OR/Prabhupada 0317 - ଆମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରୁ ନାହୁଁ । ଏହା ହେଉଛି ରୋଗ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0317 - in all Languages Category:OR-Quotes - 1974 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in India, Bombay]]
[[Category:OR-Quotes - in India, Bombay]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0316 - ନକଲ କରିବାକୁ ଚେଷ୍ଟା କର ନାହିଁ, ତାହା ଅତି ବିପଦପୂର୍ଣ୍ଣ|0316|OR/Prabhupada 0318 - ସୂର୍ଯ୍ୟକିରଣକୁ ଆସ|0318}}
{{1080 videos navigation - All Languages|Oriya|OR/Prabhupada 0316 - ନକଲ କରିବାକୁ ଚେଷ୍ଟା କର ନାହିଁ, ତାହା ଅତି ବିପଦପୂର୍ଣ୍ଣ|0316|OR/Prabhupada 0318 - ସୂର୍ଯ୍ୟକିରଣକୁ ଆସ|0318}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|bfTj-Val6Jg|ଆମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରୁ ନାହୁଁ । ଏହା ହେଉଛି ରୋଗ <br/>- Prabhupāda 0317 }}
{{youtube_right|gwLbE3uPIGg|ଆମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରୁ ନାହୁଁ । ଏହା ହେଉଛି ରୋଗ <br/>- Prabhupāda 0317 }}
<!-- END VIDEO LINK -->
<!-- END VIDEO LINK -->

Line 30: Line 30:

<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ଧର୍ମ କ'ଣ ବୁଝିବାକୁ ଚେଷ୍ଟା କର । ତେବେ ଭଗବାନ ହେଉଛନ୍ତି ଏକ । ଭଗବାନ କେଉଁଠାରେ କହି ନାହାଁନ୍ତି ଯେ "ଏହା ହେଉଛି ଧର୍ମ ଏବଂ ଏହା ଧର୍ମ ନୁହେଁ ।" ଭଗବାନ କୁହଁନ୍ତି, ଭଗବାନ କୃଷ୍ଣ ଭଗବଦ୍ ଗୀତାରେ କୁହଁନ୍ତି... ଏଠାରେ କୁହାଯାଇଛି ଯେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ([[Vanisource:BG 4.7|BG 4.7]]), ପରିତ୍ରାଣାୟ ସାଧୂ... ପରବର୍ତ୍ତୀ ପଂକ୍ତିରେ ସେ କହିଛନ୍ତି,  
ଧର୍ମ କ'ଣ ବୁଝିବାକୁ ଚେଷ୍ଟା କର । ତେବେ ଭଗବାନ ହେଉଛନ୍ତି ଏକ । ଭଗବାନ କେଉଁଠାରେ କହି ନାହାଁନ୍ତି ଯେ "ଏହା ହେଉଛି ଧର୍ମ ଏବଂ ଏହା ଧର୍ମ ନୁହେଁ ।" ଭଗବାନ କୁହଁନ୍ତି, ଭଗବାନ କୃଷ୍ଣ ଭଗବଦ୍ ଗୀତାରେ କୁହଁନ୍ତି... ଏଠାରେ କୁହାଯାଇଛି ଯେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ([[Vanisource:BG 4.7 (1972)|BG 4.7]]), ପରିତ୍ରାଣାୟ ସାଧୂ... ପରବର୍ତ୍ତୀ ପଂକ୍ତିରେ ସେ କହିଛନ୍ତି,  

ପରିତ୍ରାଣାୟ ସାଧୂନାଂ  
ପରିତ୍ରାଣାୟ ସାଧୂନାଂ  
Line 36: Line 36:
:ଧର୍ମସଂସ୍ଥାପନାର୍ଥାୟ  
:ଧର୍ମସଂସ୍ଥାପନାର୍ଥାୟ  
:ସମ୍ଭାବାମି ଯୁଗେ ଯୁଗେ  
:ସମ୍ଭାବାମି ଯୁଗେ ଯୁଗେ  
:([[Vanisource:BG 4.8|BG 4.8]])  
:([[Vanisource:BG 4.8 (1972)|BG 4.8]])  

