OR/Prabhupada 0031 - ତୁମେ ମୋର ଉପଦେଶ, ମୋର ପ୍ରଶିକ୍ଷଣ ଅନୁସାରେ ଜୀବନ ଅତିବାହିତ କର: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0031 - in all Languages Category:OR-Quotes - 1977 Category:OR-Quotes - Con...") |
(Vanibot #0023: VideoLocalizer - changed YouTube player to show hard-coded subtitles version) |
||
Line 8: | Line 8: | ||
[[Category:Oriya Language]] | [[Category:Oriya Language]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0030 - କୃଷ୍ଣ କେବଳ ଉପଭୋଗ କରନ୍ତି| | {{1080 videos navigation - All Languages|Oriya|OR/Prabhupada 0030 - କୃଷ୍ଣ କେବଳ ଉପଭୋଗ କରନ୍ତି|0030|OR/Prabhupada 0032 - ଯାହା ମୋତେ କହିବାର ଥିଲା, ତାହା ମୁଁ ମୋ ପୁସ୍ତକମାନଙ୍କରେ କହିଦେଇଛି|0032}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 19: | Line 19: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|CEa6irc5i_w|ତୁମେ ମୋର ଉପଦେଶ, ମୋର ପ୍ରଶିକ୍ଷଣ ଅନୁସାରେ ଜୀବନ ଅତିବାହିତ କର<br />- Prabhupāda 0031}} | ||
<!-- END VIDEO LINK --> | <!-- END VIDEO LINK --> | ||
Latest revision as of 15:18, 16 October 2018
Room Conversation 1 -- November 10, 1977, Vrndavana
ପ୍ରଭୁପାଦ:ଦୁଇଟି କଥା ଅଛି:ଜନ୍ମ କିମ୍ଵା ମୃତ୍ୟୁ । ତେଣୁ ମୁଁ ଯଦି ମରିଯାଏ, ଏଥିରେ ଭୂଲ କ'ଣ ଅଛି? ଏବଂ ଯଦି ମୃତ୍ୟୁ ଅଛି, ତାହା ସ୍ଵାଭାବିକ ଅଟେ ।
ଜୟପତାକା:ଆପଣଙ୍କ ପାଇଁ, ଶ୍ରୀଲା ପ୍ରଭୁପାଦ, ବଞ୍ଚିବା କିମ୍ଵା ମରିବା ସେଥିରେ କୌଣସି ପାର୍ଥକ୍ୟ ନାହିଁ କାରଣ ଆପଣ ଆଧ୍ୟାତ୍ମିକ ସ୍ଥରରେ ଅଛନ୍ତି, କିନ୍ତୁ ଆମମାନଙ୍କ ପାଇଁ, ଆପଣ ଯେତେବେଳେ ଦେହ ତ୍ୟାଗ କରିବେ ତେବେ ଆମେମାନେ ଆପଣଙ୍କ ସଙ୍ଗତିରୁ ବିଛିନ୍ନ ହୋଇଯିବୁ । ତେଣୁ ଆମମାନଙ୍କ ପାଇଁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ ।
ପ୍ରଭୁପାଦ:ତୁମେ ମୋର ଉପଦେଶ, ମୋର ପ୍ରଶିକ୍ଷଣ ଅନୁସାରେ ଜୀବନ ଅତିବାହିତ କର ।