OR/Prabhupada 0501 - ଆମେ ଚିନ୍ତାରୁ ମୁକ୍ତ ହୋଇ ପାରିବା ନାହିଁ ଯେଉଁ ପର୍ଯ୍ୟନ୍ତ ଆମେ କୃଷ୍ଣ ଭାବନାମୃତକୁ ଆସି ନାହୁଁ: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0501 - in all Languages Category:OR-Quotes - 1972 Category:OR-Quotes - Lec...") |
No edit summary |
||
Line 6: | Line 6: | ||
[[Category:OR-Quotes - in India]] | [[Category:OR-Quotes - in India]] | ||
[[Category:OR-Quotes - in India, Hyderabad]] | [[Category:OR-Quotes - in India, Hyderabad]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages| | {{1080 videos navigation - All Languages|Oriya|OR/Prabhupada 0500 - ତୁମେ ଭୌତିକ ଦୁନିଆରେ ସ୍ଥାୟୀ ଭାବରେ ଖୁସି ରହି ପାରିବ ନାହିଁ|0500|OR/Prabhupada 0502 - ଅବାନ୍ତର ଧାରଣାକୁ ତ୍ୟାଗ କର - କୃଷ୍ଣ ଭାବନାମୃତର ବିସ୍ତାରିତ ଜୀବନକୁ ଗ୍ରହଣ କର|0502}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 33: | Line 30: | ||
<!-- BEGIN TRANSLATED TEXT --> | <!-- BEGIN TRANSLATED TEXT --> | ||
<p> | <p>ତ ତୁମେ ସୁଖୀ ହୋଇ ପାରିବ ନାହିଁ । ଏଇ ପୁଅମାନେ ଆଉ ଏଇ ଝିଅ ମାନେ, ଆମେରିକା ର, ଇଉରୋପ ର, ସେମାନେ ସବୁ ଏଇ ମୋଟର ଗାଡି ସଭ୍ୟତାର ସ୍ୱାଦ ଚାଖି ସାରିଛନ୍ତି । ବହୁତ ଭଲ ଭାବରେ ଚାଖି ସାରିଛନ୍ତି । ମୋଟର ଗାଡି, ନାଇଟ-କ୍ଳବ, ପିଇବା, ସେମାନେ ବହୁତ ଭଲ ଭାବରେ ଚାଖି ସାରିଛନ୍ତି । ସେଥିରେ କିଛି ଖୁସି ନାହିଁ । ସେଥିପାଇଁ ସେମାନେ କୃଷ୍ଣ ଭାବାନାମୃତକୁ ଆସିଛନ୍ତି । ସେଥିପାଇଁ, ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ ([[Vanisource:BG 2.16 (1972)|ଭ.