OR/690512c ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମର ସୁପାରିଶ ସରଳ, ହରେ କୃଷ୍ଣ ଜପ କରନ୍ତୁ। ଯେପର୍ଯ୍ୟନ୍ତ ସଂସ୍କୃତ ଶବ୍ଦ ହେଉଛି, ଏହାର କୌଣସି ଅସୁବିଧା ନୁହେଁ, ସମସ୍ତେ ଜପ କରୁଛନ୍ତି। ତେବେ ଅସୁବିଧା କ’ଣ? ଯେକୌଣସି ଧାର୍ମିକ ନୀତି ଆଣନ୍ତୁ। ଆପଣ ଏତେ ସହଜ ପାଇପାରିବେ ନାହିଁ। ଆମେ ରୀତିନୀତିବାଦୀ ପରାମର୍ଶ ଦେଉନାହୁଁ । ତାହା ହେଉଛି ... ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜିନିଷ ନୁହେଁ। ଆମେ ଦେଉଛୁ, କହୁଛୁ, କେବଳ ଜପ କର। ରୀତିନୀତି କାର୍ଯ୍ୟକଳାପ ଟିକିଏ ଅଧିକ ସାହାଯ୍ୟ କରୁଛି। କେବଳ ସେତିକି । ଏହା ସାହାଯ୍ୟ କରୁଛି । ଏହା ଆବଶ୍ୟକ ନୁହେଁ। ଚୈତନ୍ୟ ମହାପ୍ରଭୁ କୁହନ୍ତି, ସମସ୍ତ ସୌନ୍ଦର୍ଯ୍ୟ, ସମସ୍ତ ଜ୍ଞାନ, ଏଇ ନାମରେ ସବୁକିଛି ଅଛି । କେବଳ ଜପ କରି ଆମେ ସବୁକିଛି ପାଇଥାଉ, ସବୁକିଛି । କିନ୍ତୁ କେବଳ ଏହାକୁ ସାହାଯ୍ୟ କରିବାକୁ । ଏହା ନୁହେଁ ... ଯଦି କେହି ଆମର ରୀତିନୀତି ଚାହୁଁ ନାହାଁନ୍ତି, ତାହା ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ନୁହେଁ । ଆମେ କହୁ ନାହୁଁ। ଆମେ କେବଳ ପରାମର୍ଶ ଦେଉଛୁ 'ତୁମେ ଦୟାକରି ଜପ କର' ବୋଲି ।"
690512 - ବାର୍ତ୍ତାଳାପ with Allen Ginsberg - କଲମ୍ବସ୍