OR/Prabhupada 0753 - ବଡ଼ ବଡ଼ ବ୍ୟକ୍ତି, ସେମାନେ ଏକ ଯୋଡା ପୁସ୍ତକ ନିଅନ୍ତୁ ଏବଂ ଅଧ୍ୟୟନ କରନ୍ତୁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0753 - in all Languages Category:OR-Quotes - 1976 Category:OR-Quotes - Con...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Hawaii]]
[[Category:OR-Quotes - in USA, Hawaii]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0711 - ଯାହା ତୁମେ ଆରମ୍ଭ କରିଛ, ଏହାକୁ ଭାଙ୍ଗ ନାହିଁ - ଏହାକୁ ପ୍ରସନ୍ନତା ପୂର୍ବକ ଜାରି ରଖ|0711|OR/Prabhupada 0804 - Un combat très instructif entre l'atée et le théiste|0804}}
{{1080 videos navigation - All Languages|Oriya|OR/Prabhupada 0737 - ଏହା ହେଉଛି ପ୍ରଥମ ଆଧ୍ୟାତ୍ମିକ ଜ୍ଞାନ - ଯେ 'ମୁଁ ଏହି ଶରୀର ନୁହେଁ'|0737|OR/Prabhupada 0757 - ସେ ଭଗବାନଙ୍କୁ ଭୁଲିଯାଇଛି, ତାର ଚେତନାକୁ ପୁନର୍ଜୀବିତ କର - ତାହା ପ୍ରକୃତ ଭଲ|0757}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|w8QFiagECBc|ବଡ଼ ବଡ଼ ବ୍ୟକ୍ତି, ସେମାନେ ଏକ ଯୋଡା ପୁସ୍ତକ ନିଅନ୍ତୁ ଏବଂ ଅଧ୍ୟୟନ କରନ୍ତୁ<br />- Prabhupāda 0753}}
{{youtube_right|nQ4cmffZ7j4|ବଡ଼ ବଡ଼ ବ୍ୟକ୍ତି, ସେମାନେ ଏକ ଯୋଡା ପୁସ୍ତକ ନିଅନ୍ତୁ ଏବଂ ଅଧ୍ୟୟନ କରନ୍ତୁ<br />- Prabhupāda 0753}}
<!-- END VIDEO LINK -->
<!-- END VIDEO LINK -->


Line 38: Line 38:
ଦୃଷ୍ଟଦ୍ୟୁମ:ପୂର୍ବରୁ ହିଁ ମୋର ପିତା ତାଙ୍କର ଯାତ୍ରାରେ ଦେଖିଛନ୍ତି କି ତାଙ୍କର କିଛି ବନ୍ଧୁମାନେ, ସେମାନଙ୍କର ପୁତ୍ରମାନେ ବର୍ତ୍ତମାନ ଆମର ଆନ୍ଦୋଳନରେ ମଧ୍ୟ ଯୋଗଦାନ କରିଛନ୍ତି ।  
ଦୃଷ୍ଟଦ୍ୟୁମ:ପୂର୍ବରୁ ହିଁ ମୋର ପିତା ତାଙ୍କର ଯାତ୍ରାରେ ଦେଖିଛନ୍ତି କି ତାଙ୍କର କିଛି ବନ୍ଧୁମାନେ, ସେମାନଙ୍କର ପୁତ୍ରମାନେ ବର୍ତ୍ତମାନ ଆମର ଆନ୍ଦୋଳନରେ ମଧ୍ୟ ଯୋଗଦାନ କରିଛନ୍ତି ।  


