OR/Prabhupada 0438 - ଗାଈ ଗୋବରରୁ ଘସି ହୁଏ ଏବଂ ତାକୁ ଜାଳି ପାଉଁଷ କରି ଦନ୍ତ ମଞ୍ଜନରୁପେ ବ୍ୟବହାର କରାଯାଏ: Difference between revisions

(Created page with " <!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0438 - in all Languages Category:OR-Quotes - 1968 Category:OR-Quote...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 14: Line 14:
[[Category:FR-Quotes - in USA, Los Angeles]]
[[Category:FR-Quotes - in USA, Los Angeles]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0425 - ସେମାନେ କିଛି ପରିବର୍ତ୍ତନ କରି ଥାଇ ପାରନ୍ତି|0425|OR/Prabhupada 0444 - ଗୋପୀମାନେ ବଦ୍ଧଜୀବି ନୁହଁନ୍ତି । ସେମାନେ ମୁକ୍ତ ଆତ୍ମା|0444}}
{{1080 videos navigation - All Languages|Oriya|OR/Prabhupada 0437 - ଶଙ୍ଖକୁ ବହୁତ ଶୁଦ୍ଧ ବୋଲି ବିବେଚନା କରାଯାଏ, ଦିବ୍ୟ|0437|OR/Prabhupada 0439 - ମୋର ଆଧ୍ୟାତ୍ମିକ ଗୁରୁ ମୋତେ ଏକ ବଡ଼ ମୂର୍ଖ ପାଇଲେ|0439}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 25: Line 25:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|tPtQLBN-8gI|ଗାଈ ଗୋବରରୁ ଘସି ହୁଏ ଏବଂ ତାକୁ ଜାଳି ପାଉଁଷ କରି ଦନ୍ତ ମଞ୍ଜନରୁପେ ବ୍ୟବହାର କରାଯାଏ<br />- Prabhupāda 0438}}
{{youtube_right|Gn3txcsdP0k|ଗାଈ ଗୋବରରୁ ଘସି ହୁଏ ଏବଂ ତାକୁ ଜାଳି ପାଉଁଷ କରି ଦନ୍ତ ମଞ୍ଜନରୁପେ ବ୍ୟବହାର କରାଯାଏ<br />- Prabhupāda 0438}}
<!-- END VIDEO LINK -->
<!-- END VIDEO LINK -->


Line 37: Line 37:


