OR/Prabhupada 0347 - ପ୍ରଥମେ ତୁମକୁ ଜନ୍ମ ହେବାକୁ ପଡିବ ଯେଉଁଠାରେ କୃଷ୍ଣ ବର୍ତ୍ତମାନ ଅଛନ୍ତି: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0347 - in all Languages Category:OR-Quotes - 1975 Category:OR-Quotes - Lec...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 6: | Line 6: | ||
[[Category:OR-Quotes - in Mexico]] | [[Category:OR-Quotes - in Mexico]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada | {{1080 videos navigation - All Languages|Oriya|OR/Prabhupada 0346 - ପ୍ରଚାର ବିନା, ତତ୍ତ୍ଵଜ୍ଞାନ ନ ବୁଝି, ତୁମେ ତୁମର ଶକ୍ତି ସୁରକ୍ଷିତ ରଖିପାରିବ ନାହିଁ|0346|OR/Prabhupada 0348 - ଯଦି ଜଣେ ପଚାଶ ବର୍ଷ ପର୍ଯ୍ୟନ୍ତ କେବଳ ହରେ କୃଷ୍ଣ ମନ୍ତ୍ର ଜପ କରେ, ସେ ନିଶ୍ଚିତରେ ପୂର୍ଣ୍ଣ ହୋଇଯିବ|0348}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 17: | Line 17: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|csKjatKQlHo|ପ୍ରଥମେ ତୁମକୁ ଜନ୍ମ ହେବାକୁ ପଡିବ ଯେଉଁଠାରେ କୃଷ୍ଣ ବର୍ତ୍ତମାନ ଅଛନ୍ତି <br/>- Prabhupāda 0347}} | ||
<!-- END VIDEO LINK --> | <!-- END VIDEO LINK --> | ||
Line 51: | Line 51: | ||
:ତତୋ ମାଂ ତତ୍ତ୍ଵତୋ ଜ୍ଞାତ୍ଵା | :ତତୋ ମାଂ ତତ୍ତ୍ଵତୋ ଜ୍ଞାତ୍ଵା | ||
:ବିଶତେ ତଦନନ୍ତରମ୍ | :ବିଶତେ ତଦନନ୍ତରମ୍ | ||
:([[Vanisource:BG 18.55|BG 18.55]]) | :([[Vanisource:BG 18.55 (1972)|BG 18.55]]) | ||
ଏହାକୁ ଖୋଜ, ଭକ୍ତ୍ୟା ମାମଭିଜାନାତି । | ଏହାକୁ ଖୋଜ, ଭକ୍ତ୍ୟା ମାମଭିଜାନାତି । | ||
Line 61: | Line 61: | ||
:ତତୋ ମାଂ ତତ୍ତ୍ଵତୋ ଜ୍ଞାତ୍ଵା | :ତତୋ ମାଂ ତତ୍ତ୍ଵତୋ ଜ୍ଞାତ୍ଵା | ||
:ବିଶତେ ତଦନନ୍ତରମ୍ | :ବିଶତେ ତଦନନ୍ତରମ୍ | ||
:([[Vanisource:BG 18.55|BG 18.55]]) | :([[Vanisource:BG 18.55 (1972)|BG 18.55]]) | ||
