OR/Prabhupada 0250 - କୃଷ୍ଣଙ୍କ ପାଇଁ କାମ କର, ଭଗବାନଙ୍କ ପାଇଁ କାମ କର, ନିଜର ବ୍ୟକ୍ତିଗତ ହିତ ପାଇଁ ନୁହେଁ: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0250 - in all Languages Category:OR-Quotes - 1973 Category:OR-Quotes - Lec...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") Tags: mobile edit mobile web edit |
||
Line 6: | Line 6: | ||
[[Category:OR-Quotes - in United Kingdom]] | [[Category:OR-Quotes - in United Kingdom]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0249 - ପ୍ରଶ୍ନ ଉଠିଥିଲା ଯେ ଯୁଦ୍ଧ କାହିଁକି ହେଉଛି?|0249|OR/Prabhupada 0251 - ଗୋପୀମାନେ ହେଉଛନ୍ତି କୃଷ୍ଣଙ୍କର ଶାଶ୍ଵତ ସହଯୋଗୀ|0251}} | {{1080 videos navigation - All Languages|Oriya|OR/Prabhupada 0249 - ପ୍ରଶ୍ନ ଉଠିଥିଲା ଯେ ଯୁଦ୍ଧ କାହିଁକି ହେଉଛି?|0249|OR/Prabhupada 0251 - ଗୋପୀମାନେ ହେଉଛନ୍ତି କୃଷ୍ଣଙ୍କର ଶାଶ୍ଵତ ସହଯୋଗୀ|0251}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
Line 17: | Line 17: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|niuNUjq0bOY|କୃଷ୍ଣଙ୍କ ପାଇଁ କାମ କର, ଭଗବାନଙ୍କ ପାଇଁ କାମ କର, ନିଜର ବ୍ୟକ୍ତିଗତ ହିତ ପାଇଁ ନୁହେଁ<br />- Prabhupāda 0250}} | ||
<!-- END VIDEO LINK --> | <!-- END VIDEO LINK --> | ||
Line 29: | Line 29: | ||
<!-- BEGIN TRANSLATED TEXT --> | <!-- BEGIN TRANSLATED TEXT --> | ||
ତେବେ ଯୁଦ୍ଧ କରିବାର ଏହି ସମସ୍ୟା...ଆମକୁ ଏହା ବୁଝିବାକୁ ହେବ ଯେ ଯୁଦ୍ଧ କରିବାର ଉତ୍ସାହ ସମସ୍ତଙ୍କ ଠାରେ ଅଛି । ତୁମେ ଏହାକୁ ଅଟକାଇ ପାରିବ ନାହିଁ । ଆମେ କହୁ ନାହୁଁ ବନ୍ଦ କର । ମାୟାବାଦୀ ତତ୍ତ୍ଵଜ୍ଞାନ କୁହଁନ୍ତି ଯେ "ତୁମେ ଏହି ସବୁ କଥା ବନ୍ଦ କର," କିନ୍ତୁ ତାହା ସମ୍ଭବ ନୁହେଁ । ତୁମେ ବନ୍ଦ କରି ପାରିବ ନାହିଁ । କାରଣ ତୁମେ ଜୀବ, ତୁମର ଏହି ସମସ୍ତ ପ୍ରବୃତି ଅଛି । କିପରି ତୁମେ ଏହା ବନ୍ଦ କରିପାରିବ? କିନ୍ତୁ ଏହାକୁ ଉପଯୁକ୍ତ ଭାବରେ ଉପଯୋଗ କରିବା ଉଚିତ୍ । ବାସ ସେତିକି । ତୁମର ଲଢିବାର ପ୍ରବୃତ୍ତି ଅଛି । ତାକୁ ତୁମେ କିପରି ଉପଯୋଗ କରିବ? ହଁ । ନରୋତ୍ତମ ଦାସ ଠାକୁର ସୁପାରିଶ କରିଛନ୍ତି, କ୍ରୋଧ ଭକ୍ତ ଦ୍ଵେଶି ଜଣେ: "ଯେଉଁମାନେ ଭଗବାନ କିମ୍ଵା ଭକ୍ତଙ୍କ ପ୍ରତି ଇର୍ଷା ଭାବ ପ୍ରକାଶ କରନ୍ତି, ତୁମେ ତୁମର କ୍ରୋଧକୁ ସେମାନଙ୍କ ଉପରେ ବିନିଯୋଗ କରିପାରିବ ।" ତୁମେ ତାକୁ ବିନିଯୋଗ କରିପାରିବ । ତୁମେ କ୍ରୋଧକୁ ଛାଡିପାରିବ ନାହିଁ । ଆମର ପେଶା ହେଉଛି ବିନିଯୋଗ କରିବା । ତାହା ହେଉଛି କୃଷ୍ଣ ଚେତନା । ସବୁଜିନିଷକୁ ବିନିଯୋଗ କରିବା କଥା । ଆମେ କହୁନୁ ଯେ "ତୁମେ ତାହା ଛାଡିଦିଅ, ଏହା ଛାଡିଦିଅ ।" ନା । ତୁମେ...