OR/Prabhupada 1042 - ମୁଁ ତୁମକୁ ଏହି ମରିଷ୍ୟଷରେ ଦେଖିଛି, ତୁମ ପାଖରେ ପ୍ରଚୁର ଜମି ଅଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ: Difference between revisions

 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:1080 Oriya Pages with Videos]]
[[Category:French Pages - 207 Live Videos]]
[[Category:Oriya Pages - 207 Live Videos]]
[[Category:Prabhupada 1042 - in all Languages]]
[[Category:Prabhupada 1042 - in all Languages]]
[[Category:OR-Quotes - 1975]]
[[Category:OR-Quotes - 1975]]
[[Category:OR-Quotes - Lectures, Srimad-Bhagavatam]]
[[Category:OR-Quotes - Lectures, Srimad-Bhagavatam]]
[[Category:OR-Quotes - in Mauritius]]
[[Category:OR-Quotes - in Mauritius]]
[[Category:French Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 1041 - କେବଳ ଲକ୍ଷଣାତ୍ମକ ଉପଚାର ଦ୍ଵାରା ତୁମେ ମନୁଷ୍ୟକୁ ସୁସ୍ଥ କରି ପାରିବ ନାହିଁ|1041|OR/Prabhupada 1044 - ମୋର ବାଲ୍ୟ ସମୟରେ ମୁଁ ଔଷଧ ଖାଉ ନ ଥିଲି|1044}}
{{1080 videos navigation - All Languages|Oriya|OR/Prabhupada 1041 - କେବଳ ଲକ୍ଷଣାତ୍ମକ ଉପଚାର ଦ୍ଵାରା ତୁମେ ମନୁଷ୍ୟକୁ ସୁସ୍ଥ କରି ପାରିବ ନାହିଁ|1041|OR/Prabhupada 1043 - ଆମେ କୋକା-କୋଲା ପିଉନାହୁଁ, ଆମେ ପେପ୍ସି-କୋଲା ପିଉନାହୁଁ, ଆମେ ଧୁମ୍ରପାନ କରୁନାହୁଁ|1043}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 19: Line 19:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|uGPtlwru3o4|ମୁଁ ତୁମକୁ ଏହି ମରିଷ୍ୟଷରେ ଦେଖିଛି, ତୁମ ପାଖରେ ପ୍ରଚୁର ଜମି ଅଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ <br/>- Prabhupāda 1042}}
{{youtube_right|OwHA_iroG5c|ମୁଁ ତୁମକୁ ଏହି ମରିଷ୍ୟଷରେ ଦେଖିଛି, ତୁମ ପାଖରେ ପ୍ରଚୁର ଜମି ଅଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ <br/>- Prabhupāda 1042}}
<!-- END VIDEO LINK -->
<!-- END VIDEO LINK -->


Line 31: Line 31:


