OR/Prabhupada 0503 - ଗୁରୁ ଗ୍ରହଣ କରିବା ମାନେ ତାଙ୍କୁ ପରମ ସତ୍ୟ ସମ୍ଵନ୍ଧରେ ପ୍ରଶ୍ନ କରିବା: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0503 - in all Languages Category:OR-Quotes - 1972 Category:OR-Quotes - Lec...")
 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 7: Line 7:
[[Category:OR-Quotes - in India, Hyderabad]]
[[Category:OR-Quotes - in India, Hyderabad]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0495 - ମୋତେ ଆଖି ବନ୍ଦ କରିବାକୁ ଦିଅ । ମୁଁ ବିପଦ ବାହାରେ ଅଛି|0495|OR/Prabhupada 0523 - ଅବତାର ଅର୍ଥାତ୍ ଯିଏ ଉଚ୍ଚସ୍ତରରୁ, ଉଚ୍ଚ ଗ୍ରହରୁ ଆସନ୍ତି|0523}}
{{1080 videos navigation - All Languages|Oriya|OR/Prabhupada 0502 - ଅବାନ୍ତର ଧାରଣାକୁ ତ୍ୟାଗ କର - କୃଷ୍ଣ ଭାବନାମୃତର ବିସ୍ତାରିତ ଜୀବନକୁ ଗ୍ରହଣ କର|0502|OR/Prabhupada 0504 - ଆମକୁ ସମସ୍ତ ଦୃଷ୍ଟିକୋଣରୁ ଶ୍ରୀମଦ୍-ଭାଗବତ୍ ଅଧ୍ୟୟନ କରିବାକୁ ପଡିବ|0504}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|dMfKIiS_PyY|ଗୁରୁ ଗ୍ରହଣ କରିବା ମାନେ ତାଙ୍କୁ ପରମ ସତ୍ୟ ସମ୍ଵନ୍ଧରେ ପ୍ରଶ୍ନ କରିବା<br />- Prabhupāda 0503}}
{{youtube_right|IAh-fMblXro|ଗୁରୁ ଗ୍ରହଣ କରିବା ମାନେ ତାଙ୍କୁ ପରମ ସତ୍ୟ ସମ୍ଵନ୍ଧରେ ପ୍ରଶ୍ନ କରିବା<br />- Prabhupāda 0503}}
<!-- END VIDEO LINK -->
<!-- END VIDEO LINK -->



