OR/660219 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କେବଳ ଅର୍ଜୁନ ନୁହଁନ୍ତି, ଆମେ ସବୁ ଏହି ଭୌତିକ ଜଗତର ଅସ୍ତିତ୍ୱର କାରଣ ଯୋଗୁଁ, ସବୁବେଳେ ଚିନ୍ତିତ ରହୁଛୁ । ଅସତ ଗ୍ରହାତ ଅର୍ଥ ଏହି ଅଣ ଅସ୍ଥିତ୍ୱର ବାତାବରଣରେ ଆମ ଅସ୍ଥିତ୍ୱ ରହିବା । କିନ୍ତୁ ବାସ୍ତବରେ ଆମେ ଅସ୍ଥିତ୍ୱ ବିହୀନ ନୋହୁଁ । ଆମର ଅସ୍ଥିତ୍ୱ ଶାଶ୍ୱତ ଅଟେ, କିନ୍ତୁ କୌଣସି କାରଣ ଯୋଗୁଁ ଆମକୁ ଏହି ଅସତ କୁ ପଠା ଯାଇଅଛି । ଅସତର ଅର୍ଥ ଯାହାର ଅସ୍ଥିତ୍ୱ ନାହିଁ ।"
660219-20 - ପ୍ରବଚନ ଭଗବତ ଗୀତା ଉପକ୍ରମଣିକା - ନିୟୁର୍କ