମସ୍ତେ ଇଛୁକ ହେବେ ନାହିଁ, କିନ୍ତୁ ତୁମ ଦେଶରେ ପୁରୁଷମାନଙ୍କର ଏକ ଦଳ, ତୁମେ ସେମାନଙ୍କୁ କୃଷ୍ଣ ଚେତନାଶୀଳ କରିପାରିବ, ଏହା ସମଗ୍ର ଦୁନିଆ ପାଇଁ  ଅତ୍ୟନ୍ତ ଲାଭଜନକ ହେବ । କିନ୍ତୁ ଲକ୍ଷ୍ୟ ସେହି ଏକା, ପୁନର-ଜନ୍ମ-ଜୟାୟ: ଜନ୍ମ-ମୃତ୍ୟୁ ଏବଂ ବୃଦ୍ଧାବସ୍ଥା ଉପରେ ବିଜୟ ପ୍ରାପ୍ତ କରିବା । ଏହା କଳ୍ପନା ନୁହେଁ; ଏହା ହେଉଛି ତଥ୍ୟ ।  ଲୋକମାନେ ଗମ୍ଭୀର ନୁହଁନ୍ତି । କିନ୍ତୁ ତୁମେ ତୁମ ଲୋକମାନଙ୍କୁ ଶିଖେଇ ପାରିବ; ଅନ୍ୟଥା, ସମଗ୍ର ମାନବ ସମାଜ ବିପଦରେ ଅଛି । ସେମାନେ ପଶୁମାନଙ୍କ ପରି ଅଛନ୍ତି, ବିନା କୌଣସି...ବିଶେଷକରି ଏହି ସମାଜବାଦୀ ଆନ୍ଦୋଳନ ବହୁତ, ବହୁତ ବିପଦ ପୂର୍ଣ୍ଣ - ଏକ ବଡ଼ ପଶୁ ବନେଇବା ପାଇଁ । ସେମାନେ ପୂର୍ବରୁ ହିଁ ପଶୁ ଅଛନ୍ତି, ଏବଂ ଏହି ଆନ୍ଦୋଳନ ବଡ଼ ପଶୁ ନିର୍ମାଣ କରୁଛି ।  
ତେବେ ସଂପୂର୍ଣ୍ଣ ବୈଦିକ ପ୍ରଣାଳୀ ଏପରି ଭାବରେ ପ୍ରସ୍ତୁତ କରାଯାଇଛି ଯେ ଶେଷରେ ଜଣେ ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧି ପ୍ରକ୍ରିୟାରୁ ସୁରକ୍ଷିତ ହୋଇପାରିବ । ବହୁତ ବର୍ଷ ପୂର୍ବରୁ, ଯେତେବେଳେ ବିଶ୍ଵାମିତ୍ର ମୁନି ମହାରାଜା ଦଶରଥଙ୍କ ପାଖକୁ ଆସିଥିଲେ ରାମ-ଲକ୍ଷ୍ମଣଙ୍କୁ ଭିକ୍ଷା ରୂପରେ ମାଗିବା ପାଇଁ ସେମାନଙ୍କୁ ଜଙ୍ଗଲକୁ ନେବା ପାଇଁ କାରଣ ଏକ ରାକ୍ଷାସ ହଇରାଣ କରୁଥିଲା... ସେମାନେ ମାରି ପାରିବେ, କିନ୍ତୁ ମାରିବା କାମ କ୍ଷେତ୍ରିୟମାନଙ୍କର । ଏହା ହେଉଛି ବୈଦିକ ସଭ୍ୟତା । ଏହା ବ୍ରାହ୍ମଣମାନଙ୍କର କାମ ନୁହେଁ । ତେଣୁ ମହାରାଜା ଦଶରଥଙ୍କ ଠାରୁ ଯେଉଁ ପ୍ରଥମ ସ୍ଵାଗତ ବିଶ୍ଵାମିତ୍ର ମୁନିଙ୍କୁ ମିଳିଥିଲା, ଯେ ଔହିସ୍ଥମ୍ ଯତ ପୁନର-ଜନ୍ମ-ଜୟାୟ: "ଆପଣ ହେଉଛନ୍ତି...