Latest revision as of 07:15, 31 March 2021



Lecture on BG 2.15 -- Hyderabad, November 21, 1972

ତେଣୁ ବେଦାନ୍ତ ସୂତ୍ରର ସ୍ଵଭାବିକ ଭାଷ୍ୟ ହେଉଛି ଶ୍ରୀମଦ୍ ଭାଗବତ । ଜୀବସ୍ୟ ତତ୍ତ୍ଵ ଜୀଜ୍ଞାସା, ଜୀବସ୍ୟ ତତ୍ତ୍ଵ ଜୀଜ୍ଞାସା । ଏହା ହେଉଛି ଆମର ଜୀବନ । ଜୀବସ୍ୟ, ବା ସମସ୍ତ ଜୀବ । ସମସ୍ତ ଜୀବ ମାନେ ବିଶେଷତଃ ମନୁଷ୍ୟମାନେ । କାରଣ ବିଲେଇ, ଏବଂ କୁକର, ସେ ବ୍ରହ୍ମଣ ବା ପରମ ସତ୍ୟ ବିଷୟରେ ପ୍ରଶ୍ନ କରିପାରିବା ନାହିଁ । ସେଥିପାଇଁ ଅନ୍ତିମ ନିର୍ଣ୍ଣୟ ହେଉଛି ଯେ ମନୁଷ୍ୟ ଜୀବନ, ଜଣେ ପଶୁ ପ୍ରବୃତି ଭଳି କାର୍ଯ୍ୟରତ ହେବା ଉଚିତ୍ ନୁହେଁ । ତାହା କେବଳ ସମୟ ନଷ୍ଟ କରିବା । ତାକୁ ପରମ ସତ୍ୟ ବିଷୟରେ ପ୍ରଶ୍ନ କରିବା ଉଚିତ୍ । ଅଥତୋ ବ୍ରହ୍ମ ଜୀଜ୍ଞାସା । ସେ ବୁଝିବାକୁ ଚେଷ୍ଟା କରିବା ଦରକାର । ତଦ୍ ବିଧି, ତତ୍ତ୍ଵ-ଦର୍ଶିବିଃ । ତତ୍ତ୍ଵଦର୍ଶିଙ୍କ ଠାରୁ । ଜ୍ଞାନିନଃ, ତତ୍ତ୍ଵ-ଦର୍ଶିନଃ, ଏହି ଶବ୍ଦ ଗୁଡିକ । ତେଣୁ ମନୁଷ୍ୟ ଜୀବନରେ ସେଥିପାଇଁ, ସବୁ ସମାଜରେ, ବ୍ୟବସ୍ଥା ଏହା ଯେ ପିଲାମାନଙ୍କୁ ବିଦ୍ୟାଳୟ, ମହାବିଦ୍ୟାଳୟକୁ ପଠାଯାଏ ଜିନିଷ ଗୁଡିକୁ ବୁଝିବା ପାଇଁ, ସେହିପରି, ଆଧ୍ୟାତ୍ମିକ ଜିନିଷ ବୁଝିବା ପାଇଁ, ତଦ୍ବି-ଜ୍ଞାନାର୍ଥମ୍ ସ ଗୁରୁମେବ ଅଭିଗଚ୍ଛେତ୍ (MU 1.2.12) । ଅଭିଗଚ୍ଛେତ୍ ମାନେ ଜଣେ ନିଶ୍ଚିତରେ । ସେଥିରେ କୌଣସି ବିକଳ୍ପ ନାହିଁ । ଜଣେ କହିପାରିବ ନାହିଁ "ମୁଁ...ମୁଁ ଯାଇପାରିବି ନାହିଁ ।"ନାଁ । ଯଦି ତୁମେ ଯାଉନାହିଁ, ତେବେ ତୁମେ ଠକୁଛ । ତାହା ହେଉଛି ଆମର ବୈଷ୍ଣବ ପଦ୍ଧତି । ଅଦୌ ଗୁରୁବାଶ୍ରୟମ୍ । ପ୍ରଥମ କଥା ହେଉଛି ଯଥାର୍ଥ ଆଧ୍ୟାତ୍ମିକ ଗୁରୁଙ୍କ ଶରଣ ନେବା । ଅଦୌ ଗୁରୁବାଶ୍ରୟମ୍ ସଦ୍-ଧର୍ମ-ପୃଚ୍ଛା । ଏମିତି ନାହିଁ କି ମୁଁ, ଏହା ଏକ ପଦ୍ଧତି ହୋଇଯାଇଛି : "ମୁଁ ଏକ ଗୁରୁ ସ୍ଵୀକାର କରିବି । ବର୍ତ୍ତମାନ ମୋର କାମ ଶେଷ ହୋଇଗଲା । ମୋତେ ଏକ ଗୁରୁ ମିଳିଯାଇଛନ୍ତି ।" ନାଁ, ତତ୍ତ୍ଵ-ଜୀଜ୍ଞାସା । ଜୀବସ୍ୟ ତତ୍ତ୍ଵ-ଜୀଜ୍ଞାସା । ଗୁରୁ ମାନେ, ଗୁରୁ ଗ୍ରହଣ କରିବା ମାନେ ତାଙ୍କୁ ପରମ ସତ୍ୟ ସମ୍ଵନ୍ଧରେ ପ୍ରଶ୍ନ କରିବା । ଜୀଜ୍ଞାସୁଃ ଶ୍ରେୟ ଉତ୍ତମମ୍ । ଏଗୁଡିକ ବୈଦିକ ନିଷେଧାଜ୍ଞ । ଜଣେ ଯେ ଜୀଜ୍ଞାସୁ, ମାନେ ଇଛୁକ । ଜୀଜ୍ଞାସୁଃ ଶ୍ରେୟ ଉତ୍ତମମ୍ । ଶ୍ରେୟଃ । ଶ୍ରେୟଃ ମାନେ ଲାଭଦାୟକ । ତେଣୁ ଉତ୍ତମମ୍, ପରମ ଲାଭଦାୟକ । ଜଣେ ଯେ ଜୀବନର ପରମ ଲାଭଦାୟକ ବିଷୟରେ ଜାଣିବାକୁ ଇଛୁକ, ସେ ଗୁରୁ ଗ୍ରହଣ କରିବା ଦରକାର ନାହିଁ ।

ତସ୍ମାଦ୍ ଗୁରୁମ୍ ପ୍ରପଦ୍ୟତେ
ଜୀଜ୍ଞାସୁଃ ଶ୍ରେୟ ଉତ୍ତମମ୍
ଶବ୍ଦେ ପରେ ଚ ନିଶ୍ନାତମ୍
ବ୍ରହ୍ମଣି ଉପଶମାଶ୍ରୟମ୍
(SB 11.3.21)

ତେଣୁ ଏହା ହେଉଛି ଆମର କୃଷ୍ଣ ଚେତନା । ଆମେ ଲୋକମାନଙ୍କୁ ଜୀବନର ମୂଲ୍ୟକୁ ବୁଝିବା ପାଇଁ ଶିକ୍ଷା ଦେଉଛୁ, ଆଧ୍ୟାତ୍ମିକ ଜୀବନର ମୂଲ୍ୟ ସମ୍ପର୍କରେ, ଭାଗବତ । ଧର୍ମାନ୍ ଭାଗବତାନ୍ ଇହ । ତାହା ଆଧ୍ୟାତ୍ମିକ ଜୀବନକୁ ବୁଝିବା ଦ୍ଵାରା, ଜଣଙ୍କର ବାସ୍ତବିକ ସ୍ଵାଭାବିକ ସ୍ଥିତିକୁ ବୁଝିବା ଦ୍ଵାରା, ତାର ଜ୍ଞାନଉଦୟ ହୋଇପାରିବ, ଜୀବନର ଲକ୍ଷ କ'ଣ, ଜୀବନର କର୍ତ୍ତବ୍ୟ କ'ଣ, ଜୀବନର ଲକ୍ଷ କ'ଣ । ତାହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ । ବହୁତ ବହୁତ ଧନ୍ୟବାଦ । ହରେ କୃଷ୍ଣ ।