OR/Prabhupada 0587 - ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଆଧ୍ୟାତ୍ମିକତା ଭାବରେ ଭୋକିଲା ଅଛନ୍ତି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0587 - in all Languages Category:OR-Quotes - 1972 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in India, Hyderabad]]
[[Category:OR-Quotes - in India, Hyderabad]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0572 - ତୁମେ କାହିଁକି କହୁଛ? ‘ଓ, ମୁଁ ତୁମକୁ ମୋର ଚର୍ଚ୍ଚରେ କହିବା ପାଇଁ ଅନୁମତି ଦେବି ନାହିଁ‘|0572|OR/Prabhupada 0609 - ତୁମେ ଅନେକ ଅଛ ହରେ କୃଷ୍ଣ ମନ୍ତ୍ର ଜପ କରୁଛ । ତାହା ହେଉଛି ମୋର ସଫଳତା|0609}}
{{1080 videos navigation - All Languages|Oriya|OR/Prabhupada 0581 - ଯଦି ତୁମେ କୃଷ୍ଣଙ୍କର ସେବାରେ ନିୟୋଜିତ ହେବ, ତୁମେ ନୂଆ ପ୍ରୋତ୍ସାହନ ପାଇବ|0581|OR/Prabhupada 0588 - ତୁମେ ଯାହା କିଛି ଚାହଁ କୃଷ୍ଣ ତୁମକୁ ଦେବେ|0588}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|7qb0UN7KhBo|ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଆଧ୍ୟାତ୍ମିକତା ଭାବରେ ଭୋକିଲା ଅଛନ୍ତି<br />- Prabhupāda 0587}}
{{youtube_right|QIUIJvoOcHc|ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଆଧ୍ୟାତ୍ମିକତା ଭାବରେ ଭୋକିଲା ଅଛନ୍ତି<br />- Prabhupāda 0587}}
<!-- END VIDEO LINK -->
<!-- END VIDEO LINK -->

Line 30: Line 30:

