OR/Prabhupada 0678 - ଏକ କୃଷ୍ଣ ଚେତନାଶୀଳ ବ୍ୟକ୍ତି ସର୍ବଦା ଯୋଗ ସମାଧିରେ ରୁହେ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0678 - in all Languages Category:OR-Quotes - 1969 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in USA]]
[[Category:OR-Quotes - in USA]]
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
[[Category:French Pages - Yoga System]]
[[Category:Oriya Pages - Yoga System]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0674 - ବୁଦ୍ଧିମାନ ହୁଅ ଏହା ଜାଣିବା ପାଇଁ ଯେ ଶରୀରକୁ ସୁସ୍ଥ ରଖିବା ପାଇଁ କେତେ ପରିମାଣର ଖାଦ୍ୟ ତୁମର ଆବଶ୍ୟକ|0674|OR/Prabhupada 0703 - ଯଦି ତୁମର ମନକୁ କୃଷ୍ଣଙ୍କ ପାଖରେ ନିବେଶିତ କରିବ ତେବେ ଏହା ହେଉଛି ସମାଧି|0703}}

<!-- END NAVIGATION BAR -->
<!-- END NAVIGATION BAR -->
Line 19: Line 19:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|u6dWk2M3Z8Q|ଏକ କୃଷ୍ଣ ଚେତନାଶୀଳ ବ୍ୟକ୍ତି ସର୍ବଦା ଯୋଗ ସମାଧିରେ ରୁହେ<br />- Prabhupāda 0678}}
{{youtube_right|am-eXZSboqs|ଏକ କୃଷ୍ଣ ଚେତନାଶୀଳ ବ୍ୟକ୍ତି ସର୍ବଦା ଯୋଗ ସମାଧିରେ ରୁହେ<br />- Prabhupāda 0678}}
<!-- END VIDEO LINK -->
<!-- END VIDEO LINK -->

Line 31: Line 31:

<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ବିଷ୍ଣୁଜନ: ଶ୍ଳୋକ ୨୭: "ଯେଉଁ ଯୋଗୀର ମନ ମୋ ଠାରେ ସ୍ଥିର ହୋଇଛି, ସେ ବାସ୍ତବରେ ସର୍ବୋତ୍ତମ ସୁଖ ଲାଭ କରିଛି । ଯୋଗୀ ବ୍ରହ୍ମସହ ଏକ ହୋଇଥିବା ଗୁଣ ଯୋଗୁଁ ମୁକ୍ତ ହୋଇଯାଏ, ତାର ମନ ଶାନ୍ତ ହୋଇଯାଏ, ରଜ ଶାନ୍ତ ହୋଇଯାଏ ଏବଂ ସେ ପାପରୁ ମୁକ୍ତ ହୋଇଯାଏ ([[Vanisource:BG 6.27|BG 6.27]]) ।"  
ବିଷ୍ଣୁଜନ: ଶ୍ଳୋକ ୨୭: "ଯେଉଁ ଯୋଗୀର ମନ ମୋ ଠାରେ ସ୍ଥିର ହୋଇଛି, ସେ ବାସ୍ତବରେ ସର୍ବୋତ୍ତମ ସୁଖ ଲାଭ କରିଛି । ଯୋଗୀ ବ୍ରହ୍ମସହ ଏକ ହୋଇଥିବା ଗୁଣ ଯୋଗୁଁ ମୁକ୍ତ ହୋଇଯାଏ, ତାର ମନ ଶାନ୍ତ ହୋଇଯାଏ, ରଜ ଶାନ୍ତ ହୋଇଯାଏ ଏବଂ ସେ ପାପରୁ ମୁକ୍ତ ହୋଇଯାଏ ([[Vanisource:BG 6.27 (1972)|BG 6.27]]) ।"  

