OR/Prabhupada 0341 - ଯିଏ ବୁଦ୍ଧିମାନ, ସେ ଏହି ପ୍ରଣାଳୀ ଗ୍ରହଣ କରିବ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0341 - in all Languages Category:OR-Quotes - 1974 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in Australia]]
[[Category:OR-Quotes - in Australia]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0340 - ତୁମେ ମରିବା ପାଇଁ ହୋଇନାହଁ, କିନ୍ତୁ ପ୍ରକୃତି ତୁମକୁ ବାଧ୍ୟ କରୁଛି|0340|OR/Prabhupada 0355 - ମୁଁ କିଛି କ୍ରାନ୍ତି ବିଷୟରେ କହୁଛି|0355}}
{{1080 videos navigation - All Languages|Oriya|OR/Prabhupada 0340 - ତୁମେ ମରିବା ପାଇଁ ହୋଇନାହଁ, କିନ୍ତୁ ପ୍ରକୃତି ତୁମକୁ ବାଧ୍ୟ କରୁଛି|0340|OR/Prabhupada 0342 - ଆମେ ସମସ୍ତେ ବ୍ୟକ୍ତିଗତ ବ୍ୟକ୍ତି ଅଟୁ, ଏବଂ କୃଷ୍ଣ ମଧ୍ୟ ବ୍ୟକ୍ତିଗତ ବ୍ୟକ୍ତି ଅଟନ୍ତି|0342}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 17: Line 17:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|SysLOeVcGBw|ଯିଏ ବୁଦ୍ଧିମାନ, ସେ ଏହି ପ୍ରଣାଳୀ ଗ୍ରହଣ କରିବ<br />- Prabhupāda 0341 }}
{{youtube_right|hk6FeHty5a4|ଯିଏ ବୁଦ୍ଧିମାନ, ସେ ଏହି ପ୍ରଣାଳୀ ଗ୍ରହଣ କରିବ<br />- Prabhupāda 0341 }}
<!-- END VIDEO LINK -->
<!-- END VIDEO LINK -->

Line 37: Line 37:
:ସର୍ବଧର୍ମାନ୍ ପରିତ୍ୟଜ୍ୟ  
:ସର୍ବଧର୍ମାନ୍ ପରିତ୍ୟଜ୍ୟ  
:ମାମେକଂ ଶରଣଂ ବ୍ରଜ  
:ମାମେକଂ ଶରଣଂ ବ୍ରଜ  
:([[Vanisource:BG 18.66|BG 18.66]])  
:([[Vanisource:BG 18.66 (1972)|BG 18.66]])  

କୃଷ୍ଣ କେବଳ ଅର୍ଜୁନଙ୍କୁ ପଚାରୁ ନାହାଁନ୍ତି । ସେ ଆମ ସମସ୍ତଙ୍କୁ ପଚାରୁଛନ୍ତି, ସମସ୍ତ ଦୁର୍ଜନମାନଙ୍କୁ, ଯେ, "ତୁମେ ଏତେ ସାରା ଜିନିଷ ନିର୍ମାଣ କରିଛ ଖୁସୀ ହେବା ପାଇଁ । ତୁମେ କଦାପି ଖୁସୀ ହୋଇ ପାରିବ ନାହିଁ, ଏହା ନିଶ୍ଚିତ । କିନ୍ତୁ ମୋତେ ଆତ୍ମସମର୍ପଣ କର, ଏବଂ ମୁଁ ତୁମକୁ ଖୁସୀ କରିବି ।" ଏହା ହେଉଛି କୃଷ୍ଣ ଚେତନା, ବାସ୍ । ଏକ ପଥ । ତେବେ ଯିଏ ବୁଦ୍ଧିମାନ, ସେ ଏହି ପ୍ରଣାଳୀ ଗ୍ରହଣ କରିବ, ଯେ "ମୁଁ ଖୁସୀ ହେବା ପାଇଁ ନିଜ ତରଫରୁ ବହୁତ ଚେଷ୍ଟା କରିଲି, କିନ୍ତୁ ସବୁକିଛି ବିଫଳ ହୋଇଗଲା । ବର୍ତ୍ତମାନ ମୁଁ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବି ।" ବାସ୍ ।  

<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:50, 1 October 2020

Lecture on BG 9.1 -- Melbourne, June 29, 1974

ପ୍ରଭୁପାଦ: ହମ୍?

ମଧୁଦ୍ଵିଶ: ସେ ପଚାରୁଛନ୍ତି କୃଷ୍ଣ ଅର୍ଜୁନଙ୍କୁ କେଉଁ ଜ୍ଞାନ ପ୍ରକାଶିତ କରିଲେ?

ପ୍ରଭୁପାଦ: ହଁ । କୃଷ୍ଣ ପଚାରିଲେ ଯେ "ତୁମେ ଦୁର୍ଜନ, ମୋତେ ଆତ୍ମସମର୍ପଣ କର ।" ତୁମେ ସମସ୍ତେ ଦୁର୍ଜନ; ତୁମେ କୃଷ୍ଣଙ୍କୁ ଆତ୍ମସମର୍ପଣ କର । ତେବେ ତୁମର ଜୀବନ ସଫଳ ହେବ । ଏହା ହେଉଛି କୃଷ୍ଣଙ୍କର ଶିକ୍ଷାର ସାର ।

ସର୍ବଧର୍ମାନ୍ ପରିତ୍ୟଜ୍ୟ
ମାମେକଂ ଶରଣଂ ବ୍ରଜ
(BG 18.66)