କୃଷ୍ଣଙ୍କର ଦୁଇଟି କାମ । କାରଣ ସେ ପୂର୍ବରୁ ବର୍ଣ୍ଣନା କରିଛନ୍ତି, ଭୂତାନାମ ଈଶ୍ଵରଃ । "ମୁଁ ସମସ୍ତ ଜୀବମାନଙ୍କର ନିୟନ୍ତ୍ରକ ।" ସେଥିପାଇଁ ଯେତେବେଳେ ଧର୍ମ ନିଷ୍ପାଦନରେ ଅନ୍ତର ଦେଖାଯାଏ, ତେବେ ସେ ଦଣ୍ଡିତ ଏବଂ ପୁରସ୍କୃତ କରନ୍ତି । ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ । ଦୁଇଟି କଥା ।  

ଯେପରିକି ସୁରକ୍ଷା ପ୍ରଦାନ କରିବା ସରକାରଙ୍କର କର୍ତ୍ତବ୍ୟ ଆଇନ ପାଳନ କରୁଥିବା ନାଗରୀକମାନଙ୍କୁ ଏବଂ ଅପରାଧିମାନଙ୍କୁ ଦଣ୍ଡିତ କରିବା । ସରକାରଙ୍କର ଏହି ଦୁଇଟି କର୍ତ୍ତବ୍ୟ ଅଛି । ଏବଂ ସର୍ବୋଚ୍ଚ ସରକାର, କୃଷ୍ଣ... କାରଣ କେଉଁଠାରୁ ଏହି ବିଚାର ଆସିଲା? ଆଇନ ପାଳନ କରୁଥିବା ବ୍ୟକ୍ତିକୁ ସରକାର ପୁରସ୍କାର ଦିଅନ୍ତି, କିମ୍ଵା ସୁରକ୍ଷା ଦିଅନ୍ତି, ଏବଂ ଆଇନ ପାଳନ କରୁ ନ ଥିବା ବ୍ୟକ୍ତି, ତା ପାଇଁ ମଧ୍ୟ ସୁରକ୍ଷା ଅଛି, କିନ୍ତୁ ଦଣ୍ଡ ଅନୁସାରେ । ତେଣୁ ଧର୍ମ ଅର୍ଥାତ୍, ଯେପରି କୃଷ୍ଣ ଭଗବଦ୍ ଗୀତାରେ କୁହଁନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ([[Vanisource:BG 18.66|BG 18.66]]) । ଏହା ହେଉଛି ଧର୍ମ । ଏହା ହେଉଛି ଧର୍ମ । ଏବଂ ଆମର ଧର୍ମ, ଆମର ବିଶେଷତା ମଧ୍ୟ ତାହା ଅଟେ ।  
ଯେପରିକି ସୁରକ୍ଷା ପ୍ରଦାନ କରିବା ସରକାରଙ୍କର କର୍ତ୍ତବ୍ୟ ଆଇନ ପାଳନ କରୁଥିବା ନାଗରୀକମାନଙ୍କୁ ଏବଂ ଅପରାଧିମାନଙ୍କୁ ଦଣ୍ଡିତ କରିବା । ସରକାରଙ୍କର ଏହି ଦୁଇଟି କର୍ତ୍ତବ୍ୟ ଅଛି । ଏବଂ ସର୍ବୋଚ୍ଚ ସରକାର, କୃଷ୍ଣ... କାରଣ କେଉଁଠାରୁ ଏହି ବିଚାର ଆସିଲା? ଆଇନ ପାଳନ କରୁଥିବା ବ୍ୟକ୍ତିକୁ ସରକାର ପୁରସ୍କାର ଦିଅନ୍ତି, କିମ୍ଵା ସୁରକ୍ଷା ଦିଅନ୍ତି, ଏବଂ ଆଇନ ପାଳନ କରୁ ନ ଥିବା ବ୍ୟକ୍ତି, ତା ପାଇଁ ମଧ୍ୟ ସୁରକ୍ଷା ଅଛି, କିନ୍ତୁ ଦଣ୍ଡ ଅନୁସାରେ । ତେଣୁ ଧର୍ମ ଅର୍ଥାତ୍, ଯେପରି କୃଷ୍ଣ ଭଗବଦ୍ ଗୀତାରେ କୁହଁନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ([[Vanisource:BG 18.66 (1972)|BG 18.66]]) । ଏହା ହେଉଛି ଧର୍ମ । ଏହା ହେଉଛି ଧର୍ମ । ଏବଂ ଆମର ଧର୍ମ, ଆମର ବିଶେଷତା ମଧ୍ୟ ତାହା ଅଟେ ।  

