Template

OR/Oriya Main Page - Random Audio Clips from Srila Prabhupada: Difference between revisions

(Created page with " <choose> <!--1--><option> {{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/660304BG-NEW_YORK_ND_...")
 
No edit summary
 
Line 2: Line 2:
<choose>
<choose>
<!--1--><option>
<!--1--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/660304BG-NEW_YORK_ND_01.mp3</mp3player>|"Real meaning of going to a sacred place—to find out some intelligent scholar in spiritual knowledge. They are living there. To make association with them, to take knowledge from them—that is the purpose of going to pilgrimage. Because in pilgrimage, holy places... Just like I, my residence is at Vṛndāvana. So at Vṛndāvana there are many great scholars and saintly persons living. So one should go to such holy places not simply to take bath in the water."|Vanisource:660304 - Lecture BG 02.11 - New York|660304 - Lecture BG 02.11 - New York}}
{{Audiobox NDrops2 for Mainpages|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660219-20.BG-NY_full_part_1_ND_01.mp3</mp3player>|"କେବଳ ଅର୍ଜୁନ ନୁହଁନ୍ତି, ଆମେ ସବୁ ଏହି ଭୌତିକ ଜଗତର ଅସ୍ତିତ୍ୱର କାରଣ ଯୋଗୁଁ, ସବୁବେଳେ ଚିନ୍ତିତ ରହୁଛୁ । '''ଅସତ ଗ୍ରହାତ''' ଅର୍ଥ ଏହି ଅଣ ଅସ୍ଥିତ୍ୱର ବାତାବରଣରେ ଆମ ଅସ୍ଥିତ୍ୱ ରହିବା । କିନ୍ତୁ ବାସ୍ତବରେ ଆମେ ଅସ୍ଥିତ୍ୱ ବିହୀନ ନୋହୁଁ ।  ଆମର ଅସ୍ଥିତ୍ୱ ଶାଶ୍ୱତ ଅଟେ, କିନ୍ତୁ କୌଣସି କାରଣ ଯୋଗୁଁ ଆମକୁ ଏହି ଅସତ କୁ ପଠା ଯାଇଅଛି । ଅସତର ଅର୍ଥ ଯାହାର ଅସ୍ଥିତ୍ୱ ନାହିଁ ।"|Vanisource:660219-20 - Lecture BG Introduction - New York|660219-20 - ପ୍ରବଚନ ଭଗବତ ଗୀତା ଉପକ୍ରମଣିକା - ନିୟୁର୍କ}}
 
</option>
</option>
<!--2--><option>
<!--2--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/660328BG-NEW_YORK_ND_01.mp3</mp3player>|"The saṅkīrtana just now we have performed, it is vibration of the transcendental sound. This will help us in clearing the dust which we have accumulated on the surface of our mind. The whole thing is misunderstanding. We, as pure soul, pure consciousness, naturally we are aloof from material contamination. But due to our long association with this material atmosphere, we have accumulated a great, thick layer of dust on the mind. So as soon as the dust is cleared off, then we can see ourself, what we are."|Vanisource:660328 - Lecture BG 02.46-47 - New York|660328 - Lecture BG 02.46-47 - New York}}
{{Audiobox NDrops2 for Mainpages|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660219-20.BG-NY_full_part_2_ND_01.mp3</mp3player>|"କେବଳ ଗୋଟିଏ ହିଁ ଶାସ୍ତ୍ର, ପୁରା ବିଶ୍ୱ ପାଇଁ ଏକ ସାର୍ବଜନିକ ଶାସ୍ତ୍ର, ପୁରା ବିଶ୍ୱର ସବୁ ଲୋକଙ୍କ ପାଇଁ, ଆଉ ତାହା ହେଲା ଏହି ଭଗବତ ଗୀତା ।  ଦେବୋ ଦେବକୀ-ପୁତ୍ରେବ । ପୂରା ବିଶ୍ୱ ପାଇଁ ଏକ ହି ଭଗବାନ ଶ୍ରୀକୃଷ୍ଣ ଅଟନ୍ତି । ଆଉ ଏକୋ ମନ୍ତ୍ରସ୍ୟ ତସ୍ୟ ନାମାନୀ । ଆଉ ଏକ ହିଁ ସ୍ତୁତି, ମନ୍ତ୍ର, ଏକ ହିଁ ସ୍ତୁତି କେବଳ, ଗୋଟିଏ ପ୍ରାଥନା, ଅଥବା ଗୋଟିଏ ସ୍ତୁତି, ତାହା ତାଙ୍କ ନାମ ଜପ କରିବା, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ"|Vanisource:660219-20 - Lecture BG Introduction - New York|660219-20 - ପ୍ରବଚନ ଭଗବତ ଗୀତା ଉପକ୍ରମଣିକା - ନିୟୁର୍କ}}
</option>
</option>
<!--3--><option>
<!--3--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/661116BG-NEW_YORK_ND_01.mp3</mp3player>|"We, as living entities, we are part and parcel of the Supreme, sac-cid-ānanda. We want pleasure. So, impersonal feature does not give us that pleasure which we want, which is our demand. That pleasure is available in the spiritual planets. If you enter in any of the spiritual planets, then that spiritual happiness and exchange of pleasure you can attain."|Vanisource:661116 - Lecture BG 08.14-15 - New York|661116 - Lecture BG 08.14-15 - New York}}
{{Audiobox NDrops2 for Mainpages|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660302BG-NEW_YORK_ND_01.mp3</mp3player>|"ଆଧୁନିକ ସଭ୍ୟତା ବ୍ୟବହାରିକ ରୂପରେ...  ସେମାନେ ଆଡେଇ  ଚାଲିଛନ୍ତି, ପ୍ରକୃତ କଷ୍ଟକୁ ଆଡେଇ ଚାଲିଛନ୍ତି । ସେମାନେ ଅସ୍ଥାୟୀ କଷ୍ଟ ସହ ଜଡିତ ହୋଇଛନ୍ତି । କିନ୍ତୁ ବୈଦିକ ବ୍ୟବସ୍ଥା ହେଉଛି ବୈଦିକ ଜ୍ଞାନ । ଏହା କଷ୍ଟକୁ ସମାପ୍ତ କରିବା ପାଇଁ ଉଦିଷ୍ଟ..., ପୁରାପୁରି, ପୁରାପୁରି କଷ୍ଟ ସମାପ୍ତ । ବୁଝି ପାରୁଛ? ଏଇ ମାନବ ଜୀବନ ସେଇଥି ପାଇଁ ଉଦିଷ୍ଟ, ସବୁ କଷ୍ଟର ସମାପ୍ତି ।  ଅବଶ୍ୟ, ଆମେ ମାନେ ଚେଷ୍ଟା କରୁଛେ, ସବୁ ପ୍ରକାର କଷ୍ଟକୁ ସମାପ୍ତ କରିବା ପାଇଁ । ଆମର ବ୍ୟବସାୟ, ଆମର ଜୀବିକା, ଆମର ଶିକ୍ଷା, ଆମ ଜ୍ଞାନର ଅଗ୍ରଗତି — ସବୁ କିଛି କଷ୍ଟକୁ ଅନ୍ତ କରିବା ନିମିତ୍ତ । କିନ୍ତୁ ସେହି କଷ୍ଟ କ୍ଷଣିକ, ଅଳ୍ପସ୍ଥାଇ । କିନ୍ତୁ କଷ୍ଟକୁ ସବୁଦିନ ପାଇଁ ଅନ୍ତ କରିବାକୁ ହେବ । କଷ୍ଟ... ଏହି ପ୍ରକାର ଜ୍ଞାନକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଏ ।"|Vanisource:660302 - Lecture BG 02.07-11 - New York|660302 - ପ୍ରବଚନ BG 02.07-11 - ନିୟୁର୍କ}}
</option>
</option>
<!--4--><option>
<!--4--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/661210BG-NEW_YORK_ND_01.mp3</mp3player>|"We are all trying to become predominator. Everyone is trying. Bhoktā. "I shall..." Competition is going on. You are predominator, say, for one thousands of worker or office clerk. Your office is so big. So I want to make my office bigger than you. So I want to become greater predominator than you. This is our competition, is going on. But none of us is actually predominator. We are all predominated. And because we do not know that "I can never be a predominator," therefore I am under illusion, māyā. The real predominator is the Supreme Lord, Kṛṣṇa."|Vanisource:661210 - Lecture BG 09.23-24 - New York|661210 - Lecture BG 09.23-24 - New York}}
