OR/700427 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏଠାରେ ଏକ ସୁଯୋଗ ଅଛି ଯେ ତୁମେ କୃଷ୍ଣ ଭାବନାମୃତ ହୋଇପାରିବ ଏବଂ ତୁମର ଜୀବନର ସମସ୍ତ ସମସ୍ୟାର ସମାଧାନ କରିପାରିବ। ଯଦି ନୁହେଁ, ତେବେ ପୁନର୍ବାର ଜନ୍ମ ଏବଂ ମୃତ୍ୟୁ ଚକ୍ରକୁ ଯାଅ, ୮,୪୦୦,୦୦୦। ପୁନର୍ବାର ଫେରିବାକୁ ଅନେକ, ଲକ୍ଷ ଲକ୍ଷ ବର୍ଷ ଲାଗିବ। ଯେପରି ସୂର୍ଯ୍ୟକିରଣ ଦେଖିବ ଚବିଶ..., ବାର ଘଣ୍ଟା, ଚବିଶ ଘଣ୍ଟା ପରେ, ସକାଳେ । ସବୁକିଛି ଏକ ପ୍ରକ୍ରିୟା । ପ୍ରକ୍ରିୟା । ତେଣୁ ଯଦି ତୁମେ ନିଜକୁ ଉଚ୍ଚ କରିବାର ଏହି ସୁଯୋଗ ହରାଇବ, ତେବେ ପୁନର୍ବାର ତୁମେ ପ୍ରକ୍ରିୟାକୁ ଆସିବ । ପ୍ରକୃତିର ନିୟମ ବହୁତ ଶକ୍ତିଶାଳୀ । ଦୈବୀ ହ୍ୟେଷା ଗୁଣମୟୀ ( ଭ.ଗୀ. ୭.୧୪) । ତୁମେ ଯେତେ ଶୀଘ୍ର କୃଷ୍ଣଙ୍କ ନିକଟରେ ଆତ୍ମସମର୍ପଣ କର, ମାମେବ ୟେ ପ୍ରପଦ୍ୟନ୍ତେ ମାୟାମେତାଂ ତରନ୍ତି ତେ। ଏହିପରି ବ୍ୟକ୍ତି ଭୌତିକ ପ୍ରକୃତିର ଏହି ପ୍ରକ୍ରିୟାକୁ ଦୂର କରିବାରେ ସକ୍ଷମ ଅଟନ୍ତି। "
700427 - ପ୍ରବଚନ ISO Invocation - ଲସ ଆ଼ଞ୍ଜେଲ୍ସ