<!-- BEGIN TRANSLATED TEXT (from DotSub) -->
<!-- BEGIN TRANSLATED TEXT (from DotSub) -->
ତେବେ ଯଦି ମୁଁ ଭାବେ ଯେ, ମୁଁ ହେଉଛି ଏହି କୋଟ, ତାହା ହେଉଛି ମୋର ଅଜ୍ଞାନତା । ଏବଂ ତାହା ଚାଲିଛି । ମାନବତା ପାଇଁ ତଥା କଥିତ ସେବା ଅର୍ଥାତ୍ କୋଟକୁ ଧୋଇବା । ଯେପରି ଯଦି ତୁମେ ଭୋକିଲା ଅଛ ଏବଂ ମୁଁ ତୁମ କୋଟକୁ ଭଲ ଭାବରେ ସାବୁନରେ ଧୋଉଛି, ତୁମେ ସନ୍ତୁଷ୍ଟ ହେବ କି? ନା । ତାହା ସମ୍ଭବ ନୁହେଁ । ତେବେ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଆଧ୍ୟାତ୍ମିକତା ଭାବରେ ଭୋକିଲା ଅଛନ୍ତି । ଏହି ଲୋକମାନେ କୋଟ ଏବଂ ସାର୍ଟ ଧୋଇକି କ'ଣ କରିବେ? କୌଣସି ଶାନ୍ତି ହେବ ନାହିଁ । ତଥା କଥିତ ମାନବୀୟ ସେବା ଅର୍ଥାତ୍ ସେମାନେ ଏହି ବାସାମ୍ସୀ ଜୀର୍ଣ୍ଣାନିକୁ ଧୋଉଛନ୍ତି । ବାସ୍ । ଏବଂ ମୃତ୍ୟୁ ଅର୍ଥାତ୍, ଏହା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ଯେ ଯେତେବେଳେ ପୋଷାକ, ତୁମର ପୋଷାକ, ମୋର ପୋଷାକ, ଅତି ପୁରୁଣା ହୋଇଯାଇଛି, ଆମେ ଏହାକୁ ବଦଳାଇଦେଉ । ସେହିପରି, ଜନ୍ମ ଏବଂ ମୃତ୍ୟୁ ଅର୍ଥାତ୍ ପୋଷାକ ବଦଳାଇବା । ଏହା ଅତି ପରିଷ୍କାର ଭାବରେ ବର୍ଣ୍ଣନା କରାଯାଇଛି । ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ([[Vanisource:BG 2.22|BG 2.22]]) । ଜୀର୍ଣ୍ଣାନି, ପରୁଣା ପୋଷାକ, ପୁରୁଣା ବସ୍ତ୍ର, ଆମେ ଏହାକୁ ଫିଙ୍ଗି ଦେଉ, ଏବଂ ନୂଆ ପୋଷାକ  ନେଉ,ନୂଆ ପୋଷାକ । ସେହିପରି, ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହଣାତି । ଏକ ନୂଆ, ସତେଜ ପୋଷାକ । ସେହିପରି, ମୁଁ ଏକ ବୃଦ୍ଧ ବ୍ୟକ୍ତି ।  
ତେବେ ଯଦି ମୁଁ ଭାବେ ଯେ, ମୁଁ ହେଉଛି ଏହି କୋଟ, ତାହା ହେଉଛି ମୋର ଅଜ୍ଞାନତା । ଏବଂ ତାହା ଚାଲିଛି । ମାନବତା ପାଇଁ ତଥା କଥିତ ସେବା ଅର୍ଥାତ୍ କୋଟକୁ ଧୋଇବା । ଯେପରି ଯଦି ତୁମେ ଭୋକିଲା ଅଛ ଏବଂ ମୁଁ ତୁମ କୋଟକୁ ଭଲ ଭାବରେ ସାବୁନରେ ଧୋଉଛି, ତୁମେ ସନ୍ତୁଷ୍ଟ ହେବ କି? ନା । ତାହା ସମ୍ଭବ ନୁହେଁ । ତେବେ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଆଧ୍ୟାତ୍ମିକତା ଭାବରେ ଭୋକିଲା ଅଛନ୍ତି । ଏହି ଲୋକମାନେ କୋଟ ଏବଂ ସାର୍ଟ ଧୋଇକି କ'ଣ କରିବେ? କୌଣସି ଶାନ୍ତି ହେବ ନାହିଁ । ତଥା କଥିତ ମାନବୀୟ ସେବା ଅର୍ଥାତ୍ ସେମାନେ ଏହି ବାସାମ୍ସୀ ଜୀର୍ଣ୍ଣାନିକୁ ଧୋଉଛନ୍ତି । ବାସ୍ । ଏବଂ ମୃତ୍ୟୁ ଅର୍ଥାତ୍, ଏହା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ଯେ ଯେତେବେଳେ ପୋଷାକ, ତୁମର ପୋଷାକ, ମୋର ପୋଷାକ, ଅତି ପୁରୁଣା ହୋଇଯାଇଛି, ଆମେ ଏହାକୁ ବଦଳାଇଦେଉ । ସେହିପରି, ଜନ୍ମ ଏବଂ ମୃତ୍ୟୁ ଅର୍ଥାତ୍ ପୋଷାକ ବଦଳାଇବା । ଏହା ଅତି ପରିଷ୍କାର ଭାବରେ ବର୍ଣ୍ଣନା କରାଯାଇଛି । ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ([[Vanisource:BG 2.22 (1972)|BG 2.22]]) । ଜୀର୍ଣ୍ଣାନି, ପରୁଣା ପୋଷାକ, ପୁରୁଣା ବସ୍ତ୍ର, ଆମେ ଏହାକୁ ଫିଙ୍ଗି ଦେଉ, ଏବଂ ନୂଆ ପୋଷାକ  ନେଉ,ନୂଆ ପୋଷାକ । ସେହିପରି, ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହଣାତି । ଏକ ନୂଆ, ସତେଜ ପୋଷାକ । ସେହିପରି, ମୁଁ ଏକ ବୃଦ୍ଧ ବ୍ୟକ୍ତି ।  

