Template

OR/Oriya Main Page - Collaborate With Us: Difference between revisions

(Created page with " <big>''"This section is your call to action - an open invitation to join the mission of building Vanipedia - can be newsy - can be updated regularly."''</big> * * * * * * *...")
 
No edit summary
 
Line 1: Line 1:
ଆପଣ ଜଣେ ସନ୍ୟାସୀ, ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ, ଦୀକ୍ଷିତ, ଗୁରୁ ଆଶ୍ରୟ, ଶ୍ରଦ୍ଧାଵନ ଅଥବା ଶୁଭେଚ୍ଛୁ; ଯଦି ଶ୍ରୀଲ ପ୍ରଭୁପାଦ ଦେଇଥିବା ଶିକ୍ଷା ଆପଣଙ୍କୁ ଆନନ୍ଦ ଦେଉଛି ଏବଂ ଓଡ଼ିଆ ଭାଷାରେ ଆପଣଙ୍କ ରୁଚି ଅଛି, ଆପଣ ଆମ ସହ ଯୋଡି ହୋଇ ପାରିବେ ଏହି ବାଣୀ ସେବା ପ୍ରୟାସରେ ।
ଦୟାକରି ଆମକୁ ଲେଖନ୍ତୁ ([email protected]), ଆପଣ କେଉଁ ପରି ଭାବରେ, କେଉଁ ସେବାରେ ଯୋଡି ହେବାକୁ ଚାହୁଁଛନ୍ତି । 
ବର୍ତ୍ତମାନ ଆମ ପାଖରେ 1,080 ଟି ଭିଡିଓ ଅଛି, ଯାହାର ପ୍ରାୟ ଅଧା ଓଡ଼ିଆରେ ଅନୁବାଦ କରାଯାଇଛି । ଥିମେଟିକ୍ ଏବଂ ଗ୍ରୁପ୍ ବାଣୀକୋଟସ୍, ଅମୃତବିନ୍ଦୁ, ଟ୍ରାନ୍ସକ୍ରିପଡ୍ ପ୍ରବାଦ, ଚିଠି ଇତ୍ୟାଦି ଅଛି ।


<big>''"This section is your call to action - an open invitation to join the mission of building Vanipedia - can be newsy - can be updated regularly."''</big>
*
*
*
*
*
*
*
*
*
*
*
*
*
*
*
[[Category:Participating Languages - Templates]]
[[Category:Participating Languages - Templates]]

Latest revision as of 19:38, 30 July 2020

ଆପଣ ଜଣେ ସନ୍ୟାସୀ, ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ, ଦୀକ୍ଷିତ, ଗୁରୁ ଆଶ୍ରୟ, ଶ୍ରଦ୍ଧାଵନ ଅଥବା ଶୁଭେଚ୍ଛୁ; ଯଦି ଶ୍ରୀଲ ପ୍ରଭୁପାଦ ଦେଇଥିବା ଶିକ୍ଷା ଆପଣଙ୍କୁ ଆନନ୍ଦ ଦେଉଛି ଏବଂ ଓଡ଼ିଆ ଭାଷାରେ ଆପଣଙ୍କ ରୁଚି ଅଛି, ଆପଣ ଆମ ସହ ଯୋଡି ହୋଇ ପାରିବେ ଏହି ବାଣୀ ସେବା ପ୍ରୟାସରେ ।

ଦୟାକରି ଆମକୁ ଲେଖନ୍ତୁ ([email protected]), ଆପଣ କେଉଁ ପରି ଭାବରେ, କେଉଁ ସେବାରେ ଯୋଡି ହେବାକୁ ଚାହୁଁଛନ୍ତି । ବର୍ତ୍ତମାନ ଆମ ପାଖରେ 1,080 ଟି ଭିଡିଓ ଅଛି, ଯାହାର ପ୍ରାୟ ଅଧା ଓଡ଼ିଆରେ ଅନୁବାଦ କରାଯାଇଛି । ଥିମେଟିକ୍ ଏବଂ ଗ୍ରୁପ୍ ବାଣୀକୋଟସ୍, ଅମୃତବିନ୍ଦୁ, ଟ୍ରାନ୍ସକ୍ରିପଡ୍ ପ୍ରବାଦ, ଚିଠି ଇତ୍ୟାଦି ଅଛି ।