କାରଣ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ, ଆମେ ଜଣଙ୍କୁ ଆତ୍ମସମର୍ପଣ କରିଛୁ । ସମସ୍ତଙ୍କୁ ବିଶ୍ଲେଷଣ କର । ତା ଠାରୁ ବରିଷ୍ଠ କେହି ଅଛନ୍ତି, ଯେଉଁଠାରେ ସେ ଆତ୍ମସମର୍ପଣ କରିଛି । ଏହା ତାର ପରିବାର, ତାର ସ୍ତ୍ରୀ, କିମ୍ଵା ତାର ସରକାର, ତାର ସମ୍ପ୍ରଦାୟ, ତାର ସମାଜ, ତାର ରାଜନୈତିକ ଦଳ ହୋଇପାରେ । ଯେଉଁଠାକୁ ତୁମେ ଯାଅ, ବିଶେଷତା ହେଉଛି ଆତ୍ମସମର୍ପଣ କରିବା । ତାହା ତୁମେ ପରିହାର କରି ପାରିବ ନାହିଁ । ଏହି କାଥା ପ୍ରଫେସର କୋଟୋୱସ୍କିଙ୍କ ସହିତ ମସ୍କୋରେ ହୋଇଥିଲା । ମୁଁ ତାଙ୍କୁ ପଚାରିଥିଲି, "ବର୍ତ୍ତମାନ ତୁମର ନିଜର ସାମ୍ୟବାଦୀ ତତ୍ତ୍ଵଜ୍ଞାନ ଅଛି । ଆମ ପାଖରେ ଆମର କୃଷ୍ଣ ତତ୍ତ୍ଵଜ୍ଞାନ ଅଛି । ତତ୍ତ୍ଵଜ୍ଞାନରେ ଅନ୍ତର କାହିଁ? ତୁମେ ଲେଲିନଙ୍କୁ ଆତ୍ମସମର୍ପଣ କରିଛ, ଏବଂ ଆମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରିଛୁ । ଅନ୍ତର କାହିଁ?" ସମସ୍ତଙ୍କୁ ଆତ୍ମସମର୍ପଣ କରିବାକୁ ହେବ । ଏହା ଫରକ ପକାଏ ନାହିଁ ସେ କେଉଁଠାରେ ଆତ୍ମସମର୍ପଣ କରୁଛି । ଯଦି ଆତ୍ମସମର୍ପଣ ଠିକ୍, ତେବେ ସବୁକିଛି ଠିକ୍ । ଯଦି ଆତ୍ମସମର୍ପଣ ଠିକ୍ ନାହିଁ, ତେବେ କିଛି ଠିକ୍ ନାହିଁ । ଏହା ହେଉଛି ତତ୍ତ୍ଵଜ୍ଞାନ । ତେଣୁ ଆମେ ଅତ୍ମସମର୍ପଣ କରୁଛୁ ।  

