OR/Prabhupada 0252 - ଆମେ ଭାବୁଛୁ ଯେ ଆମେ ସ୍ଵତନ୍ତ୍ର: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0252 - in all Languages Category:OR-Quotes - 1973 Category:OR-Quotes - Lec...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 6: | Line 6: | ||
[[Category:OR-Quotes - in United Kingdom]] | [[Category:OR-Quotes - in United Kingdom]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0251 - ଗୋପୀମାନେ ହେଉଛନ୍ତି କୃଷ୍ଣଙ୍କର ଶାଶ୍ଵତ ସହଯୋଗୀ|0251|OR/Prabhupada 0253 - ପ୍ରକୃତ ଖୁସୀ ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି|0253}} | {{1080 videos navigation - All Languages|Oriya|OR/Prabhupada 0251 - ଗୋପୀମାନେ ହେଉଛନ୍ତି କୃଷ୍ଣଙ୍କର ଶାଶ୍ଵତ ସହଯୋଗୀ|0251|OR/Prabhupada 0253 - ପ୍ରକୃତ ଖୁସୀ ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି|0253}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
Line 17: | Line 17: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|rmtfARPT4_c|ଆମେ ଭାବୁଛୁ ଯେ ଆମେ ସ୍ଵତନ୍ତ୍ର<br />- Prabhupāda 0252}} | ||
<!-- END VIDEO LINK --> | <!-- END VIDEO LINK --> | ||
Line 29: | Line 29: | ||
<!-- BEGIN TRANSLATED TEXT --> | <!-- BEGIN TRANSLATED TEXT --> | ||
