OR/Prabhupada 0049 - ଆମେମାନେ ପ୍ରକୃତିର ନିୟମରେ ବନ୍ଧା: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0049 - in all Languages Category:OR-Quotes - 1976 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in USA, New York]]
[[Category:OR-Quotes - in USA, New York]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0048 - ଆର୍ଯ୍ୟ ସଭ୍ୟତା|ପୂର୍ବ ପୃଷ୍ଠା - ବିଡିଓ 0048|OR/Prabhupada 0050 - ସେମାନେ ଜାଣିନାହାନ୍ତି ପରବର୍ତ୍ତୀ ଜୀବନ କ'ଣ|ପର ପୃଷ୍ଠା - ବିଡିଓ 0050}}
{{1080 videos navigation - All Languages|Oriya|OR/Prabhupada 0048 - ଆର୍ଯ୍ୟ ସଭ୍ୟତା|0048|OR/Prabhupada 0050 - ସେମାନେ ଜାଣି ନାହାଁନ୍ତି ଯେ ପରବର୍ତ୍ତୀ ଜୀବନ କ'ଣ|0050}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|7EnnY_t-RLo|ଆମେମାନେ ପ୍ରକୃତିର ନିୟମରେ ବନ୍ଧା<br />- Prabhupāda 0049}}
{{youtube_right|61IMsFTlP04|ଆମେମାନେ ପ୍ରକୃତିର ନିୟମରେ ବନ୍ଧା<br />- Prabhupāda 0049}}
<!-- END VIDEO LINK -->
<!-- END VIDEO LINK -->


Line 30: Line 30:


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
Donc, ce saṅkīrtana est tout glorieux. C'est la miséricorde de Sri Chaitanya Mahāprabhu. Paraṁ vijayate śrī-kṛṣṇa-saṅkīrtanam. C'est Sa miséricorde: simplement le saṅkīrtana pour cet âge. C'est confirmé dans la littérature védique, dans le Vedānta-sūtra. Śabdād anāvṛtti. Anāvṛtti, la libération. Notre position actuelle est la servitude. Nous sommes liés par les lois de la nature. Nous pouvons bêtement nous déclarer indépendant - c'est notre folie - mais en réalité nous sommes liés par les lois de la nature.
ତେଣୁ ଏହି ସଂକୀର୍ତ୍ତନ ଗୌରବାନ୍ଵିତ ଅଟେ । ଏହା ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ଅଟେ । ପରମ ବିଜୟତେ ଶ୍ରୀ କୃଷ୍ଣ ସଂକୀର୍ତ୍ତନମ୍ । ଏହା ତାଙ୍କର ଆଶୀର୍ବାଦ: କେବଳ ସଂକୀର୍ତ୍ତନ ଦ୍ଵାରା ଏହି ଯୁଗରେ । ବୈଦିକ ସାହିତ୍ୟରେ ଏହା ସ୍ଵୀକୃତ, ବେଦାନ୍ତ ସୂତ୍ରରେ । ଶବ୍ଦାଦ୍ ଅନବୃତ୍ତି । ଅନବୃତ୍ତି ମୋକ୍ଷ । ଆମର ବର୍ତ୍ତମାନ୍ ସ୍ଥିତି ହେଉଛି ବନ୍ଧନ । ଆମେମାନେ ପ୍ରକୃତିର ନିୟମରେ ବନ୍ଧା । ଆମେ ମୁର୍ଖ ଭାବରେ ସ୍ଵାଧିନତାର ଘୋଷଣା କରିପାରିବା- ଏହା ଆମର ମୁର୍ଖତା ଅଟେ କିନ୍ତୁ ଆମେ ପ୍ରକୃତିର ନିୟମରେ ବାନ୍ଧି ହୋଇଅଛୁ ।


:prakṛteḥ kriyamāṇāni
:ପ୍ରକୃତେଃ କ୍ରିୟମାଣନି
:guṇaiḥ karmāṇi sarvaśaḥ
:ଗୁଣୈଃ କର୍ମାଣି ସର୍ବଶଃ
:ahaṅkāra vimūdhātmā
:ଅହଂକାର ବିମୂଢାତ୍ମା
:kartāham...
:କର୍ତ୍ତାହମ୍...  
:([[Vanisource:BG 3.27|BG 3.27]])  
:([[Vanisource:BG 3.27 (1972)|BG 3.27]])  


