OR/660520 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି
| OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
| "ବୈଦିକ ସାହିତ୍ୟ ବଦ୍ଧ ଜୀବର ମାର୍ଗଦର୍ଶନ ପାଇଁ ସୃଷ୍ଟି ହୋଇଛି। ଏହି ଭୌତିକ ଜଗତରେ ଥିବା ପ୍ରତ୍ୟେକ ଜୀବ ଭୌତିକ ପ୍ରକୃତିର ନିୟମ ଦ୍ୱାରା ଆବଦ୍ଧ ଅଟନ୍ତି। ଏବଂ ଏହା ଏକ ସୁଯୋଗ, ଏହି ସୃଷ୍ଟି, ଏବଂ ବିଶେଷକରି ଏହି ମାନବ ଶରୀର ପାଇଁ ଏକ ସୁଯୋଗ ଅଟେ। ଏହି ଭୌତିକ ବନ୍ଧନରୁ ମୁକ୍ତି ପାଇବା ନିମିତ୍ତ । ଏବଂ ବିଷ୍ଣୁଙ୍କ ସନ୍ତୁଷ୍ଟତା ପାଇଁ କାର୍ଯ୍ୟ କରି ଏହି ସୁଯୋଗ ଉନ୍ମୁକ୍ତ ହୋଇଥାଏ । " |
| 660520 - ପ୍ରବଚନ BG 03.08-13 - ନିୟୁର୍କ |