OR/720224 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲିକତା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଆମେ ଭୌତିକ ପ୍ରକୃତିର ନିୟମ ଅଧୀନରେ ଅଛୁ ଏବଂ ଆମର କର୍ମ ଅନୁଯାୟୀ ଆମେ ବିଭିନ୍ନ ପ୍ରକାରର ଶରୀର ପ୍ରାପ୍ତ କରୁଛୁ ଏବଂ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ସ୍ଥାନାନ୍ତରିତ ହେଉଛୁ। ଏବଂ ତା’ପରେ ଥରେ ଜନ୍ମ ହେବା ପରେ ଆମେ କିଛି ସମୟ ବଞ୍ଚିବା, ଶରୀର ବଢାଇବା , ତା’ପରେ ଆମେ କିଛି ଉପ-ଦ୍ରବ୍ୟ ଉତ୍ପାଦନ କରୁ, ତା’ପରେ ଏହା, ଶରୀର, ହ୍ରାସ ହୁଏ, ଏବଂ ଶେଷରେ ଏହା ଅଦୃଶ୍ୟ ହୁଏ । ଏହା ଅଦୃଶ୍ୟ ହେବା ଅର୍ଥ ତୁମେ ଅନ୍ୟ ଶରୀରକୁ ଗ୍ରହଣ କର । ପୁନର୍ବାର ଶରୀର ବଢୁଛି, ଶରୀର ସ୍ଥିର ଅଛି, ଶରୀର ଉପ-ଦ୍ରବ୍ୟ ଉତ୍ପାଦନ କରୁଛି, ପୁନର୍ବାର ହ୍ରାସ ପାଉଛି ଏବଂ ପୁନର୍ବାର ଅଦୃଶ୍ୟ ହେଉଛି। ଏହା ଜାରି ରହିଛି। " |
720224 - ପ୍ରବଚନ - କଲିକତା |