OR/681115 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ ଚେତନା ମୁକ୍ତି ପରର ଏକ ପର୍ଯ୍ୟାୟ। ବ୍ରହ୍ମ-ଭୁତଃ । ବ୍ରହ୍ମ-ଭୁତଃର ଅର୍ଥ ହେଉଛି "ମୁଁ ବର୍ତ୍ତମାନ ସମସ୍ତ ଭୌତିକ ଚିନ୍ତାରୁ ମୁକ୍ତ ଅଟେ" । ଏହାକୁ ବ୍ରହ୍ମ-ଭୁତଃ ସ୍ଥର କୁହାଯାଏ। ଠିକ୍ ସେହିପରି ଜଣେ ବ୍ୟକ୍ତି ବର୍ଷ ବର୍ଷ ଧରି ଜେଲ ଜୀବନ ଭୋଗୁଛନ୍ତି, ଏବଂ ତାଙ୍କୁ ଯଦି ସ୍ୱାଧୀନତା ଦିଆଗଲା, "ବର୍ତ୍ତମାନ ତୁମେ ମୁକ୍ତ," ସେ କେତେ ଆନନ୍ଦ ଅନୁଭବ କରିବେ: "ଓଃ, ବର୍ତ୍ତମାନ ମୁଁ ମୁକ୍ତ ଅଟେ" । ତୁମେ ଦେଖୁଛ? ତେଣୁ ତାହା ହେଉଛି ବ୍ରହ୍ମ-ଭୁତଃ ସ୍ଥର । ପ୍ରସନ୍ନାତ୍ମା, ଆନନ୍ଦିତ, ତୁରନ୍ତ। ଆଉ ଆନନ୍ଦର ପ୍ରକୃତି କ’ଣ? ନ ଶୋଚତି । ବଡ କ୍ଷତିରେ ମଧ୍ୟ ବିଳାପ ନାହିଁ। ଏବଂ ବଡ ଲାଭରେ, ଆନନ୍ଦ ଉଲ୍ଲାସ ନାହିଁ କିମ୍ବା କୌଣସି ଲାଳସା ନାହିଁ । ଏହାକୁ ବ୍ରହ୍ମ-ଭୁତଃ ସ୍ଥର କୁହାଯାଏ ।"
681115 - ପ୍ରବଚନ - ଲସ ଆ଼ଞ୍ଜେଲ୍ସ