ଅଠେଇଷି: "ଆତ୍ମାରେ ସ୍ଥିର ହୋଇ, ସମସ୍ତ ଭୌତିକ ଦୋଷରୁ ମୁକ୍ତ ହୋଇ, ଯୋଗୀ ପରମାତ୍ମାଙ୍କ ସହିତ ବରାବର ଯୁକ୍ତ ହୋଇ ସର୍ବୋଚ୍ଚ ସିଦ୍ଧିଲାଭ କରେ ([[Vanisource:BG 6.28|BG 6.28]]) ।"  
ଅଠେଇଷି: "ଆତ୍ମାରେ ସ୍ଥିର ହୋଇ, ସମସ୍ତ ଭୌତିକ ଦୋଷରୁ ମୁକ୍ତ ହୋଇ, ଯୋଗୀ ପରମାତ୍ମାଙ୍କ ସହିତ ବରାବର ଯୁକ୍ତ ହୋଇ ସର୍ବୋଚ୍ଚ ସିଦ୍ଧିଲାଭ କରେ ([[Vanisource:BG 6.28 (1972)|BG 6.28]]) ।"  

ପ୍ରଭୁପାଦ: ତେବେ ଏଠାରେ ପୂର୍ଣ୍ଣତା ଅଛି, "ଯେଉଁ ଯୋଗୀ ଯାହାର ମନ  ମୋ ଠାରେ ସ୍ଥିର ଅଛି ।" ମୁଁ ଅର୍ଥାତ୍ କୃଷ୍ଣ । କୃଷ୍ଣ କହୁଛନ୍ତି । ଯଦି ମୁଁ କୁହେ, "ଦୟାକରି ମୋତେ ଏକ ଗ୍ଲାସ୍ ପାଣି ଦିଅ ।" ଏହାର ମାନେ ନୁହେଁ ଯେ ଅନ୍ୟ କାହାକୁ ପାଣି ଯୋଗାଇ ଦିଆଯିବ । ସେହିପରି, ଭଗବଦ୍ ଗୀତା ଭଗବାନ କୃଷ୍ଣଙ୍କ ଦ୍ଵାରା କୁହାଯାଇଛି ଏବଂ ସେ କୁହଁନ୍ତି "ମୁଁ ।" "ମୁଁ" ଅର୍ଥାତ୍ କୃଷ୍ଣ । ଏହା ହେଉଛି ପରିଷ୍କାର ବୁଝାମଣା । କିନ୍ତୁ ଅନେକ ଭାଷ୍ୟାକାର ଅଛନ୍ତି, ସେମାନେ କୃଷ୍ଣଙ୍କ ଠାରୁ ବିପଥଗାମୀ ହୁଅଁନ୍ତି । ମୁଁ ଜାଣି ନାହିଁ କାହିଁକି? ତାହା ହେଉଛି ସେମାନଙ୍କର ନୀଚ ଅଭିପ୍ରାୟ । ନା । "ମୁଁ" ଅର୍ଥାତ୍ କୃଷ୍ଣ । ତେବେ କୃଷ୍ଣ ଚେତନାଶୀଳ ବ୍ୟକ୍ତି ସର୍ବଦା ଯୋଗ ସମାଧିରେ ରୁହେ । ଆଗକୁ ପଢ଼ ।  

<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:40, 1 October 2020

Lecture on BG 6.25-29 -- Los Angeles, February 18, 1969

ବିଷ୍ଣୁଜନ: ଶ୍ଳୋକ ୨୭: "ଯେଉଁ ଯୋଗୀର ମନ ମୋ ଠାରେ ସ୍ଥିର ହୋଇଛି, ସେ ବାସ୍ତବରେ ସର୍ବୋତ୍ତମ ସୁଖ ଲାଭ କରିଛି । ଯୋଗୀ ବ୍ରହ୍ମସହ ଏକ ହୋଇଥିବା ଗୁଣ ଯୋଗୁଁ ମୁକ୍ତ ହୋଇଯାଏ, ତାର ମନ ଶାନ୍ତ ହୋଇଯାଏ, ରଜ ଶାନ୍ତ ହୋଇଯାଏ ଏବଂ ସେ ପାପରୁ ମୁକ୍ତ ହୋଇଯାଏ (BG 6.27) ।"

ଅଠେଇଷି: "ଆତ୍ମାରେ ସ୍ଥିର ହୋଇ, ସମସ୍ତ ଭୌତିକ ଦୋଷରୁ ମୁକ୍ତ ହୋଇ, ଯୋଗୀ ପରମାତ୍ମାଙ୍କ ସହିତ ବରାବର ଯୁକ୍ତ ହୋଇ ସର୍ବୋଚ୍ଚ ସିଦ୍ଧିଲାଭ କରେ (BG 6.28) ।"