<!-- BEGIN TRANSLATED TEXT (from DotSub) -->
<!-- BEGIN TRANSLATED TEXT (from DotSub) -->
ତେଣୁ ଏହି ସବୁ ଜିନିଷ ଗୁଡିକର ଟିପ୍ପଣୀ କରିବା ଉଚିତ୍, ସେମାନେ କିପରି ପାପ କର୍ମରେ ଲିପ୍ତ ଅଛନ୍ତି । ଏବଂ ଏହାର ସମାଧାନ ଭଗବଦ୍ ଗୀତାରେ ଦିଆଯାଇଛି, ଯେ "ଖାଦ୍ୟ ଶସ୍ୟ ଉତ୍ପାଦନ କର ।" ଅନ୍ନାଦ୍ ଭବନ୍ତି ଭୁତାନି([[Vanisource:BG 3.14|BG 3.14]]) । ମୁଁ ତୁମକୁ ଏହି ମରିଷ୍ୟଷରେ ଦେଖିଛି, ତୁମ ପାଖରେ ପ୍ରଚୁର ଜମି ଅଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ । ତେବେ ତୁମେ ଖାଦ୍ୟ ଶସ୍ୟ ଉତ୍ପାଦନ କର । ମୁଁ ବୁଝିପାରୁଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ବଦଳରେ ତୁମେ ଆଖୁ ଚାଷ କରୁଛ ରପ୍ତାନି କରିବା ପାଇଁ । କାହିଁକି? ଏବଂ ତୁମେ ଖାଦ୍ୟ ଶସ୍ୟ ଉପରେ ନିର୍ଭର କରୁଛ, ଚାଉଳ, ଗହମ, ଡାଲି ଉପରେ... କାହିଁକି? କାହିଁକି ଏହି ପ୍ରୟାସ? ସର୍ବପ୍ରଥମେ ତୁମେ ତୁମର ଖାଦ୍ୟ ଉତ୍ପାଦନ କର । ଏବଂ ଯଦି ତୁମ ପାଖରେ ସମୟ ଅଛି ଏବଂ ତୁମ ଜନସାଧାରଣ ପାଇଁ ଯଥେଷ୍ଟ ଖାଦ୍ୟ ଶସ୍ୟ ଅଛି, ତେବେ ତୁମେ ଅନ୍ୟ ଫଳ ଏବଂ ପରିବା ଉତ୍ପାଦନ କର ରପ୍ତାନି କରିବା ପାଇଁ । ପ୍ରଥମ ଆବଶ୍ୟକତା ହେଉଛି ତୁମେ ଆତ୍ମନିର୍ଭରଶୀଳ ହୁଅ । ତାହା ହେଉଛି ଭଗବାନଙ୍କର ସରଞ୍ଜାମ । ସବୁଆଡେ ଯଥେଷ୍ଟ ଜମି ଅଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ । କେବଳ ତୁମ ଦେଶରେ ନୁହେଁ: ମୁଁ ସମଗ୍ର ବିଶ୍ଵ ବୁଲିଛି - ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଅନ୍ୟ, ଆମେରିକା ମଧ୍ୟ । ସେଠାରେ ବହୁତ ଜମି ଖାଲି ପଡିଛି, ଯଦି ଆମେ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା, ତେବେ ଆମେ ବର୍ତ୍ତମାନ ଜନସଂଖ୍ୟାର ଦଶ ଗୁଣ ଲୋକଙ୍କୁ ଖାଇବାକୁ ଦେଇପାରିବା । ଅଭାବର କୌଣସି ପ୍ରଶ୍ନ ହିଁ ନାହିଁ । ଏହି ସମଗ୍ର ସୃଷ୍ଟି ଏହିପରି ଭାବରେ କୃଷ୍ଣଙ୍କ ଦ୍ଵାରା ତିଆରି ହୋଇଛି ଯେ ସବୁକିଛି ପୂର୍ଣ୍ଣ, ପୂର୍ଣ୍ଣ । ପୂର୍ଣ୍ଣମ ଇଦମ ପୂର୍ଣ୍ଣମ ଆଦଃ ପୂର୍ଣ୍ଣତ ପୂର୍ଣ୍ଣମ ଉଦଚ୍ୟତେ, ପୂର୍ଣ୍ଣସ୍ୟ ପୂର୍ଣ୍ଣମ ଅଦୟା ଅଦୟ ପୂର୍ଣ୍ଣମ ଇବବସିସ୍ୟତେ ([[Vanisource:ISO Invocation|Īśo Invocation]]) । ଯଦି ଆମେ ଖାଦ୍ୟ ପଦାର୍ଥ ପସ୍ତୁତ କରିବା ନାହିଁ - ଯାହା ତୁମକୁ ଦରକାର - ଏବଂ ଅଜଥାରେ ଲୋକମାନଙ୍କୁ ଅଭାବରେ ପକାଇବା, ତାହା ପାପ ଅଟେ। ତାହା ପାପ ଅଟେ ।  
