OR/690208 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ ଚେତନା ଆନ୍ଦୋଳନ ଇନ୍ଦ୍ରିୟଗୁଡିକର ଶୂନ୍ୟ ହେବା ଉଚିତ୍ ନୁହେଁ। ଅନ୍ୟ ଦାର୍ଶନିକମାନେ, ସେମାନେ କୁହନ୍ତି ଯେ "ତୁମେ ଇଚ୍ଛା କରନାହଁ" । ଆମେ କହୁଛୁ ଯେ ଆମେ ନିର୍ବୋଧତା ଚାହୁଁ ନାହୁଁ, କିନ୍ତୁ ଆମେ କୃଷ୍ଣଙ୍କୁ ଇଚ୍ଛା କରୁଛୁ। ଇଚ୍ଛା ଶୁଦ୍ଧ ହେବା ମାତ୍ରେ, ମୁଁ କୃଷ୍ଣଙ୍କୁ ଇଚ୍ଛା କରିବି । ଯେତେବେଳେ ଜଣେ କେବଳ କୃଷ୍ଣଙ୍କୁ ଇଚ୍ଛା କରେ, ତାହା ହେଉଛି ତାଙ୍କର ସୁସ୍ଥ ଅବସ୍ଥା । ଏବଂ ଯଦି କେହି କୃଷ୍ଣଙ୍କ ବ୍ୟତୀତ ଅନ୍ୟ କିଛି ଇଚ୍ଛା କରନ୍ତି, ତେବେ ସେ ରୋଗଗ୍ରସ୍ତ ଅବସ୍ଥାରେ ବୋଲି ବୁଝିବାକୁ ହେବ । ତେଣୁ ରୋଗଗ୍ରସ୍ତ ଅବସ୍ଥା ଅର୍ଥାତ୍ ମାୟା ଦ୍ଵାରା ଦୂଷିତ ହୋଇଛି। ଏହା ବାହ୍ୟ ଅଟେ। ତେଣୁ ଆମର ଦର୍ଶନ, କୃଷ୍ଣ ଭାବନା ଆନ୍ଦୋଳନ ଇଚ୍ଛା ବନ୍ଦ କରିବା ନୁହେଁ ବରଂ ଇଚ୍ଛାକୁ ଶୁଦ୍ଧ କରିବା। ଏବଂ ତୁମେ କିପରି ଶୁଦ୍ଧ କରିପାରିବ? କୃଷ୍ଣ ଭାବନାମୃତ ଦ୍ୱାରା।"
690208 - ପ୍ରବଚନ BG 05.17-25 - ଲସ ଆ଼ଞ୍ଜେଲ୍ସ