ଆପଣ ମହାନ ଋଷି, ସାଧୁ ବ୍ୟକ୍ତି, ଅପଣ ସମାଜ ତ୍ୟାଗ କରିଛନ୍ତି । ଆପଣ ଜଙ୍ଗଲରେ ଏକୁଟିଆ ରହୁଛନ୍ତି । ଉଦ୍ଦେଶ୍ୟ କ'ଣ? ଉଦ୍ଦେଶ୍ୟ ହେଉଛି ପୁନର-ଜନ୍ମ-ଜୟାୟ, ବାରମ୍ବାର ଜନ୍ମ ଉପରେ ବିଜୟ ଲାଭ କରିବା ।" ଏହା ହେଉଛି ଉଦ୍ଦେଶ୍ୟ । ସେହିପରି, ଆମର, ଏହି କୃଷ୍ଣ ଚେତନା ଆନ୍ଦୋଳନ ସେହି ସମାନ ଉଦ୍ଦେଶ୍ୟ ପାଇଁ ହୋଇଛି, ପୁନର-ଜନ୍ମ-ଜୟାୟ, ଜନ୍ମ ଏବଂ ମୃତ୍ୟୁର ପୁନରାବୃତ୍ତି ଉପରେ ବିଜୟ ଲାଭ କରିବା । ତୁମେ ସର୍ବଦା ଏହା ମନେରଖିବା ଉଚିତ୍ । ଏକ ଛୋଟ ଭୁଲ ସଂପୂର୍ଣ୍ଣ ଯୋଯନାକୁ ଖରାପ କରିଦେବ, ଛୋଟ ଭୁଲ । ପ୍ରକୃତି ଭାରୀ ଶକ୍ତିଶାଳୀ । ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରତ୍ୟୟା ([[Vanisource:BG 7.14 (1972)|BG 7.14]]) । ଭାରୀ ଶକ୍ତିଶାଳୀ । ତେଣୁ ତୁମେ ସମସ୍ତେ, ବାଳକ ଏବଂ ବାଳିକାମାନେ, ଯେଉଁମାନେ ଆମେରିକାରୁ ଆସିଛ, ମୁଁ ତୁମମାନଙ୍କ ପ୍ରତି ବହୁତ କୃତଜ୍ଞ । କିନ୍ତୁ ଅଳ୍ପ ଗମ୍ଭୀର ହୁଅ ନାହିଁ । ଅତି ଗମ୍ଭୀର ହୁଅ । ଏବଂ ଅନ୍ୟ ଏକ କଥା ମୁଁ ଅନୁରୋଧ କରିବି, ବିଶେଷ କରି ଆମେରିକୀୟମାନଙ୍କୁ, ଯେ ଆମେରିକା ପାଖରେ ଦୁନିଆକୁ ବଞ୍ଚେଇବା ପାଇଁ ଭଲ କ୍ଷମତା ଅଛି, ତେଣୁ ତୁମେ ଯଦି ଭଲ ଭାବରେ ତୁମ ଦେଶରେ ପ୍ରଚାର କରିବ... ଏବଂ ସେମାନେ ସମସ୍ତେ ଇଛୁକ ହେବେ ନାହିଁ, କିନ୍ତୁ ତୁମ ଦେଶରେ ପୁରୁଷମାନଙ୍କର ଏକ ଦଳ, ତୁମେ ସେମାନଙ୍କୁ କୃଷ୍ଣ ଚେତନାଶୀଳ କରିପାରିବ, ଏହା ସମଗ୍ର ଦୁନିଆ ପାଇଁ  ଅତ୍ୟନ୍ତ ଲାଭଜନକ ହେବ । କିନ୍ତୁ ଲକ୍ଷ୍ୟ ସେହି ଏକା, ପୁନର-ଜନ୍ମ-ଜୟାୟ: ଜନ୍ମ-ମୃତ୍ୟୁ ଏବଂ ବୃଦ୍ଧାବସ୍ଥା ଉପରେ ବିଜୟ ପ୍ରାପ୍ତ କରିବା । ଏହା କଳ୍ପନା ନୁହେଁ; ଏହା ହେଉଛି ତଥ୍ୟ ।  ଲୋକମାନେ ଗମ୍ଭୀର ନୁହଁନ୍ତି । କିନ୍ତୁ ତୁମେ ତୁମ ଲୋକମାନଙ୍କୁ ଶିଖେଇ ପାରିବ; ଅନ୍ୟଥା, ସମଗ୍ର ମାନବ ସମାଜ ବିପଦରେ ଅଛି । ସେମାନେ ପଶୁମାନଙ୍କ ପରି ଅଛନ୍ତି, ବିନା କୌଣସି...ବିଶେଷକରି ଏହି ସମାଜବାଦୀ ଆନ୍ଦୋଳନ ବହୁତ, ବହୁତ ବିପଦ ପୂର୍ଣ୍ଣ - ଏକ ବଡ଼ ପଶୁ ବନେଇବା ପାଇଁ । ସେମାନେ ପୂର୍ବରୁ ହିଁ ପଶୁ ଅଛନ୍ତି, ଏବଂ ଏହି ଆନ୍ଦୋଳନ ବଡ଼ ପଶୁ ନିର୍ମାଣ କରୁଛି ।  

ତେଣୁ ମୁଁ ଆମେରିକା ସହିତ କଥା ହେଉଛି କାରଣ ଆମେରିକା ଏହି ସମାଜବାଦୀ ଆନ୍ଦୋଳନର ବିରୋଧରେ ଟିକିଏ ଗମ୍ଭୀର । ଏବଂ ଏହାକୁ ପ୍ରଭାବହୀନ କରାଯାଇ ପାରିବ କାରଣ ଏହି ପ୍ରକ୍ରିୟା ବହୁତ, ବହୁତ ଲମ୍ଵା ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଛି । ଦେବ ଅସୁର, ଦେବାସୁର, ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ । ତେବେ ସେହି ସମାନ ଯୁଦ୍ଧ ଭିନ୍ନ ନାମରେ ଅଛି, "ସମାଜବାଦୀ ଏବଂ ପୁଞୀପତି ।" କିନ୍ତୁ ପୁଞୀପତିମାନେ ମଧ୍ୟ ଅଶୀ ପ୍ରତିଶତ, ନବେ ପ୍ରତିଶତ ଅସୁର ଅଟନ୍ତି । ହଁ । କାରଣ ସେମାନେ ଭଗବାନଙ୍କର ବିଜ୍ଞାନ ଜାଣି ନାହାଁନ୍ତି । ତାହା ହେଉଛି ଆସୁରିକ ସିଦ୍ଧାନ୍ତ । ତେଣୁ ତୁମ ଦେଶରେ ଭଲ ସୁଯୋଗ ଅଛି ସେମାନଙ୍କୁ ବନେଇବା ପାଇଁ, କିମ୍ଵା ସେମାନେ ସେମାନଙ୍କର ଆସୁରିକ ସିଦ୍ଧାନ୍ତ ସୁଧାରିବା ପାଇଁ । ଏବଂ ତାପରେ ସେମାନେ ଭାରି, ଅର୍ଥାତ୍, ଅନ୍ୟ ଅସୁରମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଦୃଢ଼ତାର ସହିତ ଯୋଗ୍ୟ ହୋଇଯିବେ । କାରଣ ତୁମେ ଯଦି ଦେବ ହୋଇଯିବ...ଦେବ ଅର୍ଥାତ୍ ବୈଷ୍ଣବ । ବିଷ୍ଣୁ-ଭକ୍ତୋ ଭବେଦ ଦେବ ଅସୁରସ ତଦ-ବିପରୟୟଃ । ଯେଉଁମାନେ ଭଗବାନ ବିଷ୍ଣୁଙ୍କର ଭକ୍ତ, ସେମାନଙ୍କୁ ଦେବଃ କିମ୍ଵା ଦେବତା କୁହାଯାଏ । ଏବଂ ଯେଉଁମାନେ ଠିକ୍ ବିପରୀତ... ବିପରୀତ ସଂଖ୍ୟା, ସେମାନଙ୍କର ମଧ୍ୟ ଭଗବାନ ଅଛନ୍ତି । ଯେପରିକି ଅସୁରମାନେ, ସେମାନେ ବିଶେଷ କରି ଭଗବାନ ଶିବଙ୍କୁ ପୂଜା କରନ୍ତି । କିମ୍ଵା ରାବଣ, ଉଦାହରଣ ସ୍ଵରୂପ...