OR/Prabhupada 0350 - ଆମେ ଲୋକମାନଙ୍କୁ କୃଷ୍ଣଙ୍କୁ ଦେଖିବା ପାଇଁ ଯୋଗ୍ୟ କରୁଛୁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0350 - in all Languages Category:OR-Quotes - 1975 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in Kenya]]
[[Category:OR-Quotes - in Kenya]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0347 - ପ୍ରଥମେ ତୁମକୁ ଜନ୍ମ ହେବାକୁ ପଡିବ ଯେଉଁଠାରେ କୃଷ୍ଣ ବର୍ତ୍ତମାନ ଅଛନ୍ତି|0347|OR/Prabhupada 0355 - ମୁଁ କିଛି କ୍ରାନ୍ତି ବିଷୟରେ କହୁଛି|0355}}
{{1080 videos navigation - All Languages|Oriya|OR/Prabhupada 0349 - ମୋର କେବଳ ମୋ ଗୁରୁ ମାହାରାଜ କହିଥିବା କଥା ଉପରେ ବିଶ୍ଵାସ ଥିଲା|0349|OR/Prabhupada 0351 -ତୁମେ କିଛି ଲେଖ । ଉଦ୍ଦେଶ୍ୟ କେବଳ ଭଗବାନଙ୍କର ଗୁଣଗାନ କରିବା ହେବା ଉଚିତ୍|0351}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 17: Line 17:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|Cy5cFUNqzzE|ଆମେ ଲୋକମାନଙ୍କୁ କୃଷ୍ଣଙ୍କୁ ଦେଖିବା ପାଇଁ ଯୋଗ୍ୟ କରୁଛୁ<br />- Prabhupāda 0350}}
{{youtube_right|AO_-_zCNPhk|ଆମେ ଲୋକମାନଙ୍କୁ କୃଷ୍ଣଙ୍କୁ ଦେଖିବା ପାଇଁ ଯୋଗ୍ୟ କରୁଛୁ<br />- Prabhupāda 0350}}
<!-- END VIDEO LINK -->
<!-- END VIDEO LINK -->


Line 33: Line 33:
ଭାରତୀୟ ବ୍ୟକ୍ତି: ଦୁନିଆ ସାରା ନିଜକୁ ପ୍ରକଟ କରିଲେ ନାହିଁ ଯେପରି କି ସମସ୍ତ ଜୀବଙ୍କୁ ଘରକୁ ଫେରିବା ପାଇଁ ସମାନ ସୁଯୋଗ ମିଳିଥାନ୍ତା? ବ୍ରହ୍ମାନନ୍ଦ: ସେ କାହିଁକି ଦୁନିଆ ସାରା ନିଜକୁ ପ୍ରକଟ କରିଲେ ନାହିଁ ଯେପରି କି ସମସ୍ତ ଜୀବଙ୍କୁ ଘରକୁ ଫେରିବା ପାଇଁ ସମାନ ସୁଯୋଗ ମିଳିଥାନ୍ତା...?  
ଭାରତୀୟ ବ୍ୟକ୍ତି: ଦୁନିଆ ସାରା ନିଜକୁ ପ୍ରକଟ କରିଲେ ନାହିଁ ଯେପରି କି ସମସ୍ତ ଜୀବଙ୍କୁ ଘରକୁ ଫେରିବା ପାଇଁ ସମାନ ସୁଯୋଗ ମିଳିଥାନ୍ତା? ବ୍ରହ୍ମାନନ୍ଦ: ସେ କାହିଁକି ଦୁନିଆ ସାରା ନିଜକୁ ପ୍ରକଟ କରିଲେ ନାହିଁ ଯେପରି କି ସମସ୍ତ ଜୀବଙ୍କୁ ଘରକୁ ଫେରିବା ପାଇଁ ସମାନ ସୁଯୋଗ ମିଳିଥାନ୍ତା...?  


ପ୍ରଭୁପାଦ: ହଁ ସେ ସାରା ଦୁନିଆରେ ପ୍ରକଟ ହୋଇଛନ୍ତି, କିନ୍ତୁ ତୁମର ଆଖି ନାହିଁ ତାଙ୍କୁ ଦେଖିବା ପାଇଁ । ତାହା ତୁମର ତ୍ରୁଟି । କୃଷ୍ଣ ସର୍ବତ୍ର ଉପସ୍ଥିତ । କିନ୍ତୁ ଯେପରି ସୂର୍ଯ୍ୟ ଆକାଶରେ ଉପସ୍ଥିତ । ବର୍ତ୍ତମାନ ତୁମେ କାହିଁକି ଦେଖି ପାରୁ ନାହଁ? ହମ୍? ଏହାର ଉତ୍ତର ଦିଅ? ତୁମେ ଭାବୁଛ କି ସୂର୍ଯ୍ୟ ଆକାଶରେ ନାହାଁନ୍ତି? ତୁମେ ଭାବୁଛକି ସୂର୍ଯ୍ୟ ସେଠାରେ ନାହାଁନ୍ତି? ତେବେ ଛାତକୁ ଯାଅ ଏବଂ ସୂର୍ଯ୍ୟକୁ ଦେଖ ।(ହସ) କାହିଁକି ତୁମେ ନିଜକୁ ଦୁର୍ଜନ ସାବ୍ୟସ୍ତ କରୁଛ, ଯେ "ନା, ନା, ସୂର୍ଯ୍ୟ ନାହିଁ"? ଏହା ବିଦ୍ଵାନମାନଙ୍କ ଦ୍ଵାରା ସ୍ଵୀକୃତ କରାଯିବ କି? କାରଣ ତୁମେ ସୂର୍ଯ୍ୟକୁ ଦେଖିପାରୁ ନାହଁ, ସୂର୍ଯ୍ୟ ନାହାଁନ୍ତି? ଏହା ବିଦ୍ଵାନମାନଙ୍କ ଦ୍ଵାରା ସ୍ଵୀକୃତ କରାଯିବ କି? ରାତିରେ ତୁମେ ସୂର୍ଯ୍ୟକୁ ଦେଖି ପାରିବ ନାହିଁ, ଯଦି ତୁମେ କୌଣସି ବିଦ୍ଵାନ ବ୍ୟକ୍ତିକୁ କହିବ, କୌଣସି ଭି, ଯିଏ ଜିନିଷ ଗୁଡ଼ିକୁ ଜାଣିଛି, "ନା, ନା, ସୂର୍ଯ୍ୟ ନାହିଁ," ତେବେ ସେ ତାହା ସ୍ଵୀକାର କରିବ କି? ସେ କହିବ ଯେ "ସୂର୍ଯ୍ୟ ଅଛନ୍ତି । ତୁମେ ଦୁର୍ଜନ, ତୁମେ ଦେଖି ପାରୁ ନାହଁ ।" ବାସ୍ । "ତୁମେ କେବଳ ତୁମର ଦୁର୍ଜନତାରୁ ବାହାରକୁ ବାହାର । ତେବେ ତୁମେ ଦେଖି ପାରିବ ।" ନାହଂ ପ୍ରକାଶଃ ସର୍ବସ୍ୟ ଯୋଗମାୟାସମାବୃତଃ ([[Vanisource:BG 7.25|BG 7.25]]), କୃଷ୍ଣ କହିଛନ୍ତି । ସେ ଦୁର୍ଜନମାନଙ୍କ ନିକଟରେ ନିଜକୁ ଅନାବୃତ କରନ୍ତି ନାହିଁ, କିନ୍ତୁ ଜଣେ ଯିଏ ଜାଣିଛି, ସେ ଦେଖି ପାରୁଛି ।  
ପ୍ରଭୁପାଦ: ହଁ ସେ ସାରା ଦୁନିଆରେ ପ୍ରକଟ ହୋଇଛନ୍ତି, କିନ୍ତୁ ତୁମର ଆଖି ନାହିଁ ତାଙ୍କୁ ଦେଖିବା ପାଇଁ । ତାହା ତୁମର ତ୍ରୁଟି । କୃଷ୍ଣ ସର୍ବତ୍ର ଉପସ୍ଥିତ । କିନ୍ତୁ ଯେପରି ସୂର୍ଯ୍ୟ ଆକାଶରେ ଉପସ୍ଥିତ । ବର୍ତ୍ତମାନ ତୁମେ କାହିଁକି ଦେଖି ପାରୁ ନାହଁ? ହମ୍? ଏହାର ଉତ୍ତର ଦିଅ? ତୁମେ ଭାବୁଛ କି ସୂର୍ଯ୍ୟ ଆକାଶରେ ନାହାଁନ୍ତି? ତୁମେ ଭାବୁଛକି ସୂର୍ଯ୍ୟ ସେଠାରେ ନାହାଁନ୍ତି? ତେବେ ଛାତକୁ ଯାଅ ଏବଂ ସୂର୍ଯ୍ୟକୁ ଦେଖ ।