କୃଷ୍ଣ କହୁଛନ୍ତି, ଯତ୍କରୋଷି, ଯଜ୍ଜୁହୋଷି, ଯଦଶ୍ନାସି, ଯତ୍ତପସ୍ୟସି କୁରୁଷ୍ଵ ତଦ୍ ମଦର୍ପଣମ୍ ([[Vanisource:BG 9.27|BG 9.27]]) । ଯତ୍କରୋଷି । କୃଷ୍ଣ କହୁନାହାଁନ୍ତି ଯେ "ତୁମେ ଏହା କର, ତୁମେ ତାହା କର ।" କୃଷ୍ଣ କହୁଛନ୍ତି, "ଯାହାକିଛି ତୁମେ କରୁଛ, କିନ୍ତୁ ତା ପରିଣାମ ମୋ ପାଖକୁ ଆସିବା ଦରକାର ।" ତେଣୁ ଏଠାରେ ଅର୍ଜୁନଙ୍କ ପରିସ୍ଥିତି ହେଉଛି ଯେ ସେ ନିଜ ପାଇଁ ଯୁଦ୍ଧ କରିବେ କି ନାହିଁ, କିନ୍ତୁ ସେ ନିଜ ହିସାବରେ ହିଁ ଭାବୁଛନ୍ତି । ସେ କହୁଛନ୍ତି, ତେ ଽବସ୍ଥିତାଃ ପ୍ରମୁଖେ ଧାର୍ତରାଷ୍ଟ୍ରାଃ, ଯାନେବ ହତ୍ଵା ନ ଜିଜୀବିଷାମସ୍:([[Vanisource:BG 2.6|BG 2.6]]) "ସେମାନେ ହେଉଛନ୍ତି ମୋର ଭାଈ, ବନ୍ଧୁଗଣ । ଯଦି ସେମାନେ ମରିଯିବେ... ଆମେ ମରିବାକୁ ଚାହୁଁନାହୁଁ । ସେମାନେ ଆମ ସମୁଖରେ ଅଛନ୍ତି । ମୋତେ ତଙ୍କୁ ହତ୍ୟା କରିବାକୁ ହେବ?" ତେଣୁ ଏବେ ମଧ୍ୟ ସେ ନିଜ ସନ୍ତୁଷ୍ଟି ପାଇଁ ଭାବୁଛନ୍ତି । ସେ ପୃଷ୍ଠଭୂମି ତିଆରି କରୁଛନ୍ତ- କିପରି ଭୌତିକବାଦୀ ଲୋକମାନେ, ସେମାନେ ନିଜର ସନ୍ତୁଷ୍ଟି ପାଇଁ ଚିନ୍ତା କରନ୍ତି । ତେଣୁ ତାହାକୁ ତ୍ୟାଗ କରିବା ଉଚିତ୍ । ନିଜର ସନ୍ତୁଷ୍ଟି ପାଇଁ ନୁହେଁ, କୃଷ୍ଣଙ୍କ ସନ୍ତୁଷ୍ଟି ପାଇଁ । ତାହା ହେଉଛି କୃଷ୍ଣ ଚେତନା । ତୁମେ ଯାହା କିଛି କର, ସେଥିରେ କିଛି ସମସ୍ୟା ନାହିଁ । ତୁମେ ତାହାକୁ ପରୀକ୍ଷା କରିବା ଉଚିତ୍, ଯେ ତୁମେ ଏହା କୃଷ୍ଣଙ୍କ ପାଇଁ କରୁଛ । ତାହା ହେଉଛି ତୁମର ନିପୁଣତା । କେବଳ ନିପୁଣତା ନୁହେଁ, ତାହା ହେଉଛି ତୁମ ଜୀବନର ଲକ୍ଷର ନିପୁଣତା । ଏହି ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ସେଥିପାଇଁ । କାରଣ ମନୁଷ୍ୟରୁ ନିମ୍ନତର ଜୀବ, ପଶୁମାନଙ୍କ ଜୀବନ, ସେମାନେ ପ୍ରଶିକ୍ଷିତ, ଇନ୍ଦ୍ରିୟତୃପ୍ତିର ନିପୁଣତାରେ, ନିଜର ସନ୍ତୁଷ୍ଟିରେ । ସେମାନଙ୍କର ସେମିତି କିଛି ଭାବନା ନାହିଁ ଯେ "ଅନ୍ୟ ପଶୁମାନେ ମଧ୍ୟ..." ଯେତେବେଳେ କିଛି ଖାଦ୍ୟ ପଦାର୍ଥ ମିଳିବ, ଏକ କୁକୁର, ସେ ଭାବିବ "ମୁଁ କେମିତି ତାକୁ ପାଇବି?" ସେ କେବେ ମଧ୍ୟ ଚିନ୍ତା କରିବନାହିଁ ଅନ୍ୟ କୁକୁରମାନେ ଆକୁ କିପରି ପାଇବେ । ଏହା ପଶୁ ପ୍ରବୃତି ନୁହେଁ । ପଶୁ ପ୍ରବୃତି ମାନେ ନିଜର ସନ୍ତୁଷ୍ଟି । ସେଥିରେ, "ମୋ ସାଙ୍ଗ ମୋର ପରିବାରମାନଙ୍କ ପାଇଁ" କୌଣସି ପ୍ରଶ୍ନ ନାହିଁ । ଆଉ, ସେମାନେ ନିଜ ଛୁଆଙ୍କୁ ମଧ୍ୟ ଭାଗ ଦିଅନ୍ତି ନାହିଁ । ତୁମେ ତାହା ଦେଖିଥାଇ ପାର । ଯଦି କିଛି ଖାଦ୍ୟ ପଦାର୍ଥ ଅଛି, କୁକୁର ଏବଂ ତାର ଛୁଆ, ସମସ୍ତେ ନିଜ ଭାଗକୁ ପାଇବା ପାଇଁ ଚେଷ୍ଟା କରନ୍ତି । ସେମାନେ ପଶୁ । ତେଣୁ ଯେତେବେଳେ ଏହି ପ୍ରବୃତିକୁ କୃଷ୍ଣଙ୍କ ପାଇଁ ବଦଳାଇବା, ତାହା ହେଉଛି ମନୁଷ୍ୟ ଜୀବନ । ତାହା ହେଉଛି ପଶୁ ଆଚରଣର ପାର୍ଥକ୍ୟ । ଏବଂ ତାହା ଅତ୍ୟନ୍ତ କଷ୍ଟକର ମଧ୍ୟ । ସେଥିପାଇଁ ସମ୍ପୂର୍ଣ୍ଣ ଶିକ୍ଷା ଅଛି, ଭଗବଦ୍ ଗୀତାରେ, କିପରି ଲୋକମାନଙ୍କୁ ଶିକ୍ଷା ଦେବ, "କୃଷ୍ଣଙ୍କ ପାଇଁ କାମ କର, ଭଗବାନଙ୍କ ପାଇଁ କାମ କର, ନିଜର ବ୍ୟକ୍ତିଗତ ହିତ ପାଇଁ ନୁହେଁ । ନ ହେଲେ ତୁମେ ଫଶିଯିବ ।" ଯଜ୍ଞାର୍ଥାତ୍କର୍ମଣୋଽନ୍ୟତ୍ର ଲୋକୋଽୟଂ କର୍ମ ବନ୍ଧନଃ ([[Vanisource:BG 3.9|BG 3.9]]) । ଯାହାକିଛି ତୁମେ କରୁଛ, ଏହା କିଛି ପ୍ରତିକ୍ରିୟା ଉତ୍ପାଦନ କରିବ, ଏବଂ ତୁମକୁ ସେହି ପ୍ରତିକ୍ରିୟାରୁ ଆନନ୍ଦ କିମ୍ଵା କଷ୍ଟ ହେବ । ଯାହା କିଛି ତୁମେ କର । କିନ୍ତୁ ତୁମେ ଯଦି କୃଷ୍ଣଙ୍କ ପାଇଁ କରିବ, ତେବେ ଆଉ ପ୍ରତିକ୍ରିୟା ରହିବ ନାହିଁ । ତାହା ହେଉଛି ତୁମର ସ୍ଵତନ୍ତ୍ରତା । ଯୋଗଃ କର୍ମସୁ କୌଶଲମ୍ ([[Vanisource:BG 2.50|BG 2.50]]) । ତାହା ଭଗବଦ୍ ଗୀତାରେ କୁହାଯାଇଛି । ଯୋଗ, ଯେତେବେଳେ ତୁମେ କୃଷ୍ଣଙ୍କର ସସ୍ପର୍ଶରେ ଆସିବ, ତାହା ହେଉଛି ସଫଳତାର ରହସ୍ୟ । ଏବଂ ଏହି ଭୌତିକ ଦୁନିଆ, କାମକରିବା...ଅନ୍ୟଥା, ଯାହା କିଛି ତୁମେ କରୁଛ, ଯାହା କିଛି କାମ ତୁମେ କରୁଛ, ଏହା କିଛି ପ୍ରତିକ୍ରିୟା ଉତ୍ପାନ କରିବ ଏବଂ ତୁମକୁ ଆନନ୍ଦ କିମ୍ଵା କଷ୍ଟ ହେବ । | ତେବେ ଯୁଦ୍ଧ କରିବାର ଏହି ସମସ୍ୟା...ଆମକୁ ଏହା ବୁଝିବାକୁ ହେବ ଯେ ଯୁଦ୍ଧ କରିବାର ଉତ୍ସାହ ସମସ୍ତଙ୍କ ଠାରେ ଅଛି । ତୁମେ ଏହାକୁ ଅଟକାଇ ପାରିବ ନାହିଁ । ଆମେ କହୁ ନାହୁଁ ବନ୍ଦ କର । ମାୟାବାଦୀ ତତ୍ତ୍ଵଜ୍ଞାନ କୁହଁନ୍ତି ଯେ "ତୁମେ ଏହି ସବୁ କଥା ବନ୍ଦ କର," କିନ୍ତୁ ତାହା ସମ୍ଭବ ନୁହେଁ । ତୁମେ ବନ୍ଦ କରି ପାରିବ ନାହିଁ । କାରଣ ତୁମେ ଜୀବ, ତୁମର ଏହି ସମସ୍ତ ପ୍ରବୃତି ଅଛି । କିପରି ତୁମେ ଏହା ବନ୍ଦ କରିପାରିବ? କିନ୍ତୁ ଏହାକୁ ଉପଯୁକ୍ତ ଭାବରେ ଉପଯୋଗ କରିବା ଉଚିତ୍ । ବାସ ସେତିକି । ତୁମର ଲଢିବାର ପ୍ରବୃତ୍ତି ଅଛି । ତାକୁ ତୁମେ କିପରି ଉପଯୋଗ କରିବ? ହଁ । ନରୋତ୍ତମ ଦାସ ଠାକୁର ସୁପାରିଶ କରିଛନ୍ତି, କ୍ରୋଧ ଭକ୍ତ ଦ୍ଵେଶି ଜଣେ: "ଯେଉଁମାନେ ଭଗବାନ କିମ୍ଵା ଭକ୍ତଙ୍କ ପ୍ରତି ଇର୍ଷା ଭାବ ପ୍ରକାଶ କରନ୍ତି, ତୁମେ ତୁମର କ୍ରୋଧକୁ ସେମାନଙ୍କ ଉପରେ ବିନିଯୋଗ କରିପାରିବ ।" ତୁମେ ତାକୁ ବିନିଯୋଗ କରିପାରିବ । ତୁମେ କ୍ରୋଧକୁ ଛାଡିପାରିବ ନାହିଁ । ଆମର ପେଶା ହେଉଛି ବିନିଯୋଗ କରିବା । ତାହା ହେଉଛି କୃଷ୍ଣ ଚେତନା । ସବୁଜିନିଷକୁ ବିନିଯୋଗ କରିବା କଥା । ଆମେ କହୁନୁ ଯେ "ତୁମେ ତାହା ଛାଡିଦିଅ, ଏହା ଛାଡିଦିଅ ।" ନା । ତୁମେ...କୃଷ୍ଣ କହୁଛନ୍ତି, ଯତ୍କରୋଷି, ଯଜ୍ଜୁହୋଷି, ଯଦଶ୍ନାସି, ଯତ୍ତପସ୍ୟସି କୁରୁଷ୍ଵ ତଦ୍ ମଦର୍ପଣମ୍ ([[Vanisource:BG 9.27 (1972)|BG 9.27]]) । ଯତ୍କରୋଷି । କୃଷ୍ଣ କହୁନାହାଁନ୍ତି ଯେ "ତୁମେ ଏହା କର, ତୁମେ ତାହା କର ।" କୃଷ୍ଣ କହୁଛନ୍ତି, "ଯାହାକିଛି ତୁମେ କରୁଛ, କିନ୍ତୁ ତା ପରିଣାମ ମୋ ପାଖକୁ ଆସିବା ଦରକାର ।" ତେଣୁ ଏଠାରେ ଅର୍ଜୁନଙ୍କ ପରିସ୍ଥିତି ହେଉଛି ଯେ ସେ ନିଜ ପାଇଁ ଯୁଦ୍ଧ କରିବେ କି ନାହିଁ, କିନ୍ତୁ ସେ ନିଜ ହିସାବରେ ହିଁ ଭାବୁଛନ୍ତି । ସେ କହୁଛନ୍ତି, ତେ ଽବସ୍ଥିତାଃ ପ୍ରମୁଖେ ଧାର୍ତରାଷ୍ଟ୍ରାଃ, ଯାନେବ ହତ୍ଵା ନ ଜିଜୀବିଷାମସ୍:([[Vanisource:BG 2.6 (1972)|BG 2.6]]) "ସେମାନେ ହେଉଛନ୍ତି ମୋର ଭାଈ, ବନ୍ଧୁଗଣ । ଯଦି ସେମାନେ ମରିଯିବେ... ଆମେ ମରିବାକୁ ଚାହୁଁନାହୁଁ । ସେମାନେ ଆମ ସମୁଖରେ ଅଛନ୍ତି । ମୋତେ ତଙ୍କୁ ହତ୍ୟା କରିବାକୁ ହେବ?" ତେଣୁ ଏବେ ମଧ୍ୟ ସେ ନିଜ ସନ୍ତୁଷ୍ଟି ପାଇଁ ଭାବୁଛନ୍ତି । ସେ ପୃଷ୍ଠଭୂମି ତିଆରି କରୁଛନ୍ତ- କିପରି ଭୌତିକବାଦୀ ଲୋକମାନେ, ସେମାନେ ନିଜର ସନ୍ତୁଷ୍ଟି ପାଇଁ ଚିନ୍ତା କରନ୍ତି । ତେଣୁ ତାହାକୁ ତ୍ୟାଗ କରିବା ଉଚିତ୍ । ନିଜର ସନ୍ତୁଷ୍ଟି ପାଇଁ ନୁହେଁ, କୃଷ୍ଣଙ୍କ ସନ୍ତୁଷ୍ଟି ପାଇଁ । ତାହା ହେଉଛି କୃଷ୍ଣ ଚେତନା । ତୁମେ ଯାହା କିଛି କର, ସେଥିରେ କିଛି ସମସ୍ୟା ନାହିଁ । ତୁମେ ତାହାକୁ ପରୀକ୍ଷା କରିବା ଉଚିତ୍, ଯେ ତୁମେ ଏହା କୃଷ୍ଣଙ୍କ ପାଇଁ କରୁଛ । ତାହା ହେଉଛି ତୁମର ନିପୁଣତା । କେବଳ ନିପୁଣତା ନୁହେଁ, ତାହା ହେଉଛି ତୁମ ଜୀବନର ଲକ୍ଷର ନିପୁଣତା । ଏହି ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ସେଥିପାଇଁ । କାରଣ ମନୁଷ୍ୟରୁ ନିମ୍ନତର ଜୀବ, ପଶୁମାନଙ୍କ ଜୀବନ, ସେମାନେ ପ୍ରଶିକ୍ଷିତ, ଇନ୍ଦ୍ରିୟତୃପ୍ତିର ନିପୁଣତାରେ, ନିଜର ସନ୍ତୁଷ୍ଟିରେ । ସେମାନଙ୍କର ସେମିତି କିଛି ଭାବନା ନାହିଁ ଯେ "ଅନ୍ୟ ପଶୁମାନେ ମଧ୍ୟ..." ଯେତେବେଳେ କିଛି ଖାଦ୍ୟ ପଦାର୍ଥ ମିଳିବ, ଏକ କୁକୁର, ସେ ଭାବିବ "ମୁଁ କେମିତି ତାକୁ ପାଇବି?" ସେ କେବେ ମଧ୍ୟ ଚିନ୍ତା କରିବନାହିଁ ଅନ୍ୟ କୁକୁରମାନେ ଆକୁ କିପରି ପାଇବେ । ଏହା ପଶୁ ପ୍ରବୃତି ନୁହେଁ । ପଶୁ ପ୍ରବୃତି ମାନେ ନିଜର ସନ୍ତୁଷ୍ଟି । ସେଥିରେ, "ମୋ ସାଙ୍ଗ ମୋର ପରିବାରମାନଙ୍କ ପାଇଁ" କୌଣସି ପ୍ରଶ୍ନ ନାହିଁ । ଆଉ, ସେମାନେ ନିଜ ଛୁଆଙ୍କୁ ମଧ୍ୟ ଭାଗ ଦିଅନ୍ତି ନାହିଁ । ତୁମେ ତାହା ଦେଖିଥାଇ ପାର । ଯଦି କିଛି ଖାଦ୍ୟ ପଦାର୍ଥ ଅଛି, କୁକୁର ଏବଂ ତାର ଛୁଆ, ସମସ୍ତେ ନିଜ ଭାଗକୁ ପାଇବା ପାଇଁ ଚେଷ୍ଟା କରନ୍ତି । ସେମାନେ ପଶୁ । ତେଣୁ ଯେତେବେଳେ ଏହି ପ୍ରବୃତିକୁ କୃଷ୍ଣଙ୍କ ପାଇଁ ବଦଳାଇବା, ତାହା ହେଉଛି ମନୁଷ୍ୟ ଜୀବନ । ତାହା ହେଉଛି ପଶୁ ଆଚରଣର ପାର୍ଥକ୍ୟ । ଏବଂ ତାହା ଅତ୍ୟନ୍ତ କଷ୍ଟକର ମଧ୍ୟ । ସେଥିପାଇଁ ସମ୍ପୂର୍ଣ୍ଣ ଶିକ୍ଷା ଅଛି, ଭଗବଦ୍ ଗୀତାରେ, କିପରି ଲୋକମାନଙ୍କୁ ଶିକ୍ଷା ଦେବ, "କୃଷ୍ଣଙ୍କ ପାଇଁ କାମ କର, ଭଗବାନଙ୍କ ପାଇଁ କାମ କର, ନିଜର ବ୍ୟକ୍ତିଗତ ହିତ ପାଇଁ ନୁହେଁ । ନ ହେଲେ ତୁମେ ଫଶିଯିବ ।" ଯଜ୍ଞାର୍ଥାତ୍କର୍ମଣୋଽନ୍ୟତ୍ର ଲୋକୋଽୟଂ କର୍ମ ବନ୍ଧନଃ ([[Vanisource:BG 3.9 (1972)|BG 3.9]]) । ଯାହାକିଛି ତୁମେ କରୁଛ, ଏହା କିଛି ପ୍ରତିକ୍ରିୟା ଉତ୍ପାଦନ କରିବ, ଏବଂ ତୁମକୁ ସେହି ପ୍ରତିକ୍ରିୟାରୁ ଆନନ୍ଦ କିମ୍ଵା କଷ୍ଟ ହେବ । ଯାହା କିଛି ତୁମେ କର । କିନ୍ତୁ ତୁମେ ଯଦି କୃଷ୍ଣଙ୍କ ପାଇଁ କରିବ, ତେବେ ଆଉ ପ୍ରତିକ୍ରିୟା ରହିବ ନାହିଁ । ତାହା ହେଉଛି ତୁମର ସ୍ଵତନ୍ତ୍ରତା । ଯୋଗଃ କର୍ମସୁ କୌଶଲମ୍ ([[Vanisource:BG 2.50 (1972)|BG 2.50]]) । ତାହା ଭଗବଦ୍ ଗୀତାରେ କୁହାଯାଇଛି । ଯୋଗ, ଯେତେବେଳେ ତୁମେ କୃଷ୍ଣଙ୍କର ସସ୍ପର୍ଶରେ ଆସିବ, ତାହା ହେଉଛି ସଫଳତାର ରହସ୍ୟ । ଏବଂ ଏହି ଭୌତିକ ଦୁନିଆ, କାମକରିବା...ଅନ୍ୟଥା, ଯାହା କିଛି ତୁମେ କରୁଛ, ଯାହା କିଛି କାମ ତୁମେ କରୁଛ, ଏହା କିଛି ପ୍ରତିକ୍ରିୟା ଉତ୍ପାନ କରିବ ଏବଂ ତୁମକୁ ଆନନ୍ଦ କିମ୍ଵା କଷ୍ଟ ହେବ । | ||
ତେଣୁ ଏଠାରେ ପୁଣି, ଏକା କଥା । ଅର୍ଜୁନ ଭାବୁଛନ୍ତି, ନ ଚୈତଦ୍ ବିଦ୍ମଃ କତରନ୍ନୋ ଗରୀୟୋ ([[Vanisource:BG 2.6|BG 2.6]]) । ତେବେ ସେ ଦ୍ଵନ୍ଦରେ ଅଛନ୍ତି, "କେଉଁଟା, କେଉଁ ପକ୍ଷ ଗୌରବଶାଳୀ? ମୁଁ ଯୁଦ୍ଧ ବନ୍ଦ କରିବା ଉଚିତ୍, କିମ୍ଵା ଯୁଦ୍ଧ କରିବି ନାହିଁ?" ପରବର୍ତ୍ତୀ ଶ୍ଳୋକରେ ଦେଖାଯାଇଛି...ଯେତେବେଳେ ତୁମେ ଏପରି ଦ୍ଵନ୍ଦରେ ଅଛ, "କ'ଣ କରିବା କଥା ଏବଂ କ'ଣ କରିବା କଥା ନୁହେଁ," ତେଣୁ ଠିକ୍ ଦିଶା ପାଇବା ପାଇଁ, ତୁମକୁ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯିବାକୁ ହେବ । ତାହା ପରବର୍ତ୍ତୀ ଶ୍ଳୋକରେ କୁହାଯାଇଛି । ଅର୍ଜୁନ କହିବେ ଯେ "ମୁଁ ଜାଣି ନାହିଁ । ମୁଁ ବର୍ତ୍ତମାନ ଦ୍ଵନ୍ଦରେ ଅଛି । ଯଦିଓ ମୁଁ ଜାଣିଛି କ୍ଷେତ୍ରିୟ ହିସାବରେ ଯୁଦ୍ଧ କରିବା ହେଉଛି ମୋର କର୍ତ୍ତବ୍ୟ, ତଥାପି ମୁଁ ସଙ୍କୋଚ କରୁଛି । ମୁଁ ମୋର କର୍ତ୍ତବ୍ୟ କରିବା ପାଇଁ ସଙ୍କୋଚ କରୁଛି । ତେଣୁ ମୁଁ ଦ୍ଵନ୍ଦରେ ଅଛି । ତେଣୁ କୃଷ୍ଣ, ସେଥିପାଇଁ ମୁଁ ଆପଣକୁ ସମର୍ପଣ କରୁଛି ।" ପୂର୍ବେ ସେ କେବଳ ବନ୍ଧୁ ହିସାବରେ କଥା ହେଉଥିଲେ । ବର୍ତ୍ତମାନ ସେ କୃଷ୍ଣଙ୍କ ଠାରୁ ଶିକ୍ଷା ନେବା ପାଇଁ ପ୍ରସ୍ତୁତ ଅଛନ୍ତି । | ତେଣୁ ଏଠାରେ ପୁଣି, ଏକା କଥା । ଅର୍ଜୁନ ଭାବୁଛନ୍ତି, ନ ଚୈତଦ୍ ବିଦ୍ମଃ କତରନ୍ନୋ ଗରୀୟୋ ([[Vanisource:BG 2.6 (1972)|BG 2.6]]) । ତେବେ ସେ ଦ୍ଵନ୍ଦରେ ଅଛନ୍ତି, "କେଉଁଟା, କେଉଁ ପକ୍ଷ ଗୌରବଶାଳୀ? ମୁଁ ଯୁଦ୍ଧ ବନ୍ଦ କରିବା ଉଚିତ୍, କିମ୍ଵା ଯୁଦ୍ଧ କରିବି ନାହିଁ?" ପରବର୍ତ୍ତୀ ଶ୍ଳୋକରେ ଦେଖାଯାଇଛି...ଯେତେବେଳେ ତୁମେ ଏପରି ଦ୍ଵନ୍ଦରେ ଅଛ, "କ'ଣ କରିବା କଥା ଏବଂ କ'ଣ କରିବା କଥା ନୁହେଁ," ତେଣୁ ଠିକ୍ ଦିଶା ପାଇବା ପାଇଁ, ତୁମକୁ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯିବାକୁ ହେବ । ତାହା ପରବର୍ତ୍ତୀ ଶ୍ଳୋକରେ କୁହାଯାଇଛି । ଅର୍ଜୁନ କହିବେ ଯେ "ମୁଁ ଜାଣି ନାହିଁ । ମୁଁ ବର୍ତ୍ତମାନ ଦ୍ଵନ୍ଦରେ ଅଛି । ଯଦିଓ ମୁଁ ଜାଣିଛି କ୍ଷେତ୍ରିୟ ହିସାବରେ ଯୁଦ୍ଧ କରିବା ହେଉଛି ମୋର କର୍ତ୍ତବ୍ୟ, ତଥାପି ମୁଁ ସଙ୍କୋଚ କରୁଛି । ମୁଁ ମୋର କର୍ତ୍ତବ୍ୟ କରିବା ପାଇଁ ସଙ୍କୋଚ କରୁଛି । ତେଣୁ ମୁଁ ଦ୍ଵନ୍ଦରେ ଅଛି । ତେଣୁ କୃଷ୍ଣ, ସେଥିପାଇଁ ମୁଁ ଆପଣକୁ ସମର୍ପଣ କରୁଛି ।" ପୂର୍ବେ ସେ କେବଳ ବନ୍ଧୁ ହିସାବରେ କଥା ହେଉଥିଲେ । ବର୍ତ୍ତମାନ ସେ କୃଷ୍ଣଙ୍କ ଠାରୁ ଶିକ୍ଷା ନେବା ପାଇଁ ପ୍ରସ୍ତୁତ ଅଛନ୍ତି । | ||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 22:40, 1 October 2020
Lecture on BG 2.6 -- London, August 6, 1973
ତେବେ ଯୁଦ୍ଧ କରିବାର ଏହି ସମସ୍ୟା...ଆମକୁ ଏହା ବୁଝିବାକୁ ହେବ ଯେ ଯୁଦ୍ଧ କରିବାର ଉତ୍ସାହ ସମସ୍ତଙ୍କ ଠାରେ ଅଛି । ତୁମେ ଏହାକୁ ଅଟକାଇ ପାରିବ ନାହିଁ । ଆମେ କହୁ ନାହୁଁ ବନ୍ଦ କର । ମାୟାବାଦୀ ତତ୍ତ୍ଵଜ୍ଞାନ କୁହଁନ୍ତି ଯେ "ତୁମେ ଏହି ସବୁ କଥା ବନ୍ଦ କର," କିନ୍ତୁ ତାହା ସମ୍ଭବ ନୁହେଁ । ତୁମେ ବନ୍ଦ କରି ପାରିବ ନାହିଁ । କାରଣ ତୁମେ ଜୀବ, ତୁମର ଏହି ସମସ୍ତ ପ୍ରବୃତି ଅଛି । କିପରି ତୁମେ ଏହା ବନ୍ଦ କରିପାରିବ? କିନ୍ତୁ ଏହାକୁ ଉପଯୁକ୍ତ ଭାବରେ ଉପଯୋଗ କରିବା ଉଚିତ୍ । ବାସ ସେତିକି । ତୁମର ଲଢିବାର ପ୍ରବୃତ୍ତି ଅଛି । ତାକୁ ତୁମେ କିପରି ଉପଯୋଗ କରିବ? ହଁ । ନରୋତ୍ତମ ଦାସ ଠାକୁର ସୁପାରିଶ କରିଛନ୍ତି, କ୍ରୋଧ ଭକ୍ତ ଦ୍ଵେଶି ଜଣେ: "ଯେଉଁମାନେ ଭଗବାନ କିମ୍ଵା ଭକ୍ତଙ୍କ ପ୍ରତି ଇର୍ଷା ଭାବ ପ୍ରକାଶ କରନ୍ତି, ତୁମେ ତୁମର କ୍ରୋଧକୁ ସେମାନଙ୍କ ଉପରେ ବିନିଯୋଗ କରିପାରିବ ।" ତୁମେ ତାକୁ ବିନିଯୋଗ କରିପାରିବ । ତୁମେ କ୍ରୋଧକୁ ଛାଡିପାରିବ ନାହିଁ । ଆମର ପେଶା ହେଉଛି ବିନିଯୋଗ କରିବା । ତାହା ହେଉଛି କୃଷ୍ଣ ଚେତନା । ସବୁଜିନିଷକୁ ବିନିଯୋଗ କରିବା କଥା । ଆମେ କହୁନୁ ଯେ "ତୁମେ ତାହା ଛାଡିଦିଅ, ଏହା ଛାଡିଦିଅ ।" ନା । ତୁମେ...