OR/700115b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏଠାରେ କୁହାଯାଇଛି ଯେ ଜଣେ ବ୍ୟକ୍ତି, ଅଳ୍ପ ସମୟ ପାଇଁ, ଯଦି ସେ କୃଷ୍ଣ ଭାବନାମୃତ, ସକୃତ, ମନଃ, ଯଦି ତାଙ୍କ ମନ କୌଣସି ଉପାୟରେ କୃଷ୍ଣଙ୍କର କମଳ ଚରଣରେ ଲାଗିଥାଏ, ତେବେ ଯମରାଜଙ୍କ ଗ୍ରହରେ ଦଣ୍ଡ କ’ଣ ସ୍ୱପ୍ନରେ ମଧ୍ୟ ସେ ଦେଖିବେ ନାହିଁ । ଏହାର ଅର୍ଥ ହେଉଛି ଜଣେ କୃଷ୍ଣ ଭାବନାମୃତ ବ୍ୟକ୍ତି ଯମାରଜା କିମ୍ବା ତାଙ୍କ ସେବକ କିମ୍ବା ତାଙ୍କ ଦୂତ ଦ୍ୱାରା ସ୍ପର୍ଶ ନହେବା ନିଶ୍ଚିତ ହୋଇଛି। "
700115 - ପ୍ରବଚନ SB 06.01.19 - ଲସ ଆ଼ଞ୍ଜେଲ୍ସ