ତେଣୁ ଏହି ସମସ୍ତ ଭୌତିକବାଦୀ ବ୍ୟକ୍ତିମାନେ, ସେମାନେ ଏତେ ମୂର୍ଖ, ଦୁର୍ଜନ, ବଦମାଶ, ସେମାନେ ଏହି ଭୌତିକ କାର୍ଯ୍ୟକଳାପ ବୃଦ୍ଧି କରୁଛନ୍ତି । ସେମାନେ ଭାବୁଛନ୍ତି ସେମାନେ ଖୁସୀ ହୋଇଯିବେ ଏହି ଭୌତିକ କାର୍ଯ୍ୟକଳାପକୁ ବୃଦ୍ଧିକରି । ନା । ତାହା ସମ୍ଭବ ନୁହେଁ । ଦୁରାଶାୟ ଯେ...ଏବଂ ସେମାନଙ୍କର ନେତା... ଅନ୍ଧ ଯଥାନ୍ଧେର ଉପନୀୟମାନାସ ତେ ଅପୀଶ-ତନ୍ତ୍ରଯମ ଉରୁ-ଧାମନି ବଦ୍ଦଃ ([[Vanisource:SB 7.5.31|SB 7.5.31]]) । ଆମେ ସମସ୍ତେ ଅତି ଜୋରରେ ବନ୍ଧା ହୋଇଛୁ, ହାତ ଏବଂ ଗୋଡ଼, ଏବଂ ଆମେ ଭାବୁଛୁ ଆମେ ମୁକ୍ତ, ସ୍ଵତନ୍ତ୍ର । ଭୌତିକ ପ୍ରକୃତିର ନିୟମ ଅନୁସାରେ...,ତଥାପି, ଆମେ ଭାବୁଛୁ ଯେ ଆମେ ସ୍ଵତନ୍ତ୍ର । ବୈଜ୍ଞାନିକମାନେ ଭଗବାନଙ୍କୁ ପରିହାର କରିବା ପାଇଁ ଚେଷ୍ଟା କରୁଛନ୍ତି, ବିଜ୍ଞାନ ଦ୍ଵାରା ସ୍ଵତନ୍ତ୍ର । ତାହା ସମ୍ଭବ ନୁହେଁ । ଆମେ ଭୌତିକ ପ୍ରକୃତିର ହାତ ମୁଠାରେ ଅଛୁ । ଭୌତିକ ପ୍ରକୃତି ଅର୍ଥାତ୍ କୃଷ୍ଣଙ୍କର ଶକ୍ତି । ମାୟାଧ୍ୟକ୍ଷେଣ ପ୍ରକୃତିଃ ସୂୟତେ ସଚରାଚରମ୍ ([[Vanisource:BG 9.10|BG 9.10]]) । ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବେଶଃ ([[Vanisource:BG 3.27|BG 3.27]]) । ତେଣୁ ଆମେ ସର୍ବଦା ଅର୍ଜୁନଙ୍କ ପରି ଦ୍ଵନ୍ଦରେ ରହୁଛୁ, କ'ଣ କରିବା, କ'ଣ ନ କରିବା । କିନ୍ତୁ ଯଦି ଆମେ ଏହି ସିଦ୍ଧାନ୍ତ ସ୍ଵୀକାର କରିବା, ଯେ "ଆମେ କୃଷ୍ଣଙ୍କ ପାଇଁ କରିବା ଉଚିତ୍..." ତେବେ କୃଷ୍ଣଙ୍କ ଠାରୁ ନିର୍ଦ୍ଦେଶ ନିଅ ଏବଂ କୃଷ୍ଣଙ୍କର ପ୍ରତିନିଧିଙ୍କ ଠାରୁ ନିର୍ଦ୍ଦେଶ ନିଅ ଏବଂ ତୁମେ ଏହା କର; ତାପରେ କର୍ମ ବନ୍ଧନଃ ରହିବ ନାହିଁ । କର୍ମାଣି ନିର୍ଦହତି କିନ୍ତୁ ଚ ଭକ୍ତି ଭାଜମ (Bs 5.54) । ଅନ୍ୟଥା, ଆମେ ପ୍ରତ୍ୟେକ କର୍ମର ପ୍ରତିକ୍ରିୟା ଦ୍ଵାରା ବନ୍ଧା ହୋଇ ରହିବା । ଆମେ ବାହାରି ପାରିବା ନାହିଁ । ତେଣୁ ଏହି ଦ୍ଵନ୍ଦ, "ମୁଁ ଯୁଦ୍ଧ କରିବି କି ନାହିଁ," ତାହା କୁହାଯାଇଛି ଯେ "ହଁ ତୁମେ କୃଷ୍ଣଙ୍କ ପାଇଁ ଯୁଦ୍ଧ କରିବା ଉଚିତ୍ । ତେବେ ଏହା ଠିକ୍ ଅଛି ।" କାମଃ କୃଷ୍ଣ-କର୍ମାପନେ । ଯେପରି ହନୁମାନ । ସେ ଭଗବାନ ରାମଚନ୍ଦ୍ରଙ୍କ ପାଇଁ ଯୁଦ୍ଧ କରିଥିଲେ । ସେ ନିଜ ପାଇଁ ଯୁଦ୍ଧ କରି ନ ଥିଲେ । ସେହିପରି, ଅର୍ଜୁନ ମଧ୍ୟ, ତାଙ୍କର ପତାକା କପି-ଧ୍ଵଜ ଥିଲା, ତାଙ୍କର ପତାକା ହନୁମାନଙ୍କର ଛବିରେ ଚିହ୍ନିତ ହୋଇଥିଲା । ସେ ତାହା ଜାଣିଥିଲେ । ତେଣୁ ହନୁମାନ, ଏକ ମହାନ ଯୋଦ୍ଧା, ରାବଣ ସହିତ ଯୁଦ୍ଧ କରିଥିଲେ, ନିଜର ହିତ ପାଇଁ ନୁହେଁ । ଅର୍ଥ ଥିଲା କି କିପରି ରାବଣ ହାତରୁ ସୀତାଙ୍କୁ ଉଦ୍ଧାର କରିବେ, ସମ୍ପୂର୍ଣ୍ଣ ପରିବାରକୁ ମାରି, ଏବଂ ବାହାର କରି ତାଙ୍କୁ ରାମଚନ୍ଦ୍ରଙ୍କର ପାଖରେ ବସେଇବେ । ଏହା ହନୁମାନଙ୍କର, ଭକ୍ତମାନଙ୍କର ନୀତି । ଏବଂ ରାବଣର ନୀତି ହେଉଛି "ସୀତାଙ୍କୁ ରାମଙ୍କ ଠାରୁ ଦୂରକୁ ନେଇଯିବା ଏବଂ ଉପଭୋଗ କରିବା ।" ଏହା ହେଉଛି ରାବଣର ନୀତି । ଏବଂ ହନୁମାନଙ୍କର ନୀତି ହେଉଛି: "ରାବଣ ହାତରୁ ସୀତାଙ୍କୁ ବାହାର କରିବା ଏବଂ ତାଙ୍କୁ ରାମଚନ୍ଦ୍ରଙ୍କର ପାଖରେ ବସେଇବା ।" ସେହି ସୀତା । ସୀତା ଅର୍ଥାତ୍ ଲକ୍ଷ୍ମୀ । ତେଣୁ ଲକ୍ଷ୍ମୀ ଅର୍ଥାତ୍ ନାରାୟଣଙ୍କର ସମ୍ପତ୍ତି, ଭଗବାନଙ୍କର ସମ୍ପତ୍ତି । | ତେଣୁ ଏହି ସମସ୍ତ ଭୌତିକବାଦୀ ବ୍ୟକ୍ତିମାନେ, ସେମାନେ ଏତେ ମୂର୍ଖ, ଦୁର୍ଜନ, ବଦମାଶ, ସେମାନେ ଏହି ଭୌତିକ କାର୍ଯ୍ୟକଳାପ ବୃଦ୍ଧି କରୁଛନ୍ତି । ସେମାନେ ଭାବୁଛନ୍ତି ସେମାନେ ଖୁସୀ ହୋଇଯିବେ ଏହି ଭୌତିକ କାର୍ଯ୍ୟକଳାପକୁ ବୃଦ୍ଧିକରି । ନା । ତାହା ସମ୍ଭବ ନୁହେଁ । ଦୁରାଶାୟ ଯେ...ଏବଂ ସେମାନଙ୍କର ନେତା... ଅନ୍ଧ ଯଥାନ୍ଧେର ଉପନୀୟମାନାସ ତେ ଅପୀଶ-ତନ୍ତ୍ରଯମ ଉରୁ-ଧାମନି ବଦ୍ଦଃ ([[Vanisource:SB 7.5.31|SB 7.5.31]]) । ଆମେ ସମସ୍ତେ ଅତି ଜୋରରେ ବନ୍ଧା ହୋଇଛୁ, ହାତ ଏବଂ ଗୋଡ଼, ଏବଂ ଆମେ ଭାବୁଛୁ ଆମେ ମୁକ୍ତ, ସ୍ଵତନ୍ତ୍ର । ଭୌତିକ ପ୍ରକୃତିର ନିୟମ ଅନୁସାରେ...,ତଥାପି, ଆମେ ଭାବୁଛୁ ଯେ ଆମେ ସ୍ଵତନ୍ତ୍ର । ବୈଜ୍ଞାନିକମାନେ ଭଗବାନଙ୍କୁ ପରିହାର କରିବା ପାଇଁ ଚେଷ୍ଟା କରୁଛନ୍ତି, ବିଜ୍ଞାନ ଦ୍ଵାରା ସ୍ଵତନ୍ତ୍ର । ତାହା ସମ୍ଭବ ନୁହେଁ । ଆମେ ଭୌତିକ ପ୍ରକୃତିର ହାତ ମୁଠାରେ ଅଛୁ । ଭୌତିକ ପ୍ରକୃତି ଅର୍ଥାତ୍ କୃଷ୍ଣଙ୍କର ଶକ୍ତି । ମାୟାଧ୍ୟକ୍ଷେଣ ପ୍ରକୃତିଃ ସୂୟତେ ସଚରାଚରମ୍ ([[Vanisource:BG 9.10 (1972)|BG 9.10]]) । ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବେଶଃ ([[Vanisource:BG 3.27 (1972)|BG 3.27]]) । ତେଣୁ ଆମେ ସର୍ବଦା ଅର୍ଜୁନଙ୍କ ପରି ଦ୍ଵନ୍ଦରେ ରହୁଛୁ, କ'ଣ କରିବା, କ'ଣ ନ କରିବା । କିନ୍ତୁ ଯଦି ଆମେ ଏହି ସିଦ୍ଧାନ୍ତ ସ୍ଵୀକାର କରିବା, ଯେ "ଆମେ କୃଷ୍ଣଙ୍କ ପାଇଁ କରିବା ଉଚିତ୍..." ତେବେ କୃଷ୍ଣଙ୍କ ଠାରୁ ନିର୍ଦ୍ଦେଶ ନିଅ ଏବଂ କୃଷ୍ଣଙ୍କର ପ୍ରତିନିଧିଙ୍କ ଠାରୁ ନିର୍ଦ୍ଦେଶ ନିଅ ଏବଂ ତୁମେ ଏହା କର; ତାପରେ କର୍ମ ବନ୍ଧନଃ ରହିବ ନାହିଁ । କର୍ମାଣି ନିର୍ଦହତି କିନ୍ତୁ ଚ ଭକ୍ତି ଭାଜମ (Bs 5.54) । ଅନ୍ୟଥା, ଆମେ ପ୍ରତ୍ୟେକ କର୍ମର ପ୍ରତିକ୍ରିୟା ଦ୍ଵାରା ବନ୍ଧା ହୋଇ ରହିବା । ଆମେ ବାହାରି ପାରିବା ନାହିଁ । ତେଣୁ ଏହି ଦ୍ଵନ୍ଦ, "ମୁଁ ଯୁଦ୍ଧ କରିବି କି ନାହିଁ," ତାହା କୁହାଯାଇଛି ଯେ "ହଁ ତୁମେ କୃଷ୍ଣଙ୍କ ପାଇଁ ଯୁଦ୍ଧ କରିବା ଉଚିତ୍ । ତେବେ ଏହା ଠିକ୍ ଅଛି ।" କାମଃ କୃଷ୍ଣ-କର୍ମାପନେ । ଯେପରି ହନୁମାନ । ସେ ଭଗବାନ ରାମଚନ୍ଦ୍ରଙ୍କ ପାଇଁ ଯୁଦ୍ଧ କରିଥିଲେ । ସେ ନିଜ ପାଇଁ ଯୁଦ୍ଧ କରି ନ ଥିଲେ । ସେହିପରି, ଅର୍ଜୁନ ମଧ୍ୟ, ତାଙ୍କର ପତାକା କପି-ଧ୍ଵଜ ଥିଲା, ତାଙ୍କର ପତାକା ହନୁମାନଙ୍କର ଛବିରେ ଚିହ୍ନିତ ହୋଇଥିଲା । ସେ ତାହା ଜାଣିଥିଲେ । ତେଣୁ ହନୁମାନ, ଏକ ମହାନ ଯୋଦ୍ଧା, ରାବଣ ସହିତ ଯୁଦ୍ଧ କରିଥିଲେ, ନିଜର ହିତ ପାଇଁ ନୁହେଁ । ଅର୍ଥ ଥିଲା କି କିପରି ରାବଣ ହାତରୁ ସୀତାଙ୍କୁ ଉଦ୍ଧାର କରିବେ, ସମ୍ପୂର୍ଣ୍ଣ ପରିବାରକୁ ମାରି, ଏବଂ ବାହାର କରି ତାଙ୍କୁ ରାମଚନ୍ଦ୍ରଙ୍କର ପାଖରେ ବସେଇବେ । ଏହା ହନୁମାନଙ୍କର, ଭକ୍ତମାନଙ୍କର ନୀତି । ଏବଂ ରାବଣର ନୀତି ହେଉଛି "ସୀତାଙ୍କୁ ରାମଙ୍କ ଠାରୁ ଦୂରକୁ ନେଇଯିବା ଏବଂ ଉପଭୋଗ କରିବା ।" ଏହା ହେଉଛି ରାବଣର ନୀତି । ଏବଂ ହନୁମାନଙ୍କର ନୀତି ହେଉଛି: "ରାବଣ ହାତରୁ ସୀତାଙ୍କୁ ବାହାର କରିବା ଏବଂ ତାଙ୍କୁ ରାମଚନ୍ଦ୍ରଙ୍କର ପାଖରେ ବସେଇବା ।" ସେହି ସୀତା । ସୀତା ଅର୍ଥାତ୍ ଲକ୍ଷ୍ମୀ । ତେଣୁ ଲକ୍ଷ୍ମୀ ଅର୍ଥାତ୍ ନାରାୟଣଙ୍କର ସମ୍ପତ୍ତି, ଭଗବାନଙ୍କର ସମ୍ପତ୍ତି । | ||
ତେଣୁ ଆମକୁ ଏହି ନୀତି ଶିଖିବା ଉଚିତ୍ ଯେ ଏହି ସମସ୍ତ ଭୌତିକବାଦୀ ବ୍ୟକ୍ତି, ରାବଣମାନେ, ସେମାନେ ଭଗବାନଙ୍କର ସମ୍ପତ୍ତି ଉପଭୋଗ କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଯେ କୌଣସି ଭାବରେ...ଆବଶ୍ୟ ଆମେ ରାବଣ ଶ୍ରେଣିର ଲୋକମାନଙ୍କ ସହିତ ଯୁଦ୍ଧ କରି ପାରିବା ନାହିଁ । ତାହା ହେଉଛି...ଆମେମାନେ ଶକ୍ତିଶାଳୀ ନାହୁଁ । ସେଥିପାଇଁ ଆମେମାନେ ଭିକାରୀ ହେବାର ନୀତି ସ୍ୱୀକାର କରିଛୁ: "ମହାଶୟ, ଅାପଣ ଭାରୀ ଭଲ ବ୍ୟକ୍ତି । ଦୟାକରି ଆମକୁ କିଛି ଦିଅଁନ୍ତୁ । ଆମକୁ କିଛି ଦିଅଁନ୍ତୁ । କାରଣ ତୁମେ ଭଗବାନଙ୍କର ସମ୍ପତ୍ତି ରଖି ନିଜର ଜୀବନ ଖରାପ କରୁଛ, ତୁମେ ନର୍କକୁ ଯିବ । ତେଣୁ ଯେ କୌଣସି ଭାବରେ, ଯଦି ତୁମେ ଏକ ସଦସ୍ୟ ହୋଇଯାଅ, ତେବେ ତୁମେ ସୁରକ୍ଷିତ ହୋଇଯିବ । ତୁମେ ସୁରକ୍ଷିତ ହୋଇଯିବ । " ତାହା ହେଉଛି ଆମର ନୀତି । ଆମେ ଭିକାରୀ ନାହୁଁ । କିନ୍ତୁ ଏହା ହେଉଛି ଆମର ନୀତି । ବର୍ତ୍ତମାନ ଆମେ ରାବଣ ସହିତ ଯୁଦ୍ଧ କରିବା ପାଇଁ ଏତେ ଶକ୍ତିଶାଳୀ ନାହୁଁ; ଅନ୍ୟଥା ଆମେ ଯୁଦ୍ଧ କରି ସମସ୍ତ ଟଙ୍କା ନେଇଯାଇ ଥାନ୍ତୁ । କିନ୍ତୁ ତାହା ସମ୍ଭବ ନୁହେଁ । ଆମେ ଏତେ ଶକ୍ତିଶାଳୀ ନାହୁଁ । ସେଥିପାଇଁ ଆମେ ଭିକାରୀର ନୀତି ସ୍ଵୀକାର କରିଛୁ । ବହୁତ ବହୁତ ଧନ୍ୟବାଦ । | ତେଣୁ ଆମକୁ ଏହି ନୀତି ଶିଖିବା ଉଚିତ୍ ଯେ ଏହି ସମସ୍ତ ଭୌତିକବାଦୀ ବ୍ୟକ୍ତି, ରାବଣମାନେ, ସେମାନେ ଭଗବାନଙ୍କର ସମ୍ପତ୍ତି ଉପଭୋଗ କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଯେ କୌଣସି ଭାବରେ...