"ଆମର ପାପପୂର୍ଣ୍ଣ ଜୀବନର ଅର୍ଥ ହେଉଛି ଅଜ୍ଞତା, ଅଜ୍ଞତା ହେତୁ । ଠିକ୍ ଯେପରି ମୁଁ ଏହି ନିଆଁକୁ ସ୍ପର୍ଶ କରେ, ତାହା ଜଳିଯିବ। କେହି କେହି କହିପାରନ୍ତି ,"ଓଃ, ତୁମେ ଜଳି ଯାଇଛ। ତୁମେ ପାପୀ" । ଏହା ସାଧାରଣ ଜ୍ଞାନ। "ତୁମେ ଜଳି ଯାଇଛ । ତୁମେ ପାପୀ, ତେଣୁ ତୁମେ ଜଳି ଯାଇଛ" । ଅର୍ଥାତ୍, ଗୋଟିଏ ଅର୍ଥରେ, ଏହା ଠିକ୍ ଅଟେ। "ମୁଁ ପାପୀ" ଅର୍ଥାତ୍ ମୁଁ ଜାଣେ ନାହିଁ ଯେ ଯଦି ମୁଁ ଏହି ନିଆଁକୁ ଛୁଇଁବି, ତେବେ ମୁଁ ଜଳିଯିବି। ଏହି ଅଜ୍ଞତା ମୋର ପାପ। ପାପପୂର୍ଣ୍ଣ ଜୀବନ ଏହାର ଅର୍ଥ ହେଉଛି ଅଜ୍ଞତାର ଜୀବନ । ତେଣୁ, ଏହି ଚଉତିରିଶି ତମ ପଦରେ, "କେବଳ ସତ୍ୟ ଶିଖିବାକୁ ଚେଷ୍ଟା କର । ଅଜ୍ଞ ରୁହ ନାହିଁ । କେବଳ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ନିକଟକୁ ଯାଇ ସତ୍ୟ ଶିଖିବାକୁ ଚେଷ୍ଟା କର" । ଯଦି ଉପାୟ ଏବଂ ରାସ୍ତା ଅଛି ତେବେ ତୁମେ କାହିଁକି ଅଜ୍ଞାତରେ ରହିବ? ଏହା ମୋର ମୂର୍ଖତା। ତେଣୁ ମୁଁ ଯନ୍ତ୍ରଣା ଭୋଗୁଛି।"
|