ଗୀ. ୨.୧୭]])। ଅଭାବଃ, ଆଉ ସତଃ । ତ ଆମେ ଦୁଃଖୀ ଏଥିପାଇଁ ଯେ ଆମେ ଅସତ କୁ ଗ୍ରହଣ କରୁଛେ, ଯାହା ରହିବ ନାହିଁ । ତାହା ପ୍ରହ୍ଲାଦ ମହାରାଜଙ୍କ ଦ୍ୱାରା ବିବରଣ ଦିଆ ଯାଇ ଅଛି: ସଦା ସମୁଦ୍ବିଗ୍ନା-ଧିୟଂ ଅସଦ୍-ଗ୍ରହାତ ([[Vanisource:SB 7.5.5|ଭା. ୭.୫.୫]]) ସଦା ସମୁଦ୍ବିଗ୍ନା-ଧିୟଂ । ଆମେ ମାନେ ସବୁ ବେଳେ ଉଦବିଗ୍ନ, ବହୁତ ଉଦବିଗ୍ନ । ଏହା ସତ୍ୟ । ଆମେ ମାନେ ସମସ୍ତେ, ଉଦବିଗ୍ନରେ ଭର୍ତ୍ତି । କାହିଁକି? ଅସଦ୍-ଗ୍ରହାତ । କାରଣ ଆମେ ମାନେ ଏହି ଭୌତିକ ଶରୀରକୁ ଗ୍ରହଣ କରିଛେ । ଅସଦ୍-ଗ୍ରହାତ । ତଦ୍ ସାଧୁ ମନ୍ୟେ ଽସୁର-ବର୍ଯ୍ୟ ଦେହିନାଂ ସଦା ସମୁଦ୍ବିଗ୍ନା-ଧିୟଂ । ଦେହିନାଂ । ଦେହିନାଂ ଅର୍ଥ... ଦେହ ଆଉ ଦେହୀ, ଆମେ ପୂର୍ବରୁ ଚର୍ଚ୍ଚା କରିଛେ । ଦେହୀ ର ଅର୍ଥ ଦେହର ମାଲିକ । ତ ସମସ୍ତେ ଦେହୀ ଅଟନ୍ତି, ହୁଏତ ପଶୁ ଅଥବା ମନୁଷ୍ୟ ଅଥବା ଗଛ ଅଥବା କେହିବି । ପ୍ରତେକ ଜୀବ ଗୋଟିଏ ଭୌତିକ ଶରୀର ଗ୍ରହଣ କରିଛି । ତେଣୁ ସେମାନଙ୍କୁ ଦେହୀ କୁହାଯାଉଛି । ତ ଦେହିନାଂ, ପ୍ରତ୍ୟେକ ଦେହୀ, କାରଣ ସେ ଏହି ଭୌତିକ ଶରୀର ଗ୍ରହଣ କରିଛି, ସେ ସବୁବେଳେ ପୂର୍ଣ ଆତୁରତାରେ ରହୁଛି । </p> | ||
<p> | <p>ତ ଆମେ ଚିନ୍ତାରୁ ମୁକ୍ତ ହୋଇ ପାରିବା ନାହିଁ ଯେଉଁ ପର୍ଯ୍ୟନ୍ତ ଆମେ କୃଷ୍ଣ ଭାବନାମୃତ କୁ ଗ୍ରହଣ ନ କରିଛେ । ଏହା ସମ୍ଭବ ନୁହଁ । ତୁମକୁ କୃଷ୍ଣ ଭାବନାମୃତ ହେବାକୁ ହିଁ ପଡିବ, ବ୍ରହ୍ମ-ଭୂତଃ ପ୍ରସନ୍ନାତ୍ମା ( [[Vanisource:BG 18.54 (1972)|ଭା.ଗୀ. ୧୮.