{{Audiobox NDrops2 for Mainpages|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660304BG-NEW_YORK_ND_01.mp3</mp3player>|"ପବିତ୍ର ଧାର୍ମିକ ସ୍ଥାନକୁ ଯିବାର ବାସ୍ତବିକ କାରଣ—ଆଧ୍ୟାତ୍ମିକ ଜ୍ଞାନ ସମ୍ପନ ବୁଦ୍ଧିମାନ ପଣ୍ଡିତଙ୍କୁ ସନ୍ଧାନ କରିବା । ସେମାନେ ସେଠାରେ ବାସ କରନ୍ତି । ସେମାଙ୍କ ସହ ମିଳାମିଶା କରିବା, ସେମାନଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା—ତାହା ହେଉଛି ତୀର୍ଥ ଯାତ୍ରା କରିବାର ଉଦେଶ୍ୟ । କାରଣ ତୀର୍ଥ ଯାତ୍ରାରେ, ପବିତ୍ର ସ୍ଥାନ... ମୋ ପରି, ମୋ ବାସସ୍ଥାନ ବୃନ୍ଦାବନରେ । ତ ବୃନ୍ଦାବନରେ ଅନେକ ବଡ ବଡ ବିଦ୍ୱାନ ଆଉ ସାଧୁ ମାନେ ବସବାସ କରନ୍ତି । ତେଣୁ ଏହି ପରି ପବିତ୍ର ସ୍ଥାନକୁ ବ୍ୟକ୍ତକୁ ଯିବା ଉଚିତ କିନ୍ତୁ କେବଳ ଜଳ ସ୍ନାନ କରିବାକୁ ନୁହଁ ।"|Vanisource:660304 - Lecture BG 02.11 - New York|660304 - ପ୍ରବଚନ BG 02.11 - ନିୟୁର୍କ}}
</option>
</option>
<!--5--><option>
<!--5--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/680202CC-LOS_ANGELES_ND_01.mp3</mp3player>|"So God-realization does not depend on material opulence. Material opulence means to take birth in high family, janma. Janma means high parentage. Then... Janmaiśvarya, and wealthy, great riches. These are material opulences: high parentage, great riches and great learning and great beauty. These four things are material opulences. Janmaiśvarya-śruta-śrī ([[Vanisource:SB 1.8.26|SB 1.8.26]]). Janma means birth, aiśvarya means wealth, and śruta means education and śrī means beauty. So for God realization these things are not essential, but Kṛṣṇa consciousness movement can utilize everything. So nothing is neglected. That is another point. But if somebody thinks that "I have got all these opulences; therefore God realization is very easy for me," no, that is not."|Vanisource:680202 - Lecture CC Madhya 06.254 - Los Angeles|680202 - Lecture CC Madhya 06.254 - Los Angeles}}
{{Audiobox NDrops2 for Mainpages|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660307BG-NEW_YORK_ND_01.mp3</mp3player>|"ବଦ୍ଧ ଜୀବତ୍ମା ଆଉ ମୁକ୍ତ ଆତ୍ମା ଭିତରେ ପାର୍ଥକ୍ୟ ହେଲା ବଦ୍ଧ ଜୀବତ୍ମା ଚାରିପ୍ରକାର ତ୍ରୁଟିଯୁକ୍ତ। ଏକ ବଦ୍ଧ ଜୀବତ୍ମା ନିଶ୍ଚିତ ଭାବରେ ଭୁଲ କରିବ, ବଦ୍ଧ ଜୀବତ୍ମା ଭ୍ରମିତ, ବଦ୍ଧ ଜୀବତ୍ମା ଅନ୍ୟକୁ ଧୋକା ଦେବା ପ୍ରବୃତିଯୁକ୍ତ  ଏବଂ ବଦ୍ଧ ଜୀବତ୍ମା  ତ୍ରୁଟିଯୁକ୍ତ ଇନ୍ଦ୍ରିୟ ଗୁଡିକ ପାଇଛି, ଦୋଷଯୁକ୍ତ ଇନ୍ଦ୍ରିୟ। ତେଣୁ ଏକ ମୁକ୍ତାତ୍ମଙ୍କ ଠାରୁ ଜ୍ଞାନ ପ୍ରାପ୍ତ କରିବା ଉଚିତ"|Vanisource:660307 - Lecture BG 02.12 - New York|660307 - ପ୍ରବଚନ BG 02.12 - ନିୟୁର୍କ}}
</option>
</option>
<!--6--><option>
<!--6--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/680626IP-MONTREAL_ND_01.mp3</mp3player>|"There are many hospitals to cure the bodily diseases, but there is no hospital to cure the disease of the soul. So this Kṛṣṇa consciousness movement is to cure the disease of the soul. Disease of the soul. Every soul, every person, is mistaken to accept this body as his self or the mind as his self. This is the difference. Yasyātma-buddhiḥ kuṇape tri-dhātuke, sa eva go-kharaḥ ([[:Vanisource:SB 10.84.13|SB 10.84.13]]). Anyone who is accepting this body as self, he's either an ass or a cow. Misconception. So people are not interested."|Vanisource:680626 - Lecture - Montreal|680626 - Lecture - Montreal}}
{{Audiobox NDrops2 for Mainpages|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660311BG-NEW_YORK_ND_01.mp3</mp3player>|"ଏବେ, ଆମର କହିବା କଥା ହେଲା, ମାଁର ଗର୍ଭରୁ, ଆମ ଜନ୍ମର ପ୍ରଥମ ଅବସ୍ଥାଠାରୁ, ଯେପରି ବଢି ଚାଲିଥାଏ, ସେପରି ଶରୀରରୁ ବାହାରକୁ ଆସିବା ପରେ ମଧ୍ୟ ଏହା ବିକଶିତ ହୁଏ  । କିନ୍ତୁ ଆତ୍ମ ସେହିପରି ଅଛି, ଅପରିବର୍ତ୍ତନୀୟ । ଶରୀର ବିକଶିତ ହୋଇଥାଏ । ସୁତରାଂ... ବର୍ତ୍ତମାନ ସେହି ବିକାଶ - ଏକ ଛୋଟ ବାଳକରୁ ଏକ ବଡ ବାଳକ ହୋଇଯାଏ, ତା ପରେ ସେ ହୋଇଯାଏ କିଶୋର, ତା ପରେ ହୋଇଯାଏ ଯୁବକ, ତାପରେ ଧୀରେ ଧୀରେ ମୋ ପରି ବୃଦ୍ଧ ହୋଇ ଯାଏ, ଏବଂ ତାପରେ ଧୀରେ ଧୀରେ, ଯେତେବେଳେ ଏ ଶରୀର କାର୍ଯ୍ୟକ୍ଷମ ରୁହେ ନାହିଁ, ସେତେବେଳେ ଏହା,ଏହାକୁ ତ୍ୟାଗ କରିବାକୁ ପଡେ ଏବଂ ଆଉଗୋଟିଏ ଶରୀର ଗ୍ରହଣ କରିବାକୁ ହୁଏ - ଆତ୍ମାର ପୁନର୍ଜନ୍ମ ପ୍ରକ୍ରିୟା । ମୁଁ ଭାବୁଛି ଏଇ ସରଳ ପ୍ରକ୍ରିୟା ବୁଝିବାରେ କିଛି ଅସୁବିଧା ନାହିଁ ।"|Vanisource:660311 - Lecture BG 02.13 - New York|660311 - ପ୍ରବଚନ BG 02.13 - ନିୟୁର୍କ}}
</option>
</option>
<!--7--><option>
<!--7--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/690411SB-NEW_YORK_ND_01.mp3</mp3player>|"So ātmavit-sammataḥ. It must be approved by great ācāryas. We are pushing on this Kṛṣṇa consciousness not by whims. It is approved by great ācāryas. We are following their footsteps. That's all. That is our business. Ātmavit tattva, ātmavit-sammataḥ. And then puṁsām, for the people in general, śrotavyAdiṣu yaḥ paraḥ ([[Vanisource:SB 2.1.1|SB 2.1.1]]). They have got many subject matter for hearing, ordinary people. But this subject matter, hearing of this Kṛṣṇa consciousness, is the..., śrotavyAdi. Whatever subject matter you have got for hearing, this is the topmost. This is the topmost. ŚrotavyAdiṣu yaḥ paraḥ. So he's beginning, Śukadeva Gosvāmī is beginning to talk about Kṛṣṇa, and this book is The First Step in God-Realization. How, for ordinary common men, how one can realize God, these things will be described. We shall describe."|Vanisource:690411 - Lecture SB Excerpt - New York|690411 - Lecture SB Excerpt - New York}}
{{Audiobox NDrops2 for Mainpages|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660328BG-NEW_YORK_ND_01.mp3</mp3player>|"ବର୍ତ୍ତମାନ ଆମେ ଯେଉଁ ସଂକୀର୍ତ୍ତନ କଲେ, ଏହା ଅଲୌକିକ ଧ୍ୱନୀର କମ୍ପନ ଅଟେ । ଏହା ଆମ ମନ ଭିତରେ ଭିତରେ ଜମା ହୋଇଥିବା ଧୂଳିକୁ ସଫା କରିବାରେ ସାହାଯ୍ୟ କରିବ । ପୁରା ବିଷୟ ବୁଝାଯାଇଛି । ଆମେ ଶୁଦ୍ଧ ଆତ୍ମା ହିସାବରେ, ଶୁଦ୍ଧ ଚେତନା ରୂପେ, ସ୍ଵଭାବିକରୂପରେ ଆମେ ଭୌତିକ ପ୍ରଦୂଷଣ ଠାରୁ ଅଲଗା ।  କିନ୍ତୁ ଏହି ଭୌତିକ ବାତାବରଣ ସହ ଆମର ଦୀର୍ଘ ସମୟର ସଂଯୋଗ କାରଣରୁ, ଆମ ମନ ଉପରେ ଧୂଳିର ଏକ ମୋଟା ପରସ୍ତ ଜମାଟ ବାନ୍ଧି ରହିଛି । ତେଣୁ ଯେତେ ଶୀଘ୍ର ଏହି ଧୂଳି ପରିସ୍କାର ହୋଇଯିବ, ସେତେ ଶୀଘ୍ର ଆମେ ଆମ ନିଜକୁ ଦେଖିପାରିବ, ଆମେ କିଏ ।"|Vanisource:660328 - Lecture BG 02.46-47 - New York|660328 - ପ୍ରବଚନ BG 02.46-47 - ନିୟୁର୍କ}}