Nous sommes liés par les lois de la nature, mais ceux qui sont fous, vimūdhātmā, sous un faux prestige, une telle personne pense qu'elle est indépendante. Non, ce n'est pas le cas. Donc, c'est un malentendu. Donc ce malentendu doit être nettoyé. C'est le but de la vie. Par conséquent Sri Chaitanya Mahāprabhu recommande de chanter le mahā-mantra Hare Kṛṣṇa, puis le premier bénéfice est ceto-darpaṇa-mārjanam ([[Vanisource:CC Antya 20.12|CC Antya 20.12]]). Parce que le malentendu est situé dans le cœur. Si le cœur est clair, la conscience est claire, il n'y a pas de malentendu. Donc, cette conscience doit être nettoyée. Et chanter Hare Krishna est la première partie du résultat. Kīrtanād eva kṛṣṇasya mukta-saṅga paraṁ vrajet ([[Vanisource:SB 12.3.51|SB 12.3.51]]). Simplement en chantant Krishna, kṛṣṇasya, le saint nom de Krishna, Hare Krishna. Hare Krishna, Hare Rama, la même chose. il n'y a aucune différence entre Rama et Krishna. Rāmādi-mūrtiṣu kalā-niyamena tiṣṭhan (Bs. 5.39). Donc vous en avez besoin. La situation actuelle est un malentendu, "Je suis un produit de cette nature matérielle", "je suis ce corps." "Je suis Indien," "Je suis Américain", "Je suis brāhmaṇa", "Je suis kṣatriya", et ainsi de suite, ainsi de suite... Tant de désignations. Mais nous ne sommes aucune d'entre elles. Telle est l'évidence. Ceto-darpaṇa. Quand vous comprenez clairement que "je ne suis pas un Indien, je ne suis pas un Américain, Je ne suis pas brāhmaṇa, je ne suis pas kṣatriya"- autrement dit: " Je ne suis pas ce corps"- alors la conscience deviendra ahaṁ brahmāsmi. Brahma-bhūtaḥ prasannātmā na śocati na kāṅkṣati ([[Vanisource:BG 18.54|BG 18.54]]) Voilà ce qui est voulu. Telle est le succès de la vie.
ଆମେ ପ୍ରକୃତିର ନିୟମରେ ବାନ୍ଧି ହୋଇଅଛୁ, କିନ୍ତୁ ଯେଉଁମାନେ ମୂର୍ଖ ଅଟନ୍ତି, ବିମୂଢାତ୍ମା, ମିଛ ପ୍ରତିଷ୍ଠା ଭଳି, ସେଭଳି ବ୍ୟକ୍ତି ଭାବେ ଯେ ସେ ସ୍ଵାଧିନ । ନା । ସେ ନୁହେଁ । ଏହା ଏକ ଭୁଲ ଧାରଣା । ତେଣୁ ଏହି ଭୁଲ ଧାରଣାକୁ ସୁଧାରିବାକୁ ହେବ । ତାହା ହିଁ ଜୀବନର ଲକ୍ଷ୍ୟ । ସେଥିପାଇଁ ଶ୍ରୀ ଚୈତନ୍ୟ ମହାପ୍ରଭୁ ସୁପାରିଶ୍ କରିଛନ୍ତି ଯେ ଯଦି ତୁମେ ହରେ କୃଷ୍ଣ ମନ୍ତ୍ର ଜପ କର, ତେବେ ଲାଭର ପ୍ରଥମ କିସ୍ତି ହେଉଛି ଚେତୋ- ଦର୍ପଣ- ମାର୍ଜନଂ([[Vanisource:CC Antya 20.12|CC Antya 20.12]]) । କାରଣ ଭୁଲ ଧାରଣା ହୃଦୟ ଭିତରେ ଅଛି । ଯଦି ହୃଦୟ ସଫା ଅଛି, ଚେତନା ସ୍ପଷ୍ଟ ଅଛି, ତେବେ କୌଣସି ଭୁଲ ଧାରଣା ରହିବ ନାହିଁ । ତେଣୁ ଏହି ଚେତନାକୁ ସଫା କରିବାକୁ ହେବ । ଏବଂ ତାହା ହରେ କୃଷ୍ଣ ମନ୍ତ୍ର ଜପ କରିବା ପରିଣାମର ପ୍ରଥମ କିସ୍ତି । କୀର୍ତ୍ତନାଦ୍ ଏୱ କୃଷ୍ନସ୍ୟ ମୁକ୍ତ-ସଙ୍ଗ ପରଂ ବ୍ରଜେତ([[Vanisource:SB 12.3.51|SB 12.3.51]]) । କେବଳ କୃଷ୍ଣଙ୍କ ନାମ ଜପ କରିଲେ, କୃଷ୍ଣସ୍ୟ, କୃଷ୍ଣଙ୍କର ପବିତ୍ର ନାମ, ହରେ କୃଷ୍ଣ । ହରେ କୃଷ୍ଣ, ହରେ ରାମ,ଏକା କଥା । କୃଷ୍ଣ ବା ରାମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ରାମାଦି ମୂର୍ତ୍ତିଷୂ କଲା ନିୟମେନ ତିଷ୍ଠନ୍ (Bs. 5.39) । ତେଣୁ ତୁମକୁ ଆବଶ୍ୟକ । ବର୍ତ୍ତମାନ ସ୍ଥିତି ହେଉଛି ଭୁଲ ଧାରଣା ଏହିକି, ଯେ "ମୁଁ ହେଉଛି ଏହି ଭୁଲ ଧାରଣାର ପରିଣାମ ।" "ମୁଁ ଏହି ଶରୀର ଅଟେ।" ମୁଁ ଭାରତୀୟ, ମୁଁ ଆମେରିକୀୟ, ମୁଁ ବ୍ରାହ୍ମଣ, ମୁଁ କ୍ଷତ୍ରିୟ, ଇତ୍ୟାଦି... ଏତେ ଗୁଡାଏ ଉପାଧି । କିନ୍ତୁ ଆମେ ସେ ମଧ୍ୟରୁ କୌଣସି ନୁହଁ । ଏହା ହେଉଛି ସଫା କରିବା । ଚେତୋ ଦର୍ପଣ । ତୁମେ ଯେବେ ତାହା ସଠିକ ଭାବରେ ବୁଝିପାରିବ ଯେ "ମୁଁ ଜଣେ ଭାରତୀୟ ନୁହେଁ, ମୁଁ ଜଣେ ଆମେରିକୀୟ ନୁହେଁ, ମୁଁ ବ୍ରାହ୍ମଣ ନୁହେଁ, ମୁଁ କ୍ଷେତ୍ରୀୟ ନୁହେଁ- ଅର୍ଥାତ୍ "ମୁଁ ଏହି ଶରୀର ନୁହେଁ"- ତେବେ ଚେତନା ଅହଂ ବ୍ରହ୍ମାସ୍ମି ହୋଇଯିବ । ବ୍ରହ୍ମଭୂତଃ ପ୍ରସନ୍ନାତ୍ମା ନ ଶୋଚତି ନ କାଂକ୍ଷତି ([[Vanisource:BG 18.54 (1972)|BG 18.54]]) । ଏହା ହିଁ ଆବଶ୍ୟକ । ଏହା ଜୀବନର ସଫଳତା ଅଟେ ।
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 15:27, 16 October 2018