ଆବଶ୍ୟ ଆମେ ରାବଣ ଶ୍ରେଣିର ଲୋକମାନଙ୍କ ସହିତ ଯୁଦ୍ଧ କରି ପାରିବା ନାହିଁ । ତାହା ହେଉଛି...ଆମେମାନେ ଶକ୍ତିଶାଳୀ ନାହୁଁ । ସେଥିପାଇଁ ଆମେମାନେ ଭିକାରୀ ହେବାର ନୀତି ସ୍ୱୀକାର କରିଛୁ: "ମହାଶୟ, ଅାପଣ ଭାରୀ ଭଲ ବ୍ୟକ୍ତି । ଦୟାକରି ଆମକୁ କିଛି ଦିଅଁନ୍ତୁ । ଆମକୁ କିଛି ଦିଅଁନ୍ତୁ । କାରଣ ତୁମେ ଭଗବାନଙ୍କର ସମ୍ପତ୍ତି ରଖି ନିଜର ଜୀବନ ଖରାପ କରୁଛ, ତୁମେ ନର୍କକୁ ଯିବ । ତେଣୁ ଯେ କୌଣସି ଭାବରେ, ଯଦି ତୁମେ ଏକ ସଦସ୍ୟ ହୋଇଯାଅ, ତେବେ ତୁମେ ସୁରକ୍ଷିତ ହୋଇଯିବ । ତୁମେ ସୁରକ୍ଷିତ ହୋଇଯିବ । " ତାହା ହେଉଛି ଆମର ନୀତି । ଆମେ ଭିକାରୀ ନାହୁଁ । କିନ୍ତୁ ଏହା ହେଉଛି ଆମର ନୀତି । ବର୍ତ୍ତମାନ ଆମେ ରାବଣ ସହିତ ଯୁଦ୍ଧ କରିବା ପାଇଁ ଏତେ ଶକ୍ତିଶାଳୀ ନାହୁଁ; ଅନ୍ୟଥା ଆମେ ଯୁଦ୍ଧ କରି ସମସ୍ତ ଟଙ୍କା ନେଇଯାଇ ଥାନ୍ତୁ । କିନ୍ତୁ ତାହା ସମ୍ଭବ ନୁହେଁ । ଆମେ ଏତେ ଶକ୍ତିଶାଳୀ ନାହୁଁ । ସେଥିପାଇଁ ଆମେ ଭିକାରୀର ନୀତି ସ୍ଵୀକାର କରିଛୁ । ବହୁତ ବହୁତ ଧନ୍ୟବାଦ । | ||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 22:40, 1 October 2020
Lecture on BG 2.6 -- London, August 6, 1973
ତେଣୁ ଏହି ସମସ୍ତ ଭୌତିକବାଦୀ ବ୍ୟକ୍ତିମାନେ, ସେମାନେ ଏତେ ମୂର୍ଖ, ଦୁର୍ଜନ, ବଦମାଶ, ସେମାନେ ଏହି ଭୌତିକ କାର୍ଯ୍ୟକଳାପ ବୃଦ୍ଧି କରୁଛନ୍ତି । ସେମାନେ ଭାବୁଛନ୍ତି ସେମାନେ ଖୁସୀ ହୋଇଯିବେ ଏହି ଭୌତିକ କାର୍ଯ୍ୟକଳାପକୁ ବୃଦ୍ଧିକରି । ନା । ତାହା ସମ୍ଭବ ନୁହେଁ । ଦୁରାଶାୟ ଯେ...