OR/720503 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଟୋକିଓ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଯଦିଓ ଆମେ ତାଙ୍କ ଅତୀତର ଅଭିଜ୍ଞତା ହେତୁ ନୂତନ ଭକ୍ତଙ୍କ ନିକଟରେ କିଛି ଖରାପ ଆଚରଣ ପାଇଥାଉ, ତେଣୁ ଆମେ ତାଙ୍କୁ ଅଭକ୍ତ ଭାବରେ ଗ୍ରହଣ କରିବା ଉଚିତ୍ ନୁହେଁ |
[[ ସାଧୁରେବ ସ ମନ୍ତବ୍ୟଃ (ଭ.ଗୀ. ୯.୩୦) | ସେ ସାଧୁ - ଯଦି ସେ କୃଷ୍ଣ ଚେତନାରେ ଲାଗିଛନ୍ତି ]] |