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ଆଯୁର୍ବେଦରେ ଅଛି, ଗାଈ ଗୋବରରୁ ଘସି ହୁଏ ଏବଂ ତାକୁ ଜାଳି ପାଉଁଷ କରି ଦନ୍ତ ମଞ୍ଜନରୁପେ ବ୍ୟବହାର କରାଯାଏ । ତାହା ଅତ୍ୟନ୍ତ ରୋଗାଣୁ ରୋଧକ ଦନ୍ତ ମଞନ । ସେହିପରି, ଅନେକଗୁଡିଏ ଜିନିଷ ଅଛି, ବେଦରେ ଅନେକ ଆଦେଶ ଅଛି, ଯାହା ଆମକୁ ବାହ୍ୟ ଦୃଷ୍ଟିକୋଣରୁ ପରସ୍ପର ବିରୋଧି ଅନୁଭୁତ ହୁଏ, କିନ୍ତୁ ତାହା ପରସ୍ପର ବିରୋଧି ନୁହେଁ । ତାହା ସବୁ ଅତ୍ୟନ୍ତ ଅନୁଭବରେ ଅଛି, ଦିବ୍ୟ ଅନୁଭବରେ ଅଛି । ଠିକ ଯେପରି ଏକ ପିତା ନିଜ ପୁତ୍ରକୁ କୁହେ, ଯେ "ପ୍ରିୟ ପୁତ୍ର, ତୁମେ ଏହି ଖାଦ୍ୟ ଗ୍ରହଣ କର । ଏହା ଅତ୍ୟନ୍ତ ଭଲ ।" ଏବଂ ଏକ ପୁତ୍ର ଗ୍ରହଣ କରେ, ନିଜ ପିତାଙ୍କ ଉପରେ ବିଶ୍ଵାସକରେ, ଅଧିକାରୀ ରୁପରେ । ପିତା କୁହଁନ୍ତି... ପୁତ୍ର ଜାଣିଛି ଯେ "ମୋ ପିତା..." ସେ ନିଃସନ୍ଦେହରେ ରହେ ଯେ "ମୋ ପିତା କିଛିବି ଏମିତି ଦେବେ ନାହିଁ ଯେ ଯାହା ବିଷମୟ ।" ସେଥିପାଇଁ ସେ ଅନ୍ଧରୂପରେ ବିଶ୍ଵାସ କରେ, ନିଃସନ୍ଦେହରେ, ବିନା କିଛି ଖାଦ୍ୟର ଯାଞ୍ଚକରି, କି ଏହା ଶୁଦ୍ଧ କି ଅଶୁଦ୍ଧ । ତୁମକୁ ଏହିପରି ଭାବରେ ବିଶ୍ଵାସ କରିବାକୁ ହେବ । ତୁମେ ଏକ ହୋଟେଲକୁ ଯାଅ କାରଣ ଏହା ସରକାରଙ୍କ ଦ୍ଵାରା ସ୍ଵୀକୃତ । ତୁମକୁ ଏହା ବିଶ୍ଵାସ କରିବାକୁ ହେବ ଯେତେବେଳେ ତୁମେ ସେଠାରେ ଖାଇବାକୁ ଯିବ ତାହା ଭଲ ବୋଲି, ତାହା ଶୁଦ୍ଧ, କିମ୍ବା ତାହା ରୋଗନିରୋଧକ, କିମ୍ବା ଏହା... କିନ୍ତୁ କିପରି ତୁମେ ଏହା ଜାଣିବ? ପ୍ରମାଣିକ ସୂତ୍ର । କାରଣ ଏହି ହୋଟେଲଟି ସରକାରଙ୍କ ଦ୍ଵାରା ମାନ୍ୟତାପ୍ରାପ୍ତ ପାଇଛି, ଏହା ସ୍ଵୀକୃତି ପାଇଛି, ସେଥିପାଇଁ ତୁମେ ବିଶ୍ଵାସ କର । ସେହିପରି, ଶବ୍ଦ-ପ୍ରମାଣ ଅର୍ଥାତ ଯେମିତି ବୈଦିକ ସାହିତ୍ୟରୁ ପ୍ରମାଣ ମିଳିଯିବ, "ଏହା ହେଉଛି ଏହା," ତୁମେ ତାହାକୁ ଗ୍ରହଣ କରିବାକୁ ହେବ । ବାସ୍ । ତେବେ ତୁମର ଜ୍ଞାନ ସମ୍ପୂର୍ଣ୍ଣ, କାରଣ ତୁମେ ନିର୍ଭୁଲ ସୂତ୍ରରୁ ଗ୍ରହଣ କରୁଛ । ସେହିପରି କୃଷ୍ଣ, କୃଷ୍ଣଙ୍କୁ ପରମ ପୁରୁଷ ଭଗବାନଙ୍କ ରୂପରେ ଗ୍ରହଣ କରାଯାଏ । ଯାହାକିଛି ସେ କହୁଛିନ୍ତି, ସବୁ ଠିକ । ଗ୍ରହଣ କର । ଅର୍ଜୁନ ପରିଶେଷରେ କହିଥିଲେ, ଏଦତ ୠତମ ମନ୍ୟେ ([[Vanisource:BG 10.14|BG 