ଏବଂ ସେମାନଙ୍କର ନେତା... ଅନ୍ଧ ଯଥାନ୍ଧେର ଉପନୀୟମାନାସ ତେ ଅପୀଶ-ତନ୍ତ୍ରଯମ ଉରୁ-ଧାମନି ବଦ୍ଦଃ (SB 7.5.31) । ଆମେ ସମସ୍ତେ ଅତି ଜୋରରେ ବନ୍ଧା ହୋଇଛୁ, ହାତ ଏବଂ ଗୋଡ଼, ଏବଂ ଆମେ ଭାବୁଛୁ ଆମେ ମୁକ୍ତ, ସ୍ଵତନ୍ତ୍ର । ଭୌତିକ ପ୍ରକୃତିର ନିୟମ ଅନୁସାରେ...,ତଥାପି, ଆମେ ଭାବୁଛୁ ଯେ ଆମେ ସ୍ଵତନ୍ତ୍ର । ବୈଜ୍ଞାନିକମାନେ ଭଗବାନଙ୍କୁ ପରିହାର କରିବା ପାଇଁ ଚେଷ୍ଟା କରୁଛନ୍ତି, ବିଜ୍ଞାନ ଦ୍ଵାରା ସ୍ଵତନ୍ତ୍ର । ତାହା ସମ୍ଭବ ନୁହେଁ । ଆମେ ଭୌତିକ ପ୍ରକୃତିର ହାତ ମୁଠାରେ ଅଛୁ । ଭୌତିକ ପ୍ରକୃତି ଅର୍ଥାତ୍ କୃଷ୍ଣଙ୍କର ଶକ୍ତି । ମାୟାଧ୍ୟକ୍ଷେଣ ପ୍ରକୃତିଃ ସୂୟତେ ସଚରାଚରମ୍ (BG 9.10) । ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବେଶଃ (BG 3.27) । ତେଣୁ ଆମେ ସର୍ବଦା ଅର୍ଜୁନଙ୍କ ପରି ଦ୍ଵନ୍ଦରେ ରହୁଛୁ, କ'ଣ କରିବା, କ'ଣ ନ କରିବା । କିନ୍ତୁ ଯଦି ଆମେ ଏହି ସିଦ୍ଧାନ୍ତ ସ୍ଵୀକାର କରିବା, ଯେ "ଆମେ କୃଷ୍ଣଙ୍କ ପାଇଁ କରିବା ଉଚିତ୍..." ତେବେ କୃଷ୍ଣଙ୍କ ଠାରୁ ନିର୍ଦ୍ଦେଶ ନିଅ ଏବଂ କୃଷ୍ଣଙ୍କର ପ୍ରତିନିଧିଙ୍କ ଠାରୁ ନିର୍ଦ୍ଦେଶ ନିଅ ଏବଂ ତୁମେ ଏହା କର; ତାପରେ କର୍ମ ବନ୍ଧନଃ ରହିବ ନାହିଁ । କର୍ମାଣି ନିର୍ଦହତି କିନ୍ତୁ ଚ ଭକ୍ତି ଭାଜମ (Bs 5.54) । ଅନ୍ୟଥା, ଆମେ ପ୍ରତ୍ୟେକ କର୍ମର ପ୍ରତିକ୍ରିୟା ଦ୍ଵାରା ବନ୍ଧା ହୋଇ ରହିବା । ଆମେ ବାହାରି ପାରିବା ନାହିଁ । ତେଣୁ ଏହି ଦ୍ଵନ୍ଦ, "ମୁଁ ଯୁଦ୍ଧ କରିବି କି ନାହିଁ," ତାହା କୁହାଯାଇଛି ଯେ "ହଁ ତୁମେ କୃଷ୍ଣଙ୍କ ପାଇଁ ଯୁଦ୍ଧ କରିବା ଉଚିତ୍ । ତେବେ ଏହା ଠିକ୍ ଅଛି ।" କାମଃ କୃଷ୍ଣ-କର୍ମାପନେ । ଯେପରି ହନୁମାନ । ସେ ଭଗବାନ ରାମଚନ୍ଦ୍ରଙ୍କ ପାଇଁ ଯୁଦ୍ଧ କରିଥିଲେ । ସେ ନିଜ ପାଇଁ ଯୁଦ୍ଧ କରି ନ ଥିଲେ । ସେହିପରି, ଅର୍ଜୁନ ମଧ୍ୟ, ତାଙ୍କର ପତାକା କପି-ଧ୍ଵଜ ଥିଲା, ତାଙ୍କର ପତାକା ହନୁମାନଙ୍କର ଛବିରେ ଚିହ୍ନିତ ହୋଇଥିଲା । ସେ ତାହା ଜାଣିଥିଲେ । ତେଣୁ ହନୁମାନ, ଏକ ମହାନ ଯୋଦ୍ଧା, ରାବଣ ସହିତ ଯୁଦ୍ଧ କରିଥିଲେ, ନିଜର ହିତ ପାଇଁ ନୁହେଁ । ଅର୍ଥ ଥିଲା କି କିପରି ରାବଣ ହାତରୁ ସୀତାଙ୍କୁ ଉଦ୍ଧାର