OR/670329b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୬୭ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୬୭]] | [[Category:OR/ଅମୃତ ବାଣୀ - ୧୯୬୭]] | ||
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]] | [[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/670329 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670329|OR/670331 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670331}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670329LE-SAN_FRANCISCO_ND_01.mp3</mp3player>|"ବିରହ ଅର୍ଥ ପୃଥକତା। ପୃଥକତା।" କୃଷ୍ଣ, ତୁମେ ବହୁତ ଭଲ, ତୁମେ ଏତେ ଦୟାଳୁ, ତୁମେ ବହୁତ ସୁନ୍ଦର। କିନ୍ତୁ ମୁଁ ଏତେ ଘୃଣ୍ୟ, ମୁଁ ପାପରେ ଏତେ ପରିପୂର୍ଣ୍ଣ ଯେ ମୁଁ ତୁମକୁ ଦେଖି ପାରିବି ନାହିଁ । ତୁମକୁ ଦେଖିବା ପାଇଁ ମୋର କୌଣସି ଯୋଗ୍ୟତା ନାହିଁ । "ତେଣୁ ଏହିପରି ଭାବରେ, ଯଦି ଜଣେ କୃଷ୍ଣଙ୍କ ବିରହ ଅନୁଭବ କରେ, "କୃଷ୍ଣ, ମୁଁ ତୁମକୁ ଦେଖିବାକୁ ଚାହେଁ, କିନ୍ତୁ ମୁଁ ଏତେ ଅଯୋଗ୍ୟ ଯେ ମୁଁ ତୁମକୁ ଦେଖି ପାରିବି ନାହିଁ, " ଏହି ବିରହ ଭାବନା ଆପଣଙ୍କୁ କୃଷ୍ଣ ଚେତନାରେ ସମୃଦ୍ଧ କରିବ। ଏହା ନୁହେଁ "କୃଷ୍ଣ, ମୁଁ ତୁମକୁ ଦେଖିଛି । ଶେଷ ହୋଇଗଲା । ମୁଁ ତୁମକୁ ବୁଝିଛି । ଶେଷ ହୋଇଗଲା । ମୋର ସମସ୍ତ ବ୍ୟବସାୟ ସମାପ୍ତ ହେଲା। " ନା! ଚିରଦିନ ପାଇଁ ନିଜକୁ ଭାବ ଯେ ମୁଁ କୃଷ୍ଣଙ୍କୁ ଦେଖିବା ପାଇଁ ଅଯୋଗ୍ୟ ଅଟେ। ଏହା ତୁମକୁ କୃଷ୍ଣ ଚେତନାରେ ସମୃଦ୍ଧ କରିବ ।"|Vanisource:670329 - Lecture - San Francisco|670329 - ପ୍ରବଚନ - ସାନ୍ ଫ୍ରାନ୍ସିସ୍କୋ}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670329LE-SAN_FRANCISCO_ND_01.mp3</mp3player>|"ବିରହ ଅର୍ଥ ପୃଥକତା। ପୃଥକତା।" କୃଷ୍ଣ, ତୁମେ ବହୁତ ଭଲ, ତୁମେ ଏତେ ଦୟାଳୁ, ତୁମେ ବହୁତ ସୁନ୍ଦର। କିନ୍ତୁ ମୁଁ ଏତେ ଘୃଣ୍ୟ, ମୁଁ ପାପରେ ଏତେ ପରିପୂର୍ଣ୍ଣ ଯେ ମୁଁ ତୁମକୁ ଦେଖି ପାରିବି ନାହିଁ । ତୁମକୁ ଦେଖିବା ପାଇଁ ମୋର କୌଣସି ଯୋଗ୍ୟତା ନାହିଁ । "ତେଣୁ ଏହିପରି ଭାବରେ, ଯଦି ଜଣେ କୃଷ୍ଣଙ୍କ ବିରହ ଅନୁଭବ କରେ, "କୃଷ୍ଣ, ମୁଁ ତୁମକୁ ଦେଖିବାକୁ ଚାହେଁ, କିନ୍ତୁ ମୁଁ ଏତେ ଅଯୋଗ୍ୟ ଯେ ମୁଁ ତୁମକୁ ଦେଖି ପାରିବି ନାହିଁ, " ଏହି ବିରହ ଭାବନା ଆପଣଙ୍କୁ କୃଷ୍ଣ ଚେତନାରେ ସମୃଦ୍ଧ କରିବ। ଏହା ନୁହେଁ "କୃଷ୍ଣ, ମୁଁ ତୁମକୁ ଦେଖିଛି । ଶେଷ ହୋଇଗଲା । ମୁଁ ତୁମକୁ ବୁଝିଛି । ଶେଷ ହୋଇଗଲା । ମୋର ସମସ୍ତ ବ୍ୟବସାୟ ସମାପ୍ତ ହେଲା। " ନା! ଚିରଦିନ ପାଇଁ ନିଜକୁ ଭାବ ଯେ ମୁଁ କୃଷ୍ଣଙ୍କୁ ଦେଖିବା ପାଇଁ ଅଯୋଗ୍ୟ ଅଟେ। ଏହା ତୁମକୁ କୃଷ୍ଣ ଚେତନାରେ ସମୃଦ୍ଧ କରିବ ।"|Vanisource:670329 - Lecture - San Francisco|670329 - ପ୍ରବଚନ - ସାନ୍ ଫ୍ରାନ୍ସିସ୍କୋ}} |
Latest revision as of 00:23, 21 November 2020
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ବିରହ ଅର୍ଥ ପୃଥକତା। ପୃଥକତା।" କୃଷ୍ଣ, ତୁମେ ବହୁତ ଭଲ, ତୁମେ ଏତେ ଦୟାଳୁ, ତୁମେ ବହୁତ ସୁନ୍ଦର। କିନ୍ତୁ ମୁଁ ଏତେ ଘୃଣ୍ୟ, ମୁଁ ପାପରେ ଏତେ ପରିପୂର୍ଣ୍ଣ ଯେ ମୁଁ ତୁମକୁ ଦେଖି ପାରିବି ନାହିଁ । ତୁମକୁ ଦେଖିବା ପାଇଁ ମୋର କୌଣସି ଯୋଗ୍ୟତା ନାହିଁ । "ତେଣୁ ଏହିପରି ଭାବରେ, ଯଦି ଜଣେ କୃଷ୍ଣଙ୍କ ବିରହ ଅନୁଭବ କରେ, "କୃଷ୍ଣ, ମୁଁ ତୁମକୁ ଦେଖିବାକୁ ଚାହେଁ, କିନ୍ତୁ ମୁଁ ଏତେ ଅଯୋଗ୍ୟ ଯେ ମୁଁ ତୁମକୁ ଦେଖି ପାରିବି ନାହିଁ, " ଏହି ବିରହ ଭାବନା ଆପଣଙ୍କୁ କୃଷ୍ଣ ଚେତନାରେ ସମୃଦ୍ଧ କରିବ। ଏହା ନୁହେଁ "କୃଷ୍ଣ, ମୁଁ ତୁମକୁ ଦେଖିଛି । ଶେଷ ହୋଇଗଲା । ମୁଁ ତୁମକୁ ବୁଝିଛି । ଶେଷ ହୋଇଗଲା । ମୋର ସମସ୍ତ ବ୍ୟବସାୟ ସମାପ୍ତ ହେଲା। " ନା! ଚିରଦିନ ପାଇଁ ନିଜକୁ ଭାବ ଯେ ମୁଁ କୃଷ୍ଣଙ୍କୁ ଦେଖିବା ପାଇଁ ଅଯୋଗ୍ୟ ଅଟେ। ଏହା ତୁମକୁ କୃଷ୍ଣ ଚେତନାରେ ସମୃଦ୍ଧ କରିବ ।" |
670329 - ପ୍ରବଚନ - ସାନ୍ ଫ୍ରାନ୍ସିସ୍କୋ |