"ଏହା ଏକ ସତ୍ୟ ଯେ ସମଗ୍ର ମାନବ ସଭ୍ୟତା ପ୍ରତାରଣାକାରୀ ଏବଂ ପ୍ରତାରିତ ସମାଜ ଅଟେ। ତାହା କେବଳ । ଯେକୌଣସି କ୍ଷେତ୍ର। ମୟଇବ ବ୍ୟାବହାରିକେ ( ଭା. ୧୨.୨.୩)। ଏହି କଳିଯୁଗରେ ସମଗ୍ର ବିଶ୍ୱ: ମୟଇବ ବ୍ୟାବହାରିକେ । ବ୍ୟାବହାରିକେର ଅର୍ଥ ହେଉଛି ସାଧାରଣ କାରବାର, ସେଥିରେ ଠକେଇ ହେବ। ସାଧାରଣତଃ, ଠକେଇ ହେବ। ଦୈନିକ ବ୍ୟାପାର । ବହୁତ ବଡ଼ ଜିନିଷ ବିଷୟରେ କହିବାକୁ ନୁହେଁ। ସାଧାରଣ କାରବାରରେ, ଠକେଇ ହେବ । ତାହା ଭା ଗବତରେ ଦର୍ଶାଯାଇଛି, ମୟଇବ ବ୍ୟାବହାରିକେ । ତୁମେ ଯେତେ ଶୀଘ୍ର ଏହି ସ୍ଥିତିରୁ ବାହାରକୁ ଆସିବ ତାହା ଭଲ ଅଟେ। ତାହା ହେଉଛି କୃଷ୍ଣ ଭାବନାମୃତ । ତୁମେ ଯେତେ ଦିନ ବଞ୍ଚିବ, ତୁମେ କେବଳ ହରେ କୃଷ୍ଣ ଜପ କର ଏବଂ କୃଷ୍ଣଙ୍କ ଗୌରବ ପ୍ରଚାର କର, ଏବଂ କେବଳ ସେତିକି । ଅନ୍ୟଥା, ତୁମେ ଜାଣିବା ଉଚିତ ଯେ ଏହା ବିପଦପୂର୍ଣ୍ଣ ସ୍ଥାନ ଅଟେ। "
|