ଶ୍ରୀ ଚୈତନ୍ୟ ମାହାପ୍ରଭୁ ଏହା ବର୍ଣ୍ଣନା କରିଛନ୍ତି । ଜୀବେର ସ୍ଵରୂପ ହୟ ନିତ୍ୟ କୃଷ୍ଣ ଦାସ ([[Vanisource:CC Madhya 20.108-109|CC Madhya 20.108-109]]) । ଆମେ ଆତ୍ମସମର୍ପଣ କରୁଛୁ, କିନ୍ତୁ ଆମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରୁ ନାହୁଁ । ଏହା ହେଉଛି ରୋଗ । ଏହା ହେଉଛି ରୋଗ । ଏବଂ କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ଏହି ରୋଗକୁ ଭଲ କରିବା । ଏହି ରୋଗକୁ ଭଲ କର । କୃଷ୍ଣ ମଧ୍ୟ ଆସନ୍ତି । ସେ କୁହଁନ୍ତି, ଯଦା ଯଦା ହି ଧର୍ମସ୍ୟ ([[Vanisource:BG 4.7|BG 4.7]]) । ଧର୍ମସ୍ୟ ଗ୍ଲାନିଃ, ଧର୍ମ ନିଷ୍ପାଦନ ବିଷୟରେ ବିରୁଦ୍ଧତା, ଯେତେବେଳେ ଅନ୍ତର ଆସେ, କୃଷ୍ଣ କୁହଁନ୍ତି, ତଦାତ୍ମାନଂ ସୃଜାମ୍ୟହମ୍ । ଏବଂ ଅଭ୍ୟୁତଥାନମଧର୍ମସ୍ୟ । ଦୁଇଟି କଥା ଅଛି । ଯେତେବେଳେ ଲୋକମାନେ କୃଷ୍ଣଙ୍କୁ ଅାତ୍ମସମର୍ପଣ କରନ୍ତି ନାହିଁ, ସେମାନେ ଅନେକ କୃଷ୍ଣ ନିର୍ମାଣ କରନ୍ତି । ବହୁତ ସାରା ଦୁର୍ଜନ ଆତ୍ମସମର୍ପଣ କରିବା ପାଇଁ ଅଛନ୍ତି । ତାହା ହେଉଛି ଅଧର୍ମସ୍ୟ । ଧର୍ମ ଅର୍ଥାତ୍ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବା, କିନ୍ତୁ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବା ପରୀବର୍ତ୍ତେ, ସେମାନେ ବିଲେଇ, କୁକୁର, ଆକୁ, ତାକୁ, ବହୁତ ସାରା ଜିନିଷକୁ ଆତ୍ମସମର୍ପଣ କରୁଛନ୍ତି । ତାହା ହେଉଛି ଅଧର୍ମ ।  
ଶ୍ରୀ ଚୈତନ୍ୟ ମାହାପ୍ରଭୁ ଏହା ବର୍ଣ୍ଣନା କରିଛନ୍ତି । ଜୀବେର ସ୍ଵରୂପ ହୟ ନିତ୍ୟ କୃଷ୍ଣ ଦାସ ([[Vanisource:CC Madhya 20.108-109|CC Madhya 20.108-109]]) । ଆମେ ଆତ୍ମସମର୍ପଣ କରୁଛୁ, କିନ୍ତୁ ଆମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରୁ ନାହୁଁ । ଏହା ହେଉଛି ରୋଗ । ଏହା ହେଉଛି ରୋଗ । ଏବଂ କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ଏହି ରୋଗକୁ ଭଲ କରିବା । ଏହି ରୋଗକୁ ଭଲ କର । କୃଷ୍ଣ ମଧ୍ୟ ଆସନ୍ତି । ସେ କୁହଁନ୍ତି, ଯଦା ଯଦା ହି ଧର୍ମସ୍ୟ ([[Vanisource:BG 4.7 (1972)|BG 4.7]]) । ଧର୍ମସ୍ୟ ଗ୍ଲାନିଃ, ଧର୍ମ ନିଷ୍ପାଦନ ବିଷୟରେ ବିରୁଦ୍ଧତା, ଯେତେବେଳେ ଅନ୍ତର ଆସେ, କୃଷ୍ଣ କୁହଁନ୍ତି, ତଦାତ୍ମାନଂ ସୃଜାମ୍ୟହମ୍ । ଏବଂ ଅଭ୍ୟୁତଥାନମଧର୍ମସ୍ୟ । ଦୁଇଟି କଥା ଅଛି । ଯେତେବେଳେ ଲୋକମାନେ କୃଷ୍ଣଙ୍କୁ ଅାତ୍ମସମର୍ପଣ କରନ୍ତି ନାହିଁ, ସେମାନେ ଅନେକ କୃଷ୍ଣ ନିର୍ମାଣ କରନ୍ତି । ବହୁତ ସାରା ଦୁର୍ଜନ ଆତ୍ମସମର୍ପଣ କରିବା ପାଇଁ ଅଛନ୍ତି । ତାହା ହେଉଛି ଅଧର୍ମସ୍ୟ । ଧର୍ମ ଅର୍ଥାତ୍ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବା, କିନ୍ତୁ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବା ପରୀବର୍ତ୍ତେ, ସେମାନେ ବିଲେଇ, କୁକୁର, ଆକୁ, ତାକୁ, ବହୁତ ସାରା ଜିନିଷକୁ ଆତ୍ମସମର୍ପଣ କରୁଛନ୍ତି । ତାହା ହେଉଛି ଅଧର୍ମ ।  