କୃଷ୍ଣ କହୁଛନ୍ତି, ଯତ୍କରୋଷି, ଯଜ୍ଜୁହୋଷି, ଯଦଶ୍ନାସି, ଯତ୍ତପସ୍ୟସି କୁରୁଷ୍ଵ ତଦ୍ ମଦର୍ପଣମ୍ (BG 9.27) । ଯତ୍କରୋଷି । କୃଷ୍ଣ କହୁନାହାଁନ୍ତି ଯେ "ତୁମେ ଏହା କର, ତୁମେ ତାହା କର ।" କୃଷ୍ଣ କହୁଛନ୍ତି, "ଯାହାକିଛି ତୁମେ କରୁଛ, କିନ୍ତୁ ତା ପରିଣାମ ମୋ ପାଖକୁ ଆସିବା ଦରକାର ।" ତେଣୁ ଏଠାରେ ଅର୍ଜୁନଙ୍କ ପରିସ୍ଥିତି ହେଉଛି ଯେ ସେ ନିଜ ପାଇଁ ଯୁଦ୍ଧ କରିବେ କି ନାହିଁ, କିନ୍ତୁ ସେ ନିଜ ହିସାବରେ ହିଁ ଭାବୁଛନ୍ତି । ସେ କହୁଛନ୍ତି, ତେ ଽବସ୍ଥିତାଃ ପ୍ରମୁଖେ ଧାର୍ତରାଷ୍ଟ୍ରାଃ, ଯାନେବ ହତ୍ଵା ନ ଜିଜୀବିଷାମସ୍:(BG 2.6) "ସେମାନେ ହେଉଛନ୍ତି ମୋର ଭାଈ, ବନ୍ଧୁଗଣ । ଯଦି ସେମାନେ ମରିଯିବେ... ଆମେ ମରିବାକୁ ଚାହୁଁନାହୁଁ । ସେମାନେ ଆମ ସମୁଖରେ ଅଛନ୍ତି । ମୋତେ ତଙ୍କୁ ହତ୍ୟା କରିବାକୁ ହେବ?" ତେଣୁ ଏବେ ମଧ୍ୟ ସେ ନିଜ ସନ୍ତୁଷ୍ଟି ପାଇଁ ଭାବୁଛନ୍ତି । ସେ ପୃଷ୍ଠଭୂମି ତିଆରି କରୁଛନ୍ତ- କିପରି ଭୌତିକବାଦୀ ଲୋକମାନେ, ସେମାନେ ନିଜର ସନ୍ତୁଷ୍ଟି ପାଇଁ ଚିନ୍ତା କରନ୍ତି । ତେଣୁ ତାହାକୁ ତ୍ୟାଗ କରିବା ଉଚିତ୍ । ନିଜର ସନ୍ତୁଷ୍ଟି ପାଇଁ ନୁହେଁ, କୃଷ୍ଣଙ୍କ ସନ୍ତୁଷ୍ଟି ପାଇଁ । ତାହା ହେଉଛି କୃଷ୍ଣ ଚେତନା । ତୁମେ ଯାହା କିଛି କର, ସେଥିରେ କିଛି ସମସ୍ୟା ନାହିଁ । ତୁମେ ତାହାକୁ ପରୀକ୍ଷା କରିବା ଉଚିତ୍, ଯେ ତୁମେ ଏହା କୃଷ୍ଣଙ୍କ ପାଇଁ କରୁଛ । ତାହା ହେଉଛି ତୁମର ନିପୁଣତା । କେବଳ ନିପୁଣତା ନୁହେଁ, ତାହା ହେଉଛି ତୁମ ଜୀବନର ଲକ୍ଷର ନିପୁଣତା । ଏହି ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ସେଥିପାଇଁ । କାରଣ ମନୁଷ୍ୟରୁ ନିମ୍ନତର ଜୀବ, ପଶୁମାନଙ୍କ ଜୀବନ, ସେମାନେ ପ୍ରଶିକ୍ଷିତ, ଇନ୍ଦ୍ରିୟତୃପ୍ତିର ନିପୁଣତାରେ, ନିଜର ସନ୍ତୁଷ୍ଟିରେ । ସେମାନଙ୍କର ସେମିତି କିଛି ଭାବନା ନାହିଁ ଯେ "ଅନ୍ୟ ପଶୁମାନେ ମଧ୍ୟ..." ଯେତେବେଳେ କିଛି ଖାଦ୍ୟ ପଦାର୍ଥ ମିଳିବ, ଏକ କୁକୁର, ସେ ଭାବିବ "ମୁଁ କେମିତି ତାକୁ ପାଇବି?" ସେ କେବେ ମଧ୍ୟ ଚିନ୍ତା କରିବନାହିଁ ଅନ୍ୟ କୁକୁରମାନେ ଆକୁ କିପରି ପାଇବେ । ଏହା ପଶୁ ପ୍ରବୃତି ନୁହେଁ । ପଶୁ ପ୍ରବୃତି ମାନେ ନିଜର ସନ୍ତୁଷ୍ଟି । ସେଥିରେ, "ମୋ ସାଙ୍ଗ ମୋର ପରିବାରମାନଙ୍କ ପାଇଁ" କୌଣସି ପ୍ରଶ୍ନ ନାହିଁ । ଆଉ, ସେମାନେ ନିଜ ଛୁଆଙ୍କୁ ମଧ୍ୟ ଭାଗ ଦିଅନ୍ତି ନାହିଁ । ତୁମେ ତାହା ଦେଖିଥାଇ ପାର । ଯଦି କିଛି