OR/Prabhupada 0877 - ଯଦି ତୁମେ ଆଦର୍ଶ ନୁହଁ, ତେବେ କେନ୍ଦ୍ର ଖୋଲିବା ବେକାର: Difference between revisions

 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:1080 Oriya Pages with Videos]]
[[Category:French Pages - 207 Live Videos]]
[[Category:Oriya Pages - 207 Live Videos]]
[[Category:Prabhupada 0877 - in all Languages]]
[[Category:Prabhupada 0877 - in all Languages]]
[[Category:OR-Quotes - 1975]]
[[Category:OR-Quotes - 1975]]
[[Category:OR-Quotes - Lectures, Srimad-Bhagavatam]]
[[Category:OR-Quotes - Lectures, Srimad-Bhagavatam]]
[[Category:OR-Quotes - in Australia]]
[[Category:OR-Quotes - in Australia]]
[[Category:French Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0869 - ଜନସାଧାରଣ ହେଉଛନ୍ତି ବ୍ୟସ୍ତ ମୂର୍ଖ । ତେଣୁ ଆମେ ଅଳସୁଆ ବୁଦ୍ଧିମାନକୁ ପ୍ରସ୍ତୁତ କରୁଛୁ|0869|OR/Prabhupada 0892 - ଯଦି ନିର୍ଦ୍ଦେଶରୁ ତୁମର ପତନ ହୁଏ, ତୁମେ କିପରି ଶାଶ୍ଵତ ସେବକ ହୋଇ ରହିବ?|0892}}
{{1080 videos navigation - All Languages|Oriya|OR/Prabhupada 0869 - ଜନସାଧାରଣ ହେଉଛନ୍ତି ବ୍ୟସ୍ତ ମୂର୍ଖ । ତେଣୁ ଆମେ ଅଳସୁଆ ବୁଦ୍ଧିମାନକୁ ପ୍ରସ୍ତୁତ କରୁଛୁ|0869|OR/Prabhupada 0892 - ଯଦି ନିର୍ଦ୍ଦେଶରୁ ତୁମର ପତନ ହୁଏ, ତୁମେ କିପରି ଶାଶ୍ଵତ ସେବକ ହୋଇ ରହିବ?|0892}}
<!-- END NAVIGATION BAR -->
<!-- END NAVIGATION BAR -->
Line 19: Line 19:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|StNlS3hxuro|ଯଦି ତୁମେ ଆଦର୍ଶ ନୁହଁ, ତେବେ କେନ୍ଦ୍ର ଖୋଲିବା ବେକାର<br />- Prabhupāda 0877}}
{{youtube_right|P4QYz6zt6hY|ଯଦି ତୁମେ ଆଦର୍ଶ ନୁହଁ, ତେବେ କେନ୍ଦ୍ର ଖୋଲିବା ବେକାର<br />- Prabhupāda 0877}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:40, 1 October 2020



750519 - Lecture SB - Melbourne

ମଧୁଦ୍ଵିଷ: ଏକ କୁକୁର ଭକ୍ଷକ ପାଇଁ ଏହା ସମ୍ଭବ କି ଏକ ପ୍ରଥମ ଶ୍ରେଣୀର ବ୍ୟକ୍ତି ହେବା?

ପ୍ରଭୁପାଦ: ଓ, ହଁ । ଏହି ଜିଭକୁ ଏହି ଦୁଇଟି କାମରେ ନିଯୁକ୍ତ କର: ହରେ କୃଷ୍ଣ ଜପ କର ଏବଂ ପ୍ରସାଦ ଗ୍ରହଣ କର । ସେ କୁକୁର ଖାଇବା ଭୁଲିଯିବ ।(ହସ) କୌଣସି ବ୍ୟତିକ୍ରମ ନାହିଁ । ସମସ୍ତେ କୃଷ୍ଣ ଚେତନାଶୀଳ ହୋଇପାରିବେ ଯଦି ସେ ଅନୁସରଣ କରିବେ, ଏହି ଦୁଇଟି ନିୟମରୁ ଆରମ୍ଭ କରି: ହରେ କୃଷ୍ଣ ଜପ କର ଏବଂ ପ୍ରସାଦ ଗ୍ରହଣ କର । ବାସ୍ । ପରୀକ୍ଷଣ କର । ଏକ ପରୀକ୍ଷଣ କର । ମନ୍ଦିର ଅଛି । ଆମେ ଆମନ୍ତ୍ରିତ କରୁଛୁ । ଏଠାକୁ ଆସ । ଏହି ଦୁଇଟି କାମ କର । ଏବଂ ଆମର ମଧୁଦ୍ଵିଷ ମାହାରାଜ ତୁମକୁ ପ୍ରସାଦ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ନୃତ୍ୟ କରିବା ଏବଂ କୀର୍ତ୍ତନ କରିବା ପାଇଁ ସୁଯୋଗ ଅଛି । ବାସ୍ । ଅସୁବିଧା କେଉଁଠାରେ ରହିଲା? ତୁମକୁ ଏଥିପାଇଁ ଟଙ୍କା ଦେବାକୁ ପଡ଼ିବ ନାହିଁ । କ୍ଷତି ନାହିଁ । ଯଦି କିଛି ଲାଭ ଅଛି, କାହିଁକି ତୁମେ ଏଥିପାଇଁ ଚେଷ୍ଟା କରୁ ନାହିଁ ।

ମଧୁଦ୍ଵିଷ: ଶ୍ରୀଲା ପ୍ରଭୁପାଦ, କାହିଁକି ଜଣଙ୍କ ପାଇଁ ଏଠାକୁ ଅସିବା ଏବଂ ଜପ କରିବା ଏବଂ ପ୍ରସାଦ ଗ୍ରହଣ କରିବା ଆବଶ୍ୟକ?