ଆମେ ଅନାବଶ୍ୟକ ଭାବରେ ଅଭିଯୋଗ କରୁନାହୁଁ । ରାବଣ ଏକ ବଡ଼ ଅସୁର, କିନ୍ତୁ ସେ ଭକ୍ତ ଥିଲା... ଭଗବାନ ଶିବଙ୍କୁ ପୂଜା କରିବା ଅର୍ଥାତ୍ ପୁଣି ଥରେ ଭୌତିକ ଲାଭ ହାସିଲ କରିବା । ଏବଂ ବିଷ୍ଣୁଙ୍କୁ ପୂଜା କରିଲେ, ଭୌତିକ ଲାଭ ମିଳେ । ତାହା ବିଷ୍ଣୁଙ୍କ ଦ୍ଵାରା ଦିଆଯାଏ । ତାହା କର୍ମ ନୁହେଁ । କିନ୍ତୁ ବୈଷ୍ଣବମାନେ, ସେମାନେ କୌଣସି ଭୌତିକ ଲାଭର ଅଭିଳାଷା କରନ୍ତି ନାହିଁ । ଭୌତିକ ଲାଭ ସ୍ଵୟଂ ଆସେ । କିନ୍ତୁ ସେମାନେ ଇଛା କରନ୍ତି ନାହିଁ । ଅନ୍ୟାଭିଳାଶିତ - ଶୁଣ୍ୟମ (Brs. 1.1.11) । ଭୌତିକ ଲାଭ ତାଙ୍କ ଜୀବନର ଲକ୍ଷ୍ୟ ନୁହେଁ । ସେମାନଙ୍କର ଜୀବନର ଲକ୍ଷ୍ୟ ହେଉଛି - କିପରି ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବେ, ଭଗବାନ ବିଷ୍ଣୁ । ସେ ହେଉଛି ବୈଷ୍ଣବ । ବିଷ୍ଣୁର୍ ଅସ୍ୟ ଦେବଃ ନ ତେ...ଏବଂ ଅସୁରମାନେ ସେମାନେ ଜାଣିନାହାଁନ୍ତି ଯେ ବୈଷ୍ଣବ ହେବା, ତାହା ହେଉଛି ଜୀବନର ସର୍ବୋଚ୍ଚ ପୂର୍ଣ୍ଣତା । ଏହା ସେମାନେ ଜାଣି ନାହାଁନ୍ତି ।  

Latest revision as of 22:39, 1 October 2020

Lecture on CC Adi-lila 1.11 -- Mayapur, April 4, 1975

ତେବେ ସଂପୂର୍ଣ୍ଣ ବୈଦିକ ପ୍ରଣାଳୀ ଏପରି ଭାବରେ ପ୍ରସ୍ତୁତ କରାଯାଇଛି ଯେ ଶେଷରେ ଜଣେ ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧି ପ୍ରକ୍ରିୟାରୁ ସୁରକ୍ଷିତ ହୋଇପାରିବ । ବହୁତ ବର୍ଷ ପୂର୍ବରୁ, ଯେତେବେଳେ ବିଶ୍ଵାମିତ୍ର ମୁନି ମହାରାଜା ଦଶରଥଙ୍କ ପାଖକୁ ଆସିଥିଲେ ରାମ-ଲକ୍ଷ୍ମଣଙ୍କୁ ଭିକ୍ଷା ରୂପରେ ମାଗିବା ପାଇଁ ସେମାନଙ୍କୁ ଜଙ୍ଗଲକୁ ନେବା ପାଇଁ କାରଣ ଏକ ରାକ୍ଷାସ ହଇରାଣ କରୁଥିଲା... ସେମାନେ ମାରି ପାରିବେ, କିନ୍ତୁ ମାରିବା କାମ କ୍ଷେତ୍ରିୟମାନଙ୍କର । ଏହା ହେଉଛି ବୈଦିକ ସଭ୍ୟତା । ଏହା ବ୍ରାହ୍ମଣମାନଙ୍କର କାମ ନୁହେଁ । ତେଣୁ ମହାରାଜା ଦଶରଥଙ୍କ ଠାରୁ ଯେଉଁ ପ୍ରଥମ ସ୍ଵାଗତ ବିଶ୍ଵାମିତ୍ର ମୁନିଙ୍କୁ ମିଳିଥିଲା, ଯେ ଔହିସ୍ଥମ୍ ଯତ ପୁନର-ଜନ୍ମ-ଜୟାୟ: "ଆପଣ ହେଉଛନ୍ତି...