(ହସ) କାହିଁକି ତୁମେ ନିଜକୁ ଦୁର୍ଜନ ସାବ୍ୟସ୍ତ କରୁଛ, ଯେ "ନା, ନା, ସୂର୍ଯ୍ୟ ନାହିଁ"? ଏହା ବିଦ୍ଵାନମାନଙ୍କ ଦ୍ଵାରା ସ୍ଵୀକୃତ କରାଯିବ କି? କାରଣ ତୁମେ ସୂର୍ଯ୍ୟକୁ ଦେଖିପାରୁ ନାହଁ, ସୂର୍ଯ୍ୟ ନାହାଁନ୍ତି? ଏହା ବିଦ୍ଵାନମାନଙ୍କ ଦ୍ଵାରା ସ୍ଵୀକୃତ କରାଯିବ କି? ରାତିରେ ତୁମେ ସୂର୍ଯ୍ୟକୁ ଦେଖି ପାରିବ ନାହିଁ, ଯଦି ତୁମେ କୌଣସି ବିଦ୍ଵାନ ବ୍ୟକ୍ତିକୁ କହିବ, କୌଣସି ଭି, ଯିଏ ଜିନିଷ ଗୁଡ଼ିକୁ ଜାଣିଛି, "ନା, ନା, ସୂର୍ଯ୍ୟ ନାହିଁ," ତେବେ ସେ ତାହା ସ୍ଵୀକାର କରିବ କି? ସେ କହିବ ଯେ "ସୂର୍ଯ୍ୟ ଅଛନ୍ତି । ତୁମେ ଦୁର୍ଜନ, ତୁମେ ଦେଖି ପାରୁ ନାହଁ ।" ବାସ୍ । "ତୁମେ କେବଳ ତୁମର ଦୁର୍ଜନତାରୁ ବାହାରକୁ ବାହାର । ତେବେ ତୁମେ ଦେଖି ପାରିବ ।" ନାହଂ ପ୍ରକାଶଃ ସର୍ବସ୍ୟ ଯୋଗମାୟାସମାବୃତଃ ([[Vanisource:BG 7.25 (1972)|BG 7.25]]), କୃଷ୍ଣ କହିଛନ୍ତି । ସେ ଦୁର୍ଜନମାନଙ୍କ ନିକଟରେ ନିଜକୁ ଅନାବୃତ କରନ୍ତି ନାହିଁ, କିନ୍ତୁ ଜଣେ ଯିଏ ଜାଣିଛି, ସେ ଦେଖି ପାରୁଛି ।  


:ପ୍ରେମାଞ୍ଜନ ଚ୍ଛୁରିତ ଭକ୍ତି ବିଲୋଚନେନ  
:ପ୍ରେମାଞ୍ଜନ ଚ୍ଛୁରିତ ଭକ୍ତି ବିଲୋଚନେନ  
Line 40: Line 40:
:(Bs. 5.38)  
:(Bs. 5.38)  


ଭକ୍ତମାନେ ସର୍ବଦା କୃଷ୍ଣଙ୍କୁ ଦେଖି ପାରନ୍ତି । ସେମାନଙ୍କ ପାଇଁ, ସେ (କୃଷ୍ଣ) ସର୍ବଦା ଉପସ୍ଥିତ । ଏବଂ ଦୁର୍ଜନମାନଙ୍କ ପାଇଁ, ସେ ଦେଖାଯାଆନ୍ତି ନାହିଁ । ତାହା ହେଉଛି ଅନ୍ତର । ତେଣୁ ତୁମେ ଦୁର୍ଜନ ହୁଅ ନାହିଁ; ତେବେ ତୁମେ ଦେଖି ପାରିବ । ଈଶ୍ଵରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜନ ତିଷ୍ଠତି ([[Vanisource:BG 18.61|BG 18.61]]) । ସମସ୍ତଙ୍କର ହୃଦୟରେ କୃଷ୍ଣ ଅଛନ୍ତି । କିନ୍ତୁ ତୁମେ ଜାଣିଛ କି? ତୁମେ ଦେଖି ପାରିବ? ତୁମେ ତାଙ୍କ ସହିତ କଥା ହୋଇ ପାରିବ? ସେ ତୁମର ହୃଦୟ ଭିତରେ ଅଛନ୍ତି, ସେ ଉପସ୍ଥିତ । କିନ୍ତୁ ସେ କାହା ସହିତ କଥା ହୁଅଁନ୍ତି? ତେଷାଂ ସତତଯୁକ୍ତାନାଂ ଭଜତାଂ ପ୍ରତିପୂର୍ବକମ୍, ଦଦାମି ବୁଦ୍ଧିଯୋଗଂ ତଂ ([[Vanisource:BG 10.10|BG 10.10]]) । ସେ ଭକ୍ତମାନଙ୍କ ସହିତ କଥା ହୁଅଁନ୍ତି ଯେଉଁମାନେ ଚବିଶ ଘଣ୍ଟା ତାଙ୍କ ସେବାରେ ନୁଯୁକ୍ତ । ଏହା ଭଗବଦ୍ ଗୀତାରେ କୁହାଯାଇଛି । ତୁମେ ଭଗବଦ୍ ଗୀତା ପଢ଼ ନାହିଁ କି? ତେଣୁ ସବୁକିଛି ପାଇଁ ଯୋଗ୍ୟତା ଆବଶ୍ୟକ । ତେଣୁ ଏହି କୃଷ୍ଣ ଚେତନା ଅନ୍ଦୋଳନ ଅର୍ଥାତ୍ ଆମେ ଲୋକମାନଙ୍କୁ କୃଷ୍ଣଙ୍କୁ ଦେଖିବା ପାଇଁ ଯୋଗ୍ୟ କରୁଛୁ । ବିନା ଯୋଗ୍ୟତାରେ, ତୁମେ କିପରି ଦେଖିପାରିବ? ସେଥିପାଇଁ ଯୋଗ୍ୟତା ଆବଶ୍ୟକ ।  
ଭକ୍ତମାନେ ସର୍ବଦା କୃଷ୍ଣଙ୍କୁ ଦେଖି ପାରନ୍ତି । ସେମାନଙ୍କ ପାଇଁ, ସେ (କୃଷ୍ଣ) ସର୍ବଦା ଉପସ୍ଥିତ । ଏବଂ ଦୁର୍ଜନମାନଙ୍କ ପାଇଁ, ସେ ଦେଖାଯାଆନ୍ତି ନାହିଁ । ତାହା ହେଉଛି ଅନ୍ତର । ତେଣୁ ତୁମେ ଦୁର୍ଜନ ହୁଅ ନାହିଁ; ତେବେ ତୁମେ ଦେଖି ପାରିବ । ଈଶ୍ଵରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜନ ତିଷ୍ଠତି ([[Vanisource:BG 18.61 (1972)|BG 18.61]]) । ସମସ୍ତଙ୍କର ହୃଦୟରେ କୃଷ୍ଣ ଅଛନ୍ତି । କିନ୍ତୁ ତୁମେ ଜାଣିଛ କି? ତୁମେ ଦେଖି ପାରିବ? ତୁମେ ତାଙ୍କ ସହିତ କଥା ହୋଇ ପାରିବ? ସେ ତୁମର ହୃଦୟ ଭିତରେ ଅଛନ୍ତି, ସେ ଉପସ୍ଥିତ । କିନ୍ତୁ ସେ କାହା ସହିତ କଥା ହୁଅଁନ୍ତି? ତେଷାଂ ସତତଯୁକ୍ତାନାଂ ଭଜତାଂ ପ୍ରତିପୂର୍ବକମ୍, ଦଦାମି ବୁଦ୍ଧିଯୋଗଂ ତଂ ([[Vanisource:BG 10.10 (1972)|BG 10.10]]) । ସେ ଭକ୍ତମାନଙ୍କ ସହିତ କଥା ହୁଅଁନ୍ତି ଯେଉଁମାନେ ଚବିଶ ଘଣ୍ଟା ତାଙ୍କ ସେବାରେ ନୁଯୁକ୍ତ । ଏହା ଭଗବଦ୍ ଗୀତାରେ କୁହାଯାଇଛି । ତୁମେ ଭଗବଦ୍ ଗୀତା ପଢ଼ ନାହିଁ କି? ତେଣୁ ସବୁକିଛି ପାଇଁ ଯୋଗ୍ୟତା ଆବଶ୍ୟକ । ତେଣୁ ଏହି କୃଷ୍ଣ ଚେତନା ଅନ୍ଦୋଳନ ଅର୍ଥାତ୍ ଆମେ ଲୋକମାନଙ୍କୁ କୃଷ୍ଣଙ୍କୁ ଦେଖିବା ପାଇଁ ଯୋଗ୍ୟ କରୁଛୁ । ବିନା ଯୋଗ୍ୟତାରେ, ତୁମେ କିପରି ଦେଖିପାରିବ? ସେଥିପାଇଁ ଯୋଗ୍ୟତା ଆବଶ୍ୟକ ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:40, 1 October 2020



Lecture on BG 7.2 -- Nairobi, October 28, 1975

ବ୍ରହ୍ମାନନ୍ଦ: ସେ କହୁ ଥିଲେ ଯେ ବେଦରୁ ଆମେ ଜାଣିଛୁ ଯେ କୃଷ୍ଣ ହେଉଛନ୍ତି ଅସୀମିତ, ବିଶେଷ କରି ଯେତେବେଳେ ସେ ଗୋପୀମାନଙ୍କ ସହିତ ତାଙ୍କର ରାସ ଲୀଳା ପ୍ରଦର୍ଶନ କରୁଥିଲେ । ତେବେ କୃଷ୍ଣ ଯଦି ଅସୀମିତ, ସେ କାହିଁକି ନୁହେଁ...?