10.14]]) । "ପ୍ରିୟ କୃଷ୍ଣ" ଆପଣ ଯାହାକିଛି କହିବେ ମୁଁ ବିଶ୍ଵାସ କରିବି ।" ତାହା ଆମର ସିଦ୍ଧାନ୍ତ ହେବା ଉଚିତ୍ । କାହିଁକି ଆମେ ଅନୁସନ୍ଧାନ କରିବା ପାଇଁ କଷ୍ଟ କରିବା, ଯେତେବେଳେ ଆମ ପାଖରେ ଅଧିକୃତ ସୂତ୍ରରୁ ପ୍ରମାଣ ଅଛି? ତେଣୁ ସମୟକୁ ବଞ୍ଚାଇବା ପାଇଁ, ଅସୁବିଧାରୁ ବଞ୍ଚିବା ପାଇଁ ଅଧିକୃତ ସୂତ୍ରକୁ ଗ୍ରହଣ କରିବା ଦରକାର । ଏହା ହେଉଛି ବୈଦିକ ପ୍ରଣାଳୀ । ସେଥିପାଇଁ ବେଦ କୁହେ, ତଦ୍ ବିଜ୍ଞାନାର୍ଥମ ଗୁରୁମ ଏବାଭୀଗଚ୍ଛେତ୍ (MU 1.2.12)।
ଆଯୁର୍ବେଦରେ ଅଛି, ଗାଈ ଗୋବରରୁ ଘସି ହୁଏ ଏବଂ ତାକୁ ଜାଳି ପାଉଁଷ କରି ଦନ୍ତ ମଞ୍ଜନରୁପେ ବ୍ୟବହାର କରାଯାଏ । ତାହା ଅତ୍ୟନ୍ତ ରୋଗାଣୁ ରୋଧକ ଦନ୍ତ ମଞନ । ସେହିପରି, ଅନେକଗୁଡିଏ ଜିନିଷ ଅଛି, ବେଦରେ ଅନେକ ଆଦେଶ ଅଛି, ଯାହା ଆମକୁ ବାହ୍ୟ ଦୃଷ୍ଟିକୋଣରୁ ପରସ୍ପର ବିରୋଧି ଅନୁଭୁତ ହୁଏ, କିନ୍ତୁ ତାହା ପରସ୍ପର ବିରୋଧି ନୁହେଁ । ତାହା ସବୁ ଅତ୍ୟନ୍ତ ଅନୁଭବରେ ଅଛି, ଦିବ୍ୟ ଅନୁଭବରେ ଅଛି । ଠିକ ଯେପରି ଏକ ପିତା ନିଜ ପୁତ୍ରକୁ କୁହେ, ଯେ "ପ୍ରିୟ ପୁତ୍ର, ତୁମେ ଏହି ଖାଦ୍ୟ ଗ୍ରହଣ କର । ଏହା ଅତ୍ୟନ୍ତ ଭଲ ।" ଏବଂ ଏକ ପୁତ୍ର ଗ୍ରହଣ କରେ, ନିଜ ପିତାଙ୍କ ଉପରେ ବିଶ୍ଵାସକରେ, ଅଧିକାରୀ ରୁପରେ । ପିତା କୁହଁନ୍ତି... ପୁତ୍ର ଜାଣିଛି ଯେ "ମୋ ପିତା..." ସେ ନିଃସନ୍ଦେହରେ ରହେ ଯେ "ମୋ ପିତା କିଛିବି ଏମିତି ଦେବେ ନାହିଁ ଯେ ଯାହା ବିଷମୟ ।" ସେଥିପାଇଁ ସେ ଅନ୍ଧରୂପରେ ବିଶ୍ଵାସ କରେ, ନିଃସନ୍ଦେହରେ, ବିନା କିଛି ଖାଦ୍ୟର ଯାଞ୍ଚକରି, କି ଏହା ଶୁଦ୍ଧ କି ଅଶୁଦ୍ଧ । ତୁମକୁ ଏହିପରି ଭାବରେ ବିଶ୍ଵାସ କରିବାକୁ ହେବ । ତୁମେ ଏକ ହୋଟେଲକୁ ଯାଅ କାରଣ ଏହା ସରକାରଙ୍କ ଦ୍ଵାରା ସ୍ଵୀକୃତ । ତୁମକୁ ଏହା ବିଶ୍ଵାସ କରିବାକୁ ହେବ ଯେତେବେଳେ ତୁମେ ସେଠାରେ ଖାଇବାକୁ ଯିବ ତାହା ଭଲ ବୋଲି, ତାହା ଶୁଦ୍ଧ, କିମ୍ବା ତାହା ରୋଗନିରୋଧକ, କିମ୍ବା ଏହା... କିନ୍ତୁ କିପରି ତୁମେ ଏହା ଜାଣିବ? ପ୍ରମାଣିକ ସୂତ୍ର । କାରଣ ଏହି ହୋଟେଲଟି ସରକାରଙ୍କ ଦ୍ଵାରା ମାନ୍ୟତାପ୍ରାପ୍ତ ପାଇଛି, ଏହା ସ୍ଵୀକୃତି ପାଇଛି, ସେଥିପାଇଁ ତୁମେ ବିଶ୍ଵାସ କର । ସେହିପରି, ଶବ୍ଦ-ପ୍ରମାଣ ଅର୍ଥାତ ଯେମିତି ବୈଦିକ ସାହିତ୍ୟରୁ ପ୍ରମାଣ ମିଳିଯିବ, "ଏହା ହେଉଛି ଏହା," ତୁମେ ତାହାକୁ ଗ୍ରହଣ କରିବାକୁ ହେବ । ବାସ୍ । ତେବେ ତୁମର ଜ୍ଞାନ ସମ୍ପୂର୍ଣ୍ଣ, କାରଣ ତୁମେ ନିର୍ଭୁଲ ସୂତ୍ରରୁ ଗ୍ରହଣ କରୁଛ । ସେହିପରି କୃଷ୍ଣ, କୃଷ୍ଣଙ୍କୁ ପରମ ପୁରୁଷ ଭଗବାନଙ୍କ ରୂପରେ ଗ୍ରହଣ କରାଯାଏ । ଯାହାକିଛି ସେ କହୁଛିନ୍ତି, ସବୁ ଠିକ । ଗ୍ରହଣ କର । ଅର୍ଜୁନ ପରିଶେଷରେ କହିଥିଲେ, ଏଦତ ୠତମ ମନ୍ୟେ ([[Vanisource:BG 10.14 (1972)|BG 10.14]]) । "ପ୍ରିୟ କୃଷ୍ଣ" ଆପଣ ଯାହାକିଛି କହିବେ ମୁଁ ବିଶ୍ଵାସ କରିବି ।" ତାହା ଆମର ସିଦ୍ଧାନ୍ତ ହେବା ଉଚିତ୍ । କାହିଁକି ଆମେ ଅନୁସନ୍ଧାନ କରିବା ପାଇଁ କଷ୍ଟ କରିବା, ଯେତେବେଳେ ଆମ ପାଖରେ ଅଧିକୃତ ସୂତ୍ରରୁ ପ୍ରମାଣ ଅଛି? ତେଣୁ ସମୟକୁ ବଞ୍ଚାଇବା ପାଇଁ, ଅସୁବିଧାରୁ ବଞ୍ଚିବା ପାଇଁ ଅଧିକୃତ ସୂତ୍ରକୁ ଗ୍ରହଣ କରିବା ଦରକାର । ଏହା ହେଉଛି ବୈଦିକ ପ୍ରଣାଳୀ । ସେଥିପାଇଁ ବେଦ କୁହେ, ତଦ୍ ବିଜ୍ଞାନାର୍ଥମ ଗୁରୁମ ଏବାଭୀଗଚ୍ଛେତ୍ (MU 1.2.12)।
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:50, 1 October 2020



Lecture on BG 2.8-12 -- Los Angeles, November 27, 1968

ଆଯୁର୍ବେଦରେ ଅଛି, ଗାଈ ଗୋବରରୁ ଘସି ହୁଏ ଏବଂ ତାକୁ ଜାଳି ପାଉଁଷ କରି ଦନ୍ତ ମଞ୍ଜନରୁପେ ବ୍ୟବହାର କରାଯାଏ । ତାହା ଅତ୍ୟନ୍ତ ରୋଗାଣୁ ରୋଧକ ଦନ୍ତ ମଞନ । ସେହିପରି, ଅନେକଗୁଡିଏ ଜିନିଷ ଅଛି, ବେଦରେ ଅନେକ ଆଦେଶ ଅଛି, ଯାହା ଆମକୁ ବାହ୍ୟ ଦୃଷ୍ଟିକୋଣରୁ ପରସ୍ପର ବିରୋଧି ଅନୁଭୁତ ହୁଏ, କିନ୍ତୁ ତାହା ପରସ୍ପର ବିରୋଧି ନୁହେଁ । ତାହା ସବୁ ଅତ୍ୟନ୍ତ ଅନୁଭବରେ ଅଛି, ଦିବ୍ୟ ଅନୁଭବରେ ଅଛି । ଠିକ ଯେପରି ଏକ ପିତା ନିଜ ପୁତ୍ରକୁ କୁହେ, ଯେ "ପ୍ରିୟ ପୁତ୍ର, ତୁମେ ଏହି ଖାଦ୍ୟ ଗ୍ରହଣ କର । ଏହା ଅତ୍ୟନ୍ତ ଭଲ ।" ଏବଂ ଏକ ପୁତ୍ର ଗ୍ରହଣ କରେ, ନିଜ ପିତାଙ୍କ ଉପରେ ବିଶ୍ଵାସକରେ, ଅଧିକାରୀ ରୁପରେ । ପିତା କୁହଁନ୍ତି... ପୁତ୍ର ଜାଣିଛି ଯେ "ମୋ ପିତା..." ସେ ନିଃସନ୍ଦେହରେ ରହେ ଯେ "ମୋ ପିତା କିଛିବି ଏମିତି ଦେବେ ନାହିଁ ଯେ ଯାହା ବିଷମୟ ।" ସେଥିପାଇଁ ସେ ଅନ୍ଧରୂପରେ ବିଶ୍ଵାସ କରେ, ନିଃସନ୍ଦେହରେ, ବିନା କିଛି ଖାଦ୍ୟର ଯାଞ୍ଚକରି, କି ଏହା ଶୁଦ୍ଧ କି ଅଶୁଦ୍ଧ । ତୁମକୁ ଏହିପରି ଭାବରେ ବିଶ୍ଵାସ କରିବାକୁ ହେବ । ତୁମେ ଏକ ହୋଟେଲକୁ ଯାଅ କାରଣ ଏହା ସରକାରଙ୍କ ଦ୍ଵାରା ସ୍ଵୀକୃତ । ତୁମକୁ ଏହା ବିଶ୍ଵାସ କରିବାକୁ ହେବ ଯେତେବେଳେ ତୁମେ ସେଠାରେ ଖାଇବାକୁ ଯିବ ତାହା ଭଲ ବୋଲି, ତାହା ଶୁଦ୍ଧ, କିମ୍ବା ତାହା ରୋଗନିରୋଧକ, କିମ୍ବା ଏହା... କିନ୍ତୁ କିପରି ତୁମେ ଏହା ଜାଣିବ? ପ୍ରମାଣିକ ସୂତ୍ର । କାରଣ ଏହି ହୋଟେଲଟି ସରକାରଙ୍କ ଦ୍ଵାରା ମାନ୍ୟତାପ୍ରାପ୍ତ ପାଇଛି, ଏହା ସ୍ଵୀକୃତି ପାଇଛି, ସେଥିପାଇଁ ତୁମେ ବିଶ୍ଵାସ କର । ସେହିପରି, ଶବ୍ଦ-ପ୍ରମାଣ ଅର୍ଥାତ ଯେମିତି ବୈଦିକ ସାହିତ୍ୟରୁ ପ୍ରମାଣ ମିଳିଯିବ, "ଏହା ହେଉଛି ଏହା," ତୁମେ ତାହାକୁ ଗ୍ରହଣ କରିବାକୁ ହେବ । ବାସ୍ । ତେବେ ତୁମର ଜ୍ଞାନ ସମ୍ପୂର୍ଣ୍ଣ, କାରଣ ତୁମେ ନିର୍ଭୁଲ ସୂତ୍ରରୁ ଗ୍ରହଣ କରୁଛ । ସେହିପରି କୃଷ୍ଣ, କୃଷ୍ଣଙ୍କୁ ପରମ ପୁରୁଷ ଭଗବାନଙ୍କ ରୂପରେ ଗ୍ରହଣ କରାଯାଏ । ଯାହାକିଛି ସେ କହୁଛିନ୍ତି, ସବୁ ଠିକ । ଗ୍ରହଣ କର । ଅର୍ଜୁନ ପରିଶେଷରେ କହିଥିଲେ, ଏଦତ ୠତମ ମନ୍ୟେ (BG 10.14) । "ପ୍ରିୟ କୃଷ୍ଣ" ଆପଣ ଯାହାକିଛି କହିବେ ମୁଁ ବିଶ୍ଵାସ କରିବି ।" ତାହା ଆମର ସିଦ୍ଧାନ୍ତ ହେବା ଉଚିତ୍ । କାହିଁକି ଆମେ ଅନୁସନ୍ଧାନ କରିବା ପାଇଁ କଷ୍ଟ କରିବା, ଯେତେବେଳେ ଆମ ପାଖରେ ଅଧିକୃତ ସୂତ୍ରରୁ ପ୍ରମାଣ ଅଛି? ତେଣୁ ସମୟକୁ ବଞ୍ଚାଇବା ପାଇଁ, ଅସୁବିଧାରୁ ବଞ୍ଚିବା ପାଇଁ ଅଧିକୃତ ସୂତ୍ରକୁ ଗ୍ରହଣ କରିବା ଦରକାର । ଏହା ହେଉଛି ବୈଦିକ ପ୍ରଣାଳୀ । ସେଥିପାଇଁ ବେଦ କୁହେ, ତଦ୍ ବିଜ୍ଞାନାର୍ଥମ ଗୁରୁମ ଏବାଭୀଗଚ୍ଛେତ୍ (MU 1.2.12)।