ତେଣୁ ଯଦି ମୁଁ ମୁକ୍ତ ନ ହୁଏ, ଯଦି, ଯଦି ମୋର ଅନେକ ଯୋଜନା ଅଛି ଏହି ଭୌତିକ ଦୁନିଆରେ ନିଷ୍ପାଦନ କରିବା ପାଇଁ, ତେବେ ମୋତେ ଅନ୍ୟ ଏକ ଶରୀର ଗ୍ରହଣ କରିବାକୁ ପଡ଼ିବ । କିନ୍ତୁ ତୁମର ଯଦି କୌଣସି ଯୋଜନା ନାହିଁ, କୌଣସି ଯୋଜନା ନାହିଁ, ନିଷ୍କିନ୍ଚନ... ତାହାକୁ ନିଷ୍କାନ୍ଚନ କୁହାଯାଏ । ନିଷ୍କିନ୍ଚନସ୍ୟ ଭଗବଦ୍ ଭଜନୋମୁଖସ୍ୟ । ଚୈତନ୍ୟ ମହାପ୍ରଭୁ କୁହଁନ୍ତି, ନିଷ୍କିନ୍ଚନ । ଜଣକୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହେବାକୁ ପଡ଼ିବ, ସମ୍ପୂର୍ଣ୍ଣ ଭାବରେ ଭୌତିକ ଦୁନିଆରୁ ମୁକ୍ତ । ଆମେ ଘୃଣା କରିବା ଉଚିତ୍ । ତେବେ ଆଧ୍ୟାତ୍ମିକ ଦୁନିଆକୁ ସ୍ଥାନାନ୍ତରିତ ହେବା ପାଇଁ ସମ୍ଭାବନା ଅଛି ।  

<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:40, 1 October 2020

Lecture on BG 2.20 -- Hyderabad, November 25, 1972

ତେବେ ଯଦି ମୁଁ ଭାବେ ଯେ, ମୁଁ ହେଉଛି ଏହି କୋଟ, ତାହା ହେଉଛି ମୋର ଅଜ୍ଞାନତା । ଏବଂ ତାହା ଚାଲିଛି । ମାନବତା ପାଇଁ ତଥା କଥିତ ସେବା ଅର୍ଥାତ୍ କୋଟକୁ ଧୋଇବା । ଯେପରି ଯଦି ତୁମେ ଭୋକିଲା ଅଛ ଏବଂ ମୁଁ ତୁମ କୋଟକୁ ଭଲ ଭାବରେ ସାବୁନରେ ଧୋଉଛି, ତୁମେ ସନ୍ତୁଷ୍ଟ ହେବ କି? ନା । ତାହା ସମ୍ଭବ ନୁହେଁ । ତେବେ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଆଧ୍ୟାତ୍ମିକତା ଭାବରେ ଭୋକିଲା ଅଛନ୍ତି । ଏହି ଲୋକମାନେ କୋଟ ଏବଂ ସାର୍ଟ ଧୋଇକି କ'ଣ କରିବେ? କୌଣସି ଶାନ୍ତି ହେବ ନାହିଁ । ତଥା କଥିତ ମାନବୀୟ ସେବା ଅର୍ଥାତ୍ ସେମାନେ ଏହି ବାସାମ୍ସୀ ଜୀର୍ଣ୍ଣାନିକୁ ଧୋଉଛନ୍ତି । ବାସ୍ । ଏବଂ ମୃତ୍ୟୁ ଅର୍ଥାତ୍, ଏହା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ଯେ ଯେତେବେଳେ ପୋଷାକ, ତୁମର ପୋଷାକ, ମୋର ପୋଷାକ, ଅତି ପୁରୁଣା ହୋଇଯାଇଛି, ଆମେ ଏହାକୁ ବଦଳାଇଦେଉ । ସେହିପରି, ଜନ୍ମ ଏବଂ ମୃତ୍ୟୁ ଅର୍ଥାତ୍ ପୋଷାକ ବଦଳାଇବା । ଏହା ଅତି ପରିଷ୍କାର ଭାବରେ ବର୍ଣ୍ଣନା କରାଯାଇଛି । ବାସାଂସି ଜୀର୍ଣ୍ଣାନି ଯଥା ବିହାୟ (BG 2.22) । ଜୀର୍ଣ୍ଣାନି, ପରୁଣା ପୋଷାକ, ପୁରୁଣା ବସ୍ତ୍ର, ଆମେ ଏହାକୁ ଫିଙ୍ଗି ଦେଉ, ଏବଂ ନୂଆ ପୋଷାକ ନେଉ,ନୂଆ ପୋଷାକ । ସେହିପରି, ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହଣାତି । ଏକ ନୂଆ, ସତେଜ ପୋଷାକ । ସେହିପରି, ମୁଁ ଏକ ବୃଦ୍ଧ ବ୍ୟକ୍ତି ।