OR/681228c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଚୈତନ୍ୟ ମହାପ୍ରଭୂ ତାଙ୍କ ଶିଷ୍ୟମାନଙ୍କୁ କୃଷ୍ଣ ଚେତନା ବିଜ୍ଞାନ ଉପରେ ପୁସ୍ତକ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ତାଙ୍କୁ ଅନୁସରଣ କରୁଥିବା ବ୍ୟକ୍ତିମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ଜାରି ରଖିଛନ୍ତି। ଚୈତନ୍ୟ ମହାପ୍ରଭୂଙ୍କ ଦ୍ଵାରା ଶିଖାଯାଇଥିବା ଦର୍ଶନ ଉପରେ ବର୍ଣ୍ଣନା ଏବଂ ପ୍ରକାଶନ, ଉତ୍ତରାଧିକାରର ଅବିସ୍ମରଣୀୟ ଶୃଙ୍ଖଳିତ ବ୍ୟବସ୍ଥା ହେତୁ, ଦୁନିଆର ଯେକୌଣସି ଧାର୍ମିକ ସଂସ୍କୃତି ଅପେକ୍ଷା, ବାସ୍ତବରେ ସବୁଠାରୁ ଅଧିକ, ସଠିକ୍ ଏବଂ ସ୍ଥିର ଅଟେ। । ତଥାପି ପ୍ରଭୁ ଚୈତନ୍ୟ ନିଜ ଯୁବାବସ୍ଥାରେ ଜଣେ ପଣ୍ଡିତ ଭାବରେ ବିଖ୍ୟାତ ହୋଇଥିଲେ, ଆମକୁ କେବଳ ଶିକ୍ଷାଷ୍ଟକ ନାମକ ଆଠଟି ପଦ ଛାଡି ଯାଇଛନ୍ତି ।"
ପ୍ରବଚନ ଶ୍ରୀ ଶ୍ରୀ ଶିକ୍ଷାଷ୍ଟକଂ ଭାବାର୍ଥ ଉଦ୍ଧୃତି - ଲସ ଆ଼ଞ୍ଜେଲ୍ସ