ଭାରତୀୟ ବ୍ୟକ୍ତି: ଦୁନିଆ ସାରା ନିଜକୁ ପ୍ରକଟ କରିଲେ ନାହିଁ ଯେପରି କି ସମସ୍ତ ଜୀବଙ୍କୁ ଘରକୁ ଫେରିବା ପାଇଁ ସମାନ ସୁଯୋଗ ମିଳିଥାନ୍ତା? ବ୍ରହ୍ମାନନ୍ଦ: ସେ କାହିଁକି ଦୁନିଆ ସାରା ନିଜକୁ ପ୍ରକଟ କରିଲେ ନାହିଁ ଯେପରି କି ସମସ୍ତ ଜୀବଙ୍କୁ ଘରକୁ ଫେରିବା ପାଇଁ ସମାନ ସୁଯୋଗ ମିଳିଥାନ୍ତା...?

ପ୍ରଭୁପାଦ: ହଁ ସେ ସାରା ଦୁନିଆରେ ପ୍ରକଟ ହୋଇଛନ୍ତି, କିନ୍ତୁ ତୁମର ଆଖି ନାହିଁ ତାଙ୍କୁ ଦେଖିବା ପାଇଁ । ତାହା ତୁମର ତ୍ରୁଟି । କୃଷ୍ଣ ସର୍ବତ୍ର ଉପସ୍ଥିତ । କିନ୍ତୁ ଯେପରି ସୂର୍ଯ୍ୟ ଆକାଶରେ ଉପସ୍ଥିତ । ବର୍ତ୍ତମାନ ତୁମେ କାହିଁକି ଦେଖି ପାରୁ ନାହଁ? ହମ୍? ଏହାର ଉତ୍ତର ଦିଅ? ତୁମେ ଭାବୁଛ କି ସୂର୍ଯ୍ୟ ଆକାଶରେ ନାହାଁନ୍ତି? ତୁମେ ଭାବୁଛକି ସୂର୍ଯ୍ୟ ସେଠାରେ ନାହାଁନ୍ତି? ତେବେ ଛାତକୁ ଯାଅ ଏବଂ ସୂର୍ଯ୍ୟକୁ ଦେଖ ।(ହସ) କାହିଁକି ତୁମେ ନିଜକୁ ଦୁର୍ଜନ ସାବ୍ୟସ୍ତ କରୁଛ, ଯେ "ନା, ନା, ସୂର୍ଯ୍ୟ ନାହିଁ"? ଏହା ବିଦ୍ଵାନମାନଙ୍କ ଦ୍ଵାରା ସ୍ଵୀକୃତ କରାଯିବ କି? କାରଣ ତୁମେ ସୂର୍ଯ୍ୟକୁ ଦେଖିପାରୁ ନାହଁ, ସୂର୍ଯ୍ୟ ନାହାଁନ୍ତି? ଏହା ବିଦ୍ଵାନମାନଙ୍କ ଦ୍ଵାରା ସ୍ଵୀକୃତ କରାଯିବ କି? ରାତିରେ ତୁମେ ସୂର୍ଯ୍ୟକୁ ଦେଖି ପାରିବ ନାହିଁ, ଯଦି ତୁମେ କୌଣସି ବିଦ୍ଵାନ ବ୍ୟକ୍ତିକୁ କହିବ, କୌଣସି ଭି, ଯିଏ ଜିନିଷ ଗୁଡ଼ିକୁ ଜାଣିଛି, "ନା, ନା, ସୂର୍ଯ୍ୟ ନାହିଁ," ତେବେ ସେ ତାହା ସ୍ଵୀକାର କରିବ କି? ସେ କହିବ ଯେ "ସୂର୍ଯ୍ୟ ଅଛନ୍ତି । ତୁମେ ଦୁର୍ଜନ, ତୁମେ ଦେଖି ପାରୁ ନାହଁ ।" ବାସ୍ । "ତୁମେ କେବଳ ତୁମର ଦୁର୍ଜନତାରୁ ବାହାରକୁ ବାହାର । ତେବେ ତୁମେ ଦେଖି ପାରିବ ।" ନାହଂ ପ୍ରକାଶଃ ସର୍ବସ୍ୟ ଯୋଗମାୟାସମାବୃତଃ (BG 7.25), କୃଷ୍ଣ କହିଛନ୍ତି । ସେ ଦୁର୍ଜନମାନଙ୍କ ନିକଟରେ ନିଜକୁ ଅନାବୃତ କରନ୍ତି ନାହିଁ, କିନ୍ତୁ ଜଣେ ଯିଏ ଜାଣିଛି, ସେ ଦେଖି ପାରୁଛି ।

