"ଧରାଯାଉ ତୁମେ କୋଡିଏ ବର୍ଷ ବୟସ ବୟସ୍କ । ଆଜି ୧୯ ମଇ, ଏବଂ ଅପରାହ୍ନ ୪ଟା ଥିଲା। ଏଥର ଅପରାହ୍ନ ୪ ଟା, ୧୯ମଇ, ୧୯୬୯ ଚାଲିଗଲା। ତୁମେ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ତୁମେ ଏହାକୁ ଫେରାଇ ପାରିବ ନାହିଁ। କେବଳ ବୁଝିବାକୁ ଚେଷ୍ଟା କର । ସେହିପରି ଭାବରେ, ତୁମର ଜୀବନର ପ୍ରତ୍ୟେକ କ୍ଷଣ ମଧ୍ୟ ବିନା ମୂଲ୍ୟରେ ନଷ୍ଟ ହେଉଛି, କେବଳ ଇଦ୍ରିୟ ସୁଖ-ଖାଇବା, ଶୋଇବା, ମିଳନ ଏବଂ ରକ୍ଷା କରିବା - ତେବେ ତୁମେ ତୁମର ଜୀବନର ମୂଲ୍ୟ ଜାଣି ନାହଁ । ଲକ୍ଷ ଲକ୍ଷ ଟଙ୍କା ଦେଇ ତୁମର ଜୀବନର ଏପରିକି ଏକ ମୁହୂର୍ତ୍ତ ତୁମେ ଫେରିପାଇବ ନାହିଁ । ତୁମର ଜୀବନ କେତେ ମୂଲ୍ୟବାନ ତାହା କେବଳ ବୁଝିବାକୁ ଚେଷ୍ଟା କର । ତେଣୁ, ଆମର କୃଷ୍ଣ ଭାବାନାମୃତ ଆନ୍ଦୋଳନ ହେଉଛି ଲୋକମାନଙ୍କୁ ଜଣାଇବା ଯେ ଜୀବନ କେତେ ମୂଲ୍ୟବାନ, ଏବଂ ସେହି ଉପାୟରେ ଏହାକୁ ବ୍ୟବହାର କର ।"
|