OR/Prabhupada 0645 - ଜଣେ ଯିଏ କୃଷ୍ଣଙ୍କୁ ଅନୁଭବ କରି ପାରିଛି, ତେବେ ସେ ସର୍ବଦା ବୃନ୍ଦାବନରେ ରହୁଛି: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0645 - in all Languages Category:OR-Quotes - 1969 Category:OR-Quotes - Lec...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 6: | Line 6: | ||
[[Category:OR-Quotes - in USA]] | [[Category:OR-Quotes - in USA]] | ||
[[Category:OR-Quotes - in USA, Los Angeles]] | [[Category:OR-Quotes - in USA, Los Angeles]] | ||
[[Category: | [[Category:Oriya Pages - Yoga System]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0640 - ତୁମେ ପାଇବ ଯେ ଦୁର୍ଜନମାନେ ନିଜକୁ ଭଗବାନ ଘୋଷିତ କରୁଛନ୍ତି, ତାଙ୍କ ମୁହଁରେ ଲାତ ମାର|0640|OR/Prabhupada | {{1080 videos navigation - All Languages|Oriya|OR/Prabhupada 0640 - ତୁମେ ପାଇବ ଯେ ଦୁର୍ଜନମାନେ ନିଜକୁ ଭଗବାନ ଘୋଷିତ କରୁଛନ୍ତି, ତାଙ୍କ ମୁହଁରେ ଲାତ ମାର|0640|OR/Prabhupada 0659 - କେବଳ ନିଷ୍ଠାବାନ ଏବଂ ବିନମ୍ରତାର ସହିତ ଶୁଣ, ତେବେ ତୁମେ କୃଷ୍ଣଙ୍କୁ ବୁଝିପାରିବ|0659}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 19: | Line 19: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|yATFDObNmDA|ଜଣେ ଯିଏ କୃଷ୍ଣଙ୍କୁ ଅନୁଭବ କରି ପାରିଛି,<br /> ତେବେ ସେ ସର୍ବଦା ବୃନ୍ଦାବନରେ ରହୁଛି<br />- Prabhupāda 0645}} | ||
<!-- END VIDEO LINK --> | <!-- END VIDEO LINK --> | ||
Latest revision as of 22:40, 1 October 2020
Lecture on BG 6.1 -- Los Angeles, February 13, 1969
ପ୍ରଭୁପାଦ: ହଁ, ତୁମର ପ୍ରଶ୍ନ କ'ଣ?
ଭକ୍ତ: କ'ଣ କ୍ଷୀରୋଦକ୍ଷାୟୀ ବିଷ୍ଣୁ ନିର୍ଜୀବ ମଧ୍ୟରେ ଅଛନ୍ତି, ନିର୍ଜୀବ ଯେପରି ପଥର?
ପ୍ରଭୁପାଦ: ହମ୍?
ଭକ୍ତ:କ'ଣ କ୍ଷୀରୋଦକ୍ଷାୟୀ ବିଷ୍ଣୁ ନିର୍ଜୀବ ମଧ୍ୟରେ ଅଛନ୍ତି, ପଦାର୍ଥରେ?
ପ୍ରଭୁପାଦ: ହଁ, ହଁ, ଏପରିକି ଅଣୁରେ ମଧ୍ୟ ।
ଭକ୍ତ: ତାଙ୍କର ଚତୁର୍ଭୁଜ ରୂପରେ ଯେପରି...?
ପ୍ରଭୁପାଦ: ଓ ହଁ ।
ଭକ୍ତ: ତାଙ୍କର କ'ଣ...?