କୃଷ୍ଣ ତଥା କଥିତ ହିନ୍ଦୁ ଧର୍ମ, କିମ୍ଵା ମୁସଲିମ୍ ଧର୍ମ କିମ୍ଵା ଖ୍ରୀଷ୍ଟିୟାନ ଧର୍ମ ସ୍ଥାପନ କରିବାକୁ ଆସି ନ ଥିଲେ । ନା । ସେ ବାସ୍ତବ ଧର୍ମ ସ୍ଥାପନ କରିବାକୁ ଆସିଥିଲା । ବାସ୍ତବ ଧର୍ମ ଅର୍ଥାତ୍ ଆମକୁ ସମର୍ପଣ କରିବାକୁ ହେବ, ପ୍ରକୃତ ବ୍ୟକ୍ତିକୁ ଅାତ୍ମସମର୍ପଣ କରୁ । ତାହା ହେଉଛି ପ୍ରକୃତ ଧର୍ମ । ଆମେ ଆତ୍ମସମର୍ପଣ କରୁ । ସମସ୍ତଙ୍କର କିଛି ବିଚାର ଅଛି । ସେ ସେଠାରେ ଆତ୍ମସମର୍ପଣ କରିଛି । ରାଜନୈତିକ, ସାମାଜିକ, ଅର୍ଥନୈତିକ, ଧାର୍ମିକ, ଯାହାକିଛ ବି । ସମସ୍ତଙ୍କର କିଛି ବିଚାର ଅଛି । ଏବଂ ସେହି ଆଦର୍ଶର ନେତା ମଧ୍ୟ ଅଛନ୍ତି । ତେବେ ଆମର କାମ ହେଉଛି ଆତ୍ମସମର୍ପଣ କରିବା । ତାହା ହେଉଛି ତଥ୍ୟ । କିନ୍ତୁ ଆମେ ଜାଣି ନାହୁଁ କେଉଁଠାରେ ଆତ୍ମସମର୍ପଣ କରିବୁ । ତାହା ହେଉଛି ଅସୁବିଧା । ଏବଂ କାରଣ ଅାତ୍ମସମର୍ପଣ ଭୁଲ ଅଛି କିମ୍ଵା ଭୁଲ ଜାଗାରେ କରାଯାଇଛି, ସେଥିପାଇଁ ସାରା ଦୁନିଆ ବିଶୃଙ୍ଖଳ ଅବସ୍ଥାରେ ଅଛି ।  

Latest revision as of 22:39, 1 October 2020

Lecture on BG 4.7 -- Bombay, March 27, 1974

ଧର୍ମ କ'ଣ ବୁଝିବାକୁ ଚେଷ୍ଟା କର । ତେବେ ଭଗବାନ ହେଉଛନ୍ତି ଏକ । ଭଗବାନ କେଉଁଠାରେ କହି ନାହାଁନ୍ତି ଯେ "ଏହା ହେଉଛି ଧର୍ମ ଏବଂ ଏହା ଧର୍ମ ନୁହେଁ ।" ଭଗବାନ କୁହଁନ୍ତି, ଭଗବାନ କୃଷ୍ଣ ଭଗବଦ୍ ଗୀତାରେ କୁହଁନ୍ତି... ଏଠାରେ କୁହାଯାଇଛି ଯେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି (BG 4.7), ପରିତ୍ରାଣାୟ ସାଧୂ... ପରବର୍ତ୍ତୀ ପଂକ୍ତିରେ ସେ କହିଛନ୍ତି,