</option>
</option>
<!--8--><option>
<!--8--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/690506WE-BOSTON_ND_02.mp3</mp3player>|"So it is a great responsibility to take care of the girls. According to Manu-saṁhitā, Vedic principle, woman has no independence. She must be taken care of by somebody. In the early age the father is to take care; in the younger age the husband, a good husband has to take care; and when she is old, the elderly sons, he has to take care. But woman is never allowed to remain independent. That is Vedic principle of life. Actually, the woman is the weaker sex. They require protection by good father, good husband and good child also."|Vanisource:690506 - Lecture Wedding - Boston|690506 - Lecture Wedding - Boston}}
{{Audiobox NDrops2 for Mainpages|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660401BG-NEW_YORK_ND_01.mp3</mp3player>|"ଏଇ ଭୌତିକ ଶରୀର, ଆମେ ସବୁବେଳେ ନିଶ୍ଚିତରୂପରେ ଜାଣି ରଖିବା ଉଚିତ, ଏହା ଏକ ବିଦେଶୀ ପଦାର୍ଥ । ଆମେ ପୂର୍ବରୁହିଁ ତୁମକୁ ବୁଝାଇରଖିଛୁ ଯେ ଏହା ଏକ ପୋଷାକ ପରି । ପୋଷାକ । ପୋଷାକ ମୋ ଶରୀର ପାଇଁ ଏକ ବିଦେଶୀ ପଦାର୍ଥ । ସେହିପ୍ରକାର, ଏହି ସ୍ଥୁଳ ଆଉ ସୂକ୍ଷ୍ମ ଶରୀର - ସ୍ଥୁଳ ଶରୀର ଏହି ଭୌତିକ ପାଞ୍ଚ ଉପାଦାନର ଏବଂ  ମନ, ବୁଦ୍ଧି ଆଉ ଅହଙ୍କାର ସୂକ୍ଷ୍ମ ଶରୀର - ଏସବୁ ମୋର ବିଦେଶୀ ପଦାର୍ଥ । ଏଣୁ ମୁଁ ବର୍ତ୍ତମାନ ଏହି ବିଦେଶୀ ପଦାର୍ଥରେ ଆବଦ୍ଧ । ମୋର ପୁରା ଜୀବନର ଲକ୍ଷ ହେଲା ଏହି ବିଦେଶୀ ଜିନିଷରୁ ବାହାରକୁ ବାହାରିବା । ଆମେ ଆମର ଅସଲ ଆଧ୍ୟାତ୍ମିକ ଶରୀରରେ ଅବସ୍ଥାନ କରିବାକୁ ଚାହୁଁଛୁ । ଯଦି ତୁମେ ଅଭ୍ୟାସ କରିବ ତେବେ ଏହା ହୋଇ ପାରିବ ।"|Vanisource:660401 - Lecture BG 02.48-49 - New York|660401 - ପ୍ରବଚନ BG 02.48-49 - ନିୟୁର୍କ}}
</option>
</option>
<!--9--><option>
<!--9--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/690905LE-HAMBURG_ND_01.mp3</mp3player>|"Spiritual master is not a new invention. It is simply following the orders of the spiritual master. So all my students present here who are feeling so much obliged... I am also obliged to them because they are helping me in this missionary work. At the same time, I shall request them all to become spiritual master. Every one of you should be spiritual master next. And what is that duty? Whatever you are hearing from me, whatever you are learning from me, you have to distribute the same in toto without any addition or alteration. Then all of you become the spiritual master. That is the science of becoming spiritual master. Spiritual master is not very... To become a spiritual master is not very wonderful thing. Simply one has to become sincere soul. That's all."|Vanisource:690905 - Lecture Festival Appearance Day, Sri Vyasa-puja - Hamburg|690905 - Lecture Festival Appearance Day, Sri Vyasa-puja - Hamburg}}
{{Audiobox NDrops2 for Mainpages|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660405BG-NEW_YORK_ND_01.mp3</mp3player>|"ବର୍ତ୍ତମାନ, ଭଗବଦ୍-ଗୀତା ଏହା ମଧ୍ୟ ସ୍ପଷ୍ଟ କରେ ଯେ, ଥରେ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ ଜୀବନ, କେବେ ହେଲେ ନଷ୍ଟ ହୁଏ ନାହିଁ, ପରବର୍ତ୍ତୀ ଜନ୍ମରେ ତାଙ୍କ ମାନବ ଜୀବନ ନିଶ୍ଚିତ ହେବ । ସାଧାରଣ କର୍ତ୍ତବ୍ୟରେ, ଆପଣ ଜାଣନ୍ତି ନାହିଁ ଯେ ଆପଣ ପୁନର୍ବାର ଏହି ମାନବ ଶରୀର ପାଇବେ କି ନାହିଁ । କୌଣସି ନିଶ୍ଚିତତା ନାହିଁ । ଏହା ଆପଣଙ୍କ କାର୍ଯ୍ୟର ଗୁଣ ଉପରେ ନିର୍ଭର କରିବ । କିନ୍ତୁ ଏଠାରେ, ଯଦି ତୁମେ ତୁମର ଆଧ୍ୟାତ୍ମିକ ଜୀବନ ଆରମ୍ଭ କର, ଅନ୍ୟ ସମସ୍ତ କାର୍ଯ୍ୟକୁ ବଳିଦାନ ଦିଅ, ତେବେ ମଣିଷ ଭାବରେ ତୁମର ପରବର୍ତ୍ତୀ ଜୀବନ ନିଶ୍ଚିତ, ସୁନିଶ୍ଚିତ ।"|Vanisource:660405 - Lecture BG 02.49-51 - New York|660405 - ପ୍ରବଚନ BG 02.49-51 - ନିୟୁର୍କ}}
</option>
</option>
<!--10--><option>
<!--10--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/700426IP-LOS_ANGELES_ND_02.mp3</mp3player>|"We are thinking that 'I am equal to God. I am God'. This is incomplete knowledge. But if you know that 'I am part and parcel of God', that is complete knowledge. The Māyāvādī philosophers, the atheists, they are claiming that "Who is God? I am God'. That is incomplete knowledge.'The human form of life is a complete manifestation of the consciousness'. Now, this complete consciousness you can revive in this human form of life. The cats and dogs, they cannot understand. So if you don't take the facility, then you are ātma-hanaḥ janāḥ. You are killing yourself, committing suicide. As it is said, ātmā andhena tamasāvṛtāḥ tāṁs te pretyābhigacchanti ye ke cātma-hano janāḥ ([[Vanisource:ISO 3|ISO 3]]). After death, pretyābhi... Pretya means after death. So don't be ātma-hano janāḥ. Utilize your life in complete facility. That is our business."|Vanisource:700426 - Lecture ISO Invocation Excerpt - Los Angeles|700426 - Lecture ISO Invocation Excerpt - Los Angeles}}
{{Audiobox NDrops2 for Mainpages|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660415BG-NEW_YORK_ND_01.mp3</mp3player>|"ଏହି ଦୁନିଆ ଯେଉଁଠାରେ ଆମେ ଠିଆ ହୋଇଛୁ, ଏହି ପ୍ଲାଟଫର୍ମ, ଏହା ମଧ୍ୟ ପରାଜିତ ହେବ। ଏହା ହେଉଛି ଏହି ବସ୍ତୁ ପ୍ରକୃତିର ନିୟମ। କିଛି ବଞ୍ଚିବ ନାହିଁ। କିଛି ବି ଜାରି ରହିବ ନାହିଁ। ସବୁକିଛି ସମାପ୍ତ ହେବ। ଠିକ୍ ଆମ ପରି ଏହି ଶରୀର ମଧ୍ୟ ସମାପ୍ତ ହେବ । ବର୍ତ୍ତମାନ ମୁଁ ଏହି ସୁନ୍ଦର ଶରୀର ପାଇଛି । ଧରାଯାଉ ସତୁରି ବର୍ଷ, ମୋ ବୟସ, ସତୁରି ବର୍ଷ ପୂର୍ବରୁ, ଶରୀରର କୌଣସି ଅସ୍ତିତ୍ୱ ନଥିଲା, ଏବଂ କୁହ, ପାଞ୍ଚ କିମ୍ବା ଦଶ ବର୍ଷ ପରେ ଶରୀରର ଅସ୍ତିତ୍ୱ ରହିବ ନାହିଁ, ତେଣୁ ସତୁରି କିମ୍ବା ଅଶୀ ବର୍ଷ ପାଇଁ ଶରୀରର ଏହି ପ୍ରକାଶନ। ତେବେ ଏହି ବସ୍ତୁ ଜଗତରେ ଏହି ପ୍ରକାଶ କ’ଣ, ଏତେଗୁଡ଼ିଏ ଜିନିଷ ଆସୁଛି? ସମୁଦ୍ରରେ ଏକ ପାଣି ଫୋଟକା ପରି। "|Vanisource:660415 - Lecture BG 02.55-58 - New York|660415 - ପ୍ରବଚନ BG 02.55-58 - ନିୟୁର୍କ}}
</option>
</option>
<!--11--><option>