ପ୍ରଭୁପାଦ: କେହି ମଧ୍ୟ ଭକ୍ତ ନ ହୋଇ ଭଗବାନଙ୍କର ସାମ୍ରାଜ୍ୟରେ ପ୍ରବେଶ କରି ପାରିବେ ନାହିଁ । (ବିରାମ) ଭକ୍ତ ହେବାରେ କୌଣସି ଅସୁବିଧା ହି ନାହିଁ କାରଣ... ଭକ୍ତ ହେବା ପାଇଁ ଚାରୋଟି ନିୟମ । ଗୋଟିଏ କଥା ହେଉଛି ସର୍ବଦା କୃଷ୍ଣଙ୍କୁ ସ୍ମରଣ କରିବା । ମନ୍ମନା ଭବ ମଦ୍ ଭକ୍ତୋ । ସେ ହେଉଛି ଭକ୍ତ । କେବଳ କୃଷ୍ଣଙ୍କୁ ସ୍ମରଣ କର । ତାହା ହେଉଛି ହରେ କୃଷ୍ଣ । ଯେତେବେଳେ ତୁମେ ହରେ କୃଷ୍ଣ ମନ୍ତ୍ର ଜପ କରୁଛ, ତୁମେ କୃଷ୍ଣଙ୍କୁ ସ୍ମରଣ କରୁଛ । ତୁମେ ତୁରନ୍ତ ଭକ୍ତ ହୋଇଯିବ । ତେବେ ମନ୍ମନା ଭବ ହୋଇଯିବା ପରେ, ମଦଯାତୀ: "ତୁମେ ମୋତେ ପୂଜା କର," ମାଂ ନମସ୍କୁରୁ, ଏବଂ ଦଣ୍ଡବତ ପ୍ରଣାମ କର, " ଏହା ଭାରି ସରଳ । ଯଦି ତୁମେ କୃଷ୍ଣଙ୍କ ବିଷୟରେ ଭାବିବ ଏବଂ ଯଦି ତୁମେ ଦଣ୍ଡବତ ପ୍ରଣାମ କରିବ ଏବଂ ତୁମେ ଯଦି ତାଙ୍କୁ ପୂଜା କରିବ, ଏହି ତିନୋଟି ଜିନିଷ ତୁମକୁ ଭକ୍ତ କରି ଦେବ ଏବଂ ତୁମେ ଘରକୁ ଫେରିଯିବ, ଭଗବଦ୍ ଧାମକୁ । ଆମେ ଏହି କଥାଗୁଡ଼ିକୁ ଶିଖାଉ: ହରେ କୃଷ୍ଣ ମନ୍ତ୍ର ଜପ କର, ବିଗ୍ରହକୁ ଦଣ୍ଡବତ ପ୍ରଣାମ କର ଏବଂ ପୂଜା କର । ସମସ୍ତ କାମ ଶେଷ କର । | ପ୍ରଭୁପାଦ: କେହି ମଧ୍ୟ ଭକ୍ତ ନ ହୋଇ ଭଗବାନଙ୍କର ସାମ୍ରାଜ୍ୟରେ ପ୍ରବେଶ କରି ପାରିବେ ନାହିଁ । (ବିରାମ) ଭକ୍ତ ହେବାରେ କୌଣସି ଅସୁବିଧା ହି ନାହିଁ କାରଣ... ଭକ୍ତ ହେବା ପାଇଁ ଚାରୋଟି ନିୟମ । ଗୋଟିଏ କଥା ହେଉଛି ସର୍ବଦା କୃଷ୍ଣଙ୍କୁ ସ୍ମରଣ କରିବା । ମନ୍ମନା ଭବ ମଦ୍ ଭକ୍ତୋ । ସେ ହେଉଛି ଭକ୍ତ । କେବଳ କୃଷ୍ଣଙ୍କୁ ସ୍ମରଣ କର । ତାହା ହେଉଛି ହରେ କୃଷ୍ଣ । ଯେତେବେଳେ ତୁମେ ହରେ କୃଷ୍ଣ ମନ୍ତ୍ର ଜପ କରୁଛ, ତୁମେ କୃଷ୍ଣଙ୍କୁ ସ୍ମରଣ କରୁଛ । ତୁମେ ତୁରନ୍ତ ଭକ୍ତ ହୋଇଯିବ । ତେବେ ମନ୍ମନା ଭବ ହୋଇଯିବା ପରେ, ମଦଯାତୀ: "ତୁମେ ମୋତେ ପୂଜା କର," ମାଂ ନମସ୍କୁରୁ, ଏବଂ ଦଣ୍ଡବତ ପ୍ରଣାମ କର, " ଏହା ଭାରି ସରଳ । ଯଦି ତୁମେ କୃଷ୍ଣଙ୍କ ବିଷୟରେ ଭାବିବ ଏବଂ ଯଦି ତୁମେ ଦଣ୍ଡବତ ପ୍ରଣାମ କରିବ ଏବଂ ତୁମେ ଯଦି ତାଙ୍କୁ ପୂଜା କରିବ, ଏହି ତିନୋଟି ଜିନିଷ ତୁମକୁ ଭକ୍ତ କରି ଦେବ ଏବଂ ତୁମେ ଘରକୁ ଫେରିଯିବ, ଭଗବଦ୍ ଧାମକୁ । ଆମେ ଏହି କଥାଗୁଡ଼ିକୁ ଶିଖାଉ: ହରେ କୃଷ୍ଣ ମନ୍ତ୍ର ଜପ କର, ବିଗ୍ରହକୁ ଦଣ୍ଡବତ ପ୍ରଣାମ କର ଏବଂ ପୂଜା କର । ସମସ୍ତ କାମ ଶେଷ କର । |
Latest revision as of 22:40, 1 October 2020
Lecture on BG 2.14 -- Mexico, February 14, 1975
ହୃଦୟାନନ୍ଦ: ଯଦି ଆମେ ନିଜକୁ ପାପମୁକ୍ତ କରିକି ଆମେ ଅନୁଭବ କରିପାରିବା କି ପରମ ପୁରୁଷ ଭଗବାନଙ୍କର ସହ ଆମର ସମ୍ବନ୍ଧକୁ?