ପରିତ୍ରାଣାୟ ସାଧୂନାଂ

ବିନାଶାୟ ଚ ଦୁଷ୍କୃତାମ୍
ଧର୍ମସଂସ୍ଥାପନାର୍ଥାୟ
ସମ୍ଭାବାମି ଯୁଗେ ଯୁଗେ
(BG 4.8)

କୃଷ୍ଣଙ୍କର ଦୁଇଟି କାମ । କାରଣ ସେ ପୂର୍ବରୁ ବର୍ଣ୍ଣନା କରିଛନ୍ତି, ଭୂତାନାମ ଈଶ୍ଵରଃ । "ମୁଁ ସମସ୍ତ ଜୀବମାନଙ୍କର ନିୟନ୍ତ୍ରକ ।" ସେଥିପାଇଁ ଯେତେବେଳେ ଧର୍ମ ନିଷ୍ପାଦନରେ ଅନ୍ତର ଦେଖାଯାଏ, ତେବେ ସେ ଦଣ୍ଡିତ ଏବଂ ପୁରସ୍କୃତ କରନ୍ତି । ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ । ଦୁଇଟି କଥା ।

ଯେପରିକି ସୁରକ୍ଷା ପ୍ରଦାନ କରିବା ସରକାରଙ୍କର କର୍ତ୍ତବ୍ୟ ଆଇନ ପାଳନ କରୁଥିବା ନାଗରୀକମାନଙ୍କୁ ଏବଂ ଅପରାଧିମାନଙ୍କୁ ଦଣ୍ଡିତ କରିବା । ସରକାରଙ୍କର ଏହି ଦୁଇଟି କର୍ତ୍ତବ୍ୟ ଅଛି । ଏବଂ ସର୍ବୋଚ୍ଚ ସରକାର, କୃଷ୍ଣ... କାରଣ କେଉଁଠାରୁ ଏହି ବିଚାର ଆସିଲା? ଆଇନ ପାଳନ କରୁଥିବା ବ୍ୟକ୍ତିକୁ ସରକାର ପୁରସ୍କାର ଦିଅନ୍ତି, କିମ୍ଵା ସୁରକ୍ଷା ଦିଅନ୍ତି, ଏବଂ ଆଇନ ପାଳନ କରୁ ନ ଥିବା ବ୍ୟକ୍ତି, ତା ପାଇଁ ମଧ୍ୟ ସୁରକ୍ଷା ଅଛି, କିନ୍ତୁ ଦଣ୍ଡ ଅନୁସାରେ । ତେଣୁ ଧର୍ମ ଅର୍ଥାତ୍, ଯେପରି କୃଷ୍ଣ ଭଗବଦ୍ ଗୀତାରେ କୁହଁନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) । ଏହା ହେଉଛି ଧର୍ମ । ଏହା ହେଉଛି ଧର୍ମ । ଏବଂ ଆମର ଧର୍ମ, ଆମର ବିଶେଷତା ମଧ୍ୟ ତାହା ଅଟେ ।

