OR/Prabhupada 0526 - ଆମେ ଯଦି କୃଷ୍ଣଙ୍କୁ ଦୃଢ଼ତାର ସହିତ ଧରିବା, ମାୟା କିଛି କରି ପାରିବ ନାହିଁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0526 - in all Languages Category:OR-Quotes - 1968 Category:OR-Quotes - Lec...")
 
No edit summary
 
Line 7: Line 7:
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0525 - ମାୟା ଅତ୍ୟନ୍ତ ପ୍ରଭାବଶାଳୀ, ଯଥାଶିଘ୍ର ତୁମେ ଟିକିଏ ଆତ୍ମବିଶ୍ଵାସୀ ହେବ, ତୂରନ୍ତ ଆକ୍ରମଣ ହେବ|0525|OR/Prabhupada 0572 - ତୁମେ କାହିଁକି କହୁଛ? ‘ଓ, ମୁଁ ତୁମକୁ ମୋର ଚର୍ଚ୍ଚରେ କହିବା ପାଇଁ ଅନୁମତି ଦେବି ନାହିଁ‘|0572}}
{{1080 videos navigation - All Languages|Oriya|OR/Prabhupada 0525 - ମାୟା ଅତ୍ୟନ୍ତ ପ୍ରଭାବଶାଳୀ, ଯଥାଶିଘ୍ର ତୁମେ ଟିକିଏ ଆତ୍ମବିଶ୍ଵାସୀ ହେବ, ତୂରନ୍ତ ଆକ୍ରମଣ ହେବ|0525|OR/Prabhupada 0527 - ଆମେ କୃଷ୍ଣଙ୍କୁ ଅର୍ପଣ କରିବା ଦ୍ଵାରା କିଛି ନଷ୍ଟ ହୁଏ ନାହିଁ । ଆମେ କେବଳ ଲାଭବାନ ହେବା|0527}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|5ON4zsE62hE|ଆମେ ଯଦି କୃଷ୍ଣଙ୍କୁ ଦୃଢ଼ତାର ସହିତ ଧରିବା, ମାୟା କିଛି କରି ପାରିବ ନାହିଁ<br />- Prabhupāda 0526}}
{{youtube_right|6fNIJwpdWQ0|ଆମେ ଯଦି କୃଷ୍ଣଙ୍କୁ ଦୃଢ଼ତାର ସହିତ ଧରିବା, ମାୟା କିଛି କରି ପାରିବ ନାହିଁ<br />- Prabhupāda 0526}}
<!-- END VIDEO LINK -->
<!-- END VIDEO LINK -->



Latest revision as of 06:15, 19 June 2021



Lecture on BG 7.1 -- Los Angeles, December 2, 1968

ତମାଳ କୃଷ୍ଣ: ଯଦି ମାୟା ଜଣଙ୍କୁ ମାଡି ବସିଛି, ତେବେ କୃଷ୍ଣଙ୍କ ନିକଟକୁ ଫେରିବାର ଦୃତଗାମୀ ପନ୍ଥା କ'ଣ?

ପ୍ରଭୁପାଦ: ଓ, ସେ କୃଷ୍ଣ, ସେହି କୃଷ୍ଣ କେବଳ... ଯେତେବେଳେ ମାୟାର ଆକର୍ଷଣ ହେବ, କେବଳ କୃଷ୍ଣଙ୍କୁ ପ୍ରର୍ଥନା କର, "ଦୟାକରି ମୋତେ ରକ୍ଷା କରନ୍ତୁ । ଦୟାକରି ମୋତେ ରକ୍ଷା କରନ୍ତୁ ।" ଏହା ହେଉଛି ଏକମାତ୍ର ପନ୍ଥା । ଏବଂ ସେ ତୁମକୁ ରକ୍ଷା କରିବେ । ଆମେମାନେ ମାୟାର ସାମ୍ରାଜ୍ୟରେ ଅଛୁ, ତେବେ ମାୟା ଏଠାରେ ଅତି ଶକ୍ତିଶାଳୀ, କିନ୍ତୁ ଆମେ ଯଦି କୃଷ୍ଣଙ୍କୁ ଦୃଢ଼ତାର ସହିତ ଧରିବା, ମାୟା କିଛି କରି ପାରିବ ନାହିଁ । ଆମେ ଦୃଢ଼ତାର ସହିତ କୃଷ୍ଣଙ୍କୁ ଅତି ଜୋରରେ ଧରିବା ଉଚିତ୍ । ତେବେ କୌଣସି ପତନ ହେବ ନାହିଁ । ହଁ ।

