OR/Prabhupada 0640 - ତୁମେ ପାଇବ ଯେ ଦୁର୍ଜନମାନେ ନିଜକୁ ଭଗବାନ ଘୋଷିତ କରୁଛନ୍ତି, ତାଙ୍କ ମୁହଁରେ ଲାତ ମାର: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0640 - in all Languages Category:OR-Quotes - 1973 Category:OR-Quotes - Lec...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 6: | Line 6: | ||
[[Category:OR-Quotes - in United Kingdom]] | [[Category:OR-Quotes - in United Kingdom]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0634 - କୃଷ୍ଣ କଦାପି ମାୟାଶକ୍ତି ଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ|0634|OR/Prabhupada 0645 - ଜଣେ ଯିଏ କୃଷ୍ଣଙ୍କୁ ଅନୁଭବ କରି ପାରିଛି, ତେବେ ସେ ସର୍ବଦା ବୃନ୍ଦାବନରେ ରହୁଛି|0645}} | {{1080 videos navigation - All Languages|Oriya|OR/Prabhupada 0634 - କୃଷ୍ଣ କଦାପି ମାୟାଶକ୍ତି ଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ|0634|OR/Prabhupada 0645 - ଜଣେ ଯିଏ କୃଷ୍ଣଙ୍କୁ ଅନୁଭବ କରି ପାରିଛି, ତେବେ ସେ ସର୍ବଦା ବୃନ୍ଦାବନରେ ରହୁଛି|0645}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
Line 17: | Line 17: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|zBzXZZLAhOk|ତୁମେ ପାଇବ ଯେ ଦୁର୍ଜନମାନେ ନିଜକୁ ଭଗବାନ ଘୋଷିତ କରୁଛନ୍ତି, ତାଙ୍କ ମୁହଁରେ ଲାତ ମାର<br />- Prabhupāda 0640}} | ||
<!-- END VIDEO LINK --> | <!-- END VIDEO LINK --> | ||
Line 29: | Line 29: | ||
<!-- BEGIN TRANSLATED TEXT (from DotSub) --> | <!-- BEGIN TRANSLATED TEXT (from DotSub) --> | ||