କାରଣ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ, ଆମେ ଜଣଙ୍କୁ ଆତ୍ମସମର୍ପଣ କରିଛୁ । ସମସ୍ତଙ୍କୁ ବିଶ୍ଲେଷଣ କର । ତା ଠାରୁ ବରିଷ୍ଠ କେହି ଅଛନ୍ତି, ଯେଉଁଠାରେ ସେ ଆତ୍ମସମର୍ପଣ କରିଛି । ଏହା ତାର ପରିବାର, ତାର ସ୍ତ୍ରୀ, କିମ୍ଵା ତାର ସରକାର, ତାର ସମ୍ପ୍ରଦାୟ, ତାର ସମାଜ, ତାର ରାଜନୈତିକ ଦଳ ହୋଇପାରେ । ଯେଉଁଠାକୁ ତୁମେ ଯାଅ, ବିଶେଷତା ହେଉଛି ଆତ୍ମସମର୍ପଣ କରିବା । ତାହା ତୁମେ ପରିହାର କରି ପାରିବ ନାହିଁ । ଏହି କାଥା ପ୍ରଫେସର କୋଟୋୱସ୍କିଙ୍କ ସହିତ ମସ୍କୋରେ ହୋଇଥିଲା । ମୁଁ ତାଙ୍କୁ ପଚାରିଥିଲି, "ବର୍ତ୍ତମାନ ତୁମର ନିଜର ସାମ୍ୟବାଦୀ ତତ୍ତ୍ଵଜ୍ଞାନ ଅଛି । ଆମ ପାଖରେ ଆମର କୃଷ୍ଣ ତତ୍ତ୍ଵଜ୍ଞାନ ଅଛି । ତତ୍ତ୍ଵଜ୍ଞାନରେ ଅନ୍ତର କାହିଁ? ତୁମେ ଲେଲିନଙ୍କୁ ଆତ୍ମସମର୍ପଣ କରିଛ, ଏବଂ ଆମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରିଛୁ । ଅନ୍ତର କାହିଁ?" ସମସ୍ତଙ୍କୁ ଆତ୍ମସମର୍ପଣ କରିବାକୁ ହେବ । ଏହା ଫରକ ପକାଏ ନାହିଁ ସେ କେଉଁଠାରେ ଆତ୍ମସମର୍ପଣ କରୁଛି । ଯଦି ଆତ୍ମସମର୍ପଣ ଠିକ୍, ତେବେ ସବୁକିଛି ଠିକ୍ । ଯଦି ଆତ୍ମସମର୍ପଣ ଠିକ୍ ନାହିଁ, ତେବେ କିଛି ଠିକ୍ ନାହିଁ । ଏହା ହେଉଛି ତତ୍ତ୍ଵଜ୍ଞାନ । ତେଣୁ ଆମେ ଅତ୍ମସମର୍ପଣ କରୁଛୁ ।

ଶ୍ରୀ ଚୈତନ୍ୟ ମାହାପ୍ରଭୁ ଏହା ବର୍ଣ୍ଣନା କରିଛନ୍ତି । ଜୀବେର ସ୍ଵରୂପ ହୟ ନିତ୍ୟ କୃଷ୍ଣ ଦାସ (CC Madhya 20.108-109) । ଆମେ ଆତ୍ମସମର୍ପଣ କରୁଛୁ, କିନ୍ତୁ ଆମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରୁ ନାହୁଁ । ଏହା ହେଉଛି ରୋଗ । ଏହା ହେଉଛି ରୋଗ । ଏବଂ କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ଏହି ରୋଗକୁ ଭଲ କରିବା । ଏହି ରୋଗକୁ ଭଲ କର । କୃଷ୍ଣ ମଧ୍ୟ ଆସନ୍ତି । ସେ କୁହଁନ୍ତି, ଯଦା ଯଦା ହି ଧର୍ମସ୍ୟ (BG 4.7) । ଧର୍ମସ୍ୟ ଗ୍ଲାନିଃ, ଧର୍ମ ନିଷ୍ପାଦନ ବିଷୟରେ ବିରୁଦ୍ଧତା, ଯେତେବେଳେ ଅନ୍ତର ଆସେ, କୃଷ୍ଣ କୁହଁନ୍ତି, ତଦାତ୍ମାନଂ ସୃଜାମ୍ୟହମ୍ । ଏବଂ ଅଭ୍ୟୁତଥାନମଧର୍ମସ୍ୟ । ଦୁଇଟି କଥା ଅଛି । ଯେତେବେଳେ ଲୋକମାନେ କୃଷ୍ଣଙ୍କୁ ଅାତ୍ମସମର୍ପଣ କରନ୍ତି ନାହିଁ, ସେମାନେ ଅନେକ କୃଷ୍ଣ ନିର୍ମାଣ କରନ୍ତି । ବହୁତ ସାରା ଦୁର୍ଜନ ଆତ୍ମସମର୍ପଣ କରିବା ପାଇଁ ଅଛନ୍ତି । ତାହା ହେଉଛି ଅଧର୍ମସ୍ୟ । ଧର୍ମ ଅର୍ଥାତ୍ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବା, କିନ୍ତୁ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବା ପରୀବର୍ତ୍ତେ, ସେମାନେ ବିଲେଇ, କୁକୁର, ଆକୁ, ତାକୁ, ବହୁତ ସାରା ଜିନିଷକୁ ଆତ୍ମସମର୍ପଣ କରୁଛନ୍ତି । ତାହା ହେଉଛି ଅଧର୍ମ ।