କରିବେ, ସମ୍ପୂର୍ଣ୍ଣ ପରିବାରକୁ ମାରି, ଏବଂ ବାହାର କରି ତାଙ୍କୁ ରାମଚନ୍ଦ୍ରଙ୍କର ପାଖରେ ବସେଇବେ । ଏହା ହନୁମାନଙ୍କର, ଭକ୍ତମାନଙ୍କର ନୀତି । ଏବଂ ରାବଣର ନୀତି ହେଉଛି "ସୀତାଙ୍କୁ ରାମଙ୍କ ଠାରୁ ଦୂରକୁ ନେଇଯିବା ଏବଂ ଉପଭୋଗ କରିବା ।" ଏହା ହେଉଛି ରାବଣର ନୀତି । ଏବଂ ହନୁମାନଙ୍କର ନୀତି ହେଉଛି: "ରାବଣ ହାତରୁ ସୀତାଙ୍କୁ ବାହାର କରିବା ଏବଂ ତାଙ୍କୁ ରାମଚନ୍ଦ୍ରଙ୍କର ପାଖରେ ବସେଇବା ।" ସେହି ସୀତା । ସୀତା ଅର୍ଥାତ୍ ଲକ୍ଷ୍ମୀ । ତେଣୁ ଲକ୍ଷ୍ମୀ ଅର୍ଥାତ୍ ନାରାୟଣଙ୍କର ସମ୍ପତ୍ତି, ଭଗବାନଙ୍କର ସମ୍ପତ୍ତି ।
ତେଣୁ ଆମକୁ ଏହି ନୀତି ଶିଖିବା ଉଚିତ୍ ଯେ ଏହି ସମସ୍ତ ଭୌତିକବାଦୀ ବ୍ୟକ୍ତି, ରାବଣମାନେ, ସେମାନେ ଭଗବାନଙ୍କର ସମ୍ପତ୍ତି ଉପଭୋଗ କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଯେ କୌଣସି ଭାବରେ...ଆବଶ୍ୟ ଆମେ ରାବଣ ଶ୍ରେଣିର ଲୋକମାନଙ୍କ ସହିତ ଯୁଦ୍ଧ କରି ପାରିବା ନାହିଁ । ତାହା ହେଉଛି...ଆମେମାନେ ଶକ୍ତିଶାଳୀ ନାହୁଁ । ସେଥିପାଇଁ ଆମେମାନେ ଭିକାରୀ ହେବାର ନୀତି ସ୍ୱୀକାର କରିଛୁ: "ମହାଶୟ, ଅାପଣ ଭାରୀ ଭଲ ବ୍ୟକ୍ତି । ଦୟାକରି ଆମକୁ କିଛି ଦିଅଁନ୍ତୁ । ଆମକୁ କିଛି ଦିଅଁନ୍ତୁ । କାରଣ ତୁମେ ଭଗବାନଙ୍କର ସମ୍ପତ୍ତି ରଖି ନିଜର ଜୀବନ ଖରାପ କରୁଛ, ତୁମେ ନର୍କକୁ ଯିବ । ତେଣୁ ଯେ କୌଣସି ଭାବରେ, ଯଦି ତୁମେ ଏକ ସଦସ୍ୟ ହୋଇଯାଅ, ତେବେ ତୁମେ ସୁରକ୍ଷିତ ହୋଇଯିବ । ତୁମେ ସୁରକ୍ଷିତ ହୋଇଯିବ । " ତାହା ହେଉଛି ଆମର ନୀତି । ଆମେ ଭିକାରୀ ନାହୁଁ । କିନ୍ତୁ ଏହା ହେଉଛି ଆମର ନୀତି । ବର୍ତ୍ତମାନ ଆମେ ରାବଣ ସହିତ ଯୁଦ୍ଧ କରିବା ପାଇଁ ଏତେ ଶକ୍ତିଶାଳୀ ନାହୁଁ; ଅନ୍ୟଥା ଆମେ ଯୁଦ୍ଧ କରି ସମସ୍ତ ଟଙ୍କା ନେଇଯାଇ ଥାନ୍ତୁ । କିନ୍ତୁ ତାହା ସମ୍ଭବ ନୁହେଁ । ଆମେ ଏତେ ଶକ୍ତିଶାଳୀ ନାହୁଁ । ସେଥିପାଇଁ ଆମେ ଭିକାରୀର ନୀତି ସ୍ଵୀକାର କରିଛୁ । ବହୁତ ବହୁତ ଧନ୍ୟବାଦ ।