ଖାଦ୍ୟ ପଦାର୍ଥ ଅଛି, କୁକୁର ଏବଂ ତାର ଛୁଆ, ସମସ୍ତେ ନିଜ ଭାଗକୁ ପାଇବା ପାଇଁ ଚେଷ୍ଟା କରନ୍ତି । ସେମାନେ ପଶୁ । ତେଣୁ ଯେତେବେଳେ ଏହି ପ୍ରବୃତିକୁ କୃଷ୍ଣଙ୍କ ପାଇଁ ବଦଳାଇବା, ତାହା ହେଉଛି ମନୁଷ୍ୟ ଜୀବନ । ତାହା ହେଉଛି ପଶୁ ଆଚରଣର ପାର୍ଥକ୍ୟ । ଏବଂ ତାହା ଅତ୍ୟନ୍ତ କଷ୍ଟକର ମଧ୍ୟ । ସେଥିପାଇଁ ସମ୍ପୂର୍ଣ୍ଣ ଶିକ୍ଷା ଅଛି, ଭଗବଦ୍ ଗୀତାରେ, କିପରି ଲୋକମାନଙ୍କୁ ଶିକ୍ଷା ଦେବ, "କୃଷ୍ଣଙ୍କ ପାଇଁ କାମ କର, ଭଗବାନଙ୍କ ପାଇଁ କାମ କର, ନିଜର ବ୍ୟକ୍ତିଗତ ହିତ ପାଇଁ ନୁହେଁ । ନ ହେଲେ ତୁମେ ଫଶିଯିବ ।" ଯଜ୍ଞାର୍ଥାତ୍କର୍ମଣୋଽନ୍ୟତ୍ର ଲୋକୋଽୟଂ କର୍ମ ବନ୍ଧନଃ (BG 3.9) । ଯାହାକିଛି ତୁମେ କରୁଛ, ଏହା କିଛି ପ୍ରତିକ୍ରିୟା ଉତ୍ପାଦନ କରିବ, ଏବଂ ତୁମକୁ ସେହି ପ୍ରତିକ୍ରିୟାରୁ ଆନନ୍ଦ କିମ୍ଵା କଷ୍ଟ ହେବ । ଯାହା କିଛି ତୁମେ କର । କିନ୍ତୁ ତୁମେ ଯଦି କୃଷ୍ଣଙ୍କ ପାଇଁ କରିବ, ତେବେ ଆଉ ପ୍ରତିକ୍ରିୟା ରହିବ ନାହିଁ । ତାହା ହେଉଛି ତୁମର ସ୍ଵତନ୍ତ୍ରତା । ଯୋଗଃ କର୍ମସୁ କୌଶଲମ୍ (BG 2.50) । ତାହା ଭଗବଦ୍ ଗୀତାରେ କୁହାଯାଇଛି । ଯୋଗ, ଯେତେବେଳେ ତୁମେ କୃଷ୍ଣଙ୍କର ସସ୍ପର୍ଶରେ ଆସିବ, ତାହା ହେଉଛି ସଫଳତାର ରହସ୍ୟ । ଏବଂ ଏହି ଭୌତିକ ଦୁନିଆ, କାମକରିବା...ଅନ୍ୟଥା, ଯାହା କିଛି ତୁମେ କରୁଛ, ଯାହା କିଛି କାମ ତୁମେ କରୁଛ, ଏହା କିଛି ପ୍ରତିକ୍ରିୟା ଉତ୍ପାନ କରିବ ଏବଂ ତୁମକୁ ଆନନ୍ଦ କିମ୍ଵା କଷ୍ଟ ହେବ ।
ତେଣୁ ଏଠାରେ ପୁଣି, ଏକା କଥା । ଅର୍ଜୁନ ଭାବୁଛନ୍ତି, ନ ଚୈତଦ୍ ବିଦ୍ମଃ କତରନ୍ନୋ ଗରୀୟୋ (BG 2.6) । ତେବେ ସେ ଦ୍ଵନ୍ଦରେ ଅଛନ୍ତି, "କେଉଁଟା, କେଉଁ ପକ୍ଷ ଗୌରବଶାଳୀ? ମୁଁ ଯୁଦ୍ଧ ବନ୍ଦ କରିବା ଉଚିତ୍, କିମ୍ଵା ଯୁଦ୍ଧ କରିବି ନାହିଁ?" ପରବର୍ତ୍ତୀ ଶ୍ଳୋକରେ ଦେଖାଯାଇଛି...ଯେତେବେଳେ ତୁମେ ଏପରି ଦ୍ଵନ୍ଦରେ ଅଛ, "କ'ଣ କରିବା କଥା ଏବଂ କ'ଣ କରିବା କଥା ନୁହେଁ," ତେଣୁ ଠିକ୍ ଦିଶା ପାଇବା ପାଇଁ, ତୁମକୁ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯିବାକୁ ହେବ । ତାହା ପରବର୍ତ୍ତୀ ଶ୍ଳୋକରେ କୁହାଯାଇଛି । ଅର୍ଜୁନ କହିବେ ଯେ "ମୁଁ ଜାଣି ନାହିଁ । ମୁଁ ବର୍ତ୍ତମାନ ଦ୍ଵନ୍ଦରେ ଅଛି । ଯଦିଓ ମୁଁ ଜାଣିଛି କ୍ଷେତ୍ରିୟ ହିସାବରେ ଯୁଦ୍ଧ କରିବା ହେଉଛି ମୋର କର୍ତ୍ତବ୍ୟ, ତଥାପି ମୁଁ ସଙ୍କୋଚ କରୁଛି । ମୁଁ ମୋର କର୍ତ୍ତବ୍ୟ କରିବା ପାଇଁ ସଙ୍କୋଚ କରୁଛି । ତେଣୁ ମୁଁ ଦ୍ଵନ୍ଦରେ ଅଛି । ତେଣୁ କୃଷ୍ଣ, ସେଥିପାଇଁ ମୁଁ ଆପଣକୁ ସମର୍ପଣ କରୁଛି ।" ପୂର୍ବେ ସେ କେବଳ ବନ୍ଧୁ ହିସାବରେ କଥା ହେଉଥିଲେ । ବର୍ତ୍ତମାନ ସେ କୃଷ୍ଣଙ୍କ ଠାରୁ ଶିକ୍ଷା ନେବା ପାଇଁ ପ୍ରସ୍ତୁତ ଅଛନ୍ତି ।