ପ୍ରଭୁପାଦ: ହଁ । ତାହା ହେଉଛି ପାପରୁ ମୁକ୍ତ ହେବାର ଉଦ୍ଦେଶ୍ୟ ।
ହୃଦୟାନନ୍ଦ: (ସ୍ପାନିଶରେ)
ହନୁମାନ: ପ୍ରଭୁପାଦ, ମୁଁ ଜାଣିବାକୁ ଚାହୁଁଛି, ଆଧ୍ୟାତ୍ମିକ ଜଗତରେ ଜନ୍ମ ନାହିଁ କି, ଆମେ ଆଧ୍ୟାତ୍ମିକ ଜଗତରେ କିପରି ପୁନଃ ପ୍ରବେଶ କରିପାରିବା?
ପ୍ରଭୁପାଦ:କ'ଣ? ଜନ୍ମ ଅର୍ଥ ପ୍ରଥମେ ତୁମକୁ ଜନ୍ମ ହେବାକୁ ପଡିବ ଯେଉଁଠାରେ କୃଷ୍ଣ ବର୍ତ୍ତମାନ ଅଛନ୍ତି । କୃଷ୍ଣ କୌଣସି ଏକ ବ୍ରହ୍ମାଣ୍ଡରେ ଉପସ୍ଥିତ ଅଛନ୍ତି । ଅସଂଖ୍ୟ ବ୍ରହ୍ମାଣ୍ଡ ଅଛି । ତେଣୁ ତୁମେ ତୁମର ଜନ୍ମ ପରବର୍ତ୍ତୀ ବ୍ରହ୍ମାଣ୍ଡରେ ନିଅ, ବା ଯେଉଁଠାରେ ବର୍ତ୍ତମାନ କୃଷ୍ଣ ଅଛନ୍ତି । ତେବେ ତୁମେ ପ୍ରଶିକ୍ଷିତ ହୋଇଯିବ । ଏବଂ ଯେତେବେଳେ ତୁମେ ପ୍ରଶିକ୍ଷିତ, ହୋଇଯିବ ତେବେ ତୁମେ ବ୍ୟକ୍ତିଗତ ଭାବରେ ବୈକୁଣ୍ଠ ଯାଇ ପାରିବ । ଜନ୍ମ ନାହିଁ, ହମ୍, ତାହା କ'ଣ?
ହୃଦୟାନନ୍ଦ: ଆଉ କିଛି ପ୍ରଶ୍ନ ଏବଂ ଉତ୍ତର?