ପ୍ରଭୁପାଦ: ଯଦ୍ ଯଦା ଚରତି ଶ୍ରେଷ୍ଠ, ଲୋକସ୍ତଦନୁବର୍ତତେ ([[Vanisource:BG 3.21|BG 3.21]]) । ଯଦି ଦୁନିଆର ଏହି ବଡ଼ ବ୍ୟକ୍ତିମାନେ, ସେମାନେ ଏହାକୁ ଗ୍ରହଣ କରିବେ, "ଓ, ହଁ । କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ବାସ୍ତବିକ," ତେବେ ସ୍ଵଭାବିକ ରୂପରେ ଏହାକୁ ଅନ୍ୟମାନେ ଗ୍ରହଣ କରିବେ । ତେବେ ଏଠାରେ  ଏକ ଭଲ ସୁଯୋଗ ଅଛି ବିଶ୍ଵର ବଡ଼ ବଡ଼ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିବା ପାଇଁ । ତେଣୁ ଏହାକୁ ଭଲ ଭାବରେ ବିନିଯୋଗ କର । ତୁମେ... ତୁମେ ଦୁଇଜଣ ବୁଦ୍ଧିମାନ । ଅତି ସାବଧାନତାର ସହ ସେମାନଙ୍କ ସହିତ ବ୍ୟବହାର କର । ସେମାନେ ଭାବିବେ ଯେ "ଓ, ଏହି ଲୋକମାନେ ସଚରିତ୍ରର, ଏବଂ ଉଚ୍ଚ ଜ୍ଞାନ ଏବଂ ଭଗବାନ ଚେତନା ।" ତାହା ଆମର ଆନ୍ଦୋଳନକୁ ସଫଳ କରିବ ।  
ପ୍ରଭୁପାଦ: ଯଦ୍ ଯଦା ଚରତି ଶ୍ରେଷ୍ଠ, ଲୋକସ୍ତଦନୁବର୍ତତେ ([[Vanisource:BG 3.21 (1972)|BG 3.21]]) । ଯଦି ଦୁନିଆର ଏହି ବଡ଼ ବ୍ୟକ୍ତିମାନେ, ସେମାନେ ଏହାକୁ ଗ୍ରହଣ କରିବେ, "ଓ, ହଁ । କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ବାସ୍ତବିକ," ତେବେ ସ୍ଵଭାବିକ ରୂପରେ ଏହାକୁ ଅନ୍ୟମାନେ ଗ୍ରହଣ କରିବେ । ତେବେ ଏଠାରେ  ଏକ ଭଲ ସୁଯୋଗ ଅଛି ବିଶ୍ଵର ବଡ଼ ବଡ଼ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିବା ପାଇଁ । ତେଣୁ ଏହାକୁ ଭଲ ଭାବରେ ବିନିଯୋଗ କର । ତୁମେ... ତୁମେ ଦୁଇଜଣ ବୁଦ୍ଧିମାନ । ଅତି ସାବଧାନତାର ସହ ସେମାନଙ୍କ ସହିତ ବ୍ୟବହାର କର । ସେମାନେ ଭାବିବେ ଯେ "ଓ, ଏହି ଲୋକମାନେ ସଚରିତ୍ରର, ଏବଂ ଉଚ୍ଚ ଜ୍ଞାନ ଏବଂ ଭଗବାନ ଚେତନା ।" ତାହା ଆମର ଆନ୍ଦୋଳନକୁ ସଫଳ କରିବ ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:50, 1 October 2020