୫୪]]) - ସାଙ୍ଗେ ସାଙ୍ଗେ ତୁମେ ଚିନ୍ତା-ମୁକ୍ତ ହୋଇ ଯିବ । ଯଦି ତୁମେ କୃଷ୍ଣ ଭାବନାମୃତ ସ୍ଥରକୁ ନ ଆସୁଛ, ତୁମେ ସବୁବେଳେ ଚିନ୍ତା ଗ୍ରସ୍ତ ରହିବ । ସଦା ସମୁଦ୍ବିଗ୍ନ-ଧିୟଂ ଅସଦ୍-ଗ୍ରହାତ, ହିତ୍ବାତ୍ମ-ପାତଂ ଗୃହଂ ଅନ୍ଧ-କୂପମ, ବନଂ ଗତୋ ୟଦ ଧରିଂ ଆଶ୍ରୟେତ ([[Vanisource:SB 7.5.5|ଭା. ୭.୫.୫]]) ଏହି ପରି ଭାବେ ପ୍ରହଲ୍ଲାଦ ମହାରାଜ ଆମର ମାର୍ଗ ଦର୍ଶନ କରୁଛନ୍ତି ଯେ, ଯଦି ତୁମେ ଏହି ଆତୁରତାରୁ ମୁକ୍ତି ପାଇବାକୁ ଚାହୁଁଛ, ସଦା ସମୁଦ୍ବିଗ୍ନ-ଧିୟଂ, ପୁଣି ହିତ୍ବାତ୍ମ-ପାତଂ ଗୃହଂ ଅନ୍ଧ-କୂପମ... ଗୃହଂ ଅନ୍ଧ-କୂପମ । ଗୃହ ଅର୍ଥ... ବହୁତ ଅର୍ଥ ଅଛି । ବିଶେଷ ରୂପରେ ଏହାର ଅର୍ଥ: ଘର । ଘର । ଗୃହାସକ୍ତ । ଆମର ବୈଦିକ ସଭ୍ୟତା ଅନୁଯାଇ, ଘର ଠାରୁ ଦୁରକୁ ଚାଲି ଯାଅ । ଘର ଠାରୁ ଦୁରେଇ ଯାଅ । ସନ୍ୟାସ ନିଅ । ବାନପ୍ରସ୍ଥ ନିଅ । ମୃତ୍ୟର ଅନ୍ତିମ କ୍ଷଣ ଯାଏଁ, ପରିବାର ର ଏକ ସଦସ୍ୟ ହୋଇ ରୁହ ନାହିଁ, ଜେଜେ-ବାପା, ପଣି -ଜେଜେ-ବାପା । ତାହା ଆମର ବୈଦିକ ସଭ୍ୟତା ନୁହଁ । ଯେମିତ ଆମେ ବଡ ହୋଇ ଯାଉଛେ, ପଞ୍ଚାଶୋଉର୍ଦ୍ଧମ୍ ବନଂ ବ୍ରଜେତ, ସେ ବାହାରି ଯିବା ଦରକାର ଏହି ଗୃହଂ ଅନ୍ଧ-କୂପମ୍ । ଗୃହଂ ଅନ୍ଧ-କୂପମ୍, ଯଦି ଆମେ ଏହା ଉପରେ ଚର୍ଚ୍ଚା କରୁ, ଏହା ହୁଏତ ବହୁତ ଅରୁଚିକର ହୋଇଯିବ । କିନ୍ତୁ ଆମକୁ ଶାସ୍ତ୍ରରୁ ଆଲୋଚନା କରିବାକୁ ହେବ କି ଗୃହ କଣ? ଗୃହ ହେଉଛି... ଆଉ ଗୋଟିଏ ଶବ୍ଦ, ଏହାକୁ କୁହାଯାଏ ଅଙ୍ଗନାଶ୍ରୟଂ । ଅଙ୍ଗନା । ଅଙ୍ଗନା ର ଅର୍ଥ ନାରୀ । ପତ୍ନୀ ର ସୁରକ୍ଷାରେ ରହିବା । ଅଙ୍ଗନାଶ୍ରୟ । ତ ଶାସ୍ତ୍ର ପରାମର୍ଶ ଦେଉଛି ଯେ ତୁମେ ଏହି ଅଙ୍ଗନାଶ୍ରୟଂ ତ୍ୟାଗ କର, ପରମହଂସ-ଆଶ୍ରୟଂ କୁ ଯାଅ । ତାହା ହେଲେ ତୁମର ଜୀବନ ରକ୍ଷା ପାଇ ଯିବ । ଅନ୍ୟଥା, ଯେମିତି ପ୍ରହ୍ଲାଦ ମହାରାଜ କହୁଛନ୍ତି, ଗୃହଂ ଅନ୍ଧ-କୂପମ, ଯଦି ତୁମେ ନିଜକୁ ସବୁବେଳେ ଏଇ ପାରିବାରିକ ଜୀବନ ନାମକ ଅନ୍ଧକାର କୁଅଁ ରେ ରଖିବ, ତାହା ହେଲେ ତୁମେ କେବେ ବି ଖୁସି ହୋଇ ପାରିବ ନାହିଁ । ଆତ୍ମ-ପାତଂ । ଆତ୍ମ-ପାତଂ ର ଅର୍ଥ ତୁମେ କେବେ ଭି ଆଧ୍ୟାତ୍ମିକ ଜୀବନକୁ ବୁଝି ପାରିବ ନାହିଁ । ଅବଶ୍ୟ, ସବୁ ବେଳେ ନୁହଁ, କିନ୍ତୁ ସାଧାରଣତଃ । ସାଧାରଣତଃ, ଯିଏ ପାରିବାରିକ ଜୀବନ ପ୍ରତି ଅତ୍ୟଧିକ ଆସକ୍ତ ଅଥବା ବିସ୍ତାରିତ ପାରିବାରିକ ଜୀବନ... ବିସ୍ତାରିତ - ପାରିବାରିକ ଜୀବନ, ତାପରେ ସାମାଜିକ ଜୀବନ, ତାପରେ ସମ୍ରଦାୟିକ ଜୀବନ, ତାପରେ ରାଷ୍ଟ୍ରୀୟ ଜୀବନ, ତାପରେ ଅନ୍ତରାଷ୍ଟ୍ରୀୟ ଜୀବନ । ସେ ସବୁ ଗୃହଂ ଅନ୍ଧ-କୂପମ୍ । ସବୁ ଗୃହଂ ଅନ୍ଧ-କୂପମ୍ । </p> | ||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 12:44, 11 December 2021
Lecture on BG 2.15 -- Hyderabad, November 21, 1972
ତ ତୁମେ ସୁଖୀ ହୋଇ ପାରିବ ନାହିଁ । ଏଇ ପୁଅମାନେ ଆଉ ଏଇ ଝିଅ ମାନେ, ଆମେରିକା ର, ଇଉରୋପ ର, ସେମାନେ ସବୁ ଏଇ ମୋଟର ଗାଡି ସଭ୍ୟତାର ସ୍ୱାଦ ଚାଖି ସାରିଛନ୍ତି । ବହୁତ ଭଲ ଭାବରେ ଚାଖି ସାରିଛନ୍ତି । ମୋଟର ଗାଡି, ନାଇଟ-କ୍ଳବ, ପିଇବା, ସେମାନେ ବହୁତ ଭଲ ଭାବରେ ଚାଖି ସାରିଛନ୍ତି । ସେଥିରେ କିଛି ଖୁସି ନାହିଁ । ସେଥିପାଇଁ ସେମାନେ କୃଷ୍ଣ ଭାବାନାମୃତକୁ ଆସିଛନ୍ତି । ସେଥିପାଇଁ, ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ (ଭ.ଗୀ. ୨.୧୭)। ଅଭାବଃ, ଆଉ ସତଃ । ତ ଆମେ ଦୁଃଖୀ ଏଥିପାଇଁ ଯେ ଆମେ ଅସତ କୁ ଗ୍ରହଣ କରୁଛେ, ଯାହା ରହିବ ନାହିଁ । ତାହା ପ୍ରହ୍ଲାଦ ମହାରାଜଙ୍କ ଦ୍ୱାରା ବିବରଣ ଦିଆ ଯାଇ ଅଛି: ସଦା ସମୁଦ୍ବିଗ୍ନା-ଧିୟଂ ଅସଦ୍-ଗ୍ରହାତ (ଭା. ୭.୫.