କୃଷ୍ଣ ତଥା କଥିତ ହିନ୍ଦୁ ଧର୍ମ, କିମ୍ଵା ମୁସଲିମ୍ ଧର୍ମ କିମ୍ଵା ଖ୍ରୀଷ୍ଟିୟାନ ଧର୍ମ ସ୍ଥାପନ କରିବାକୁ ଆସି ନ ଥିଲେ । ନା । ସେ ବାସ୍ତବ ଧର୍ମ ସ୍ଥାପନ କରିବାକୁ ଆସିଥିଲା । ବାସ୍ତବ ଧର୍ମ ଅର୍ଥାତ୍ ଆମକୁ ସମର୍ପଣ କରିବାକୁ ହେବ, ପ୍ରକୃତ ବ୍ୟକ୍ତିକୁ ଅାତ୍ମସମର୍ପଣ କରୁ । ତାହା ହେଉଛି ପ୍ରକୃତ ଧର୍ମ । ଆମେ ଆତ୍ମସମର୍ପଣ କରୁ । ସମସ୍ତଙ୍କର କିଛି ବିଚାର ଅଛି । ସେ ସେଠାରେ ଆତ୍ମସମର୍ପଣ କରିଛି । ରାଜନୈତିକ, ସାମାଜିକ, ଅର୍ଥନୈତିକ, ଧାର୍ମିକ, ଯାହାକିଛ ବି । ସମସ୍ତଙ୍କର କିଛି ବିଚାର ଅଛି । ଏବଂ ସେହି ଆଦର୍ଶର ନେତା ମଧ୍ୟ ଅଛନ୍ତି । ତେବେ ଆମର କାମ ହେଉଛି ଆତ୍ମସମର୍ପଣ କରିବା । ତାହା ହେଉଛି ତଥ୍ୟ । କିନ୍ତୁ ଆମେ ଜାଣି ନାହୁଁ କେଉଁଠାରେ ଆତ୍ମସମର୍ପଣ କରିବୁ । ତାହା ହେଉଛି ଅସୁବିଧା । ଏବଂ କାରଣ ଅାତ୍ମସମର୍ପଣ ଭୁଲ ଅଛି କିମ୍ଵା ଭୁଲ ଜାଗାରେ କରାଯାଇଛି, ସେଥିପାଇଁ ସାରା ଦୁନିଆ ବିଶୃଙ୍ଖଳ ଅବସ୍ଥାରେ ଅଛି ।

ଆମେ ଏହି ଆତ୍ମସମର୍ପଣକୁ ସେହି ଆତ୍ମସମର୍ପଣରେ ପରିବର୍ତ୍ତନ କରୁ । କୌଣସି କଂଗ୍ରେସ ଦଳ ନାହିଁ । ବର୍ତ୍ତମାନ ସମାଜବାଦୀ ଦଳ ।" ପୁଣି, "ସମାଜବାଦୀ ଦଳ ନାହିଁ । ଏହା...ଏହି ଦଳ, ସେହି ଦଳ ।" ଦଳ ପରିବର୍ତ୍ତନ କରିବାର ଲାଭ କ'ଣ? କାରଣ ଏହି ଦଳ କିମ୍ଵା ସେହି ଦଳ, ସେମାନେ କୃଷ୍ଣଙ୍କୁ ଆତ୍ମସମର୍ପଣ କରି ନାହାଁନ୍ତି । ତେଣୁ ଯେ ପର୍ଯ୍ୟନ୍ତ ତୁମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରି ନାହଁ, ଶାନ୍ତି ରହିବ ନାହିଁ । ତାହା ହେଉଛି ପ୍ରସଙ୍ଗ । କେବଳ ତାୱାରୁ ଅଗ୍ନିକୁ ପରିବର୍ତ୍ତନ କରିବା ତୁମକୁ ବଞ୍ଚେଇ ପାରିବ ନାହିଁ ।