ପ୍ରଭୁପାଦ: ଯେଉଁଠାରେ ସେ ରୁହଁନ୍ତି, ସେ ନିଜର ସମ୍ପୂର୍ଣ୍ଣ ଆଭୁଷଣରେ ରୁହଁନ୍ତି । ଅଣୋର ଅଣିୟାନ ମହତୋ ମହିୟାନ (Kaṭha Upaniṣad 1.2.20)। ସେ ବୃହତ୍ତମ ଠାରୁ ବୃହତ୍ତମ, ଏବଂ କ୍ଷୁଦ୍ରତମ ଠାରୁ କ୍ଷୁଦ୍ରତମ । ସେ ହେଉଛନ୍ତି ବିଷ୍ଣୁ । ଅଣ୍ଡାନ୍ତର-ସ୍ଥ-ପରମାଣୁ-ଚୟାନ୍ତର-ସ୍ଥମ (Bs 5.35) । ପରମାଣୁ ଅର୍ଥାତ୍ ପରମାଣୁ । ତୁମେ ପରମାଣୁକୁ ଦେଖି ପାରିବ ନାହିଁ, କେତେ କ୍ଷୁଦ୍ର । ସେ ସେହି ପରମାଣୁରେ ଅଛନ୍ତି । ସେ ସର୍ବତ୍ର ଅଛନ୍ତି ।
ତମାଳ କୃଷ୍ଣ: ପ୍ରଭୁପାଦ, ଆପଣ ଆମକୁ କହିଥିଲେ ଯେ କୃଷ୍ଣ ଯେଉଁଠାରେ ଅଛନ୍ତି, ତାହା ହେଉଛି ବୃନ୍ଦାବନ । ମୁଁ କ'ଣ ଭାବୁଥିଲି, ଯଦି କୃଷ୍ଣ ଆମ ହୃଦୟ ଭିତରେ ଅଛନ୍ତି, ତାହାର ମାନେ କ'ଣ ଆମର ହୃଦୟରେ...
ପ୍ରଭୁପାଦ: ହଁ ଜଣେ ଯିଏ ଅନୁଭବ କରିଛି, ସେ ଯେ କୌଣସି ସ୍ଥାନରେ ରହିଲେ ମଧ୍ୟ ତାଙ୍କ ପାଇଁ ବୃନ୍ଦାବନରେ ରହିଲା ପରି । ଏକ ଆତ୍ମାନୁଭୁତି ଜୀବାତ୍ମା ସର୍ବଦା ବୃନ୍ଦାବନରେ ରୁହଁନ୍ତି । ଚୈତନ୍ୟ ମହାପ୍ରଭୁ କହିଛନ୍ତି । ଜଣେ ଯିଏ କୃଷ୍ଣଙ୍କୁ ଅନୁଭବ କରି ପାରିଛି, ତେବେ ସେ ସର୍ବଦା ବୃନ୍ଦାବନରେ ରହୁଛି । ସେ କେଉଁଠାରେ ନାହିଁ... ଠିକ୍ ଯେପରି କୃଷ୍ଣ କିମ୍ଵା ବିଷ୍ଣୁ ସମସ୍ତ ପ୍ରାଣୀମାନଙ୍କର ହୃଦୟରେ ଅଛନ୍ତି, କିନ୍ତୁ ସେ କୁକୁର ହୃଦୟରେ ମଧ୍ୟ ଅଛନ୍ତି । ଏହାର ମାନେ କି ତାଙ୍କର କୁକୁର ପ୍ରବୃତ୍ତି ଅଛି? ସେ ବୈକୁଣ୍ଠରେ ରୁହଁନ୍ତି । ଯଦିଓ ସେ କୁକୁର ହୃଦୟରେ ମଧ୍ୟ ଅଛନ୍ତି, କିନ୍ତୁ ସେ ବୈକୁଣ୍ଠରେ ରୁହଁନ୍ତି । ସେହି ପାରି ଏକ ଭକ୍ତ ଅନ୍ୟ ଏକ ସ୍ଥାନରେ ବାସ କରିଲା ପରି ମନେ ହୁଏ ଯାହା ବୃନ୍ଦାବନ ଠାରୁ ଦୂରରେ ଅଛି, କିନ୍ତୁ ସେ ବୃନ୍ଦାବନରେ ରହୁଛନ୍ତି । ତାହା ହେଉଛି ତଥ୍ୟ । ହଁ ।