ମଧୁଦ୍ଵିଶ: ପ୍ରଭୁପାଦ, ଆମେ ଯେତେବେଳେ ସଂକୀର୍ତ୍ତନ କରିବାକୁ ଯାଉ, ଲୋକମାନଙ୍କୁ ଆମ ସହିତ ଜପ କରିବା ପାଇଁ ସଂଲଗ୍ନ କରିବାର ସବୁଠାରୁ ଭଲ ଉପାୟ କ'ଣ? ଭଲ ଉପାୟ କ'ଣ ହେବ...

ପ୍ରଭୁପାଦ: ଭଲ ଉପାୟ ହେଉଛି ତୁମେ ଜପ କରି ଚାଲ । ତୁମର କାମ ନୁହେଁ, ମୋର କହିବାର ଅର୍ଥ ହେଲା, ଲୋକମାନଙ୍କୁ ସନ୍ତୁଷ୍ଟ କରିବା । ତୁମର କାମ ହେଉଛି କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା, ଏବଂ ତାପରେ ଲୋକମାନେ ସ୍ଵୟଂଚାଳିତ ଭାବରେ ସନ୍ତୁଷ୍ଟ ହୋଇଯିବେ । ଆମେ ଲୋକମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଉ ନାହୁଁ । ଆମେ ସେମାନଙ୍କୁ କିଛି ଦେବାକୁ ଯାଉଛୁ, କୃଷ୍ଣ । ତେବେ ତୁମକୁ ଅତ୍ୟଧିକ ସାବଧାନତା ଅବଲମ୍ଵନ କରିବାକୁ ହେବ ଯେ ତୁମେ କୃଷ୍ଣଙ୍କୁ ଯଥୋଚିତ ଭାବରେ ଦେଉଛ । ତାପରେ ସେମାନେ ସନ୍ତୁଷ୍ଟ ହେବେ । ତୁମର କାମ କେବଳ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା ହେବା ଉଚିତ୍ । ତେବେ ସବୁକିଛି ସନ୍ତୁଷ୍ଟ ହେବ । ତସ୍ମିନ ତୁଶ୍ଟେ ଜଗତ ତୁଶ୍ଟ । ଯଦି କୃଷ୍ଣ ସନ୍ତୁଷ୍ଟ ହେବେ ତେବେ ସମଗ୍ର ବିଶ୍ଵ ସନ୍ତୁଷ୍ଟ ହେବ । ଯଦି ତୁମେ ଚେରରେ ପାଣି ଦିଅ, ତେବେ ତାହା ଆପେ ଆପେ ଗଛର ସବୁ ଅଂଶକୁ ବ୍ୟାପିଯିବ । ତେଣୁ କୃଷ୍ଣ ହେଉଛନ୍ତି ଏକ ବଡ଼ ବୃକ୍ଷ, ଏକ ବଡ଼ ବୃକ୍ଷର ଚେର, ଏବଂ ତୁମେ କୃଷ୍ଣଙ୍କୁ ପାଣି ଦେଉଛ । ହରେ କୃଷ୍ଣ ଜପ କର ଏବଂ ନିୟମ କାୟଦା ପାଳନ କର, ସବୁକିଛି ଠିକ୍ ହେବ ।