ତେଣୁ ଏହି ସବୁ ଜିନିଷ ଗୁଡିକର ଟିପ୍ପଣୀ କରିବା ଉଚିତ୍, ସେମାନେ କିପରି ପାପ କର୍ମରେ ଲିପ୍ତ ଅଛନ୍ତି । ଏବଂ ଏହାର ସମାଧାନ ଭଗବଦ୍ ଗୀତାରେ ଦିଆଯାଇଛି, ଯେ "ଖାଦ୍ୟ ଶସ୍ୟ ଉତ୍ପାଦନ କର ।" ଅନ୍ନାଦ୍ ଭବନ୍ତି ଭୁତାନି([[Vanisource:BG 3.14 (1972)|BG 3.14]]) । ମୁଁ ତୁମକୁ ଏହି ମରିଷ୍ୟଷରେ ଦେଖିଛି, ତୁମ ପାଖରେ ପ୍ରଚୁର ଜମି ଅଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ । ତେବେ ତୁମେ ଖାଦ୍ୟ ଶସ୍ୟ ଉତ୍ପାଦନ କର । ମୁଁ ବୁଝିପାରୁଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ବଦଳରେ ତୁମେ ଆଖୁ ଚାଷ କରୁଛ ରପ୍ତାନି କରିବା ପାଇଁ । କାହିଁକି? ଏବଂ ତୁମେ ଖାଦ୍ୟ ଶସ୍ୟ ଉପରେ ନିର୍ଭର କରୁଛ, ଚାଉଳ, ଗହମ, ଡାଲି ଉପରେ... କାହିଁକି? କାହିଁକି ଏହି ପ୍ରୟାସ? ସର୍ବପ୍ରଥମେ ତୁମେ ତୁମର ଖାଦ୍ୟ ଉତ୍ପାଦନ କର । ଏବଂ ଯଦି ତୁମ ପାଖରେ ସମୟ ଅଛି ଏବଂ ତୁମ ଜନସାଧାରଣ ପାଇଁ ଯଥେଷ୍ଟ ଖାଦ୍ୟ ଶସ୍ୟ ଅଛି, ତେବେ ତୁମେ ଅନ୍ୟ ଫଳ ଏବଂ ପରିବା ଉତ୍ପାଦନ କର ରପ୍ତାନି କରିବା ପାଇଁ । ପ୍ରଥମ ଆବଶ୍ୟକତା ହେଉଛି ତୁମେ ଆତ୍ମନିର୍ଭରଶୀଳ ହୁଅ । ତାହା ହେଉଛି ଭଗବାନଙ୍କର ସରଞ୍ଜାମ । ସବୁଆଡେ ଯଥେଷ୍ଟ ଜମି ଅଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ । କେବଳ ତୁମ ଦେଶରେ ନୁହେଁ: ମୁଁ ସମଗ୍ର ବିଶ୍ଵ ବୁଲିଛି - ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଅନ୍ୟ, ଆମେରିକା ମଧ୍ୟ । ସେଠାରେ ବହୁତ ଜମି ଖାଲି ପଡିଛି, ଯଦି ଆମେ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା, ତେବେ ଆମେ ବର୍ତ୍ତମାନ ଜନସଂଖ୍ୟାର ଦଶ ଗୁଣ ଲୋକଙ୍କୁ ଖାଇବାକୁ ଦେଇପାରିବା । ଅଭାବର କୌଣସି ପ୍ରଶ୍ନ ହିଁ ନାହିଁ । ଏହି ସମଗ୍ର ସୃଷ୍ଟି ଏହିପରି ଭାବରେ କୃଷ୍ଣଙ୍କ ଦ୍ଵାରା ତିଆରି ହୋଇଛି ଯେ ସବୁକିଛି ପୂର୍ଣ୍ଣ, ପୂର୍ଣ୍ଣ । ପୂର୍ଣ୍ଣମ ଇଦମ ପୂର୍ଣ୍ଣମ ଆଦଃ ପୂର୍ଣ୍ଣତ ପୂର୍ଣ୍ଣମ ଉଦଚ୍ୟତେ, ପୂର୍ଣ୍ଣସ୍ୟ ପୂର୍ଣ୍ଣମ ଅଦୟା ଅଦୟ ପୂର୍ଣ୍ଣମ ଇବବସିସ୍ୟତେ ([[Vanisource:ISO Invocation|Īśo Invocation]]) । ଯଦି ଆମେ ଖାଦ୍ୟ ପଦାର୍ଥ ପସ୍ତୁତ କରିବା ନାହିଁ - ଯାହା ତୁମକୁ ଦରକାର - ଏବଂ ଅଜଥାରେ ଲୋକମାନଙ୍କୁ ଅଭାବରେ ପକାଇବା, ତାହା ପାପ ଅଟେ। ତାହା ପାପ ଅଟେ ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:40, 1 October 2020