ପ୍ରଭୁପାଦ: ଯଦି ତୁମେ ଚାହଁ, ମୁଁ କହି ଚାଲିବି ।
ହୃଦୟାନନ୍ଦ: ଅନ୍ୟ କୌଣସି ଉପାୟ ଅଛି କି ଭଗବାନଙ୍କ ପାଖକୁ ଯିବା ପାଇଁ । ଯଦି ଅନ୍ୟ ଉପାୟ ଅଛି ।
ପ୍ରଭୁପାଦ: ନାହିଁ । (ହାସ୍ୟ) କାରଣ ଏହା ଭଗବଦ୍ ଗୀତାରେ କୁହାଯାଇଛି,
- ଭକ୍ତ୍ୟା ମାମଭିଜାନାତି
- ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ
- ତତୋ ମାଂ ତତ୍ତ୍ଵତୋ ଜ୍ଞାତ୍ଵା
- ବିଶତେ ତଦନନ୍ତରମ୍
- (BG 18.55)
ଏହାକୁ ଖୋଜ, ଭକ୍ତ୍ୟା ମାମଭିଜାନାତି ।
ହୃଦୟାନନ୍ଦ:
- ଭକ୍ତ୍ୟା ମାମଭିଜାନାତି
- ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ
- ତତୋ ମାଂ ତତ୍ତ୍ଵତୋ ଜ୍ଞାତ୍ଵା
- ବିଶତେ ତଦନନ୍ତରମ୍
- (BG 18.55)
ପ୍ରଭୁପାଦ: କେହି ମଧ୍ୟ ଭକ୍ତ ନ ହୋଇ ଭଗବାନଙ୍କର ସାମ୍ରାଜ୍ୟରେ ପ୍ରବେଶ କରି ପାରିବେ ନାହିଁ । (ବିରାମ) ଭକ୍ତ ହେବାରେ କୌଣସି ଅସୁବିଧା ହି ନାହିଁ କାରଣ... ଭକ୍ତ ହେବା ପାଇଁ ଚାରୋଟି ନିୟମ । ଗୋଟିଏ କଥା ହେଉଛି ସର୍ବଦା କୃଷ୍ଣଙ୍କୁ ସ୍ମରଣ କରିବା । ମନ୍ମନା ଭବ ମଦ୍ ଭକ୍ତୋ । ସେ ହେଉଛି ଭକ୍ତ । କେବଳ କୃଷ୍ଣଙ୍କୁ ସ୍ମରଣ କର । ତାହା ହେଉଛି ହରେ କୃଷ୍ଣ । ଯେତେବେଳେ ତୁମେ ହରେ କୃଷ୍ଣ ମନ୍ତ୍ର ଜପ କରୁଛ, ତୁମେ କୃଷ୍ଣଙ୍କୁ ସ୍ମରଣ କରୁଛ । ତୁମେ ତୁରନ୍ତ ଭକ୍ତ ହୋଇଯିବ । ତେବେ ମନ୍ମନା ଭବ ହୋଇଯିବା ପରେ, ମଦଯାତୀ: "ତୁମେ ମୋତେ ପୂଜା କର," ମାଂ ନମସ୍କୁରୁ, ଏବଂ ଦଣ୍ଡବତ ପ୍ରଣାମ କର, " ଏହା ଭାରି ସରଳ । ଯଦି ତୁମେ କୃଷ୍ଣଙ୍କ ବିଷୟରେ ଭାବିବ ଏବଂ ଯଦି ତୁମେ ଦଣ୍ଡବତ ପ୍ରଣାମ କରିବ ଏବଂ ତୁମେ ଯଦି ତାଙ୍କୁ ପୂଜା କରିବ, ଏହି ତିନୋଟି ଜିନିଷ ତୁମକୁ ଭକ୍ତ କରି ଦେବ ଏବଂ ତୁମେ ଘରକୁ ଫେରିଯିବ, ଭଗବଦ୍ ଧାମକୁ । ଆମେ ଏହି କଥାଗୁଡ଼ିକୁ ଶିଖାଉ: ହରେ କୃଷ୍ଣ ମନ୍ତ୍ର ଜପ କର, ବିଗ୍ରହକୁ ଦଣ୍ଡବତ ପ୍ରଣାମ କର ଏବଂ ପୂଜା କର । ସମସ୍ତ କାମ ଶେଷ କର ।
ହୃଦାୟାନନ୍ଦ: (ସ୍ପେନିଶ)
ପ୍ରଭୁପାଦ: ତେବେ ସେମାନେ କାହିଁକି ଜ୍ଞାନ ପାଥରେ ଯାଉଛନ୍ତି? ଏଥିପାଇଁ ଏତେ ସାରା ଜ୍ଞାନ ଏବଂ ଏତେ ସାରା ବ୍ୟାକରଣର ଆବଶ୍ୟକତା ଅଛି, ଅତ୍ୟଧିକ ନାକ ଚିପିବା, ଏତେ ସାରା ଜିନିଷ । ତୁମେ ଏହି ସମସ୍ତ ଜିନିଷ ପରିହାର କର । କେବଳ ଏହି ତିନୋଟି ଜିନିଷ କର ତୁମେ ଭକ୍ତ ହୋଇଯିବ । କାହିଁକି ତୁମେ ସରଳ ଉପାୟ ଗ୍ରହଣ କରୁ ନାହଁ ଏବଂ ଘରକୁ ଫେରୁ ନାହଁ, ଭଗବଦ୍ ଧାମକୁ? ବହୁତ ବହୁତ ଧନ୍ୟବାଦ ।