OR/Prabhupada 0204 - ମୁଁ ଗୁରୁଙ୍କ କୃପା ପାଉଛି. ଏଇଆ ହିଁ ବାଣୀ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0204 - in all Languages Category:OR-Quotes - 1975 Category:OR-Quotes - Mor...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in USA, San Francisco]]
[[Category:OR-Quotes - in USA, San Francisco]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0203 - ଏହି ହରେ କୃଷ୍ଣ ଆନ୍ଦୋଳନକୁ ବନ୍ଦ କର ନାହିଁ|0203|OR/Prabhupada 0205 - ମୁଁ କଦାପି ଆଶା କରି ନ ଥିଲି ଯେ ଏହି ଲୋକମାନେ ସ୍ଵୀକାର କରିବେ|0205}}
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
<div class="center">
<div class="center">
Line 15: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|wt3__jE93UQ|I am getting the mercy of guru. This is vani<br />- Prabhupāda 0204}}
{{youtube_right|K3M3WKXo6lM|ମୁଁ ଗୁରୁଙ୍କ କୃପା ପାଉଛି. ଏଇଆ ହିଁ ବାଣୀ <br />- Prabhupāda 0204}}
<!-- END VIDEO LINK -->
<!-- END VIDEO LINK -->


<!-- BEGIN AUDIO LINK -->
<!-- BEGIN AUDIO LINK -->
<mp3player>http://vaniquotes.org/w/images/750721MW.SF_clip.mp3</mp3player>
<mp3player>https://s3.amazonaws.com/vanipedia/clip/750721MW.SF_clip.mp3</mp3player>
<!-- END AUDIO LINK -->
<!-- END AUDIO LINK -->



Latest revision as of 14:06, 17 October 2018



Morning Walk -- July 21, 1975, San Francisco

ପ୍ରଭୁପାଦ : ତମ ମାନଙ୍କୁ ଦୁଇ ଜଣଙ୍କ ସଙ୍ଗ ନେବା ପାଇଁ ପଡିବ. ଗୁରୁ-କୃଷ୍ଣ-କୃପା-ପାଏ-ଭକ୍ତି-ଲତା-ବୀଚ. (CC Madhya 19.151) ଗୁରୁ-କୃପା ଆଉ କୃଷ୍ଣ-କୃପା ଦୁହେଁ ଯୋଡିବା ଦରକାର. ତା ହେଲେ ହିଁ ପାଇ ପାରିବ.

ଜୟଦ୍ଵୀତ : ଆମେ ମାନେ ସେଇ ଗୁରୁ କୃପା ପାଇବା ପାଇଁ ଉତ୍ସକ.

ପ୍ରଭୁପାଦ : କିଏ ?

ଜୟଦ୍ଵୀତ : ଆମେ ମାନେ. ଆମେ ସମସ୍ତେ .

ପ୍ରଭୁପାଦ : ହଁ. ଯସ୍ୟ ପ୍ରସାଦାଦ୍ ଭଗବତ ପ୍ରସାଦ. ତମେ ମାନେ ଯଦି ଗୁରୁ କୃପା ପାଇବ ତାହେଲେ ଆପେ ଆପେ କୃଷ୍ଣ କୃପା ପାଇ ଯିବ.

ନାରୟଣ : ଗୁରୁ କୃପା କେବଳ ଆଧ୍ୟତ୍ମିକ ଗୁରୁଙ୍କୁ ଖୁସି କରିଲେ ହିଁ ପାଇ ହେବ କି? ଶ୍ରୀଲ ପ୍ରଭୁପାଦ ?

ପ୍ରଭୁପାଦ : ଅନ୍ୟଥା କେମିତି?

ନାରାୟଣ : କ୍ଷମା କରିବେ ?

ପ୍ରଭୁପାଦ : ଅନ୍ୟଥା ଏୟା କେମିତି ଆସିବ ?

ନାରାୟଣ : ତା ହେଲେ ଯେଉଁ ଶିଷ୍ୟ ମାନଙ୍କୁ ଆପଣଙ୍କ ଦର୍ଶନ ହେଇ ନାଇଁ କିମ୍ବା ଆପଣଙ୍କ ସହ କଥା ହେବା ର ସୁଯଗ ମିଳିନାହିଁ ...

ପ୍ରଭୁପାଦ : ସେଥିପାଇଁ ଗୁରୁ କହୁଛନ୍ତି . ବାଣୀ ଆଉ ବାପୁ. ଯଦି ଭି ତମେ ଗୁରୁଙ୍କ ଶରୀର ଦର୍ଶନ କରି ନାହଁ, ତମେ ତାଙ୍କ ଉପଦେଶ, ବାଣୀ କୁ ଗ୍ରହଣ କର.