ଆପଣ ମହାନ ଋଷି, ସାଧୁ ବ୍ୟକ୍ତି, ଅପଣ ସମାଜ ତ୍ୟାଗ କରିଛନ୍ତି । ଆପଣ ଜଙ୍ଗଲରେ ଏକୁଟିଆ ରହୁଛନ୍ତି । ଉଦ୍ଦେଶ୍ୟ କ'ଣ? ଉଦ୍ଦେଶ୍ୟ ହେଉଛି ପୁନର-ଜନ୍ମ-ଜୟାୟ, ବାରମ୍ବାର ଜନ୍ମ ଉପରେ ବିଜୟ ଲାଭ କରିବା ।" ଏହା ହେଉଛି ଉଦ୍ଦେଶ୍ୟ । ସେହିପରି, ଆମର, ଏହି କୃଷ୍ଣ ଚେତନା ଆନ୍ଦୋଳନ ସେହି ସମାନ ଉଦ୍ଦେଶ୍ୟ ପାଇଁ ହୋଇଛି, ପୁନର-ଜନ୍ମ-ଜୟାୟ, ଜନ୍ମ ଏବଂ ମୃତ୍ୟୁର ପୁନରାବୃତ୍ତି ଉପରେ ବିଜୟ ଲାଭ କରିବା । ତୁମେ ସର୍ବଦା ଏହା ମନେରଖିବା ଉଚିତ୍ । ଏକ ଛୋଟ ଭୁଲ ସଂପୂର୍ଣ୍ଣ ଯୋଯନାକୁ ଖରାପ କରିଦେବ, ଛୋଟ ଭୁଲ । ପ୍ରକୃତି ଭାରୀ ଶକ୍ତିଶାଳୀ । ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରତ୍ୟୟା (BG 7.14) । ଭାରୀ ଶକ୍ତିଶାଳୀ । ତେଣୁ ତୁମେ ସମସ୍ତେ, ବାଳକ ଏବଂ ବାଳିକାମାନେ, ଯେଉଁମାନେ ଆମେରିକାରୁ ଆସିଛ, ମୁଁ ତୁମମାନଙ୍କ ପ୍ରତି ବହୁତ କୃତଜ୍ଞ । କିନ୍ତୁ ଅଳ୍ପ ଗମ୍ଭୀର ହୁଅ ନାହିଁ । ଅତି ଗମ୍ଭୀର ହୁଅ । ଏବଂ ଅନ୍ୟ ଏକ କଥା ମୁଁ ଅନୁରୋଧ କରିବି, ବିଶେଷ କରି ଆମେରିକୀୟମାନଙ୍କୁ, ଯେ ଆମେରିକା ପାଖରେ ଦୁନିଆକୁ ବଞ୍ଚେଇବା ପାଇଁ ଭଲ କ୍ଷମତା ଅଛି, ତେଣୁ ତୁମେ ଯଦି ଭଲ ଭାବରେ ତୁମ ଦେଶରେ ପ୍ରଚାର କରିବ... ଏବଂ ସେମାନେ ସମସ୍ତେ ଇଛୁକ ହେବେ ନାହିଁ, କିନ୍ତୁ ତୁମ ଦେଶରେ ପୁରୁଷମାନଙ୍କର ଏକ ଦଳ, ତୁମେ ସେମାନଙ୍କୁ କୃଷ୍ଣ ଚେତନାଶୀଳ କରିପାରିବ, ଏହା ସମଗ୍ର ଦୁନିଆ ପାଇଁ ଅତ୍ୟନ୍ତ ଲାଭଜନକ ହେବ । କିନ୍ତୁ ଲକ୍ଷ୍ୟ ସେହି ଏକା, ପୁନର-ଜନ୍ମ-ଜୟାୟ: ଜନ୍ମ-ମୃତ୍ୟୁ ଏବଂ ବୃଦ୍ଧାବସ୍ଥା ଉପରେ ବିଜୟ ପ୍ରାପ୍ତ କରିବା । ଏହା କଳ୍ପନା ନୁହେଁ; ଏହା ହେଉଛି ତଥ୍ୟ । ଲୋକମାନେ ଗମ୍ଭୀର ନୁହଁନ୍ତି । କିନ୍ତୁ ତୁମେ ତୁମ ଲୋକମାନଙ୍କୁ ଶିଖେଇ ପାରିବ; ଅନ୍ୟଥା, ସମଗ୍ର ମାନବ ସମାଜ ବିପଦରେ ଅଛି । ସେମାନେ ପଶୁମାନଙ୍କ ପରି ଅଛନ୍ତି, ବିନା କୌଣସି...