Arrival Talk -- Aligarh, October 9, 1976

ତେଣୁ ଏହି ସଂକୀର୍ତ୍ତନ ଗୌରବାନ୍ଵିତ ଅଟେ । ଏହା ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ଅଟେ । ପରମ ବିଜୟତେ ଶ୍ରୀ କୃଷ୍ଣ ସଂକୀର୍ତ୍ତନମ୍ । ଏହା ତାଙ୍କର ଆଶୀର୍ବାଦ: କେବଳ ସଂକୀର୍ତ୍ତନ ଦ୍ଵାରା ଏହି ଯୁଗରେ । ବୈଦିକ ସାହିତ୍ୟରେ ଏହା ସ୍ଵୀକୃତ, ବେଦାନ୍ତ ସୂତ୍ରରେ । ଶବ୍ଦାଦ୍ ଅନବୃତ୍ତି । ଅନବୃତ୍ତି ମୋକ୍ଷ । ଆମର ବର୍ତ୍ତମାନ୍ ସ୍ଥିତି ହେଉଛି ବନ୍ଧନ । ଆମେମାନେ ପ୍ରକୃତିର ନିୟମରେ ବନ୍ଧା । ଆମେ ମୁର୍ଖ ଭାବରେ ସ୍ଵାଧିନତାର ଘୋଷଣା କରିପାରିବା- ଏହା ଆମର ମୁର୍ଖତା ଅଟେ କିନ୍ତୁ ଆମେ ପ୍ରକୃତିର ନିୟମରେ ବାନ୍ଧି ହୋଇଅଛୁ ।

ପ୍ରକୃତେଃ କ୍ରିୟମାଣନି
ଗୁଣୈଃ କର୍ମାଣି ସର୍ବଶଃ
ଅହଂକାର ବିମୂଢାତ୍ମା
କର୍ତ୍ତାହମ୍...
(BG 3.27)