<!--11--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/710824SB-LONDON_ND_01.mp3</mp3player>|"I have seen one dark well. In your country, when I was guest in John Lennon's house in 1969, we saw in the garden there was a dark well. Dark well means a very deep ditch, well, but it is covered with grass. You cannot know that there is a deep well, but while walking, you may fall down within it. And it is already covered with grass, and it is very deep. If you fall down and you try to get out of it, because it is lonely place, nobody is there, nobody may hear you, and you may simply die without any help. So this materialistic way of life, without any knowledge of the outside world or without any knowledge... Outside world means, just like we are within this universe. It is covered. The round thing which we see in the sky, that is the covering. Just like a coconut shell: a coconut shell, within and without. Within the coconut shell it is darkness, without it is light. Similarly, this universe is just like the coconut. We are within."|Vanisource:710824 - Lecture SB 01.02.03 - London|710824 - Lecture SB 01.02.03 - London}}
{{Audiobox NDrops2 for Mainpages|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660419BG-NEW_YORK_ND_01.mp3</mp3player>|"ଆମେ ବର୍ତ୍ତମାନ, ଆମର ଭୌତିକ  ସ୍ଥିତିରେ, ଆମେ ଧାରଣା ଉତ୍ପାଦନ କରୁଛୁ ଏବଂ ଏଥିରେ ବିସ୍ମିତ ହୋଇପଡିଛୁ କାରଣ ଏହା ସୃଷ୍ଟି କରିବା ଏବଂ ପୁନର୍ବାର ଏହାକୁ ପ୍ରତ୍ୟାଖ୍ୟାନ କରିବା ମନର ବ୍ୟବସାୟ ଅଟେ। ମନ କିଛି ଭାବିବ, 'ହଁ, ମୋତେ ଏହା କରିବାକୁ ଦିଅ ', ଏହା ସ୍ଥିର କରିବ,' ଓଃ, ଏହା ନକରିବା ଭଲ '। ଏହାକୁ ସଂକଳ୍ପ-ବିକଳ୍ପ  କୁହାଯାଏ, ନିଷ୍ପତ୍ତି ଏବଂ ପ୍ରତ୍ୟାଖ୍ୟାନ । ଏବଂ ଏହା ଭୌତିକ ଜଗତରେ ଆମର ଅସ୍ଥିର ଅବସ୍ଥା ହେତୁ ହୋଇଥାଏ । କିନ୍ତୁ ଯେତେବେଳେ ଆମେ ସେହି ଅନୁଯାୟୀ କାର୍ଯ୍ୟ କରିବାକୁ ସ୍ଥିର କରୁ ସର୍ବୋଚ୍ଚ ଚେତନା, ସେହି ପର୍ଯ୍ୟାୟରେ, ଏପରି କୌଣସି ଦ୍ୱିପାକ୍ଷିକତା ନାହିଁ ଯେ 'ମୋତେ ଏହା କରିବାକୁ ଦିଅ' କିମ୍ବା 'ତାହା କର ନାହିଁ' । ନା। କେବଳ ଗୋଟିଏ କଥା ଅଛି, 'ମୋତେ ଏହା କରିବାକୁ ଦିଅ । ମୋତେ ଅନୁମତି ଦିଅନ୍ତୁ କାରଣ ଏହା ସର୍ବୋଚ୍ଚ ଚେତନା ଦ୍ୱାରା ଅନୁମୋଦିତ ।  'ସମଗ୍ର ଭଗବଦ୍-ଗୀତା ଜୀବନର ଏହି ନୀତି ଉପରେ ଆଧାରିତ ।'"|Vanisource:660419 - Lecture BG 02.55-56 - New York|660419 - ପ୍ରବଚନ BG 02.55-56 - ନିୟୁର୍କ}}
</option>
</option>
<!--12--><option>
<!--12--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/720503SB-TOKYO_ND_01.mp3</mp3player>|"Although we find in the neophyte devotee some bad behavior due to his past experience, so we should not take him as nondevotee. Sādhur eva sa mantavyaḥ ([[Vanisource:BG 9.30 (1972)|BG 9.30]]). He is sādhu—if he sticks to Kṛṣṇa consciousness. And the bad habits which are visible now, it will disappear. It will disappear. So we have to give chance. Because we see some bad habits of a devotee, we should not reject. We should give another chance. We should give another chance, because he has taken the right things, but to past behavior he appears to be again going to the māyā's clutches. So we should not reject, but we should give chance. One may take little more time to come to the standard, but we should give him chance. If he sticks to Kṛṣṇa consciousness, very soon all these defects will be disappearing. Kṣipraṁ bhavati dharmātmā ([[Vanisource:BG 9.31 (1972)|BG 9.31]]). He will be completely a dharmātmā, mahātmā."|Vanisource:720503 - Lecture SB 02.09.13 - Tokyo|720503 - Lecture SB 02.09.13 - Tokyo}}
{{Audiobox NDrops2 for Mainpages|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660427BG-NEW_YORK_ND_01.mp3</mp3player>|"ଜ୍ଞାନ ବିନା, ଜଣେ ନିସ୍ପୃହ ହୋଇପାରିବ ନାହିଁ। ଆଉ ସେହି ଜ୍ଞାନ କ’ଣ? ଜ୍ଞାନ ହେଉଛି ଯେ 'ମୁଁ ଏହି ବିଷୟ ନୁହେଁ; ମୁଁ ଆତ୍ମା ପ୍ରାଣ।' ତେଣୁ ... କିନ୍ତୁ ଏହି ଜ୍ଞାନ ହେଉଛି ... ଯଦିଓ ଏହା କହିବା ଅତି ସହଜ କଥା ଯେ, "ମୁଁ ଏହି ଶରୀର ନୁହେଁ, କିନ୍ତୁ ମୁଁ ଆତ୍ମା", କିନ୍ତୁ ପ୍ରକୃତରେ ସିଦ୍ଧ ଜ୍ଞାନ ପାଇବା, ଏହା ଏକ ଉତ୍ତମ କାର୍ଯ୍ୟ  ଅଟେ । ଏହା ଏତେ ସହଜ ନୁହଁ, ମୋର କହିବାକୁ ଗଲେ, ବିଶେଷଜ୍ଞମାନେ, ସେମାନେ ଜୀବନ ପରେ ଜୀବନ ଚେଷ୍ଟା କରୁଥିଲେ, କେବଳ ନିସ୍ପୃହ ହେବା ପାଇଁ । କିନ୍ତୁ ସବୁଠାରୁ ସହଜ ପ୍ରକ୍ରିୟା ହେଉଛି ଯଦି ଜଣେ ଭକ୍ତି ସେବାରେ ନିୟୋଜିତ ହୁଏ । ଏହି  ସୂତ୍ର  ଶ୍ରୀମଦ-ଭାଗବତ ରେ ଦିଆଯାଇଛି। ବାସୁଦେବେ ଭଗବତୀ ([[Vanisource: SB 1.2.7 | SB 1.2.7]]) ବାସୁଦେବ ହେଉଛନ୍ତି କୃଷ୍ଣ । "|Vanisource:660427 - Lecture BG 02.58-59 - New York|660427 - ପ୍ରବଚନ BG 02.58-59 - ନିୟୁର୍କ}}
</option>
</option>
<!--13--><option>
<!--13--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/720624SB-LOS+ANGELES_ND_01.mp3</mp3player>|"So one must have seen the truth, realized the truth. Tad-vijñānārthaṁ sa gurum evābhigacchet (MU 1.2.12). That is guru, means one who has seen the truth. How he has seen the truth? Through the paramparā system. Kṛṣṇa said this, and then Brahmā said the same thing, then Nārada said the same thing, Vyāsadeva said the same thing, and then disciplic succession, Madhvācārya, Mādhavendra Purī, Īśvara Purī, Lord Caitanya, ṣaḍ-gosvāmī, Kṛṣṇadāsa Kavirāja Gosvāmī, Śrīnivāsa Ācārya, Narottama dāsa Ṭhākura, Viśvanātha Cakravartī Ṭhākura—in this way—Jagannātha dāsa Bābājī, Gaura Kiśora dāsa Bābājī, Bhaktisiddhānta Sarasvatī. Then we are speaking the same thing. Not that 'Because we are modernized, we're, modern science has changed'. Nothing has changed. It is all foolishness."|Vanisource:720624 - Lecture SB 02.04.01 - Los Angeles|720624 - Lecture SB 02.04.01 - Los Angeles}}
{{Audiobox NDrops2 for Mainpages|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660808BG-NEW_YORK_ND_01.mp3</mp3player>|  