ବିଶେଷକରି ଏହି ସମାଜବାଦୀ ଆନ୍ଦୋଳନ ବହୁତ, ବହୁତ ବିପଦ ପୂର୍ଣ୍ଣ - ଏକ ବଡ଼ ପଶୁ ବନେଇବା ପାଇଁ । ସେମାନେ ପୂର୍ବରୁ ହିଁ ପଶୁ ଅଛନ୍ତି, ଏବଂ ଏହି ଆନ୍ଦୋଳନ ବଡ଼ ପଶୁ ନିର୍ମାଣ କରୁଛି ।

ତେଣୁ ମୁଁ ଆମେରିକା ସହିତ କଥା ହେଉଛି କାରଣ ଆମେରିକା ଏହି ସମାଜବାଦୀ ଆନ୍ଦୋଳନର ବିରୋଧରେ ଟିକିଏ ଗମ୍ଭୀର । ଏବଂ ଏହାକୁ ପ୍ରଭାବହୀନ କରାଯାଇ ପାରିବ କାରଣ ଏହି ପ୍ରକ୍ରିୟା ବହୁତ, ବହୁତ ଲମ୍ଵା ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଛି । ଦେବ ଅସୁର, ଦେବାସୁର, ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ । ତେବେ ସେହି ସମାନ ଯୁଦ୍ଧ ଭିନ୍ନ ନାମରେ ଅଛି, "ସମାଜବାଦୀ ଏବଂ ପୁଞୀପତି ।" କିନ୍ତୁ ପୁଞୀପତିମାନେ ମଧ୍ୟ ଅଶୀ ପ୍ରତିଶତ, ନବେ ପ୍ରତିଶତ ଅସୁର ଅଟନ୍ତି । ହଁ । କାରଣ ସେମାନେ ଭଗବାନଙ୍କର ବିଜ୍ଞାନ ଜାଣି ନାହାଁନ୍ତି । ତାହା ହେଉଛି ଆସୁରିକ ସିଦ୍ଧାନ୍ତ । ତେଣୁ ତୁମ ଦେଶରେ ଭଲ ସୁଯୋଗ ଅଛି ସେମାନଙ୍କୁ ବନେଇବା ପାଇଁ, କିମ୍ଵା ସେମାନେ ସେମାନଙ୍କର ଆସୁରିକ ସିଦ୍ଧାନ୍ତ ସୁଧାରିବା ପାଇଁ । ଏବଂ ତାପରେ ସେମାନେ ଭାରି, ଅର୍ଥାତ୍, ଅନ୍ୟ ଅସୁରମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଦୃଢ଼ତାର ସହିତ ଯୋଗ୍ୟ ହୋଇଯିବେ । କାରଣ ତୁମେ ଯଦି ଦେବ ହୋଇଯିବ...