Room Conversation -- May 4, 1976, Honolulu

ପ୍ରଭୁପାଦ: ତେବେ ଏହି ସମସ୍ତ ବଡ଼, ବଡ଼ ବ୍ୟକ୍ତି, ସେମାନେ ଏକ ଯୋଡା ପୁସ୍ତକ ନିଅନ୍ତୁ ଏବଂ ଅଧ୍ୟୟନ କରନ୍ତୁ । ଏହା ସେମାନଙ୍କ ପାଇଁ ଖର୍ଚ୍ଚକର ନୁହେଁ, କିନ୍ତୁ ଯଦି ସେମାନଙ୍କର ଅବକାଶ ସମୟରେ ସେମାନେ କିଛି ଧାଡ଼ି ପଢ଼ିବେ - ସେମାନେ ସମସ୍ତେ ବୁଦ୍ଧିମାନ ବ୍ୟକ୍ତି - ସେମାନଙ୍କୁ ବିଚାର ପ୍ରାପ୍ତ ହେବ, ଏହି କୃଷ୍ଣ ଚେତନା କ'ଣ । ତେଣୁ ପିତାଙ୍କର ପ୍ରଭାବ ମାଧ୍ୟମରେ, ଏହି ବଡ଼ ବ୍ୟକ୍ତିମାନଙ୍କୁ କେବଳ ଆମର ପୁସ୍ତକ ସହିତ ପରିଚିତ କରାଇବାକୁ ଚେଷ୍ଟା କର । ଏହା ନୁହେଁ...ସେମାନେ ପୁସ୍ତକାଳୟରେ ରଖି ପାରନ୍ତି, ଏବଂ ଅବକାଶ ସମୟରେ, ଯଦି ସେମାନେ କେବଳ ଧାଡ଼ିଗୁଡିକ ଉପରେ ନଜର ପକେଇବେ, ଓ, ଏହା ଅତ୍ୟନ୍ତ ଭଲ ହେବ ।

ଦୃଷ୍ଟଦ୍ୟୁମ: ଏବଂ ସେମାନଙ୍କର ପୁତ୍ରମାନେ ମଧ୍ୟ ଏହାକୁ ପଢ଼ିବେ ।

ପ୍ରଭୁପାଦ: ସେମାନଙ୍କର ପୁତ୍ରମାନେ ମଧ୍ୟ ଏହାକୁ ପଢ଼ିବେ ।

ଦୃଷ୍ଟଦ୍ୟୁମ:ପୂର୍ବରୁ ହିଁ ମୋର ପିତା ତାଙ୍କର ଯାତ୍ରାରେ ଦେଖିଛନ୍ତି କି ତାଙ୍କର କିଛି ବନ୍ଧୁମାନେ, ସେମାନଙ୍କର ପୁତ୍ରମାନେ ବର୍ତ୍ତମାନ ଆମର ଆନ୍ଦୋଳନରେ ମଧ୍ୟ ଯୋଗଦାନ କରିଛନ୍ତି ।

ପ୍ରଭୁପାଦ: ଯଦ୍ ଯଦା ଚରତି ଶ୍ରେଷ୍ଠ, ଲୋକସ୍ତଦନୁବର୍ତତେ (BG 3.21) । ଯଦି ଦୁନିଆର ଏହି ବଡ଼ ବ୍ୟକ୍ତିମାନେ, ସେମାନେ ଏହାକୁ ଗ୍ରହଣ କରିବେ, "ଓ, ହଁ । କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ବାସ୍ତବିକ," ତେବେ ସ୍ଵଭାବିକ ରୂପରେ ଏହାକୁ ଅନ୍ୟମାନେ ଗ୍ରହଣ କରିବେ । ତେବେ ଏଠାରେ ଏକ ଭଲ ସୁଯୋଗ ଅଛି ବିଶ୍ଵର ବଡ଼ ବଡ଼ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିବା ପାଇଁ । ତେଣୁ ଏହାକୁ ଭଲ ଭାବରେ ବିନିଯୋଗ କର । ତୁମେ... ତୁମେ ଦୁଇଜଣ ବୁଦ୍ଧିମାନ । ଅତି ସାବଧାନତାର ସହ ସେମାନଙ୍କ ସହିତ ବ୍ୟବହାର କର । ସେମାନେ ଭାବିବେ ଯେ "ଓ, ଏହି ଲୋକମାନେ ସଚରିତ୍ରର, ଏବଂ ଉଚ୍ଚ ଜ୍ଞାନ ଏବଂ ଭଗବାନ ଚେତନା ।" ତାହା ଆମର ଆନ୍ଦୋଳନକୁ ସଫଳ କରିବ ।