ପ୍ରଭୁପାଦ: କେବଳ...କାରଣ ଏଠାରେ କେନ୍ଦ୍ର ଅଛି । ସବୁକିଛି ଠିକ୍ ଭାବରେ କରାଯାଉଛି । ତୁମେ ଶିଖିବ । ଯେପରି ତୁମକୁ ବିଦ୍ୟାଳୟ କିମ୍ଵା ମାହା ବିଦ୍ୟାଳୟ ଯିବାକୁ ପଡ଼େ ଜ୍ଞାନ ପ୍ରାପ୍ତ କରିବା ପାଇଁ । ତେବେ ଠିକ୍ ସେହିପରି, ଯଦି ତୁମକୁ ଆଧ୍ୟାତ୍ମିକ ଜୀବନର ଶିକ୍ଷା ନେବାର ଅଛି, ସେମାନେ ଏଠାକୁ ଆସିବେ ଏବଂ ଦେଖିବେ କିପରି ତୁମେମାନେ କରୁଛ, ଆଦର୍ଶ । ଏବଂ ତୁମେ ଆଦର୍ଶ ହେବା ଉଚିତ୍ । ଯଦି ତୁମେ ଆଦର୍ଶ ନୁହଁ, ତେବେ କେନ୍ଦ୍ର ଖୋଲିବା ବେକାର । ତୁମେ ଭଲ ବ୍ୟବହାର କର, ସେମାନେ ଅସିବେ, ସେମାନେ ଦେଖିବେ, ଏବଂ ସେମାନେ ଶିଖିବେ । ଯଦି ତୁମେ ବିଦ୍ୟାଳୟକୁ ଯାଅ ଏବଂ ଅଧ୍ୟାପକ ଦୁର୍ଜନ ଅଟେ, ତେବେ ତୁମେ କ'ଣ ଶିଖିବ? ଉଦ୍ଭୟ, ପାରସ୍ପରିକ । ତୁମେ ଅଧ୍ୟାପକ, ଶିକ୍ଷକ ରୂପରେ କାର୍ଯ୍ୟ କରିବା ଉଚିତ୍ । ତୁମର ଜୀବନ ଆଦର୍ଶ ହେବା ଉଚିତ୍, ଏବଂ ସେମାନେ ଆସିବେ ଏବଂ ଦେଖିବେ, ଏବଂ ସେମାନେ ଶିଖିବେ ।

ବାଳିକା ଭକ୍ତ: ଶ୍ରୀଲା ପ୍ରଭୁପାଦ, ଯଦି ରାଜାମାନଙ୍କୁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ନିୟନ୍ତ୍ରଣ କରିବା ପାଇଁ ଶିକ୍ଷିତ କରାଯାଏ, ଏହାର ଅର୍ଥ ହେଉଛି କି ସମଗ୍ର ଦୁନିଆ, ବ୍ରହ୍ମାଣ୍ଡରେ ସମଗ୍ର ଦୁନିଆ କିମ୍ଵା କେବଳ ଏହି ପୃଥିବୀରେ?

ମଧୁଦ୍ଵିଷ: ସେ ଭାବୁଛି କି କେବଳ ଏକ ରାଜା ପାଇଁ ସମଗ୍ର ଦୁନିଆରେ ଶାସନ କରିବା କିପରି ସମ୍ଭବ ହୋଇପାରେ । ଏହା ବହୁତ କଷ୍ଟକର ଜଣା ପଡ଼ୁଛି । ଆଜିକାଲି ଆମର ବହୁତ ସାରା ନେତା ଅଛନ୍ତି, ଏବଂ ସେମାନେ ସମ୍ଭାଳି ପାରନ୍ତି ନାହିଁ...

ପ୍ରଭୁପାଦ: ତାହା ଭୁଲିଯାଅ । ତୁମେ କାହିଁକି ଭାବୁଛ ଯେ ତୁମେ ଶାସନ କରି ପାରିବ ନାହିଁ, ସେଥିପାଇଁ ଅନ୍ୟମାନେ କରି ପାରିବେ ନାହିଁ? ତୁମେ ତୁମ ହିସାବରେ ଭାବୁଛ । କିନ୍ତୁ ଏପରି ଅଛି । ତାହା ସମ୍ଭବ । ତେବେ ତାହା ଆମର କାର୍ଯ୍ୟକଳାପର କ୍ଷେତ୍ର ନୁହେଁ । ଏହା ହେଉଛି ଅନ୍ୟମାନଙ୍କର, ରାଜନୀତି ଏବଂ...କିନ୍ତୁ ଆମକୁ... ଆମର କାମ ହେଉଛି କିପରି ଜୀବନର ଆଧ୍ୟାତ୍ମିକ ଅବସ୍ଥାକୁ ଉନ୍ନତ କରିବା । ଏପରିକି ଯଦି ତୁମେ ଦୁନିଆ ଉପରେ ଶାସନ କରୁ ନ ଥିଲେ ମଧ୍ୟ, ଏହା ଫରକ ପକାଏ ନାହିଁ । ତେବେ ତୁମେ କାହିଁକି ଦୁନିଆ ଉପରେ ଶାସନ କରିବା ପାଇଁ ଉତ୍ସୁକ? ଏହା ଆମର କାମ ନୁହେଁ । ତୁମେ ହରେ କୃଷ୍ଣ ମନ୍ତ୍ର ଜପ କର ଏବଂ ପ୍ରସାଦ ଗ୍ରହଣ କର ।(ହସ)