ପ୍ରେମାଞ୍ଜନ ଚ୍ଛୁରିତ ଭକ୍ତି ବିଲୋଚନେନ
ସଂତଃ ସଦେବ ହୃଦୟେଶୂ ବିଲୋକୟାନ୍ତି
ଯମ୍ ଶ୍ୟାମସୁନ୍ଦରମ୍ ଅଚିନ୍ତ୍ୟ ଗୁଣ ସ୍ଵରୂପମ
(Bs. 5.38)

ଭକ୍ତମାନେ ସର୍ବଦା କୃଷ୍ଣଙ୍କୁ ଦେଖି ପାରନ୍ତି । ସେମାନଙ୍କ ପାଇଁ, ସେ (କୃଷ୍ଣ) ସର୍ବଦା ଉପସ୍ଥିତ । ଏବଂ ଦୁର୍ଜନମାନଙ୍କ ପାଇଁ, ସେ ଦେଖାଯାଆନ୍ତି ନାହିଁ । ତାହା ହେଉଛି ଅନ୍ତର । ତେଣୁ ତୁମେ ଦୁର୍ଜନ ହୁଅ ନାହିଁ; ତେବେ ତୁମେ ଦେଖି ପାରିବ । ଈଶ୍ଵରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜନ ତିଷ୍ଠତି (BG 18.61) । ସମସ୍ତଙ୍କର ହୃଦୟରେ କୃଷ୍ଣ ଅଛନ୍ତି । କିନ୍ତୁ ତୁମେ ଜାଣିଛ କି? ତୁମେ ଦେଖି ପାରିବ? ତୁମେ ତାଙ୍କ ସହିତ କଥା ହୋଇ ପାରିବ? ସେ ତୁମର ହୃଦୟ ଭିତରେ ଅଛନ୍ତି, ସେ ଉପସ୍ଥିତ । କିନ୍ତୁ ସେ କାହା ସହିତ କଥା ହୁଅଁନ୍ତି? ତେଷାଂ ସତତଯୁକ୍ତାନାଂ ଭଜତାଂ ପ୍ରତିପୂର୍ବକମ୍, ଦଦାମି ବୁଦ୍ଧିଯୋଗଂ ତଂ (BG 10.10) । ସେ ଭକ୍ତମାନଙ୍କ ସହିତ କଥା ହୁଅଁନ୍ତି ଯେଉଁମାନେ ଚବିଶ ଘଣ୍ଟା ତାଙ୍କ ସେବାରେ ନୁଯୁକ୍ତ । ଏହା ଭଗବଦ୍ ଗୀତାରେ କୁହାଯାଇଛି । ତୁମେ ଭଗବଦ୍ ଗୀତା ପଢ଼ ନାହିଁ କି? ତେଣୁ ସବୁକିଛି ପାଇଁ ଯୋଗ୍ୟତା ଆବଶ୍ୟକ । ତେଣୁ ଏହି କୃଷ୍ଣ ଚେତନା ଅନ୍ଦୋଳନ ଅର୍ଥାତ୍ ଆମେ ଲୋକମାନଙ୍କୁ କୃଷ୍ଣଙ୍କୁ ଦେଖିବା ପାଇଁ ଯୋଗ୍ୟ କରୁଛୁ । ବିନା ଯୋଗ୍ୟତାରେ, ତୁମେ କିପରି ଦେଖିପାରିବ? ସେଥିପାଇଁ ଯୋଗ୍ୟତା ଆବଶ୍ୟକ ।