OR/681225 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ତେଣୁ ରାଜା କୁଳଶେଖର କୁହନ୍ତି ଯେ "ମୁଁ ସେହି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିପାରିବି ନାହିଁ ଯେତେବେଳେ ସବୁକିଛି ଉପର-ତଳ ହେବ । ବର୍ତ୍ତମାନ ମୋର ମନ ସୁସ୍ଥ ଅଛି । ମୋତେ ତୁମର ପାଦ ପଦ୍ମର ନାଡ଼ରେ ତୁରନ୍ତ ପ୍ରବେଶ କରିବାକୁ ଦିଅ" । ଏହାର ଅର୍ଥ ହେଉଛି ସେ ପ୍ରାର୍ଥନା କରୁଛନ୍ତି, "ମୋତେ ମୋ ଜୀବନର ସୁସ୍ଥ ଅବସ୍ଥାରେ ମରିବାକୁ ଦିଅ, ଯାହାଫଳରେ ମୁଁ ତୁମର ପାଦ ପଦ୍ମ ବିଷୟରେ ଭାବି ପାରିବି" । ଅନ୍ୟ ଅର୍ଥରେ, ସେ ଆମକୁ ଶିକ୍ଷା ଦେଉଛନ୍ତି ଯେ ଯଦି ଆମର ମନ ସୁସ୍ଥ ଥିବାବେଳେ କୃଷ୍ଣଙ୍କର ପଦ୍ମ ପାଦରେ ଆମର ମନ ଜଡିତ କରିବା ଅଭ୍ୟାସ କରୁନାହୁଁ, ମୃତ୍ୟୁ ସମୟରେ ତାଙ୍କ ବିଷୟରେ କିପରି ଭାବିବା ସମ୍ଭବ?" |
ପ୍ରବଚନ ରାଜା କୁଳଶେଖରଙ୍କ ପ୍ରାର୍ଥନା ଭାବାର୍ଥ - ଲସ ଆ଼ଞ୍ଜେଲ୍ସ |