"କୃଷ୍ଣ ଚେତନାରେ ଥିବା ବ୍ୟକ୍ତି ଭଲ ଫଳାଫଳ କିମ୍ବା ଖରାପ ଫଳାଫଳ ସହିତ ସଂଲଗ୍ନ ହେବା ଉଚିତ ନୁହେଁ କାରଣ ମୁଁ ଭଲ ଫଳାଫଳ ଚାହିଁଲେ ମଧ୍ୟ ତାହା ମୋର ଆସକ୍ତି ଅଟେ। ଏବଂ ଅବଶ୍ୟ ଯଦି ଖରାପ ଫଳାଫଳ ଥାଏ, ତେବେ ଆମର କୌଣସି  ସଂଲଗ୍ନତା ନାହିଁ, କିନ୍ତୁ ବେଳେବେଳେ ଆମେ ବିଳାପ କରୁ । ତାହା ହେଉଛି ଆମର ଆସକ୍ତି । ତାହା ହେଉଛି ଆମର ସଂଲଗ୍ନ । ତେଣୁ ଜଣେ ଭଲ ଫଳାଫଳ ଏବଂ ଖରାପ ଫଳାଫଳରୁ ଉଭୟକୁ ଅତିକ୍ରମ କରିବାକୁ ପଡିବ । ଏହା କିପରି କରାଯାଇପାରିବ? ଏହା ହୋଇପାରିବ ।ଠିକ୍ ଯେପରି ଆପଣ ବଡ଼ ସଂସ୍ଥା ପାଇଁ କାମ କରୁଛନ୍ତି । ଧରାଯାଉ ତୁମେ ଜଣେ ବିକ୍ରେତା। ତୁମେ ସେହି ବଡ ଫାର୍ମ ତରଫରୁ କାମ କରୁଛ । ବର୍ତ୍ତମାନ, ଧରାଯାଉ ଯଦି ତୁମେ ଏକ ଲକ୍ଷ ଡଲାର ଲାଭ କର, ତେବେ ତୁମର ଏଥିପାଇଁ କୌଣସି ସଂଲଗ୍ନତା ନାହିଁ କାରଣ ତୁମେ ଜାଣ ଯେ 'ଏହି ଲାଭ ମାଲିକଙ୍କ ନିକଟକୁ ଯାଏ' । ସେହିପରି, ଯଦି କିଛି କ୍ଷତି ହୁଏ, ତେବେ ଆପଣ ମଧ୍ୟ ଜାଣନ୍ତି ଯେ 'ମୋର କ୍ଷତି ସହିତ ମୋର କୌଣସି  ସମ୍ପର୍କ ନାହିଁ। ଏହା ମାଲିକଙ୍କ ନିକଟକୁ ଯାଏ' । ସେହିପରି ଭାବରେ, ଯଦି ଆମେ କୃଷ୍ଣଙ୍କ ପାଇଁ କାମ କରୁ, ତେବେ ମୁଁ କାର୍ଯ୍ୟର ଫଳାଫଳର ଆସକ୍ତି ତ୍ୟାଗ କରିବାକୁ ସମର୍ଥ ହେବି । "|Vanisource:660808 - Lecture BG 04.19-22 - New York|660808 - ପ୍ରବଚନ BG 04.19-22 - ନିୟୁର୍କ}}
</option>
</option>
<!--14--><option>
<!--14--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/721111SB-VRNDAVAN_ND_01.mp3</mp3player>|"The child is insisting: 'Father, I want this'. Father says, 'No, you don't take it'. 'I shall touch it. I shall touch the fire'. Father says, 'No, don't touch it'. But he's insisting and crying, so father says, 'All right, you touch'. Similarly, we create our own fortune and misfortune. Ye yathā māṁ prapadyante tāṁs tathaiva bhajāmy aham ([[Vanisource:BG 4.11 (1972)|BG 4.11]]). So the father wants us to do something else, but we want to do something else against the wish of the father. Similarly, Kṛṣṇa wants that every one of us should surrender unto Him and work according to His direction, but we want to do against His will. Therefore we create our own fortune and misfortune. That is the way."|Vanisource:721111 - Lecture SB 01.02.32 - Vrndavana|721111 - Lecture SB 01.02.32 - Vrndavana}}
{{Audiobox NDrops2 for Mainpages|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660812BG-NEW_YORK_ND_01.mp3</mp3player>|"ବୈଦିକ ସାହିତ୍ୟ ଅନୁଯାୟୀ ମାନବ ସମାଜର ଚାରୋଟି ବିଭାଜନ ଅଛି: ବ୍ରହ୍ମଚାରି, ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ନ୍ୟାସ। ବ୍ରହ୍ମଚାରିର ଅର୍ଥ ହେଉଛି ଛାତ୍ର ଜୀବନ, ଅଧିକ କିମ୍ବା କମ, ଛାତ୍ର ଜୀବନ। ଏବଂ ବାନପ୍ରସ୍ଥ ଅର୍ଥ ଅବସରପ୍ରାପ୍ତ ଜୀବନ। ଏବଂ ସନ୍ନ୍ୟାସର ଅର୍ଥ ହେଉଛି ସନ୍ୟାସ ଆଶ୍ରମ । ସାଂସାରିକ କାର୍ଯ୍ୟକଳାପ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ତେଣୁ ଏଗୁଡିକ ମାନବ ସାମାଜିକ ବ୍ୟବସ୍ଥାର ଚାରୋଟି ଭିନ୍ନ ପର୍ଯ୍ୟାୟ । "|Vanisource:660812 - Lecture BG 04.24-34 - New York|660812 - ପ୍ରବଚନ BG 04.24-34 - ନିୟୁର୍କ}}
</option>
</option>
<!--15--><option>
<!--15--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/730710BG-LONDON_ND_01.mp3</mp3player>|"Material world means these five elements, gross and subtle. Earth, water, air, fire, sky, these are gross. And mind, intelligence and ego, these are subtle. These elements, material elements, Kṛṣṇa says, bhinnā me prakṛtir aṣṭadhā ([[Vanisource:BG 7.4 (1972)|BG 7.4]]): 'These material elements, they are separated, but they are My energy. They are My energy'. The same example: Just like cloud. Cloud is created by the sun. It is sun's energy which creates the cloud. You know. By temperature the seawater is evaporated, forms into gas. That is cloud. So cloud is created by the energy of the sun, but when there is cloud you cannot see the sun; sun is covered. Similarly, material energy is Kṛṣṇa's energy. But when you become covered by this material energy, you do not see Kṛṣṇa. This is the position."|Vanisource:730710 - Lecture BG 01.04-5 - London|730710 - Lecture BG 01.04-5 - London}}
{{Audiobox NDrops2 for Mainpages|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660904BG-NEW_YORK_ND_01.mp3</mp3player>|"ଯେତେ ଦିନ ପର୍ଯ୍ୟନ୍ତ ମୁଁ ମୋର ଶାରୀରିକ ଧାରଣା ରହିଛି , ଯେତେବେଳେ ମୁଁ 'ମୁଁ' କହିବି, ସେତେବେଳେ ମୁଁ ମୋ ଶରୀର ବିଷୟରେ ଚିନ୍ତା କରେ। ଯେତେବେଳେ ମୁଁ ଜୀବନର ଶାରୀରିକ ଧାରଣାକୁ ଅତିକ୍ରମ କରେ, ସେତେବେଳେ ମୁଁ 'ମୁଁ ମନ' ବୋଲି ଭାବିଥାଏ। କିନ୍ତୁ ପ୍ରକୃତରେ, ଯେତେବେଳେ ମୁଁ ପ୍ରକୃତ ଆଧ୍ୟାତ୍ମିକ ସ୍ଥରରେ ଥାଏ , ତା’ହେଲେ  ମୁଁ  ଅର୍ଥ ହେଉଛି 'ମୁଁ ନିର୍ମଳ ଆତ୍ମା' "|Vanisource:660904 - Lecture BG 06.04-12 - New York|660904 - ପ୍ରବଚନ BG 06.04-12 - ନିୟୁର୍କ}}
</option>
</option>
<!--16--><option>
<!--16--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/730818BG-LONDON_ND_01.mp3</mp3player>|"We are taking so much care of this body, but the ultimate end of this body is either stool, earth or ashes. So foolish persons who are in the bodily concept of life, they are thinking, 'After all, this body will be finished. So long the body is there, senses are there, let us enjoy. Why so much restrictions—no illicit sex, no gambling, no...? These are all nonsense. Let us enjoy life'. This is atheistic life. Foolish life. They do not know. So the body is not all. This is the first lesson to understand, what is spiritual life, what is spiritual knowledge. But all rascals, they do not know. Therefore Kṛṣṇa first of all slapped Arjuna: aśocyān anvaśocas tvaṁ prajñā-vādāṁś ca bhāṣase ([[Vanisource:BG 2.11 (1972)|BG 2.11]]). 'You do not know what is the fact, and talking like a very learned man. Just try to understand what is truth.' Na tv evāhaṁ jātu ([[Vanisource:BG 2.12 (1972)|BG 2.12]])."|Vanisource:730818 - Lecture BG 02.12 - London|730818 - Lecture BG 02.12 - London}}