ଏଇ ରୂପେ । ଲକ୍ଷ ଲକ୍ଷ ଜୀବମାନେ ଏହି ବିଶ୍ଵରେ ଅଛନ୍ତି । ଏବଂ ସେମାନେ ବିଭିନ୍ନ ଜାତିର ଜୀବନରେ ଘୁରି ବୁଳୁଛନ୍ତି, ୮,୪୦୦,୦୦୦ - ଏହିପରି ଭାବରେ, ଦୁର୍ଭାଗ୍ୟବଶତଃ । କେବଳ ପୁନାରାବୃତ୍ତି, ଜନ୍ମ ଏବଂ ମ୍ରତ୍ୟୁ, ଜନ୍ମ ଏବଂ ମୃତ୍ୟୁ ବିଭିନ୍ନ ରୂପରେ... ସେମାନଙ୍କ ମଧ୍ୟରୁ, ଯଦି କେହି ସର୍ବୋଚ୍ଚ ଭାଗ୍ୟବାନ, ତାକୁ ସୁଯୋଗ ଦିଆଯାଏ, ଗୁରୁ-କୃଷ୍ଣ-ପ୍ରସାଦେ ପାୟ ଭକ୍ତି-ଲତା-ବୀଜ । ଗୁରୁ ଏବଂ କୃଷ୍ଣଙ୍କର କୃପା ଦ୍ଵାରା, ସେ ଭକ୍ତି ସେବାର ବୀଜ ପାଏ । ଏବଂ ସେ ଯଦି ବୁଦ୍ଧିମାନ, ଯେ ପର୍ଯ୍ୟନ୍ତ ସେ ବୁଦ୍ଧିମାନ ହୋଇ ନାହିଁ, ସେ ବୀଜ କିପରି ପାଇବ? ତାହା ହେଉଛି ଦୀକ୍ଷା । ଏବଂ ସେ ଯଦି ସିଂଚନ କରେ... ଯେପରି ତୁମେ ଏକ ଭଲ ବୀଜ ପାଇଛ, ତୁମେ ଏହାକୁ ପୋତି ଅଳ୍ପ, ଅଳ୍ପ ପାଣି ଦେବାକୁ ପଡିବ...ତାପରେ ଏହା ବଢ଼ିବ । ସେହିପରି, ଯେ କେହି ଅତ୍ୟନ୍ତ ଭଲ ଭାଗ୍ୟ ବଶତଃ କୃଷ୍ଣ ଚେତନାକୁ ଆସେ, ଭକ୍ତି ସେବାର ବୀଜ, ତାକୁ ସିଂଚନ କରିବାକୁ ହେବ । ଏବଂ ପାଣି କ'ଣ? ଶ୍ରବଣଂ-କୀର୍ତ୍ତନଂ-ଜଳେ କରୟେ ସେଚନ ([[Vanisource:CC Madhya 19.152|CC Madhya 19.152]]) । ଏହା ହେଉଛି ସିଂଚନ କରିବା । ଏହି ଶ୍ରବଣ କରିବା ଏବଂ କୃଷ୍ଣଙ୍କର ବିଷୟରେ ଜପ କରିବା । ଏହା ହେଉଛି ସିଂଚନ କରିବା । କକ୍ଷରୁ ଅନୁପସ୍ଥିତ ରୁହ ନାହିଁ । ଏହି ଶ୍ରବଣ ଏବଂ ଜପ କରିବା ହେଉଛି ଭକ୍ତି ଲତା ବୀଜକୁ ସିଂଚନ କରିବା । ଯଦି ତୁମେ ଏହାକୁ ଅନିୟନ୍ତ୍ରିତ କରିବ ଏବଂ ଶ୍ରବଣ କରିବାରୁ ନିବୃତ ରହିବ...ଏହା ହେଉଛି ଅତ୍ୟନ୍ତ ମହତ୍ଵପୂର୍ଣ୍ଣ କଥା । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋ ([[Vanisource:SB 7.5.23|SB 7.5.23]]) । ଏହା ହେଉଛି ଅତ୍ୟନ୍ତ ମହତ୍ଵପୂର୍ଣ୍ଣ କଥା । ଶ୍ରବଣ କରିବା । ଶ୍ରବଣଂ କୀର୍ତ୍ତନଂ ମାନେ ନୁହେଁ ଅନ୍ୟ କାହା ସମ୍ଵନ୍ଧରେ ଶ୍ରବଣ ଏବଂ କୀର୍ତ୍ତନ କରିବା । ନା । ବିଷ୍ଣୁ । ଶ୍ରବଣଂ କୀର୍ତ୍ତନଂ । ଦୁର୍ଜନମାନେ, ସେମାନେ ତିଆରି କରିଛନ୍ତି "କାଳୀ କୀର୍ତ୍ତନ ।" ଶାସ୍ତ୍ରରେ କାଳୀ କୀର୍ତ୍ତନ କେଉଁଠାରେ ଅଛି, ଶିବ କୀର୍ତ୍ତନ? ନା । କୀର୍ତ୍ତନ ଅର୍ଥାତ୍ ପରମ ପୁରୁଷ ଭଗବାନ କୃଷ୍ଣଙ୍କୁ ଗୌରବାନ୍ଵିତ କରିବା । ତାହା ହେଉଛି କୀର୍ତ୍ତନ । ଅନ୍ୟ କୌଣସି କୀର୍ତ୍ତନ ନୁହେଁ । କିନ୍ତୁ ସେମାନେ ତିଆରି କରିଛନ୍ତି...