OR/661204 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଭଗବାନ ଗତି ଅଟନ୍ତି। ଗତିର ଅର୍ଥ ହେଉଛି ଗନ୍ତବ୍ୟସ୍ଥଳ। ଆମର ଗନ୍ତବ୍ୟ ସ୍ଥଳ କ’ଣ ଆମେ ଜାଣି ନାହୁଁ। ଆମର ଅଜ୍ଞତା ହେତୁ, ଭ୍ରମାତ୍ମକ ଶକ୍ତି ଦ୍ୱାରା ଅତିଷ୍ଠ ହୋଇଯିବା ହେତୁ ଆମେ ଜୀବନର ଲକ୍ଷ୍ୟସ୍ଥଳ କ’ଣ ଜାଣି ନାହୁଁ। ନ ତେ ବିଦୁଃ ସ୍ଵାର୍ଥ-ଗତିଂ ହି ବିଷ୍ଣୁଂ ( SB 7.5.31)। ଲୋକମାନେ ସେମାନଙ୍କର ଜୀବନର ଲକ୍ଷ୍ୟ କ’ଣ ଜାଣନ୍ତି ନାହିଁ। ଜୀବନର ଲକ୍ଷ୍ୟ ହେଉଛି ପରମପୁରୁଷ ଭଗବାନଙ୍କ ସହିତ, ତାଙ୍କର ହଜିଯାଇଥିବା ସମ୍ପର୍କକୁ ପୁନଃ ସ୍ଥାପିତ କରିବା |
Vanisource:661204 - Lecture BG 09.18-19 - New York |