{{Audiobox NDrops2 for Mainpages|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660909BG-NEW_YORK_ND_01.mp3</mp3player>|"ଆତ୍ମା ପ୍ରକୃତ ବ୍ୟକ୍ତି। ଯେହେତୁ ଭଗବାନ ପ୍ରକୃତ, ବ୍ୟକ୍ତିଗତ, ସେହିପରି, କାରଣ ଆମେ ସର୍ବୋଚ୍ଚଙ୍କର ଅଂଶ ବିଶେଷ, ତେଣୁ, ଯଦି ମୁଁ ଜଣେ ବ୍ୟକ୍ତି, ତେବେ ଭଗବାନ ନିଶ୍ଚୟ ବ୍ୟକ୍ତି ହେବା ଉଚିତ୍। ଭଗବାନ ସମସ୍ତଙ୍କର ପିତା ଅଟନ୍ତି। ବର୍ତ୍ତମାନ, ଯଦି ମୁଁ ପୁଅ - ମୋର ବ୍ୟକ୍ତିତ୍ୱ ଅଛି; ମୋର ବ୍ୟକ୍ତିଗତତା ଅଛି - ଆପଣ କିପରି ପରମପୁରୁଷ ଭଗବାନଙ୍କ ବ୍ୟକ୍ତିତ୍ୱ ଏବଂ ବ୍ୟକ୍ତିତ୍ୱକୁ ଅସ୍ୱୀକାର କରିପାରିବେ? ତେଣୁ ଏହି ଜିନିଷଗୁଡ଼ିକ ବୁଦ୍ଧି ଆବଶ୍ୟକ କରେ। "|Vanisource:660909 - Lecture BG 06.21-27 - New York|660909 - ପ୍ରବଚନ BG 06.21-27 - ନିୟୁର୍କ}}
</option>
<!--17--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/680504SB-BOSTON_ND_02.mp3</mp3player>|"So this material condition of life is diseased condition. That we do not know. And we are trying to enjoy in this diseased condition. That means we are aggravating the disease—we have to continue. We are not curing the disease. Just like the physician gives some restriction, "Ah, my dear patient, you do not eat like this. You do not drink like this. You take this pill." So there are some restriction and rules and regulations—that is called tapasya. But if the patient thinks that "Why shall I follow all these restrictions? I shall eat whatever I like. I shall do whatever I like. I am free," then he’ll not be cured. He’ll not be cured."|Vanisource:680504 - Lecture SB 05.05.01-3 - Boston|680504 - Lecture SB 05.05.01-3 - Boston}}
</option>
<!--18--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/690505LE-BOSTON_ND_01.mp3</mp3player>|"So your business is how to become happy, because by nature you are happy. Diseased condition, that happiness being checked. So this is our diseased condition, this material, conditional life, this body. So as one intelligent person puts himself under the treatment of a physician to get out of the disease, similarly, human life is meant for putting himself to the expert physician who can cure you from your material disease. That is your business. Tasmād guruṁ prapadyeta jijñāsuḥ śreya uttamam ([[Vanisource:SB 11.3.21|SB 11.3.21]]). That is the injunction of all Vedic literature. Just like Kṛṣṇa, Kṛṣṇa is teaching Arjuna. Arjuna is surrendering to Kṛṣṇa"|Vanisource:690505 - Lecture Excerpt - Boston|690505 - Lecture Excerpt - Boston}}
</option>
<!--19--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/691226IN-BOSTON_ND_01.mp3</mp3player>|"Those who have taken to Kṛṣṇa consciousness seriously, even there are some faults, still, they are saintly persons. That is the recommendation of Kṛṣṇa. Because that fault may be due to his past habits, but that is being stopped. Just like you make the switch off, no more electric current will act, but the fan still gives some rounds due to the past force. Similarly, a Kṛṣṇa consciousness person, even if he's found in fault, Kṛṣṇa says, "No." Sādhur eva sa mantavyaḥ ([[Vanisource:BG 9.30|BG 9.30]]). "He's saintly person, sādhu." Why? Now, the process he has taken up, that will cure him in due course of time. Śaṣvac-chāntiṁ nigacchati."|Vanisource:691226 - Lecture Initiation - Boston|691226 - Lecture Initiation - Boston}}
</option>
<!--20--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/760206MW-MAYAPUR_ND_01.mp3</mp3player>|"Just like the flies, they are finding out where is sore, and the bees, they are finding out where there is honey. So two animals, they have got two business: fault-finding and collecting the good things. These are two... Just like creature. They are two classes. Similarly, there are many rascals who are simply fault-finding."|Vanisource:760206 - Morning Walk - Mayapur|760206 - Morning Walk - Mayapur}}
</option>
<!--21--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/720229GP-MAYAPUR_ND_01.mp3</mp3player>|"This material body how it can become purified? Yes it can be, the example is just like you take an iron rod and put it in the fire and get it warm, it becomes warm, warm, warmer and at last it becomes red hot. At that time it is no longer iron rod, it is fire. You touch anywhere it will burn, similarly if you chant Hare Kṛṣṇa mantra regularly according to the principles then gradually the your whole body becomes spiritualised. Then it is apāpa-vidham no more sin. So you have to make your life completely pure then you will be admitted into the kingdom of God, back to Godhead, back to home."|Vanisource:720229 - Lecture Festival Gaura-Purnima - Mayapur|720229 - Lecture Festival Gaura-Purnima - Mayapur}}
</option>
<!--22--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/760204MW-MAYAPUR_ND_01.mp3</mp3player>|"The human being should understand that 'I am mūḍha, so I'll have to learn'. And the Vedas says, 'Then go to guru'. Tad-vijñānārthaṁ sa gurum evābhigacchet: (MU 1.2.12) 'You must go if you want to learn'. And if he remains mūḍha and speculates, then he remains mūḍha. He never gets the enlightenment. He remains continually... Mūḍhā janmani janmani mām aprāpyaiva ([[Vanisource:BG 16.20 (1972)|BG 16.20]]). He cannot get God. Life after life, he will go on like that, mūḍha."|Vanisource:760204 - Morning Walk - Mayapur|760204 - Morning Walk - Mayapur}}
</option>