751002 - Lecture SB 07.05.30 - Mauritius

ତେଣୁ ଏହି ସବୁ ଜିନିଷ ଗୁଡିକର ଟିପ୍ପଣୀ କରିବା ଉଚିତ୍, ସେମାନେ କିପରି ପାପ କର୍ମରେ ଲିପ୍ତ ଅଛନ୍ତି । ଏବଂ ଏହାର ସମାଧାନ ଭଗବଦ୍ ଗୀତାରେ ଦିଆଯାଇଛି, ଯେ "ଖାଦ୍ୟ ଶସ୍ୟ ଉତ୍ପାଦନ କର ।" ଅନ୍ନାଦ୍ ଭବନ୍ତି ଭୁତାନି(BG 3.14) । ମୁଁ ତୁମକୁ ଏହି ମରିଷ୍ୟଷରେ ଦେଖିଛି, ତୁମ ପାଖରେ ପ୍ରଚୁର ଜମି ଅଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ । ତେବେ ତୁମେ ଖାଦ୍ୟ ଶସ୍ୟ ଉତ୍ପାଦନ କର । ମୁଁ ବୁଝିପାରୁଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ବଦଳରେ ତୁମେ ଆଖୁ ଚାଷ କରୁଛ ରପ୍ତାନି କରିବା ପାଇଁ । କାହିଁକି? ଏବଂ ତୁମେ ଖାଦ୍ୟ ଶସ୍ୟ ଉପରେ ନିର୍ଭର କରୁଛ, ଚାଉଳ, ଗହମ, ଡାଲି ଉପରେ... କାହିଁକି? କାହିଁକି ଏହି ପ୍ରୟାସ? ସର୍ବପ୍ରଥମେ ତୁମେ ତୁମର ଖାଦ୍ୟ ଉତ୍ପାଦନ କର । ଏବଂ ଯଦି ତୁମ ପାଖରେ ସମୟ ଅଛି ଏବଂ ତୁମ ଜନସାଧାରଣ ପାଇଁ ଯଥେଷ୍ଟ ଖାଦ୍ୟ ଶସ୍ୟ ଅଛି, ତେବେ ତୁମେ ଅନ୍ୟ ଫଳ ଏବଂ ପରିବା ଉତ୍ପାଦନ କର ରପ୍ତାନି କରିବା ପାଇଁ । ପ୍ରଥମ ଆବଶ୍ୟକତା ହେଉଛି ତୁମେ ଆତ୍ମନିର୍ଭରଶୀଳ ହୁଅ । ତାହା ହେଉଛି ଭଗବାନଙ୍କର ସରଞ୍ଜାମ । ସବୁଆଡେ ଯଥେଷ୍ଟ ଜମି ଅଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ । କେବଳ ତୁମ ଦେଶରେ ନୁହେଁ: ମୁଁ ସମଗ୍ର ବିଶ୍ଵ ବୁଲିଛି - ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଅନ୍ୟ, ଆମେରିକା ମଧ୍ୟ । ସେଠାରେ ବହୁତ ଜମି ଖାଲି ପଡିଛି, ଯଦି ଆମେ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା, ତେବେ ଆମେ ବର୍ତ୍ତମାନ ଜନସଂଖ୍ୟାର ଦଶ ଗୁଣ ଲୋକଙ୍କୁ ଖାଇବାକୁ ଦେଇପାରିବା । ଅଭାବର କୌଣସି ପ୍ରଶ୍ନ ହିଁ ନାହିଁ । ଏହି ସମଗ୍ର ସୃଷ୍ଟି ଏହିପରି ଭାବରେ କୃଷ୍ଣଙ୍କ ଦ୍ଵାରା ତିଆରି ହୋଇଛି ଯେ ସବୁକିଛି ପୂର୍ଣ୍ଣ, ପୂର୍ଣ୍ଣ । ପୂର୍ଣ୍ଣମ ଇଦମ ପୂର୍ଣ୍ଣମ ଆଦଃ ପୂର୍ଣ୍ଣତ ପୂର୍ଣ୍ଣମ ଉଦଚ୍ୟତେ, ପୂର୍ଣ୍ଣସ୍ୟ ପୂର୍ଣ୍ଣମ ଅଦୟା ଅଦୟ ପୂର୍ଣ୍ଣମ ଇବବସିସ୍ୟତେ (Īśo Invocation) । ଯଦି ଆମେ ଖାଦ୍ୟ ପଦାର୍ଥ ପସ୍ତୁତ କରିବା ନାହିଁ - ଯାହା ତୁମକୁ ଦରକାର - ଏବଂ ଅଜଥାରେ ଲୋକମାନଙ୍କୁ ଅଭାବରେ ପକାଇବା, ତାହା ପାପ ଅଟେ। ତାହା ପାପ ଅଟେ ।