୫) ସଦା ସମୁଦ୍ବିଗ୍ନା-ଧିୟଂ । ଆମେ ମାନେ ସବୁ ବେଳେ ଉଦବିଗ୍ନ, ବହୁତ ଉଦବିଗ୍ନ । ଏହା ସତ୍ୟ । ଆମେ ମାନେ ସମସ୍ତେ, ଉଦବିଗ୍ନରେ ଭର୍ତ୍ତି । କାହିଁକି? ଅସଦ୍-ଗ୍ରହାତ । କାରଣ ଆମେ ମାନେ ଏହି ଭୌତିକ ଶରୀରକୁ ଗ୍ରହଣ କରିଛେ । ଅସଦ୍-ଗ୍ରହାତ । ତଦ୍ ସାଧୁ ମନ୍ୟେ ଽସୁର-ବର୍ଯ୍ୟ ଦେହିନାଂ ସଦା ସମୁଦ୍ବିଗ୍ନା-ଧିୟଂ । ଦେହିନାଂ । ଦେହିନାଂ ଅର୍ଥ... ଦେହ ଆଉ ଦେହୀ, ଆମେ ପୂର୍ବରୁ ଚର୍ଚ୍ଚା କରିଛେ । ଦେହୀ ର ଅର୍ଥ ଦେହର ମାଲିକ । ତ ସମସ୍ତେ ଦେହୀ ଅଟନ୍ତି, ହୁଏତ ପଶୁ ଅଥବା ମନୁଷ୍ୟ ଅଥବା ଗଛ ଅଥବା କେହିବି । ପ୍ରତେକ ଜୀବ ଗୋଟିଏ ଭୌତିକ ଶରୀର ଗ୍ରହଣ କରିଛି । ତେଣୁ ସେମାନଙ୍କୁ ଦେହୀ କୁହାଯାଉଛି । ତ ଦେହିନାଂ, ପ୍ରତ୍ୟେକ ଦେହୀ, କାରଣ ସେ ଏହି ଭୌତିକ ଶରୀର ଗ୍ରହଣ କରିଛି, ସେ ସବୁବେଳେ ପୂର୍ଣ ଆତୁରତାରେ ରହୁଛି ।
ତ ଆମେ ଚିନ୍ତାରୁ ମୁକ୍ତ ହୋଇ ପାରିବା ନାହିଁ ଯେଉଁ ପର୍ଯ୍ୟନ୍ତ ଆମେ କୃଷ୍ଣ ଭାବନାମୃତ କୁ ଗ୍ରହଣ ନ କରିଛେ । ଏହା ସମ୍ଭବ ନୁହଁ । ତୁମକୁ କୃଷ୍ଣ ଭାବନାମୃତ ହେବାକୁ ହିଁ ପଡିବ, ବ୍ରହ୍ମ-ଭୂତଃ ପ୍ରସନ୍ନାତ୍ମା ( ଭା.ଗୀ. ୧୮.୫୪) - ସାଙ୍ଗେ ସାଙ୍ଗେ ତୁମେ ଚିନ୍ତା-ମୁକ୍ତ ହୋଇ ଯିବ । ଯଦି ତୁମେ କୃଷ୍ଣ ଭାବନାମୃତ ସ୍ଥରକୁ ନ ଆସୁଛ, ତୁମେ ସବୁବେଳେ ଚିନ୍ତା ଗ୍ରସ୍ତ ରହିବ । ସଦା ସମୁଦ୍ବିଗ୍ନ-ଧିୟଂ ଅସଦ୍-ଗ୍ରହାତ, ହିତ୍ବାତ୍ମ-ପାତଂ ଗୃହଂ ଅନ୍ଧ-କୂପମ, ବନଂ ଗତୋ ୟଦ ଧରିଂ ଆଶ୍ରୟେତ (ଭା. ୭.୫.୫) ଏହି ପରି ଭାବେ ପ୍ରହଲ୍ଲାଦ ମହାରାଜ ଆମର ମାର୍ଗ ଦର୍ଶନ କରୁଛନ୍ତି ଯେ, ଯଦି ତୁମେ ଏହି ଆତୁରତାରୁ ମୁକ୍ତି ପାଇବାକୁ ଚାହୁଁଛ, ସଦା ସମୁଦ୍ବିଗ୍ନ-ଧିୟଂ, ପୁଣି ହିତ୍ବାତ୍ମ-ପାତଂ ଗୃହଂ ଅନ୍ଧ-କୂପମ... ଗୃହଂ ଅନ୍ଧ-କୂପମ । ଗୃହ ଅର୍ଥ... ବହୁତ ଅର୍ଥ ଅଛି । ବିଶେଷ ରୂପରେ ଏହାର ଅର୍ଥ: ଘର । ଘର । ଗୃହାସକ୍ତ । ଆମର ବୈଦିକ ସଭ୍ୟତା ଅନୁଯାଇ, ଘର