<!--23--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/770216R1-MAYAPUR_ND_01.mp3</mp3player>|"So Kṛṣṇa's pastimes go on—this universe, that universe, that universe, that universe. In some universe He's present. In all universes present. That is called nitya-līlā. So those who are advanced, perfect devotees, first of all they are sent there and then, further trained up, they enter. Mām eti. Just like after passing the administration examination he's made one assistant of some magistrate, and then gradually he'll be promoted up to the high-court judge."|Vanisource:770216 - Conversation A - Mayapur|770216 - Conversation A - Mayapur}}
</option>
<!--24--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/690109BG-LOS_ANGELES_ND.mp3</mp3player>|"Outsider they will say, "What is this Kṛṣṇa consciousness? They are living in the nice house and they are eating very nicely, dancing, singing. What is the difference? We also do that. We go to the club and eat very nicely and dance also. What is the difference?" There is the difference. What is that difference? The one milk preparation causes disorder, another milk preparation cures. This is practical. Another milk preparation cures you. If you go on dancing in the club and eating in the club gradually you become diseased materially. And the same dancing and same eating here you become spiritually advanced. Nothing has to be stopped. Simply it has to be changed by the direction of an expert physician. That's all. The expert physician gives you yogurt mixed with some medicine. Actually medicine is just to bluff the patient. Actually the yogurt will act. So similarly we have to do everything but because it is mixed up with that medicine of Kṛṣṇa consciousness it will cure your material disease. That is the process."|Vanisource:690109 - Lecture BG 04.19-25 - Los Angeles|690109 - Lecture BG 04.19-25 - Los Angeles}}
</option>
<!--25--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/681113LE-LOS_ANGELES_ND_01.mp3</mp3player>|"Hari hari biphale janama goṅāinu: "My dear Lord, I have uselessly spoiled my life." Biphale means uselessly, and janama means birth, and goṅāinu means "I have passed." He's representating a common man, as every one of us is simply spoiling our life. They do not know that they are spoiling their life. They are thinking that "I've got very nice apartment, very nice car, very nice wife, very nice income, very nice social position." So many things. These are the material attraction."|Vanisource:681113 - Lecture - Los Angeles|681113 - Lecture - Los Angeles}}
</option>
<!--26--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/681110SB-LOS_ANGELES_ND_01.mp3</mp3player>|"Persons who are conditioned in the society, friendship and love, this is the attraction for material life. "Society, friendship and love," they think, "divinely bestowed upon man." But that, it is not divinely bestowed upon man. From spiritual point of view, it is the gift of māyā. Society, friendship and love is the gift of māyā, illusion. Actually, the society with which we associate, and friendship which we make here, and so-called love, how long? Now, supposing I am now in human society. How long I shall remain in human society? I am preparing for my next life, or the next society. I may be transferred to dog society. And I may transfer..., I may be transferred to god society. That will depend on my work."|Vanisource:681110 - Lecture SB 03.25.13 - Los Angeles|681110 - Lecture SB 03.25.13 - Los Angeles}}
</option>
<!--27--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/681125BG-LOS_ANGELES_ND_01.mp3</mp3player>|"So Kṛṣṇa is not lenient to His friend or to His devotee. Because that leniency will not help him. Will not help him. Sometimes He appears to be very hard for the devotee, but He's not hard. Just like father sometimes becomes very strict. That is good. That will be proved, how Kṛṣṇa's hardness will prove his salvation. At the end Arjuna will admit, "By Your mercy, my illusion is now over." So this sort of stricture by..., from God on the devotee is sometimes misunderstood. Because we are always accustomed to accept what is immediately very pleasing, but sometimes we'll find that we are not getting which is immediately very pleasing. But we should not be disappointed. We shall stick to Kṛṣṇa. That is Arjuna's position."|Vanisource:681125 - Lecture BG 02.01-10 - Los Angeles|681125 - Lecture BG 02.01-10 - Los Angeles}}
</option>
<!--28--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/690216BG-LOS_ANGELES_ND_02.mp3</mp3player>|"So here, in this Kṛṣṇa consciousness movement, it is directly simply on Kṛṣṇa. There is nothing... Therefore nobody is better meditator than these boys. They are simply concentrating on Kṛṣṇa. Their whole business is Kṛṣṇa. They're working in the garden, digging the earth: "Oh, there will be nice rose, we shall offer to Kṛṣṇa." Meditation. Practical meditation: "I shall grow rose and it will be offered to Kṛṣṇa." Even in the digging there is meditation. You see? They are preparing nice foodstuff, "Oh, it will be eaten by Kṛṣṇa." So in cooking there is meditation. You see? And what to speak of chanting and dancing. So they are meditating twenty-four hours in Kṛṣṇa. Perfect yogī. "|Vanisource:690216 - Lecture BG 06.13-15 - Los Angeles|690216 - Lecture BG 06.13-15 - Los Angeles}}
</option>