ପ୍ରତିଯୋଗିତା, କାଳୀ କୀର୍ତ୍ତନ । ଶାସ୍ତ୍ରରେ କେଉଁଠାରେ ଅଛି କାଳୀ କୀର୍ତ୍ତନ? ଦୁର୍ଗା କୀର୍ତ୍ତନ? ଏହିସବୁ ନିରର୍ଥକ । କେବଳ କୃଷ୍ଣ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ ସ୍ମରଣଂ ପାଦସେବନମ୍ ([[Vanisource:SB 7.5.23|SB 7.5.23]]) । କୃଷ୍ଣଙ୍କୁ ପୂଜା କରାଯିବା ଉଚିତ୍, କୃଷ୍ଣଙ୍କର ବିଷୟରେ ଶ୍ରବଣ କରିବା ଉଚିତ୍, କୃଷ୍ଣଙ୍କ ବିଷୟରେ ଜପ କରିବା ଉଚିତ୍, କୃଷ୍ଣଙ୍କୁ ସ୍ମରଣ କରିବା ଉଚିତ୍ । ଏହିପରି ଭାବରେ, ତୁମେ କୃଷ୍ଣ ଚେତନାରେ ଉନ୍ନତି କରିବ । | ଏଇ ରୂପେ । ଲକ୍ଷ ଲକ୍ଷ ଜୀବମାନେ ଏହି ବିଶ୍ଵରେ ଅଛନ୍ତି । ଏବଂ ସେମାନେ ବିଭିନ୍ନ ଜାତିର ଜୀବନରେ ଘୁରି ବୁଳୁଛନ୍ତି, ୮,୪୦୦,୦୦୦ - ଏହିପରି ଭାବରେ, ଦୁର୍ଭାଗ୍ୟବଶତଃ । କେବଳ ପୁନାରାବୃତ୍ତି, ଜନ୍ମ ଏବଂ ମ୍ରତ୍ୟୁ, ଜନ୍ମ ଏବଂ ମୃତ୍ୟୁ ବିଭିନ୍ନ ରୂପରେ... ସେମାନଙ୍କ ମଧ୍ୟରୁ, ଯଦି କେହି ସର୍ବୋଚ୍ଚ ଭାଗ୍ୟବାନ, ତାକୁ ସୁଯୋଗ ଦିଆଯାଏ, ଗୁରୁ-କୃଷ୍ଣ-ପ୍ରସାଦେ ପାୟ ଭକ୍ତି-ଲତା-ବୀଜ । ଗୁରୁ ଏବଂ କୃଷ୍ଣଙ୍କର କୃପା ଦ୍ଵାରା, ସେ ଭକ୍ତି ସେବାର ବୀଜ ପାଏ । ଏବଂ ସେ ଯଦି ବୁଦ୍ଧିମାନ, ଯେ ପର୍ଯ୍ୟନ୍ତ ସେ ବୁଦ୍ଧିମାନ ହୋଇ ନାହିଁ, ସେ ବୀଜ କିପରି ପାଇବ? ତାହା ହେଉଛି ଦୀକ୍ଷା । ଏବଂ ସେ ଯଦି ସିଂଚନ କରେ... ଯେପରି ତୁମେ ଏକ ଭଲ ବୀଜ ପାଇଛ, ତୁମେ ଏହାକୁ ପୋତି ଅଳ୍ପ, ଅଳ୍ପ ପାଣି ଦେବାକୁ ପଡିବ...ତାପରେ ଏହା ବଢ଼ିବ । ସେହିପରି, ଯେ କେହି ଅତ୍ୟନ୍ତ ଭଲ ଭାଗ୍ୟ ବଶତଃ କୃଷ୍ଣ ଚେତନାକୁ ଆସେ, ଭକ୍ତି ସେବାର ବୀଜ, ତାକୁ ସିଂଚନ କରିବାକୁ ହେବ । ଏବଂ ପାଣି କ'ଣ? ଶ୍ରବଣଂ-କୀର୍ତ୍ତନଂ-ଜଳେ କରୟେ ସେଚନ ([[Vanisource:CC Madhya 19.152|CC Madhya 19.152]]) । ଏହା ହେଉଛି ସିଂଚନ କରିବା । ଏହି ଶ୍ରବଣ କରିବା ଏବଂ କୃଷ୍ଣଙ୍କର ବିଷୟରେ ଜପ କରିବା । ଏହା ହେଉଛି ସିଂଚନ କରିବା । କକ୍ଷରୁ ଅନୁପସ୍ଥିତ ରୁହ ନାହିଁ । ଏହି ଶ୍ରବଣ ଏବଂ ଜପ କରିବା ହେଉଛି ଭକ୍ତି ଲତା ବୀଜକୁ ସିଂଚନ କରିବା । ଯଦି ତୁମେ ଏହାକୁ ଅନିୟନ୍ତ୍ରିତ କରିବ ଏବଂ ଶ୍ରବଣ କରିବାରୁ ନିବୃତ ରହିବ...ଏହା ହେଉଛି ଅତ୍ୟନ୍ତ ମହତ୍ଵପୂର୍ଣ୍ଣ କଥା । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋ ([[Vanisource:SB 7.5.23-24|SB 7.5.23]]) । ଏହା ହେଉଛି ଅତ୍ୟନ୍ତ ମହତ୍ଵପୂର୍ଣ୍ଣ କଥା । ଶ୍ରବଣ କରିବା । ଶ୍ରବଣଂ କୀର୍ତ୍ତନଂ ମାନେ ନୁହେଁ ଅନ୍ୟ କାହା ସମ୍ଵନ୍ଧରେ ଶ୍ରବଣ ଏବଂ କୀର୍ତ୍ତନ କରିବା । ନା । ବିଷ୍ଣୁ । ଶ୍ରବଣଂ କୀର୍ତ୍ତନଂ । ଦୁର୍ଜନମାନେ, ସେମାନେ ତିଆରି କରିଛନ୍ତି "କାଳୀ କୀର୍ତ୍ତନ ।" ଶାସ୍ତ୍ରରେ କାଳୀ କୀର୍ତ୍ତନ କେଉଁଠାରେ ଅଛି, ଶିବ କୀର୍ତ୍ତନ? ନା । କୀର୍ତ୍ତନ ଅର୍ଥାତ୍ ପରମ ପୁରୁଷ ଭଗବାନ କୃଷ୍ଣଙ୍କୁ ଗୌରବାନ୍ଵିତ କରିବା । ତାହା ହେଉଛି କୀର୍ତ୍ତନ । ଅନ୍ୟ କୌଣସି କୀର୍ତ୍ତନ ନୁହେଁ । କିନ୍ତୁ ସେମାନେ ତିଆରି କରିଛନ୍ତି...ପ୍ରତିଯୋଗିତା, କାଳୀ କୀର୍ତ୍ତନ । ଶାସ୍ତ୍ରରେ କେଉଁଠାରେ ଅଛି କାଳୀ କୀର୍ତ୍ତନ? ଦୁର୍ଗା କୀର୍ତ୍ତନ? ଏହିସବୁ ନିରର୍ଥକ । କେବଳ କୃଷ୍ଣ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ ସ୍ମରଣଂ ପାଦସେବନମ୍ ([[Vanisource:SB 7.5.23-24|SB 7.5.23]]) । କୃଷ୍ଣଙ୍କୁ ପୂଜା କରାଯିବା ଉଚିତ୍, କୃଷ୍ଣଙ୍କର ବିଷୟରେ ଶ୍ରବଣ କରିବା ଉଚିତ୍, କୃଷ୍ଣଙ୍କ ବିଷୟରେ ଜପ କରିବା ଉଚିତ୍, କୃଷ୍ଣଙ୍କୁ ସ୍ମରଣ କରିବା ଉଚିତ୍ । ଏହିପରି ଭାବରେ, ତୁମେ କୃଷ୍ଣ ଚେତନାରେ ଉନ୍ନତି କରିବ । | ||
ବହୁତ ବହୁତ ଧନ୍ୟବାଦ । ହରେ କୃଷ୍ଣ । | ବହୁତ ବହୁତ ଧନ୍ୟବାଦ । ହରେ କୃଷ୍ଣ । | ||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 22:41, 1 October 2020
Lecture on BG 2.30 -- London, August 31, 1973
ଏଇ ରୂପେ । ଲକ୍ଷ ଲକ୍ଷ ଜୀବମାନେ ଏହି ବିଶ୍ଵରେ ଅଛନ୍ତି । ଏବଂ ସେମାନେ ବିଭିନ୍ନ ଜାତିର ଜୀବନରେ ଘୁରି ବୁଳୁଛନ୍ତି, ୮,୪୦୦,୦୦୦ - ଏହିପରି ଭାବରେ, ଦୁର୍ଭାଗ୍ୟବଶତଃ । କେବଳ ପୁନାରାବୃତ୍ତି, ଜନ୍ମ ଏବଂ ମ୍ରତ୍ୟୁ, ଜନ୍ମ ଏବଂ ମୃତ୍ୟୁ ବିଭିନ୍ନ ରୂପରେ... ସେମାନଙ୍କ ମଧ୍ୟରୁ, ଯଦି କେହି ସର୍ବୋଚ୍ଚ ଭାଗ୍ୟବାନ, ତାକୁ ସୁଯୋଗ ଦିଆଯାଏ, ଗୁରୁ-କୃଷ୍ଣ-ପ୍ରସାଦେ ପାୟ ଭକ୍ତି-ଲତା-ବୀଜ । ଗୁରୁ ଏବଂ କୃଷ୍ଣଙ୍କର କୃପା ଦ୍ଵାରା, ସେ ଭକ୍ତି ସେବାର ବୀଜ ପାଏ । ଏବଂ ସେ ଯଦି ବୁଦ୍ଧିମାନ, ଯେ ପର୍ଯ୍ୟନ୍ତ ସେ ବୁଦ୍ଧିମାନ ହୋଇ ନାହିଁ, ସେ ବୀଜ କିପରି ପାଇବ? ତାହା ହେଉଛି ଦୀକ୍ଷା । ଏବଂ ସେ ଯଦି ସିଂଚନ କରେ... ଯେପରି ତୁମେ ଏକ ଭଲ ବୀଜ ପାଇଛ, ତୁମେ ଏହାକୁ ପୋତି ଅଳ୍ପ, ଅଳ୍ପ ପାଣି ଦେବାକୁ ପଡିବ...