OR/690425b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଯଦି ତୁମେ ଭକ୍ତିମୟ ସେବାକରି ନିଜ ମନରେ ଆନନ୍ଦିତ ନହୁଅ... ଏବଂ ପ୍ରସନ୍ନ। ପ୍ରସନ୍ନ ଅର୍ଥ ଆନନ୍ଦଦାୟକ ଅଟେ। ମନସ, ମନସ ଅର୍ଥ ମନ। ଯେତେବେଳେ ତୁମେ ଭକ୍ତି ସେବା କରି ନିଜ ମନରେ ସମ୍ପୂର୍ଣ୍ଣ ଆନନ୍ଦିତ ହୁଅ... ଏବଂ ପ୍ରସନ୍ନ-ମନସୋ ଭଗବଦ୍-ଭକ୍ତି-ୟୋଗତଃ । ଜଣେ କିପରି ଆନନ୍ଦିତ ହୋଇପାରିବ? କେବଳ କୃଷ୍ଣଭାବାନାମୃତକୁ କାର୍ଯ୍ୟକାରୀ କରି । ଅନ୍ୟଥା ନୁହେଁ। ଏହା ସମ୍ଭବ ନୁହେଁ ।" |
690425 - ପ୍ରବଚନ - ବୋଷ୍ଟୋନ୍ |