OR/661120 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଭୌତିକ ଆକାଶ ବଦ୍ଧ ଜୀବ ପାଇଁ ଉଦ୍ଦିଷ୍ଟ। ଜେଲ ଘର ପରି। ଏହି ଜେଲ ଘର କ’ଣ? ଜେଲ ଘର ହେଉଛି ରାଜ୍ୟର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ, ପାଚେରୀ, ସବୁ ପାର୍ଶ୍ୱ ପାଚେରୀ ଏବଂ ସଂରକ୍ଷିତ ଯାହା ଦ୍ଵାରା ବନ୍ଦୀମାନେ ବାହାରକୁ ନଆସନ୍ତି। ଏହାକୁ ଜେଲ କୁହାଯାଏ। କିନ୍ତୁ ଏହା ରାଜ୍ୟ ଭିତରେ, ସହର ଭିତରେ, ଏକ ଅମୂଳକ ଅଂଶ । ସେହିଭଳି, ଏହି ଭୌତିକ ଅଭିବ୍ୟକ୍ତି କେବଳ ଆଧ୍ୟାତ୍ମିକ ଆକାଶର ଏକ ଅମୂଳକ ଅଂଶ, ଏବଂ ଏହା ଆଚ୍ଛାଦିତ ହୋଇଛି ଯାହା ଦ୍ୱାରା ଆମେ ଆଧ୍ୟାତ୍ମିକ ଆକାଶକୁ ଯାଇ ପାରିବା ନାହିଁ
Vanisource:661120 - Lecture BG 08.22-27 - New York