OR/670223 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ସେମାନେ କହିପାରିବେ କେଉଁ ଟ୍ରେନ୍ ବର୍ତ୍ତମାନ କେଉଁଠାରେ ଅଛି। ଟ୍ରେନ୍ ଚଳପ୍ରଚଳ ଅନୁଯାୟୀ ଆଲୋକ ମଧ୍ୟ ଗତି କରେ। ସେହିପରି ଭାବରେ, ଯଦି ଆପଣ ଉତ୍ପାଦନ କରିପାରିବେ, ଯଦି ଆପଣ ନିଜ ଶକ୍ତିକୁ ବିଭିନ୍ନ ଉପାୟରେ ଉଦ୍ଭାବନ କରିପାରିବେ, ଯେପରି ଆଧୁନିକ ଭୌତିକ ସଭ୍ୟତା ସେମାନେ ମେସିନ୍, ଇଲେକ୍ଟ୍ରୋନିକ୍ସ ଦ୍ଵାରା ଶକ୍ତିର ଭିନ୍ନ ଭିନ୍ନ ଆବିଷ୍କାର କରୁଛନ୍ତି, ଏବଂ ସେମାନେ ଗୋଟିଏ ସ୍ଥାନରୁ ପରିଚାଳନା କରୁଛନ୍ତି, ସମାନ ଭାବରେ, ଯଦି ଏହା ..., ବାସ୍ତୁଶାସ୍ତ୍ର ଅନୁସାରେ ଏହା ସମ୍ଭବ, ଆଧ୍ୟାତ୍ମିକରେ କାହିଁକି ନୁହେଁ? ଆଧ୍ୟାତ୍ମିକ ତଥାପି ସୂକ୍ଷ୍ମ ଅଟେ । "
670223 - ପ୍ରବଚନ CC Adi 07.113-17 - ସାନ୍ ଫ୍ରାନ୍ସିସ୍କୋ