OR/Prabhupada 0955 - ଅଧିକାଶଂ ଜୀବ, ସେମାନେ ଅଧ୍ୟାତ୍ମିକ ଦୁନିଆରେ ଅଛନ୍ତି । କେବଳ କିଛି ପତିତ ହୁଅନ୍ତି: Difference between revisions

 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:1080 Oriya Pages with Videos]]
[[Category:French Pages - 207 Live Videos]]
[[Category:Oriya Pages - 207 Live Videos]]
[[Category:Prabhupada 0955 - in all Languages]]
[[Category:Prabhupada 0955 - in all Languages]]
[[Category:OR-Quotes - 1975]]
[[Category:OR-Quotes - 1975]]
Line 7: Line 7:
[[Category:OR-Quotes - in USA]]
[[Category:OR-Quotes - in USA]]
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
[[Category:French Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0944 - ଏକମାତ୍ର ଆବଶ୍ୟକତା ହେଉଛି ଯେ ଆମେ କୃଷ୍ଣଙ୍କର ବ୍ୟବସ୍ଥାର ଲାଭ ନେବା|0944|OR/Prabhupada 0961 - ଆମର ସ୍ଥିତି ହେଉଛି ପ୍ରଭୁତ୍ଵର ଅଧିନରେ ରହିବା ଏବଂ ଭଗବାନ ହେଉଛନ୍ତି ପ୍ରଭୁ|0961}}
{{1080 videos navigation - All Languages|Oriya|OR/Prabhupada 0944 - ଏକମାତ୍ର ଆବଶ୍ୟକତା ହେଉଛି ଯେ ଆମେ କୃଷ୍ଣଙ୍କର ବ୍ୟବସ୍ଥାର ଲାଭ ନେବା|0944|OR/Prabhupada 0961 - ଆମର ସ୍ଥିତି ହେଉଛି ପ୍ରଭୁତ୍ଵର ଅଧିନରେ ରହିବା ଏବଂ ଭଗବାନ ହେଉଛନ୍ତି ପ୍ରଭୁ|0961}}
<!-- END NAVIGATION BAR -->
<!-- END NAVIGATION BAR -->
Line 20: Line 20:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|HatiYaOljJ8|ଅଧିକାଶଂ ଜୀବ, ସେମାନେ ଅଧ୍ୟାତ୍ମିକ ଦୁନିଆରେ ଅଛନ୍ତି । କେବଳ କିଛି ପତିତ ହୁଅନ୍ତି <br/>- Prabhupāda 0955}}
{{youtube_right|SWONgJzMs44|ଅଧିକାଶଂ ଜୀବ, ସେମାନେ ଅଧ୍ୟାତ୍ମିକ ଦୁନିଆରେ ଅଛନ୍ତି । କେବଳ କିଛି ପତିତ ହୁଅନ୍ତି <br/>- Prabhupāda 0955}}
<!-- END VIDEO LINK -->
<!-- END VIDEO LINK -->


Line 54: Line 54:
ଡ଼ା.ମିଜେ: କେଉଁ ଠାରୁ ସେ ପ୍ରବୃତ୍ତି ଅସୁଛି?  
ଡ଼ା.ମିଜେ: କେଉଁ ଠାରୁ ସେ ପ୍ରବୃତ୍ତି ଅସୁଛି?  


