OR/660525b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଯେପର୍ଯ୍ୟନ୍ତ ଯଜ୍ଞର ବିଷୟ, ଆମେ ଏହି ଯଜ୍ଞ, ସଂକିର୍ତନ -ଯଜ୍ଞ କରିପାରିବା। ତାହା ଅତ୍ୟନ୍ତ କଷ୍ଟସାଧ୍ୟ ନୁହେଁ। ଘରେ, କିମ୍ବା ଏହି ସ୍ଥାନରେ ସମସ୍ତେ ... ତାହା କ’ଣ? ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ |
660525 - ପ୍ରବଚନ BG 03.16-17 - ନିୟୁର୍କ |