OR/710514 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ସିଡନି ରେ ତାଙ୍କ ଅମୃତ ବାଣୀ କହୁଛନ୍ତି
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ମାନବ ସମାଜକୁ ସେମାନଙ୍କ ଜୀବନର ସମସ୍ତ ସମସ୍ୟାର ସମାଧାନ ପାଇଁ ଏକ ସୁଯୋଗ ଦେବା। ସଭ୍ୟତାର ବର୍ତ୍ତମାନ ପରିପ୍ରେକ୍ଷୀରେ ସେମାନେ ଶାରୀରିକ ଆରାମ ପାଇଁ ଆଗ୍ରହୀ । ଆପଣ ଯାହା ବି ବୈଜ୍ଞାନିକ ଅଗ୍ରଗତି କରୁଛନ୍ତି, ଶରୀରକୁ ଅଧିକ ଆରାମ ଦେବା ପାଇଁ । ଦୁର୍ଭାଗ୍ୟବଶତ।, ଆମ ମଧ୍ୟରୁ କେହି ଶରୀର ନୁହଁନ୍ତି । ଆମେ ଆଧ୍ୟାତ୍ମିକ ଆତ୍ମା। " |
710514 - Interview - ସିଡନି |