ନାରାୟଣ : ପରନ୍ତୁ ସେମାନେ କେମିତି ଜାଣିବେ ଯେ ଆପଣ ଖୁସି ହେଲେ, ଶ୍ରୀଲ ପ୍ରଭୁପାଦ ?

ପ୍ରଭୁପାଦ : ଯଦି ତମେ ସତରେ ଗୁରୁଙ୍କ ଆଜ୍ଞା ପାଳନ କରୁଛୁ, ତାମାନେ, ଗୁରୁଙ୍କ କୃପା ଅଛି. ଆଉ ଯଦି ତମେ ପାଳନ କରୁ ନାହିଁ, ତାହେଲେ କିପରି କୃପା ମିଳିବ?

ସୁଦାମା : କେବଳ ଏୟା ହିଁ ନୁହେଁ, ଅପଣଙ୍କ କୃପା ସବୁ ଜାଗା ରେ ବିସ୍ତାର ହେଇଚି, ଆଉ ଆମେ ଯଦି ଆର ଲାଭ ନେଇ ପାରିବୁ, ଆପଣ ଥରେ କହିଥିଲେ, ଆମେ ପରିଣାମ ଅନୁଭବ କରିପାରିବା.

ପ୍ରଭୁପାଦ : ହଁ !!

ଜୟଦ୍ଵୀତ : ଆଉ ଯଦି ଆମ ମାନଙ୍କ ଗୁରୁଙ୍କ ବାଣୀ ରେ ଶ୍ରଦ୍ଧା ଥାଏ, ଆମେ ମାନେ ଆପେ ଆପେ ସେଇଆ ହିଁ କରିବୁ.

ପ୍ରଭୁପାଦ : ହଁ .

ପ୍ରଭୁପାଦ : ମୁ ଗୁରୁ ମହାରାଜଙ୍କ 1936 ରେ ତିରୁଭାବ ହେଇ ଥିଲା, ଆଉ ମୁଁ 1965, ତିରିଶ ବର୍ଷ ପରେ ଏଇ ସଂସ୍ଥା ଆରମ୍ଭ କରିଲି. ତାହେଲେ? ମୁ ଗୁରୁଙ୍କ କୃପା ପାଉଛି. ଏଇଆ ହିଁ ବାଣୀ. ଯଦି ପି ଗୁରୁ ଶାରୀରିକ ରୂପ ରେ ନାହାନ୍ତି, ତମେ ଯଦି ତାଙ୍କ ବାଣୀ ଶ୍ରବଣ କର, ତମେ ତାଙ୍କ ସାହାଯ୍ୟ ନେଉଛ.

ସୁଦାମା : ତାହେଲେ କେବେ ମଧ୍ୟ ଗୁରୁଙ୍କ ଠୁ ଦୂର ରହିବା ପ୍ରଶ୍ନ ହିଁ ନାହିଁ, ଯେତେ ସମୟ ଯାଇଁ ଶିଷ୍ୟ ଗୁରୁଙ୍କ ଆଦେଶ ପାଳନ କରୁଛି.

ପ୍ରଭୁପାଦ : ହଁ . ଚକ୍ଷୁ ଦାନ ଦିଲ ଯେଇଁ ... ତାପରେ କଣ ?

ସୁଦାମା : ଚକ୍ଷୁ ଦାନ ଦିଲ ଯେଇଁ ଜନ୍ମେ ଜନ୍ମେ ପ୍ରଭୁ ସେଇ.

ପ୍ରଭୁପାଦ : ଚକ୍ଷୁ ଦାନ ଦିଲ ଯେଇଁ ଜନ୍ମେ ଜନ୍ମେ ପ୍ରଭୁ ସେଇ.ତା ହେଲେ ଦୂରତା କେଉଁଠି ? କିଏ ତମ ମାନଙ୍କ ଆଖି ଖୋଲିଲା ? ସେ ତମ ସଂଗେ ଜନ୍ମ ଜନ୍ମ ଧରି ଅଛି.

ପରମହଂସ : ଆପଣ କେବେ ନିଜ ଆଧିୟାତ୍ମିକ ଗୁରୁଙ୍କ ଠୁ ତୀବ୍ର ଦୂରତା ଅନୁଭବ କରି ନାହାନ୍ତି କୀ ?

ପ୍ରଭୁପାଦ : ସେଇ ତମର ପଚାରିବା ଅବଶିୟକ ନୁହେଁ .