<!--29--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/690217BG-LOS_ANGELES_ND_01.mp3</mp3player>|"Somehow or other the finger is cut off, and it is falling on the ground; it has no value. My finger, when it is cut off and it is lying on the ground, it has no value. But, as soon as the finger is joined with this body, it has got millions and trillions of dollars' value. Invaluable. Similarly, we are now disconnected with God, or Kṛṣṇa, by this material condition. Forget... Not disconnected. Connection is there. God is supplying our all necessities. Just like a state prisoner is disconnected from the civil department; he has come to the criminal department. Actually not disconnected. The government is still taking care, but legally disconnected. Similarly, we are not disconnected. We cannot be disconnected, because there is no existence of anything without Kṛṣṇa. So how can I be disconnected? Disconnection is that by forgetting Kṛṣṇa, instead of engaging myself in Kṛṣṇa consciousness, I am engaged in so many nonsense consciousness. That is disconnection."|Vanisource:690217 - Lecture BG 06.16-24 - Los Angeles|690217 - Lecture BG 06.16-24 - Los Angeles}}
</option>
<!--30--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/680716R1-MONTREAL_ND_01.mp3</mp3player>|"Kṛṣṇa says that svakarmaṇā tam abhyarcya. You just try to worship the Supreme Lord by the result of your occupation. Because Kṛṣṇa requires everything. So if you are a potter, you supply pots. If you are florist, you supply flower. If you are carpenter, you work for temple. If you are washerman, then wash clothing of the temple. Temple is the center, Kṛṣṇa. And everyone gets chance to offer his service. Therefore temple worship is very nice. So this temple should be organized in such a way that we don't require any money. You give your service. That's all. You be engaged in your service. Don't change your service. But you try to serve the-temple means the Supreme Lord—by your occupational duty."|Vanisource:680716 - Conversation - Montreal|680716 - Conversation - Montreal}}
</option>
<!--31--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/680614BG-MONTREAL_ND_01.mp3</mp3player>|"Law of nature you cannot disobey. It will be enforced upon you. Just like law of nature, the winter season. You cannot change it. It will be enforced upon you. Law of nature, summer season, you cannot change it, anything. Laws of nature or laws of God, the sun is rising from the eastern side and setting on the western side. You cannot change it, anything. That you have to understand, how laws of nature is going on. That is Kṛṣṇa consciousness, to understand laws of nature. And as soon as speak of laws of nature, we must accept that there is a law maker. Laws of nature cannot develop automatically. There must be some authority on the background. Bhagavad-gītā therefore says in the Tenth Chapter that mayādhyakṣeṇa prakṛtiḥ sūyate sa-carācaram ([[Vanisource:BG 9.10 (1972)|BG 9.10]]): "Under My direction, superintendence, the material laws are working."|Vanisource:680614 - Lecture BG 04.08 - Montreal|680614 - Lecture BG 04.08 - Montreal}}
</option>
</option>
<!--32--><option>
{{Audiobox NDrops2 for Mainpages|Nectar Drops from Srila Prabhupada|<mp3player>https://s3.amazonaws.com/vanipedia/Nectar+Drops/680612SB-MONTREAL_ND_01.mp3</mp3player>|"So natural characteristic for every living entity is to serve. That is the natural characteristic. Every one of us who are sitting in this meeting, nobody can say that "I am not servant." Every one of us is a servant. You go up to the highest man, your prime minister, or USA, the president, everyone is servant. Nobody can claim that "I am not servant." So therefore, either you are a Christian or either you are a Hindu, either you are a Muhammadan, but you have to serve. It is not that because one is Christian or Hindu, he hasn't got to serve."|Vanisource:680612 - Lecture SB 07.06.01 - Montreal|680612 - Lecture SB 07.06.01 - Montreal}}
</option>
</option>
</choose>
</choose>
Line 103: Line 56:
  Random ND Box for '''Master Main Page with audio and Quotes'''
  Random ND Box for '''Master Main Page with audio and Quotes'''
  Place this code on a page:  
  Place this code on a page:  
  '''<nowiki>{{Master Main Page - Random Audio Clips from Srila Prabhupada}}</nowiki>'''
  '''<nowiki>{{OR/Oriya Main Page - Random Audio Clips from Srila Prabhupada}}</nowiki>'''
[[Category:Participating Languages - Templates]]
[[Category:Participating Languages - Templates]]
</noinclude>
</noinclude>

Latest revision as of 15:24, 26 July 2020


OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆଧୁନିକ ସଭ୍ୟତା ବ୍ୟବହାରିକ ରୂପରେ... ସେମାନେ ଆଡେଇ ଚାଲିଛନ୍ତି, ପ୍ରକୃତ କଷ୍ଟକୁ ଆଡେଇ ଚାଲିଛନ୍ତି । ସେମାନେ ଅସ୍ଥାୟୀ କଷ୍ଟ ସହ ଜଡିତ ହୋଇଛନ୍ତି । କିନ୍ତୁ ବୈଦିକ ବ୍ୟବସ୍ଥା ହେଉଛି ବୈଦିକ ଜ୍ଞାନ । ଏହା କଷ୍ଟକୁ ସମାପ୍ତ କରିବା ପାଇଁ ଉଦିଷ୍ଟ..., ପୁରାପୁରି, ପୁରାପୁରି କଷ୍ଟ ସମାପ୍ତ । ବୁଝି ପାରୁଛ? ଏଇ ମାନବ ଜୀବନ ସେଇଥି ପାଇଁ ଉଦିଷ୍ଟ, ସବୁ କଷ୍ଟର ସମାପ୍ତି । ଅବଶ୍ୟ, ଆମେ ମାନେ ଚେଷ୍ଟା କରୁଛେ, ସବୁ ପ୍ରକାର କଷ୍ଟକୁ ସମାପ୍ତ କରିବା ପାଇଁ । ଆମର ବ୍ୟବସାୟ, ଆମର ଜୀବିକା, ଆମର ଶିକ୍ଷା, ଆମ ଜ୍ଞାନର ଅଗ୍ରଗତି — ସବୁ କିଛି କଷ୍ଟକୁ ଅନ୍ତ କରିବା ନିମିତ୍ତ । କିନ୍ତୁ ସେହି କଷ୍ଟ କ୍ଷଣିକ, ଅଳ୍ପସ୍ଥାଇ । କିନ୍ତୁ କଷ୍ଟକୁ ସବୁଦିନ ପାଇଁ ଅନ୍ତ କରିବାକୁ ହେବ । କଷ୍ଟ... ଏହି ପ୍ରକାର ଜ୍ଞାନକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଏ ।"
660302 - ପ୍ରବଚନ BG 02.07-11 - ନିୟୁର୍କ



Random ND Box for Master Main Page with audio and Quotes
Place this code on a page: 
{{OR/Oriya Main Page - Random Audio Clips from Srila Prabhupada}}