OR/680727 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ତେଣୁ ପରମପୁରୁଷ ଭଗବାନ ମୁଖ୍ୟତ ବିଭାଜିତ ନୁହଁନ୍ତି, କିନ୍ତୁ ସେ ଛଅଟି ପ୍ରାଥମିକ ବୈଶିଷ୍ଟ୍ୟ ଅନୁଯାୟୀ ବୁଝା ଯାନ୍ତି। ପ୍ରାଥମିକ, ପ୍ରଥମ ବୈଶିଷ୍ଟ୍ୟ ହେଉଛି ଗୁରୁ, କାରଣ ଗୁରୁ ଦୀକ୍ଷା ଦିଅନ୍ତି ପରମପୁରୁଷ ଭଗବାନ ବୁଝିବା ନମିତ । ସେହି ବୈଶିଷ୍ଟ୍ୟ ଶ୍ରୀ ନିତ୍ୟାନନ୍ଦ ପ୍ରଭୁଙ୍କ ଦ୍ୱାରା ପ୍ରତିନିଧିତ୍ଵ ହୋଇଛି । ସେ ହେଉଛନ୍ତି ମୂଳ ଗୁରୁ ବୈଶିଷ୍ଟ୍ୟ, ଏବଂ ସେ ପ୍ରକାଶିତ ..., କୃଷ୍ଣଙ୍କର ପ୍ରଥମ ବିସ୍ତାର।" |
680727 - ପ୍ରବଚନ ଉଦ୍ଧୃତ - ମନ୍ତ୍ରେଆଲ |