ଦେବ ଅର୍ଥାତ୍ ବୈଷ୍ଣବ । ବିଷ୍ଣୁ-ଭକ୍ତୋ ଭବେଦ ଦେବ ଅସୁରସ ତଦ-ବିପରୟୟଃ । ଯେଉଁମାନେ ଭଗବାନ ବିଷ୍ଣୁଙ୍କର ଭକ୍ତ, ସେମାନଙ୍କୁ ଦେବଃ କିମ୍ଵା ଦେବତା କୁହାଯାଏ । ଏବଂ ଯେଉଁମାନେ ଠିକ୍ ବିପରୀତ... ବିପରୀତ ସଂଖ୍ୟା, ସେମାନଙ୍କର ମଧ୍ୟ ଭଗବାନ ଅଛନ୍ତି । ଯେପରିକି ଅସୁରମାନେ, ସେମାନେ ବିଶେଷ କରି ଭଗବାନ ଶିବଙ୍କୁ ପୂଜା କରନ୍ତି । କିମ୍ଵା ରାବଣ, ଉଦାହରଣ ସ୍ଵରୂପ...ଆମେ ଅନାବଶ୍ୟକ ଭାବରେ ଅଭିଯୋଗ କରୁନାହୁଁ । ରାବଣ ଏକ ବଡ଼ ଅସୁର, କିନ୍ତୁ ସେ ଭକ୍ତ ଥିଲା... ଭଗବାନ ଶିବଙ୍କୁ ପୂଜା କରିବା ଅର୍ଥାତ୍ ପୁଣି ଥରେ ଭୌତିକ ଲାଭ ହାସିଲ କରିବା । ଏବଂ ବିଷ୍ଣୁଙ୍କୁ ପୂଜା କରିଲେ, ଭୌତିକ ଲାଭ ମିଳେ । ତାହା ବିଷ୍ଣୁଙ୍କ ଦ୍ଵାରା ଦିଆଯାଏ । ତାହା କର୍ମ ନୁହେଁ । କିନ୍ତୁ ବୈଷ୍ଣବମାନେ, ସେମାନେ କୌଣସି ଭୌତିକ ଲାଭର ଅଭିଳାଷା କରନ୍ତି ନାହିଁ । ଭୌତିକ ଲାଭ ସ୍ଵୟଂ ଆସେ । କିନ୍ତୁ ସେମାନେ ଇଛା କରନ୍ତି ନାହିଁ । ଅନ୍ୟାଭିଳାଶିତ - ଶୁଣ୍ୟମ (Brs. 1.1.11) । ଭୌତିକ ଲାଭ ତାଙ୍କ ଜୀବନର ଲକ୍ଷ୍ୟ ନୁହେଁ । ସେମାନଙ୍କର ଜୀବନର ଲକ୍ଷ୍ୟ ହେଉଛି - କିପରି ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବେ, ଭଗବାନ ବିଷ୍ଣୁ । ସେ ହେଉଛି ବୈଷ୍ଣବ । ବିଷ୍ଣୁର୍ ଅସ୍ୟ ଦେବଃ ନ ତେ...ଏବଂ ଅସୁରମାନେ ସେମାନେ ଜାଣିନାହାଁନ୍ତି ଯେ ବୈଷ୍ଣବ ହେବା, ତାହା ହେଉଛି ଜୀବନର ସର୍ବୋଚ୍ଚ ପୂର୍ଣ୍ଣତା । ଏହା ସେମାନେ ଜାଣି ନାହାଁନ୍ତି ।

ତେଣୁ ଯାହା ହେଉ, ଆମର ଅନୁରୋଧ ଏହି କି ଯେ ତୁମେ ସମସ୍ତେ ଯୁବକ ଯେଉଁମାନେ ଏହି ବୈଷ୍ଣବ ପଥକୁ ବାଛିଛ, ଏବଂ ତୁମ ଦେଶରେ ଏହି ପ୍ରଥାର ପ୍ରଚାର କରିବା ପାଇଁ ବହୁତ ଭଲ ସୁଯୋଗ ଅଛି, ତେଣୁ ଏପରିକି ଯଦି ତୁମେ ଅନ୍ୟ ଦେଶମାନଙ୍କରେ ଏତେ ସଫଳ ନ ହେଲେ ମଧ୍ୟ, ତୁମ ଦେଶରେ ତୁମେ ବହୁତ ସଫଳ ହେବ । ଭଲ ସାମର୍ଥ୍ୟ ଅଛି । ଏବଂ ସେଗୁଡ଼ିକୁ ଶକ୍ତିଶାଳୀ କରିବା ପାଇଁ ଚେଷ୍ଟା କର ଆସୁରିକ ସିଦ୍ଧାନ୍ତ ସହିତ ଯୁଦ୍ଧ କରିବା ପାଇଁ । ବହୁତ ବହୁତ ଧନ୍ୟବାଦ ।