ତାପରେ ଏହା ବଢ଼ିବ । ସେହିପରି, ଯେ କେହି ଅତ୍ୟନ୍ତ ଭଲ ଭାଗ୍ୟ ବଶତଃ କୃଷ୍ଣ ଚେତନାକୁ ଆସେ, ଭକ୍ତି ସେବାର ବୀଜ, ତାକୁ ସିଂଚନ କରିବାକୁ ହେବ । ଏବଂ ପାଣି କ'ଣ? ଶ୍ରବଣଂ-କୀର୍ତ୍ତନଂ-ଜଳେ କରୟେ ସେଚନ (CC Madhya 19.152) । ଏହା ହେଉଛି ସିଂଚନ କରିବା । ଏହି ଶ୍ରବଣ କରିବା ଏବଂ କୃଷ୍ଣଙ୍କର ବିଷୟରେ ଜପ କରିବା । ଏହା ହେଉଛି ସିଂଚନ କରିବା । କକ୍ଷରୁ ଅନୁପସ୍ଥିତ ରୁହ ନାହିଁ । ଏହି ଶ୍ରବଣ ଏବଂ ଜପ କରିବା ହେଉଛି ଭକ୍ତି ଲତା ବୀଜକୁ ସିଂଚନ କରିବା । ଯଦି ତୁମେ ଏହାକୁ ଅନିୟନ୍ତ୍ରିତ କରିବ ଏବଂ ଶ୍ରବଣ କରିବାରୁ ନିବୃତ ରହିବ...ଏହା ହେଉଛି ଅତ୍ୟନ୍ତ ମହତ୍ଵପୂର୍ଣ୍ଣ କଥା । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋ (SB 7.5.23) । ଏହା ହେଉଛି ଅତ୍ୟନ୍ତ ମହତ୍ଵପୂର୍ଣ୍ଣ କଥା । ଶ୍ରବଣ କରିବା । ଶ୍ରବଣଂ କୀର୍ତ୍ତନଂ ମାନେ ନୁହେଁ ଅନ୍ୟ କାହା ସମ୍ଵନ୍ଧରେ ଶ୍ରବଣ ଏବଂ କୀର୍ତ୍ତନ କରିବା । ନା । ବିଷ୍ଣୁ । ଶ୍ରବଣଂ କୀର୍ତ୍ତନଂ । ଦୁର୍ଜନମାନେ, ସେମାନେ ତିଆରି କରିଛନ୍ତି "କାଳୀ କୀର୍ତ୍ତନ ।" ଶାସ୍ତ୍ରରେ କାଳୀ କୀର୍ତ୍ତନ କେଉଁଠାରେ ଅଛି, ଶିବ କୀର୍ତ୍ତନ? ନା । କୀର୍ତ୍ତନ ଅର୍ଥାତ୍ ପରମ ପୁରୁଷ ଭଗବାନ କୃଷ୍ଣଙ୍କୁ ଗୌରବାନ୍ଵିତ କରିବା । ତାହା ହେଉଛି କୀର୍ତ୍ତନ । ଅନ୍ୟ କୌଣସି କୀର୍ତ୍ତନ ନୁହେଁ । କିନ୍ତୁ ସେମାନେ ତିଆରି କରିଛନ୍ତି...ପ୍ରତିଯୋଗିତା, କାଳୀ କୀର୍ତ୍ତନ । ଶାସ୍ତ୍ରରେ କେଉଁଠାରେ ଅଛି କାଳୀ କୀର୍ତ୍ତନ? ଦୁର୍ଗା କୀର୍ତ୍ତନ? ଏହିସବୁ ନିରର୍ଥକ । କେବଳ କୃଷ୍ଣ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ ସ୍ମରଣଂ ପାଦସେବନମ୍ (SB 7.5.23) । କୃଷ୍ଣଙ୍କୁ ପୂଜା କରାଯିବା ଉଚିତ୍, କୃଷ୍ଣଙ୍କର ବିଷୟରେ ଶ୍ରବଣ କରିବା ଉଚିତ୍, କୃଷ୍ଣଙ୍କ ବିଷୟରେ ଜପ କରିବା ଉଚିତ୍, କୃଷ୍ଣଙ୍କୁ ସ୍ମରଣ କରିବା ଉଚିତ୍ । ଏହିପରି ଭାବରେ, ତୁମେ କୃଷ୍ଣ ଚେତନାରେ ଉନ୍ନତି କରିବ ।
ବହୁତ ବହୁତ ଧନ୍ୟବାଦ । ହରେ କୃଷ୍ଣ ।