ପ୍ରଭୁପାଦ: ପ୍ରବୃତ୍ତି ଅର୍ଥାତ୍ ସ୍ଵତନ୍ତ୍ରତା । ତେଣୁ ସମସ୍ତେ ଜାଣି ପାରିବେ ଯେ ସ୍ଵତନ୍ତ୍ରତା ଅର୍ଥାତ୍ ଜଣେ ଏହାର ସଦୁପଯୋଗ କରିପାରେ, ଜଣେ ଦୁରୁପଯୋଗ କରିପାରେ । ତାହା ହେଉଛି ସ୍ଵତନ୍ତ୍ରତା । ଯଦି ତୁମେ ଏକ ତରଫା କର, ତେବେ ତୁମେ ପତିତ ହେବ ନାହିଁ, ତାହା ସ୍ଵତନ୍ତ୍ରତା ନୁହେଁ । ତାହା ହେଉଛି ବାଧ୍ୟ କରିବା । ସେଥିପାଇଁ କୃଷ୍ଣ କୁହଁନ୍ତି, ଯଥେଚ୍ଛସି ତଥା କୁରୁ ([[Vanisource:BG 18.63|BG 18.63]]): "ବର୍ତ୍ତମାନ ତୁମ ଇଛା ଯାହା କରୁଛ କର ।"  
ପ୍ରଭୁପାଦ: ପ୍ରବୃତ୍ତି ଅର୍ଥାତ୍ ସ୍ଵତନ୍ତ୍ରତା । ତେଣୁ ସମସ୍ତେ ଜାଣି ପାରିବେ ଯେ ସ୍ଵତନ୍ତ୍ରତା ଅର୍ଥାତ୍ ଜଣେ ଏହାର ସଦୁପଯୋଗ କରିପାରେ, ଜଣେ ଦୁରୁପଯୋଗ କରିପାରେ । ତାହା ହେଉଛି ସ୍ଵତନ୍ତ୍ରତା । ଯଦି ତୁମେ ଏକ ତରଫା କର, ତେବେ ତୁମେ ପତିତ ହେବ ନାହିଁ, ତାହା ସ୍ଵତନ୍ତ୍ରତା ନୁହେଁ । ତାହା ହେଉଛି ବାଧ୍ୟ କରିବା । ସେଥିପାଇଁ କୃଷ୍ଣ କୁହଁନ୍ତି, ଯଥେଚ୍ଛସି ତଥା କୁରୁ ([[Vanisource:BG 18.63 (1972)|BG 18.63]]): "ବର୍ତ୍ତମାନ ତୁମ ଇଛା ଯାହା କରୁଛ କର ।"  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:40, 1 October 2020



750623 - Conversation - Los Angeles

ଡ଼ା.ମିଜେ: କ'ଣ ସବୁ ଆତ୍ମାଗୁଡ଼ିକ ଯେଉଁମାନେ ପରବ୍ୟୋମରେ ଥିଲେ ଏକାସାଙ୍ଗରେ ପରବ୍ୟୋମରୁ ତଳକୁ ଖସିଗଲେ, କିମ୍ଵା ଭିନ୍ନ ଭିନ୍ନ ସମୟରେ, କିମ୍ଵା ଏପରି ଆତ୍ମା ଯେଉଁମାନେ ସର୍ବଦା ଭଲ, ସେମାନେ ମୂର୍ଖ ନୁହଁନ୍ତି, ସେମାନେ ପତିତ ହୁଅଁନ୍ତି ନାହିଁ ।

ପ୍ରଭୁପାଦ: ନା, ଅଛନ୍ତି...ଅଧିକାଂଶ, ନବେ ପ୍ରତିଶତ, ସେମାନେ ସର୍ବଦା ଭଲ । ସେମାନେ କେବେ ପତିତ ହୁଅଁନ୍ତି ନାହିଁ ।

ଡ଼ା.ମିଜେ: ତେବେ ଆମେ ଦଶ ପ୍ରତିଶତ ମଧ୍ୟରେ?

ପ୍ରଭୁପାଦ: ହଁ । କିମ୍ଵା ତାହାଠାରୁ କମ । ଭୌତିକ, ପୁରା ଭୌତିକ ଦୁନିଆରେ, ସମସ୍ତ ଜୀବ ସେମାନେ... ଯେପରି କାରାଗାରରେ କିଛି ଜନସଂଖ୍ୟା ଥାନ୍ତି, କିନ୍ତୁ ସେମାନେ ବହୁତ ନୁହଁନ୍ତି । ଅଧିକାଂଶ ଜନସଂଖ୍ୟା, ସେମାନେ କାରାଗାର ବାହାରେ ଅଛନ୍ତି । ସେହିପାରି, ଅଧିକାଂଶ ଜୀବ, ଭଗବାନଙ୍କର ଅଂଶ ବିଶେଷ, ସେମାନେ ଆଧ୍ୟାତ୍ମିକ ଜଗତରେ ଅଛନ୍ତି । କେବଳ କିଛି ପତିତ ହୁଅଁନ୍ତି ।

ଡ଼ା.ମିଜେ: କୃଷ୍ଣ ଆଗରୁ ଜାଣିଛନ୍ତି କି ଏହି ଆତ୍ମା ମୂର୍ଖ ହେବାକୁ ଯାଉଛି ଏବଂ ପତିତ ହେବାକୁ ଯାଉଛି?

ପ୍ରଭୁପାଦ: କୃଷ୍ଣ? ହଁ, କୃଷ୍ଣ ଜାଣିଥାଇ ପାରନ୍ତି କାରଣ ସେ ହେଉଛନ୍ତି ସର୍ବଜ୍ଞ ।

ଡ଼ା.ମିଜେ: କ'ଣ ସବୁ ସମୟରେ ଅଧିକ ଆତ୍ମା ପତିତ ହୁଅନ୍ତି?

ପ୍ରଭୁପାଦ: ସବୁ ସମୟରେ ନୁହେଁ । କିନ୍ତୁ ପତିତ ହେବାର ପ୍ରବୃତ୍ତି ଅଛି, ସମସ୍ତଙ୍କ ପାଇଁ ନୁହେଁ, କିନ୍ତୁ କାରଣ ସ୍ଵତନ୍ତ୍ରତା ଅଛି... ସମସ୍ତେ ସ୍ଵତନ୍ତ୍ରତାର ଅପପ୍ରୟୋଗ କରିବାକୁ ପସନ୍ଦ କରନ୍ତି ନାହିଁ । ସେହି ଉଦାହରଣ । ଯେପରି ଏକ ସରକାର ଏକ ସହର ନିର୍ମାଣ କରୁଛି, ଏବଂ କାରାଗାର ମଧ୍ୟ ନିର୍ମାଣ କରୁଛି, କାରଣ ସରକାର ଜାଣିଛନ୍ତି ଯେ କେହି ଅପରାଧି ହେବେ, ତେଣୁ ସେମାନଙ୍କର ଆଶ୍ରୟ ସ୍ଥଳି ମଧ୍ୟ ନିର୍ମାଣ କରାଯିବା ଉଚିତ୍ । ଏହା ବୁଝିବା ଭାରୀ ସରଳ । ଏହା ନୁହେଁ ଯେ ଶତ ପ୍ରତିଶତ ଜନତା ଅପରାଧି ହେବେ, କିନ୍ତୁ ସରକାର ଜାଣିଛନ୍ତି ସେମାନଙ୍କ ମଧ୍ୟରୁ କିଛି ହେବେ । ଅନ୍ୟଥା କାହିଁକି ସେମାନେ କାରାଗାର ମଧ୍ୟ ନିର୍ମାଣ କରୁଛନ୍ତି? ଜଣେ କହିପାରେ, "ଅପରାଧି କେଉଁଠାରେ ଅଛି? ତୁମେ ନିର୍ମାଣ କରୁଛ..."ସରକାର ଜାଣିଛନ୍ତି ଅପରାଧି ହେବେ । ତେବେ ଯଦି ସାଧାରଣ ସରକାର ଜାଣି ପାରିବେ, କାହିଁକି ଭଗବାନ ଜାଣି ପାରିବେ ନାହିଁ? କାରଣ ପ୍ରବୃତ୍ତି ଅଛି ।

ଡ଼ା.ମିଜେ: ସେହି ପ୍ରବୃତ୍ତିର ମୂଳ ହେଉଛି...?

ପ୍ରଭୁପାଦ: ହଁ ।

ଡ଼ା.ମିଜେ: କେଉଁ ଠାରୁ ସେ ପ୍ରବୃତ୍ତି ଅସୁଛି?

ପ୍ରଭୁପାଦ: ପ୍ରବୃତ୍ତି ଅର୍ଥାତ୍ ସ୍ଵତନ୍ତ୍ରତା । ତେଣୁ ସମସ୍ତେ ଜାଣି ପାରିବେ ଯେ ସ୍ଵତନ୍ତ୍ରତା ଅର୍ଥାତ୍ ଜଣେ ଏହାର ସଦୁପଯୋଗ କରିପାରେ, ଜଣେ ଦୁରୁପଯୋଗ କରିପାରେ । ତାହା ହେଉଛି ସ୍ଵତନ୍ତ୍ରତା । ଯଦି ତୁମେ ଏକ ତରଫା କର, ତେବେ ତୁମେ ପତିତ ହେବ ନାହିଁ, ତାହା ସ୍ଵତନ୍ତ୍ରତା ନୁହେଁ । ତାହା ହେଉଛି ବାଧ୍ୟ କରିବା । ସେଥିପାଇଁ କୃଷ୍ଣ କୁହଁନ୍ତି, ଯଥେଚ୍ଛସି ତଥା କୁରୁ (BG 18.63): "ବର୍ତ୍ତମାନ ତୁମ ଇଛା ଯାହା କରୁଛ କର ।"