ଆମେ ପ୍ରକୃତିର ନିୟମରେ ବାନ୍ଧି ହୋଇଅଛୁ, କିନ୍ତୁ ଯେଉଁମାନେ ମୂର୍ଖ ଅଟନ୍ତି, ବିମୂଢାତ୍ମା, ମିଛ ପ୍ରତିଷ୍ଠା ଭଳି, ସେଭଳି ବ୍ୟକ୍ତି ଭାବେ ଯେ ସେ ସ୍ଵାଧିନ । ନା । ସେ ନୁହେଁ । ଏହା ଏକ ଭୁଲ ଧାରଣା । ତେଣୁ ଏହି ଭୁଲ ଧାରଣାକୁ ସୁଧାରିବାକୁ ହେବ । ତାହା ହିଁ ଜୀବନର ଲକ୍ଷ୍ୟ । ସେଥିପାଇଁ ଶ୍ରୀ ଚୈତନ୍ୟ ମହାପ୍ରଭୁ ସୁପାରିଶ୍ କରିଛନ୍ତି ଯେ ଯଦି ତୁମେ ହରେ କୃଷ୍ଣ ମନ୍ତ୍ର ଜପ କର, ତେବେ ଲାଭର ପ୍ରଥମ କିସ୍ତି ହେଉଛି ଚେତୋ- ଦର୍ପଣ- ମାର୍ଜନଂ(CC Antya 20.12) । କାରଣ ଭୁଲ ଧାରଣା ହୃଦୟ ଭିତରେ ଅଛି । ଯଦି ହୃଦୟ ସଫା ଅଛି, ଚେତନା ସ୍ପଷ୍ଟ ଅଛି, ତେବେ କୌଣସି ଭୁଲ ଧାରଣା ରହିବ ନାହିଁ । ତେଣୁ ଏହି ଚେତନାକୁ ସଫା କରିବାକୁ ହେବ । ଏବଂ ତାହା ହରେ କୃଷ୍ଣ ମନ୍ତ୍ର ଜପ କରିବା ପରିଣାମର ପ୍ରଥମ କିସ୍ତି । କୀର୍ତ୍ତନାଦ୍ ଏୱ କୃଷ୍ନସ୍ୟ ମୁକ୍ତ-ସଙ୍ଗ ପରଂ ବ୍ରଜେତ(SB 12.3.51) । କେବଳ କୃଷ୍ଣଙ୍କ ନାମ ଜପ କରିଲେ, କୃଷ୍ଣସ୍ୟ, କୃଷ୍ଣଙ୍କର ପବିତ୍ର ନାମ, ହରେ କୃଷ୍ଣ । ହରେ କୃଷ୍ଣ, ହରେ ରାମ,ଏକା କଥା । କୃଷ୍ଣ ବା ରାମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ରାମାଦି ମୂର୍ତ୍ତିଷୂ କଲା ନିୟମେନ ତିଷ୍ଠନ୍ (Bs. 5.39) । ତେଣୁ ତୁମକୁ ଆବଶ୍ୟକ । ବର୍ତ୍ତମାନ ସ୍ଥିତି ହେଉଛି ଭୁଲ ଧାରଣା ଏହିକି, ଯେ "ମୁଁ ହେଉଛି ଏହି ଭୁଲ ଧାରଣାର ପରିଣାମ ।" "ମୁଁ ଏହି ଶରୀର ଅଟେ।" ମୁଁ ଭାରତୀୟ, ମୁଁ ଆମେରିକୀୟ, ମୁଁ ବ୍ରାହ୍ମଣ, ମୁଁ କ୍ଷତ୍ରିୟ, ଇତ୍ୟାଦି... ଏତେ ଗୁଡାଏ ଉପାଧି । କିନ୍ତୁ ଆମେ ସେ ମଧ୍ୟରୁ କୌଣସି ନୁହଁ । ଏହା ହେଉଛି ସଫା କରିବା । ଚେତୋ ଦର୍ପଣ । ତୁମେ ଯେବେ ତାହା ସଠିକ ଭାବରେ ବୁଝିପାରିବ ଯେ "ମୁଁ ଜଣେ ଭାରତୀୟ ନୁହେଁ, ମୁଁ ଜଣେ ଆମେରିକୀୟ ନୁହେଁ, ମୁଁ ବ୍ରାହ୍ମଣ ନୁହେଁ, ମୁଁ କ୍ଷେତ୍ରୀୟ ନୁହେଁ- ଅର୍ଥାତ୍ "ମୁଁ ଏହି ଶରୀର ନୁହେଁ"- ତେବେ ଚେତନା ଅହଂ ବ୍ରହ୍ମାସ୍ମି ହୋଇଯିବ । ବ୍ରହ୍ମଭୂତଃ ପ୍ରସନ୍ନାତ୍ମା ନ ଶୋଚତି ନ କାଂକ୍ଷତି (BG 18.54) । ଏହା ହିଁ ଆବଶ୍ୟକ । ଏହା ଜୀବନର ସଫଳତା ଅଟେ ।