ଠାରୁ ଦୁରକୁ ଚାଲି ଯାଅ । ଘର ଠାରୁ ଦୁରେଇ ଯାଅ । ସନ୍ୟାସ ନିଅ । ବାନପ୍ରସ୍ଥ ନିଅ । ମୃତ୍ୟର ଅନ୍ତିମ କ୍ଷଣ ଯାଏଁ, ପରିବାର ର ଏକ ସଦସ୍ୟ ହୋଇ ରୁହ ନାହିଁ, ଜେଜେ-ବାପା, ପଣି -ଜେଜେ-ବାପା । ତାହା ଆମର ବୈଦିକ ସଭ୍ୟତା ନୁହଁ । ଯେମିତ ଆମେ ବଡ ହୋଇ ଯାଉଛେ, ପଞ୍ଚାଶୋଉର୍ଦ୍ଧମ୍ ବନଂ ବ୍ରଜେତ, ସେ ବାହାରି ଯିବା ଦରକାର ଏହି ଗୃହଂ ଅନ୍ଧ-କୂପମ୍ । ଗୃହଂ ଅନ୍ଧ-କୂପମ୍, ଯଦି ଆମେ ଏହା ଉପରେ ଚର୍ଚ୍ଚା କରୁ, ଏହା ହୁଏତ ବହୁତ ଅରୁଚିକର ହୋଇଯିବ । କିନ୍ତୁ ଆମକୁ ଶାସ୍ତ୍ରରୁ ଆଲୋଚନା କରିବାକୁ ହେବ କି ଗୃହ କଣ? ଗୃହ ହେଉଛି... ଆଉ ଗୋଟିଏ ଶବ୍ଦ, ଏହାକୁ କୁହାଯାଏ ଅଙ୍ଗନାଶ୍ରୟଂ । ଅଙ୍ଗନା । ଅଙ୍ଗନା ର ଅର୍ଥ ନାରୀ । ପତ୍ନୀ ର ସୁରକ୍ଷାରେ ରହିବା । ଅଙ୍ଗନାଶ୍ରୟ । ତ ଶାସ୍ତ୍ର ପରାମର୍ଶ ଦେଉଛି ଯେ ତୁମେ ଏହି ଅଙ୍ଗନାଶ୍ରୟଂ ତ୍ୟାଗ କର, ପରମହଂସ-ଆଶ୍ରୟଂ କୁ ଯାଅ । ତାହା ହେଲେ ତୁମର ଜୀବନ ରକ୍ଷା ପାଇ ଯିବ । ଅନ୍ୟଥା, ଯେମିତି ପ୍ରହ୍ଲାଦ ମହାରାଜ କହୁଛନ୍ତି, ଗୃହଂ ଅନ୍ଧ-କୂପମ, ଯଦି ତୁମେ ନିଜକୁ ସବୁବେଳେ ଏଇ ପାରିବାରିକ ଜୀବନ ନାମକ ଅନ୍ଧକାର କୁଅଁ ରେ ରଖିବ, ତାହା ହେଲେ ତୁମେ କେବେ ବି ଖୁସି ହୋଇ ପାରିବ ନାହିଁ । ଆତ୍ମ-ପାତଂ । ଆତ୍ମ-ପାତଂ ର ଅର୍ଥ ତୁମେ କେବେ ଭି ଆଧ୍ୟାତ୍ମିକ ଜୀବନକୁ ବୁଝି ପାରିବ ନାହିଁ । ଅବଶ୍ୟ, ସବୁ ବେଳେ ନୁହଁ, କିନ୍ତୁ ସାଧାରଣତଃ । ସାଧାରଣତଃ, ଯିଏ ପାରିବାରିକ ଜୀବନ ପ୍ରତି ଅତ୍ୟଧିକ ଆସକ୍ତ ଅଥବା ବିସ୍ତାରିତ ପାରିବାରିକ ଜୀବନ... ବିସ୍ତାରିତ - ପାରିବାରିକ ଜୀବନ, ତାପରେ ସାମାଜିକ ଜୀବନ, ତାପରେ ସମ୍ରଦାୟିକ ଜୀବନ, ତାପରେ ରାଷ୍ଟ୍ରୀୟ ଜୀବନ, ତାପରେ ଅନ୍ତରାଷ୍ଟ୍ରୀୟ ଜୀବନ । ସେ ସବୁ ଗୃହଂ ଅନ୍ଧ-କୂପମ୍ । ସବୁ ଗୃହଂ ଅନ୍ଧ-କୂପମ୍ ।