OR/690211 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏଠାରେ ଭକ୍ତ କୁହନ୍ତି, 'ହଁ, ଇନ୍ଦ୍ରିୟଗୁଡିକ ସର୍ପ ସଦୃଶ, ବିପଜ୍ଜନକ, କିନ୍ତୁ ଚୈତନ୍ୟଙ୍କ ଦୟାରେ ଆମେ ବିଷ ଦାନ୍ତ ଭାଙ୍ଗି ପାରିବା'। ଏହା କିପରି ଅଟେ? ଯଦି ଆପଣ କ୍ରମାଗତ ଭାବରେ କୃଷ୍ଣଙ୍କ ସେବାରେ ନିଜ ଇନ୍ଦ୍ରିୟଗୁଡିକୁ ନିୟୋଜିତ କରନ୍ତି, ଓଃ, ବିଷ ଦାନ୍ତ ଭାଙ୍ଗିବ । ସବୁଠାରୁ ଭୟଙ୍କର ସର୍ପ ହେଉଛି ଏହି ଜିଭ। ଯଦି ତୁମେ କେବଳ କୃଷ୍ଣଙ୍କ ବିଷୟରେ କଥାବାର୍ତ୍ତା କର ଏବଂ ଯଦି ତୁମେ କେବଳ କୃଷ୍ଣ ପ୍ରସାଦ ଖାଉଛ, ଓଃ, ଜିଭର ବିଷାକ୍ତ ପ୍ରଭାବ ଭାଙ୍ଗିଯିବ । ତୁମେ ନିରର୍ଥକ କଥାବାର୍ତ୍ତା କରିବାର କିମ୍ବା ନିର୍ବୋଧ ଖାଇବା ସୁଯୋଗ ପାଇବ ନାହିଁ । ତା’ପରେ ତୁମର ଜୀବନ ତୁରନ୍ତ ପଚାଶ ପ୍ରତିଶତ ଉନ୍ନତ ହେବ ।"
690211 - ପ୍ରବଚନ Excerpt - ଲସ ଆ଼ଞ୍ଜେଲ୍ସ